Home Middle

ଜେଲରେ ୪୪ କଏଦୀ ଏଚଆଇଭି ସଂକ୍ରମିତ: ଚିନ୍ତାରେ ପ୍ରଶାସନ…

ନୈନିତାଲ,୧୦।୪ : ଉତ୍ତରାଖଣ୍ଡର ହାଲଦାନି ଜେଲରେ ୪୪ ଜଣ କଏଦୀ ହ୍ୟୁମାନ ଇମ୍ୟୁନୋଡେଫେସିସିସି ଭାଇରସ (ଏଚଆଇଭି) ସଂକ୍ରମିତ ହୋଇଥିବା ଜଣାପଡିଛି। ସୁଶୀଲା ତିୱାରୀ ହସ୍ପିଟାଲର ଏଆରଟି ସେଣ୍ଟର୍‌ ଦାୟିତ୍ୱରେ ଥିବା ଡାକ୍ତର ପରମଜିତ ସିଂ କହିଛନ୍ତି ଯେ ସଂକ୍ରମିତ କଏଦୀଙ୍କ ମଧ୍ୟରେ…

ଶିଶୁଙ୍କୁ ନ୍ୟାୟ ମିଳିବାରେ ବିଳମ୍ବ, ପୋକ୍ସୋର ସର୍ବାଧିକ ବିଚାରଧୀନ ମାମଲା ଉତ୍ତରପ୍ରଦେଶରେ…

ନୂଆଦିଲ୍ଲୀ,୧୦।୪ : ଶିଶୁଙ୍କୁ ନ୍ୟାୟ ମିଳିବାରେ ବିଳମ୍ବ ହେବାରେ ଲାଗିଛି। ଦେଶର ସବୁଠାରୁ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶରେ ସର୍ବାଧିକ ୬୭,୨୦୦ ଶିଶୁଙ୍କ ବିରୋଧରେ ଜଘନ୍ୟ ଅପରାଧ ମାମଲା ବିଚାରାଧୀନ ଅଛି। ଯୌନ ଅପରାଧରୁ ଶିଶୁମାନଙ୍କୁ ସୁରକ୍ଷା ଦେବା (ପୋକ୍ସୋ) ଅଧିନିୟମ ଅନୁଯାୟୀ…

ସ୍ବାମୀଙ୍କୁ ଡରୁଆ-ବେକାର କହିବା, ମାତାପିତାଙ୍କ ଠାରୁ ଅଲଗା କରିବା ହୋଇ ପାରିବ ଛାଡ଼ପତ୍ରର ଆଧାର: ହାଇକୋର୍ଟ…

କୋଲକାତା,୧୦।୪ : ଏକ ଛାଡ଼ପତ୍ର ମାମଲାର ଶୁଣାଣି ବେଳେ କଲିକତା ହାଇକୋର୍ଟ କହିଛନ୍ତି ଯେ ମାନସିକ ନିର୍ଯାତନା ଆଧାରରେ ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କଠାରୁ ଛାଡପତ୍ର ପାଇପାରିବେ। ଯଦି ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ମାତାପିତାଙ୍କଠାରୁ ଅଲଗା ହେବାକୁ ବାଧ୍ୟ କରନ୍ତି କିମ୍ବା…

ପିଠିରେ ଛୁରା ଭୁଷିଥିବା ଲୋକେ ବାଲାସାହେବଙ୍କ ସିନ୍ଧାନ୍ତକୁ ଆଗେଇ ନେଇ ପାରିବେ ନାହିଁ: ଶିନ୍ଦେଙ୍କୁ ସିବଲଙ୍କ ଜବାବ…

ନୂଆଦିଲ୍ଲୀ,୧୦।୪ : ଅଯୋଧ୍ୟା ଗସ୍ତରେ ଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ରାଜ୍ୟସଭା ସଦସ୍ୟ କପିଲ ସିବଲ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ପିଠିରେ ଛୁରା ଭୁଷିଥିବା ଲୋକମାନେ ବାଲାସାହେବ ଠାକରେଙ୍କ ସିନ୍ଧାନ୍ତକୁ ଆଗେଇ ନେଇ ପାରିବେ ନାହିଁ। ଶିବସେନା ନେତା…

କରୋନା ସ୍ଥିତି ଅସମ୍ଭାଳ: ସକ୍ରିୟ ମାମଲା ୪୦ ହଜାର ମୁହାଁ…

ନୂଆଦିଲ୍ଲୀ, ୧୦।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ…

ଚାଇନାର ଦାଦାଗିରି: ତାଇଓ୍ବାନର ମେଡ଼ିୟନ ଲାଇନ ଅତିକ୍ରମ କଲେ ୫୯ ଯୁଦ୍ଧ ବିମାନ…

ତାଇପେ/ବେଜିଂ,୧୦।୪ : ତାଇୱାନ ମୁହାଁ ଚାଇନାର ଯୁଦ୍ଧ ବିମାନ ଏବଂ ୧୧ ଟି ଯୁଦ୍ଧ ଜାହାଜ ହୋଇଛନ୍ତି। ଦ୍ୱୀପର ପ୍ରତିରକ୍ଷା ମନ୍ତ୍ରଣାଳୟ ସୋମବାର ଏହି ସୂଚନା ଦେଇଛି। ଚାଇନା ଏପରି ପଦକ୍ଷେପ ନେଇଛି ଯେଉଁ ସମୟରେ ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ…

ଆମେରିକା ଯାତ୍ରା ହେବ ମହଙ୍ଗା: ମେ ୩୦ରୁ ବଢ଼ିବ ଭିଜା ଫି…

ଓ୍ବାଶିଂଟନ,୧୦।୪ : ଯେଉଁମାନେ ଆମେରିକା ଯିବାକୁ ଯୋଜନା କରୁଛନ୍ତି ସେମାନଙ୍କ ପାଇଁ ଖରାପ ଖବର। ଆମେରିକାର ବୈଦେଶିକ ବିଭାଗ ଭିଜା ଆବେଦନ ଶୁଳ୍କ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। କିଛି ଅଣ-ପ୍ରବାସୀ ଭିଜା ଉପରେ ଏହି ଶୁଳ୍କ ବୃଦ୍ଧି କରାଯାଇଛି। ଏହି…

ଆଜିଠାରୁ ଭାରତ-ଆମେରିକା ମିଳିତ ସମରାଭ୍ୟାସ…

କୋଲକାତା,୧୦।୪ : ଚାଇନା ସହିତ  ଚାଲିଥିବା ବିବାଦ ମଧ୍ୟରେ ଆମେରିକା ଏବଂ ଭାରତର ସ୍ବତନ୍ତ୍ର ବାହିନୀ ସୋମବାର ଠାରୁ ଫରଓ୍ବାର୍ଡପାଷ୍ଟଅଞ୍ଚଳରେ ଯୁଦ୍ଧ ବିମାନ ଚଳାଚଳ ପାଇଁ ତାଲିମ କେନ୍ଦ୍ରରେ ମିଳିତ ସମରାଭ୍ୟାସଆରମ୍ଭ କରିବେ। ତଥାପି, କାର୍ଯ୍ୟସୂଚୀରେ କିଛି ପରିବର୍ତ୍ତନ ହେବାର ସମ୍ଭାବନା…

କରୋନା ମୁକାବିଲା: ଦେଶବ୍ୟାପୀ ମକ୍‌ ଡ୍ରିଲ୍‌…

ନୂଆଦିଲ୍ଲୀ,୧୦।୪ : ସଂକ୍ରମଣ ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ୧୦ ଏବଂ ୧୧ ଏପ୍ରିଲରେ ଜାତୀୟ ସ୍ତରରେ ଏକ ମକ ଡ୍ରିଲ ଆୟୋଜନ କରାଯାଇ  ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଉପରେ ନଜର ରଖାଯିବ। ମକ ଡ୍ରିଲରେ ଆଇସିୟୁ ଶଯ୍ୟା, ଚିକିତ୍ସା…

ରାହୁଲ ବିଦେଶରେ ଅବାଞ୍ଛିତ ଶିଳ୍ପପତିଙ୍କୁ ଭେଟନ୍ତି: ଗୁଲାମ ନବୀ…

ନୂଆଦିଲ୍ଲୀ,୧୦।୪ : କଂଗ୍ରେସର ପୂର୍ବତନ ନେତା ଗୁଲାମ ନବୀ ଆଜାଦ ଏକ ସାକ୍ଷାତକାରରେ ଦାବି କରିଛନ୍ତି, ରାହୁଲ ଗାନ୍ଧୀ ବିଦେଶରେ ଅବାଞ୍ଛିତ ଶିଳ୍ପପତିଙ୍କୁ ଭେଟିଛନ୍ତି। ଯଦିଓ ସେ ଏ ବିଷୟରେ ଅଧିକ ସୂଚନା ଦେଇନାହାଁନ୍ତି। କିନ୍ତୁ ଗୁଲାମ ନବୀଙ୍କ ଦାବି ଉପରେ…

ମଝି ସମୁଦ୍ରରେ ବୁଡ଼ିଲା ଯାତ୍ରୀବାହୀ ଜାହାଜ…

ଏଥେନ୍ସ,୧୦।୪ : ଗ୍ରୀସ ଏବଂ ମାଲ୍ଟା ମଧ୍ୟରେ ମଝି ସମୁଦ୍ରରେ ଏକ ଜାହାଜ ବୁଡ଼ି ଯାଇଛି। ଏହି ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଯାତ୍ରୀ ନିଖୋଜ ଅଛନ୍ତି। ଜାହାଜରେ ୪୦୦ରୁ ଅଧିକ ଯାତ୍ରୀ ଥିଲେ। ଡଙ୍ଗାଟି ଲିବିଆର…

ଶ୍ରୀଲଙ୍କାର ମହାବୋଧି ବୃକ୍ଷ ପାଇଁ ସଙ୍କଟ ସାଜିଛି ଚାଇନା ପାଓ୍ବାର ପ୍ଲାଣ୍ଟ୍‌…

କଲମ୍ବୋ,୧୦।୪ : ଶ୍ରୀଲଙ୍କାର ନୋରୋଚୋଲାଇରେ ଚାଇନା ଦ୍ୱାରା ନିର୍ମିତ ଏକ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ବିଷାକ୍ତ ଏସିଡ ବାହାରିବା କାରଣରୁ ଦୁନିଆର ସର୍ବ ପୁରାତନ ବୃକ୍ଷ ମହାବୋଧି ବୃକ୍ଷ ପ୍ରତି ସଙ୍କଟ ସୃଷ୍ଟି ହୋଇଛି। ପରିବେଶରେ ଏହି ବିଷାକ୍ତ ଏସିଡ ବିସର୍ଜନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri