ମୋ ନିକଟରେ ଦୁଇଟି ବିକଳ୍ପ, ଆତ୍ମହତ୍ୟା କରିବି ନଚେତ ଦଳ ଛାଡିବି..ଇମ୍ରାନ ଖାଁ ଶେୟାର କଲେ ପିଟିଆଇ ନେତାଙ୍କ ମେସେଜ
ଇସଲାମାବାଦ,୬।୬: ପାକିସ୍ତାନ ରାଜନୀତିରେ ଟଣାଓଟରା ସବୁବେଳେ ଲାଗି ରହିଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି ତାଙ୍କ ପାର୍ଟିକୁ ଜବରଦସ୍ତ ଯୋଡିବାକୁ ଚେଷ୍ଟା କରାଯାଉଛି। ସେ ଟୁଇଟରରେ ଏକ ପୋଷ୍ଟ ଶେୟାର କରି ଶାସକ ଦଳ ଉପରେ ଅଭିଯୋଗ ଆଣିଛନ୍ତି।…
‘ଭାରତ ଏକ ଜୀବନ୍ତ ଲୋକତନ୍ତ୍ର ଦିଲ୍ଲୀ ଯାଆନ୍ତୁ ଆଉ ନିଜେ ଦେଖନ୍ତୁ’,ମୋଦିଙ୍କ ଗସ୍ତ ପୂର୍ବରୁ କହିଲା ଆମେରିକା
ଓ୍ବାଶିଂଟନ,୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତରେ ଗଣତନ୍ତ୍ରର ଅବସ୍ଥା ସମ୍ବନ୍ଧୀୟ ଚିନ୍ତାକୁ ଆମେରିକା ଖାରଜ କରିଦେଇଛି। ଆମେରିକା ସରକାର ସୋମବାର କହିଛନ୍ତି ଯେ ଭାରତ ଏକ ଜୀବନ୍ତ ଗଣତନ୍ତ୍ର, ଯାହାକୁ ନୂଆଦିଲ୍ଲୀ ପରିଦର୍ଶନ କରୁଥିବା ବ୍ୟକ୍ତି ନିଜେ ଦେଖିପାରିବେ।ହ୍ବାଇଟ ହାଉସର…
କୁସ୍ତିଯୋଦ୍ଧାଙ୍କ ମାମଲାରେ କାର୍ଯ୍ୟାନୁଷ୍ଠାନ: ବ୍ରିଜ୍ଭୂଷଣଙ୍କ ୟୁପିସ୍ଥିତ ଘରେ ଏସ୍ଆଇଟି, ପରିବାର ସମେତ ୧୨ଜଣଙ୍କ ବୟାନ ରେକର୍ଡ
ଲକ୍ଷ୍ନୌ,୬।୬: କୁସ୍ତିଯୋଦ୍ଧାମାନେ ଦୀର୍ଘ ଦିନ ଧରି ଭାଜପା ଏମ୍ପି ତଥା ଭାରତୀୟ ରେସଲିଂ ଆସୋସିଏଶନର ସଭାପତି ବ୍ରିଜ୍ଭୂଷଣ ଶରଣ ସିଂଙ୍କ ବିରୋଧରେ ପ୍ରଦର୍ଶନ କରିଆସୁଛନ୍ତି। ଯୌନ ଉତ୍ପୀଡ଼ନ ଏବଂ ସମସ୍ତ ପ୍ରକାର ଅଭିଯୋଗ ପରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ…
ମୃତକଙ୍କୁ ଚିହ୍ନିବା କଷ୍ଟକର
ଭୁବନେଶ୍ୱର,୬।୬ (ବ୍ୟୁରୋ): ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ସୋମବାର ୪ ଦିନ ପୂରିଛି। ଘଟଣାସ୍ଥଳରୁ ଆହତ ଏବଂ ମୃତକଙ୍କ ଉଦ୍ଧାର କାର୍ଯ୍ୟ ସରିଥିବାବେଳେ ଏବେ ମୃତବ୍ୟକ୍ତିଙ୍କର ଚିହ୍ନଟୀକରଣ ଚିନ୍ତାର କାରଣ ହୋଇଛି। କେତେକ ମୃତଦେହ କ୍ଷତବିକ୍ଷତ ହୋଇଯାଇଥିବାରୁ ସେଗୁଡ଼ିକୁ ଚିହ୍ନଟ…
ଭାରତ-ଆମେରିକା ପ୍ରତିରକ୍ଷା ସହଯୋଗ ବଢ଼ିବ
ନୂଆଦିଲ୍ଲୀ, ୬ା୬: ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ସହଭାଗିତା ବୃଦ୍ଧି ଲାଗି ମହତ୍ତ୍ୱାକାଂକ୍ଷୀ ୫ ବର୍ଷୀୟା ରୋଡ୍ମ୍ୟାପ୍ ଉପରେ ସୋମବାର ଦୁଇଦେଶର ପ୍ରତିରକ୍ଷା ମନ୍ତ୍ରୀ ଆଲୋଚନା କରିଛନ୍ତି। ଚାଇନାର ଅର୍ଥନୀତି ବୃଦ୍ଧି ସାଙ୍ଗକୁ ଏହା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଓ…
ଶିବସେନା-ଭାଜପା ମଧ୍ୟରେ କୌଣସି ମତଭେଦ ନାହିଁ: ଅମିତ ଶାହାଙ୍କୁ ଭେଟିବା ଶିନ୍ଦେଙ୍କ ପ୍ରତିକ୍ରିୟା
ମୁମ୍ବାଇ,୫।୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି, ଶିବସେନା ଏବଂ ଭାଜପା ମଧ୍ୟରେ କୌଣସି ମତଭେଦ ନାହିଁ। ବିରୋଧୀ ଦଳ ଗୁଜବ ପ୍ରଚାର କରୁଛନ୍ତି, ଯାହାର କୌଣସି କାମ ନାହିଁ ବୋଲି ସେ…
ପାଟନାରେ ଜୁନ୍ ୧୨ରେ ହେବନି ବିରୋଧୀ ଦଳ ବୈଠକ
ପାଟନା,୫।୬: ୨୦୨୪ ପୂର୍ବରୁ ଭାଜପା ବିରୋଧରେ ରଣନୀତି ପ୍ରସ୍ତୁତ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜୁନ୍ ୧୨ରେ ଡକାଇଥିବା ବିରୋଧୀ ଦଳ ବୈଠକକୁ ସ୍ଥଗିତ ରଖିଛନ୍ତି। ଏନେଇ ନୀତୀଶ କୁମାର ସୂଚନା ଦେଇଛନ୍ତି। ଏଥିସହ ବୈଠକ ସ୍ଥଗିତ ହେବା…
ମୋଦିଙ୍କୁ ସ୍ବାଗତ କରିବାକୁ ଉତ୍ସାହିତ ପ୍ରବାସୀ ଭାରତୀୟ, ବାଇଡେନ-ମୋଦିଙ୍କ ବନ୍ଧୁତ୍ୱର ସାକ୍ଷି ହେବେ ହଜାର ହଜାର ଲୋକ
ଓ୍ବାଶିଂଟନ,୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ରାଜକୀୟ ଗସ୍ତ ଏବଂ ଆମେରିକା ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମକୁ ନେଇ ଆମେରିକାର ଭାରତୀୟ ପ୍ରବାସୀ ଖୁବ ଉତ୍ସାହିତ ଅଛନ୍ତି। ପ୍ରବାସୀ ଭାରତୀୟଙ୍କ ଅନୁଯାୟୀ, ସେମାନେ ଅନୁଭବ କରନ୍ତି ଯେ ଦ୍ୱିପାକ୍ଷିକ…
ଦୁଇ ଦିନ ମଧ୍ୟରେ କେରଳ ଛୁଇଁପାରେ ମୌସୁମୀ
ନୂଆଦିଲ୍ଲୀ,୫।୬: ଦକ୍ଷିଣ ପୂର୍ବ ଆରବ ସାଗରରେ ନିମ୍ନ ଚାପ ଅଞ୍ଚଳରେ ଏକ ସାଇକ୍ଲୋନିକ ସର୍କୁଲେଶନ ବା ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଯାହା ଆସନ୍ତା ଦୁଇ ଦିନ ମଧ୍ୟରେ ତୀବ୍ର ହେବ । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) କହିଛି ଯେ କେରଳରେ ମୌସୁମୀ…
ମୁଖତାର ଅଂସାରୀଙ୍କୁ ଆଜୀବନ କାରାଦଣ୍ଡ, ଏକ ଲକ୍ଷ ଟଙ୍କା ଜରିମାନା
ବାରାଣସୀ,୫।୬: ବାରାଣସୀର ଏମପି-ଏମଏଲଏ କୋର୍ଟ ମୁଖତାର ଅଂସାରୀଙ୍କୁ ଆଜୀବନ କାରାଦଣ୍ଡ ସଜା ଶୁଣାଇଛନ୍ତି। ବାରାଣସୀର ଏକ ୩୨ ବର୍ଷ ପୁରୁଣା ମାମଲାରେ ସୋମବାର ଏମପି-ଏମଏଲଏ କୋର୍ଟ ଏହି ସଜା ଶୁଣାଇଛନ୍ତି। ବାରାଣସୀ କୋର୍ଟ ସୋମବାର ଅବଧେଶ ରାୟ ହତ୍ୟାକାଣ୍ଡରେ ଏହି ରାୟ…
ମୋଦିଙ୍କୁ ପତ୍ର ଲେଖିଲେ ଖାର୍ଗେ, କେବଳ ଖବରରେ ଦେଖାଯାଉଛି ଚମକୁଥିବା ରେଲଓ୍ବେ, ଗ୍ରାଉଣ୍ଡ ଲେବଲରୁ ହେଉ କାମ
ନୂଆଦିଲ୍ଲୀ,୫।୬: ଓଡ଼ିଶାର ବାଲେଶ୍ୱରରେ ହୋଇଥିବା ଟ୍ରେନ ଦୁର୍ଘଟଣା ସମ୍ପର୍କରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଟ୍ରେନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରି କଂଗ୍ରେସ ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀଙ୍କ ଠାରୁ ରେଲଓ୍ବେରେ ସଂସ୍କାର ଆଣିବାକୁ…
ଏମ୍ସରେ ରହିଛି ୯୯ ମୃତଦେହ, ପଠା ସରିଲାଣି ୨୪
ଭୁବନେଶ୍ୱର,୫ା୬(ବ୍ୟୁରୋ): ଭୁବନେଶ୍ୱର ଏମ୍ସରେ ଆଉ ୯୯ଟି ମୃତଦେହ ଚିହ୍ନଟ ପାଇଁ ପ୍ରକିୟା ଜାରି ରହିଛି। ମୋଟ୍ ୧୨୩ଟି ମୃତଦେହ ମଧ୍ୟରୁ ୨୪ଟି ଚିହ୍ନଟ କରାଯାଇ ପଠାଯାଇଛି। ବାକି ୯୯ ମୃତଦେହ ଏମ୍ସରେ ଚିହ୍ନଟ ପାଇଁ ରହିଛି। ଏହି ମୃତଦେହ ମଧ୍ୟରୁ ପଶ୍ଚିମବଙ୍ଗର…

