ବିରୋଧୀଙ୍କୁ ଏକଜୁଟ ଯୋଜନା: ନୀତୀଶ-ତେଜସ୍ବୀଙ୍କ ବୈଠକରେ ରାହୁଲ…
ନୂଆଦିଲ୍ଲୀ,୧୨।୪ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ବୁଧବାର ଦିଲ୍ଲୀରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଏହି ସମୟରେ ଖାର୍ଗେଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉପସ୍ଥିତ ଥିଲେ। ବିରୋଧୀ…
ମାତୃତ୍ୱ ଅବକାଶ ଆଇନକୁ ଏସସିରେ ଚ୍ୟାଲେଞ୍ଜ: ପୋଷ୍ୟ ସନ୍ତାନଙ୍କ ପାଇଁ ଭେଦଭାବପୂର୍ଣ୍ଣ ଅଭିଯୋଗ…
ନୂଆଦିଲ୍ଲୀ,୧୨।୪ : ସୁପ୍ରିମକୋର୍ଟରେ ମାତୃତ୍ୱ ଆଇନର ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରାଯାଇଛି ଏବଂ ପୋଷ୍ୟ ସନ୍ତାନମାନଙ୍କ ପାଇଁ ମାତୃତ୍ୱ ଅବକାଶ ନିୟମ ଭେଦଭାବପୂର୍ଣ୍ଣ ବୋଲି ଅଭିଯୋଗ କରାଯାଇଛି। ୨୮ ଏପ୍ରିଲରେ ସୁପ୍ରିମକୋର୍ଟ ଏହି ଜନସ୍ବାର୍ଥ ମାମଲାର ଶୁଣାଣି କରିବାକୁ ରାଜି ହୋଇଛନ୍ତି। ଏଥିରେ…
ଡିଫେନ୍ସ କଲୋନୀ ସ୍କୁଲରେ ବୋମା ଆତଙ୍କ: ଇ-ମେଲରେ ଧମକ ମିଳିବା ପରେ ପହଞ୍ଚିଲା ବମ୍ ସ୍କ୍ବାଡ୍…
ନୂଆଦିଲ୍ଲୀ,୧୨।୪ : ଦିଲ୍ଲୀର ଡିଫେନ୍ସ କଲୋନୀରେ ଥିବା ଦ ଇଣ୍ଡିଆନ ସ୍କୁଲରେ ବୋମା ଥିବା ନେଇ ଏକ ଧମକପୂର୍ଣ୍ଣ ଇ-ମେଲ ଆସିବା ପରେ ଅଭିଭାବକ ଏବଂ ପିଲାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସ୍କୁଲ ଭିତରେ ଏକ ବୋମା ଲଗାଯାଇଥିବା ଧମକ ମିଳିବାରେପରେ…
ଏଚ-୩-ଏନ-୮ ବାର୍ଡ ଫ୍ଲୁରେ ପ୍ରଥମ ମୃତ୍ୟୁ ନେଇ ଆତଙ୍କ: ଡବ୍ଲୁଏଚଓ କହିଲା ଭୟର କାରଣ ନାହିଁ…
ବେଜିଂ,୧୨।୪ : ଏଚ-୩-ଏନ-୮ ବାର୍ଡ ଫ୍ଲୁ ଯୋଗୁ ପ୍ରଥମ ମୃତ୍ୟୁ ପୃଥିବୀରେ ରେକର୍ଡ କରାଯାଇଛି। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) କହିଛି ଯେ, ଚାଇନାର ଜଣେ ମହିଳାଙ୍କର ବାର୍ଡ ଫ୍ଲୁରେ ମୃତ୍ୟୁ ଘଟିଛି। କିନ୍ତୁ ଏହି ଷ୍ଟ୍ରେନ ଲୋକମାନଙ୍କ ମଧ୍ୟରେ…
ଫ୍ରାନ୍ସର ରାଷ୍ଟ୍ରପତିଙ୍କୁ ନେଇ ଟ୍ରମ୍ପଙ୍କ ବିବାଦୀୟ ମନ୍ତବ୍ୟ…
ଓ୍ବାଶିଂଟନ,୧୨।୪ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ମୋର ବନ୍ଧୁମାନେ ଆଜିକାଲି ଚାଇନା ଯାଉଛନ୍ତି। ସେଠାରେ ସେମାନେ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଚାଟୁକାର ପାଲଟି ଯାଇଛନ୍ତି। ନ୍ୟୁୟର୍କରେ ତାଙ୍କ…
ପିତାଙ୍କ ଉପନାମ ଥିବା ଲୋକଙ୍କୁ ମିଳିବନି ଆଦିବାସୀ ପ୍ରମାଣପତ୍ର…
ଶିଲଂ,୧୨।୪ : ମେଘାଳୟର ଏକ ଜିଲା ପରିଷଦ ମାତୃକେନ୍ଦ୍ରିକ ବ୍ୟବସ୍ଥାକୁ ମଜବୁତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ପାରମ୍ପାରିକ ଖାସି ଗ୍ରାମ ମୁଖିଆମାନଙ୍କୁ କେବଳ ସେମାନଙ୍କ ମାତାଙ୍କର ଉପନାମ ବ୍ୟବହାର କରୁଥିବା ଲୋକଙ୍କୁ ଆଦିବାସୀ ପ୍ରମାଣପତ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ…
ଭୂତ ପିଲା ଖାଉଛନ୍ତି ୧୬ କୋଟି ମଧ୍ୟାହ୍ନ ଭୋଜନ ଥାଳି: ପଶ୍ଚିମବଙ୍ଗ ସରକାର ହରଡ଼ଘଣାରେ…
କୋଲକାତା,୧୨।୪ : ମଧ୍ୟାହ୍ନ ଭୋଜନ ମାମଲାରେ ପଶ୍ଚିମବଙ୍ଗର ସମସ୍ୟା ବଢ଼ିିପାରେ ବୋଲି କୁହାଯାଉଛି। ରାଜ୍ୟରେ ହିସାବଠାରୁ ଅଧିକ ୧୬ କୋଟି ମଧ୍ୟାହ୍ନ ଭୋଜନ ଥାଳି ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଛି। ଏହି ୧୬ କୋଟି ମଧ୍ୟାହ୍ନ ଭୋଜନ ଥାଳି କିଏ ଖାଉଛି…
ରାମ ମନ୍ଦିର ନିର୍ମାଣ କେନ୍ଦ୍ର ସରକାରଙ୍କ ଯୋଗୁ ନୁହେଁ ସୁପ୍ରିମ୍କୋର୍ଟଙ୍କ ଯୋଗୁ ସମ୍ଭବ ହୋଇଛି: ଆଦିତ୍ୟ ଠାକରେ…
ହାଇଦ୍ରାବାଦର ,୧୨।୪ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରି ଶାସକ ଶିବସେନାର ସହଯୋଗୀ ରାଜ୍ୟରେ ଦଙ୍ଗା ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି। ଶିବସେନା (ୟୁବିଟି) ନେତା କହିଛନ୍ତି ଯେ…
କେଶବ ମହିନ୍ଦ୍ରାଙ୍କ ପରଲୋକ…
ନୂଆଦିଲ୍ଲୀ,୧୨।୪ : ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପର ପୂର୍ବତନ ଚେୟାରମ୍ୟାନ ତଥା ଦେଶର ସର୍ବ ପୁରାତନ ବିଲିୟନେୟାର କେଶବ ମହିନ୍ଦ୍ରାଙ୍କର ବୁଧବାର ୯୯ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୬୨ ରୁ ୨୦୧୨ ପର୍ଯ୍ୟନ୍ତ ୪୮ ବର୍ଷ ଧରି ମହିନ୍ଦ୍ରା…
କାର୍ଯ୍ୟରେ ଯୋଗ ଦେଉ ନ ଥିବା ପାଇଲଟଙ୍କୁ ଆଲାଇନ୍ସ ଏୟାରର କାରଣ ଦର୍ଶାଅ ନୋଟିସ ଜାରି…
ନୂଆଦିଲ୍ଲୀ,୧୨।୪ : ଲଗାତାର ଦୁଇ ଦିନ ଧରି କାର୍ଯ୍ୟରେ ଯୋଗ ନ ଦେଇଥିବାରୁ ଆଲାଇନ୍ସ ଏୟାର ଏହାର ପାଇଲଟମାନଙ୍କୁ ସୋ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଏୟାରଲାଇନ୍ସର ଜଣେ ଅଧିକାରୀ କହିଛନ୍ତି, ପାଇଲଟମାନେ ସୋମବାର ଷ୍ଟ୍ରାଇକ କରିଥିଲେ ଯାହା ମଙ୍ଗଳବାର…
କାଲିଫର୍ନିଆ ଆସେମ୍ଳିରେ ଦାବି-୧୯୮୪ ଶିଖ ବିରୋଧି ହିଂସାକୁ ଦିଆଯାଉ ନରସଂହାରର ମାନ୍ୟତା
ଓ୍ବାଶିଂଟନ,୧୨।୪: କାଲିଫର୍ନିଆ ରାଜ୍ୟ ବିଧାନସଭା ଆମେରିକି କଂଗ୍ରେସକୁ ଔପଚାରିକ ଭାବେ ଭାରତରେ ୧୯୮୪ ହୋଇଥିବା ଶିଖ ବିରୋଧି ହିଂସାକୁ ନରସଂହାର ଭାବେ ମାନ୍ୟତା ଦେବା ଓ ନିନ୍ଦା କରିବାକୁ କହି ଏକ ପ୍ରସ୍ତାବ ପାସ କରିଛନ୍ତି। ଏହି ପ୍ରସ୍ତାବ ୨୨ ମାର୍ଚ୍ଚରେ…
ଚେନ୍ନାଇରେ ସିଏସକେ-ଆରଆର ଲଢ଼େଇ…
ନୂଆଦିଲ୍ଲୀ,୧୨।୪ : ଜୋସ ବଟଲର୍ ଏବଂ ଯଶସ୍ବୀ ଜୈସୱାଲଙ୍କ ରାଜସ୍ଥାନ ରୟାଲର୍ସ (ଆରଆର) ଦଳର ଓପନିଂ ଯୋଡି ଆଇପିଏଲ ସିରିଜ ୧୬ର ୧୭ତମ ମ୍ୟାଚରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ର ସ୍ପିନ ବୋଲରଙ୍କର ସମ୍ମୁଖୀନ ହେବେ।…
Archives


