Home Middle

ନନ୍ଦିନୀଙ୍କୁ ଫେମିନା ମିସ୍‌ ଇଣ୍ଡିଆ ମୁକୁଟ

ନୂଆଦିଲ୍ଲୀ,୧୭।୪: ରାଜସ୍ଥାନର ୧୯ ବର୍ଷୀୟା ନନ୍ଦିନୀ ଗୁପ୍ତା ୨୦୨୩ ବର୍ଷ ପାଇଁ ଫେମିନା ମିସ୍‌ ଇଣ୍ଡିଆ ମୁକୁଟ ଜିତିଛନ୍ତି। ଦିଲ୍ଲୀର ଶେୟା ପୁଞ୍ଜା ପ୍ରଥମ ରନର୍ସ ଅପ୍‌ ହୋଇଥିବାବେଳେ ମଣିପୁରର ଥୋଉନାଓଜାମ୍‌ ଷ୍ଟ୍ରେଲା ଲୁଓ୍ବାଙ୍ଗ ଦ୍ୱିତୀୟ ରନର୍ସ ଅପ୍‌ ହୋଇଛନ୍ତି। ମଣିପୁର…

ଆଦାନୀ ଦୁର୍ନୀତିର ପ୍ରତୀକ: ରାହୁଲ

କୋଲାର,୧୭ା୪ : କର୍ନାଟକର କୋଲାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେବା ଅବସରରେ ଆଦାନୀ ‘ଦୁର୍ନୀତି’ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୋର୍‌ଦାର ସମାଲୋଚନା କରିଛନ୍ତି। ସେ କେନ୍ଦ୍ରର ଭାଜପା ସରକାରଙ୍କୁ ଭୟ…

ଶାହାଙ୍କ କାର୍ଯ୍ୟକ୍ରମରେ ଅଂଶୁଘାତ: ୮ ମୃତ

ନଭି ମୁମ୍ବାଇ, ୧୭ା୪ : ନଭି ମୁମ୍ବାଇରେ ରବିବାର ମହାରାଷ୍ଟ୍ର ଭୂଷଣ ପୁରସ୍କାର ପ୍ରଦାନ ଉତ୍ସବ ବେଳେ ଅଂଶୁଘାତରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ୫୦ ଜଣ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୁରସ୍କାର ବିତରଣ ଉତ୍ସବରେ ସ୍ବରାଷ୍ଟ୍ର ମନ୍ତ୍ରୀ…

ଛାତ୍ରଙ୍କ ସହ ଯୌନ ସମ୍ପର୍କ: ୬ ଶିକ୍ଷୟିତ୍ରୀ ଗିରଫ

କାଲିଫର୍ନିଆ, ୧୭ା୪: ଆମେରିକାରେ ନିଜ ଛାତ୍ରମାନଙ୍କ ସହ ଯୌନ ସମ୍ବନ୍ଧ ରଖିବା ଅଭିଯୋଗରେ ଦୁଇ ଦିନ ଭିତରେ ୬ ଶିକ୍ଷୟିତ୍ରୀ ଗିରଫ ହୋଇଛନ୍ତି। ଏହି ସମ୍ବେଦନଶୀଳ ଘଟଣା ଆମେରିକାରେ ଚର୍ଚ୍ଚାର ବିଷୟ ପାଲଟିଛି। ସଦ୍ୟତମ ଘଟଣା କାଲିଫର୍ନିଆର ଡେନଭିଲେରେ ଘଟିଛି। ଶିକ୍ଷୟତ୍ରୀ…

ଇସି ଅରୁଣ ଗୋଏଲ୍‌ଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ, ୧୭ା୪(ପି.ଟି.): ନିର୍ବାଚନ କମିଶନର (ଇସି) ଭାବେ ଅରୁଣ ଗୋଏଲଙ୍କ ନିଯୁକ୍ତିକୁ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ(ଏଡିଆର୍‌) ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି। ନିର୍ବାଚନ କମିଶନର ଆନୁଷ୍ଠାନିକ ଅଖଣ୍ଡତା ଓ ନିରପେକ୍ଷତାର ଉଲ୍ଲଂଘନ କରାଯାଇ ମନମୁଖି ଭାବେ ଗୋଏଲଙ୍କୁ ନିର୍ବାଚନ କମିଶନ ନିଯୁକ୍ତ…

୯ ଘଣ୍ଟାରେ ୫୬ ପ୍ରଶ୍ନ

ନୂଆଦିଲ୍ଲୀ, ୧୭ା୪(ପି.ଟି.): ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ସିବିଆଇ ରବିବାର ପ୍ରାୟ ୯ ଘଣ୍ଟା ଜେରା କରିଛି। ତାଙ୍କୁ ଉକ୍ତ ଦୁର୍ନୀତି ମାମଲାର ଜଣେ ସାକ୍ଷୀ ଭାବେ ତଦନ୍ତକାରୀ ଅଧିକାରୀମାନେ ୫୬ଟି ପ୍ରଶ୍ନ ପଚାରିଥିଲେ ବୋଲି କେଜ୍‌ରିଓ୍ବାଲ…

୪୩ ଡିଗ୍ରୀ ଛୁଇଁଲା ଝାରସୁଗୁଡ଼ା

ଭୁବନେଶ୍ୱର,୧୭।୪(ବ୍ୟୁରୋ): ଗତ କିଛିଦିନ ଧରି ରାଜ୍ୟରେ ପାରଦା ଉପରମୁହାଁ ରହିଛି। ପ୍ରବଳ ଗରମରେ ଆଉଟୁପାଉଟୁ ହେଉଛି ସାରା ଓଡ଼ିଶା। ରବିବାର ୯ ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିବାବେଳେ ୪୩ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା।…

ପ୍ରୟାଗରାଜରେ ହାଇଆଲର୍ଟ

ପ୍ରୟାଗରାଜ/ଲକ୍ଷ୍ନୌ,୧୭ା୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅମଳରେ ଏନ୍‌କାଉଣ୍ଟରରେ ୧୮୩ ଜଣଙ୍କୁ ହତ୍ୟା କରାଗଲାଣି। ମୃତକଙ୍କ ମଧ୍ୟରେ ଉମେଶ ପାଲ୍‌ଙ୍କ ହତ୍ୟା ଅଭିଯୁକ୍ତ ଅସଦ୍‌ ଅହମ୍ମଦ ଓ ଶୁଟର ଗୁଲାମ ମହମ୍ମଦ ଅନ୍ତର୍ଭୁକ୍ତ। ଅସଦ୍‌ଙ୍କୁ ପ୍ରୟାଗରାଜରେ ସମାଧି ଦିଆଯିବାର କିଛି…

କୋଭିଡ୍‌ ମୃତ୍ୟୁର ୨ ବର୍ଷ ପରେ ଘରକୁ ଫେରିଲେ

ଧର୍‌(ମଧ୍ୟପ୍ରଦେଶ), ୧୭ା୪ : ମଧ୍ୟପ୍ରଦେଶ ଧର୍‌ ଜିଲାର କମଲେଶ ପଟିଦାର(୩୫) ୨ ବର୍ଷ ପୂର୍ବେ କୋଭିଡ୍‌-୧୯ରେ ସଂକ୍ରମିତ ହୋଇ ଗୁଜରାଟର ବଡୋଦରସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ପରିବାର ଲୋକେ ତାଙ୍କର ଶେଷକୃତ୍ୟ…

‘ସତ୍ୟପାଲଙ୍କ ମନ୍ତବ୍ୟରୁ ଧ୍ୟାନ ହଟାଇବା ପାଇଁ ହତ୍ୟା’

ନୂଆଦିଲ୍ଲୀ/ ଲକ୍ଷ୍ନୌ/ପ୍ରୟାଗରାଜ,୧୭ା୪ : ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଗ୍ୟାଙ୍ଗ୍‌ଷ୍ଟର ଅତିକ୍‌ ଅହମ୍ମଦ ଓ ଭାଇ ଅଶ୍ରଫ୍‌ ଅହମ୍ମଦଙ୍କୁ ଶନିବାର ରାତିରେ ଅତି ନିକଟରୁ ଗୁଳି କରି ହତ୍ୟା କରାଯିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡ…

ଗୁଜରାଟକୁ ହରାଇ ରାଜସ୍ଥାନ ଶୀର୍ଷରେ

ଅହମଦାବାଦ,୧୬।୪: ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଗୁଜରାଟ ଟାଇଟାନ୍ସ(ଜିଟି) ବିପକ୍ଷ ଆଇପିଏଲର ୨୩ତମ ମ୍ୟାଚ୍‌ରେ ଅଧିନାୟକ ସଞ୍ଜୁ ସାମସନଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ(ଆର୍‌ଆର୍‌) ୩ ଉଇକେଟରେ ବିଜୟୀ ହୋଇଛି। ଅଧିନାୟକ ସଞ୍ଜୁ ସାମସନ ଏବଂ ଶିମରନ୍‌ ହେଟମେରଙ୍କ ଦମ୍‌ଦାର…

ଘରୋଇ ଟୁର୍ନାମେଣ୍ଟର ପୁରସ୍କାର ରାଶି ବଢ଼ାଇଲା ବିସିସିଆଇ…

କୋଲକାତା,୧୬।୪ : ଘରୋଇ ଟୁର୍ନାମେଣ୍ଟର ପୁରସ୍କାର ରାଶି ବିସିସିଆଇ ବହୁଗୁଣିତ କରିଛି। ଚଳିତ ସିଜିନରୁ ରଣଜୀ ଟ୍ରଫି ବିଜେତା ବର୍ତ୍ତମାନ ୨ କୋଟ ଟଙ୍କା ବଦଳରେ ୫ କୋଟି ଟଙ୍କା ପାଇବେ। ମହିଳା କ୍ରିକେଟ ଟୁର୍ନାମେଣ୍ଟକୁ ସବୁଠାରୁ ବଡ ଲାଭ ହୋଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri