Home Middle

ରାହୁଲ ଗାନ୍ଧୀଙ୍କୁ ଅହଙ୍କାରର ଚାପୁଡା ମାରିଛନ୍ତି କୋର୍ଟ: ସମ୍ବିତ ପାତ୍ର

ନୂଆଦିଲ୍ଲୀ, ୨୦।୪: ମୋଦି ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧୀଙ୍କ ଦାଖଲ ଯାଚିକାକୁ ସୁରଟର ସେସନ କୋର୍ଟ ଖାରଜ କରିଦେଇଛନ୍ତି। ଏ ନେଇ ଭାଜପା ସୁରଟ ସେସନ କୋର୍ଟର ରାୟକୁ ପ୍ରଶଂସା କରି କହିଛନ୍ତି, ଏହା ନ୍ୟାୟପାଳିକା ଏବଂ ଲୋକଙ୍କ ପାଇଁ ବିଜୟ।…

ଶରଦ ପାଓ୍ବାରଙ୍କୁ ଭେଟିଲେ ଗୌତମ ଆଦାନୀ: ରାଜନୈତିକ ମହଲରେ ହଲଚଲ…

ମୁମ୍ବାଇ,୨୦।୪ : ଶିଳ୍ପପତି ଗୌତମ ଆଦାନୀ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି। ଆଦାନୀ ଗୁରୁବାର ଏନସିପି ନେତାଙ୍କ ଘରେ ପହଞ୍ଚିଥିଲେ। ଉଭୟଙ୍କ ମଧ୍ୟରେ ବନ୍ଦ କୋଠରୀରେ ପ୍ରାୟ ଦୁଇ ଘଣ୍ଟା ଧରି ଆଲୋଚନା ଚାଲିଥିଲା। ବର୍ତ୍ତମାନ ଦୁଇ ଜଣଙ୍କ ମଧ୍ୟରେ…

ଆଇନଜୀବୀମାନେ ଧର୍ମଘଟରେ ଯାଇପାରିବେ ନାହିଁ ଅବା ନ୍ୟାୟିକ କାର୍ଯ୍ୟରୁ ରକ୍ଷା ପାଇପାରିବେ ନାହିଁ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୦।୪ : ସମସ୍ତ ରାଜ୍ୟର ଆଇନଜୀବୀ ଏବଂ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ସୁପ୍ରିମକୋର୍ଟ କହିଛନ୍ତି, ଓକିଲମାନେ ଧର୍ମଘଟ କରିପାରିବେ ନାହିଁ ଅବା ନିଜ କାର୍ଯ୍ୟରୁ ମଧ୍ୟ ଦୂରେଇ ରହିପାରିବେ ନାହିଁ। ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ରାଜ୍ୟ ସ୍ତରୀୟ ଅଭିଯୋଗ…

କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଐଶ୍ୱର୍ଯ୍ୟା ରାୟଙ୍କ ଝିଅ

ମୁମ୍ବାଇ,୨୦ା୪: ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଐଶ୍ୱର୍ଯ୍ୟା ରାୟ-ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ୧୧ ବର୍ଷୀୟା ଆରାଧ୍ୟାଙ୍କ ପକ୍ଷରୁ କୋର୍ଟରେ ଏପରି ଅଭିଯୋଗ ଚର୍ଚ୍ଚାର ବିଷୟ ପାଲଟିଛି। ବାସ୍ତବରେ ଏକ ମିଥ୍ୟା ଖବର ମାମଲାରେ ବଚ୍ଚନ…

୨୫ରେ କେରଳର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୨୪-୨୫ ତାରିଖରେ ମଧ୍ୟପ୍ରଦେଶ, କେରଳ, ଦାଦ୍ରା ଏବଂ ନଗର ହାଭେଳି ଏବଂ ଡାମନ ଏବଂ ଡିୟୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅମସରରେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ରେୱାଠାରେ ସୋମବାର ଅର୍ଥାତ୍‌ ୨୪ ତାରିଖରେ…

ବୁଦ୍ଧଙ୍କ ମାର୍ଗ ଅନୁସରଣ କରିଥିଲେ ଜଳବାୟୁ ପରିବର୍ତ୍ତନ ସଙ୍କଟର ମୁକାବିଲା କରିବାକୁ ପଡ଼ି ନ ଥାନ୍ତା: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୦।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଶ୍ୱ ବୌଦ୍ଧ ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ବୁଦ୍ଧଙ୍କ ମାର୍ଗ ହେଉଛି ଭବିଷ୍ୟତର ପଥ। ଯଦି ବିଶ୍ୱବାସୀ ବୁଦ୍ଧଙ୍କ ଶିକ୍ଷା ଅନୁସରଣ କରିଥାନ୍ତେ, ତେବେ ଜଳବାୟୁ…

ଅମୃତସର ବିମାନ ବନ୍ଦରରେ ଧରାପଡ଼ିଲେ ପଳାତକ ଅମୃତପାଲଙ୍କ ସ୍ତ୍ରୀ…

ଅମୃତସର,୨୦।୪ : ପଞ୍ଜାବରେ ପଳାତକ ଘୋଷିତ ତଥା ଦେଶର ମୋଷ୍ଟ ଓ୍ବାଣ୍ଟେଡ ଖାଲିସ୍ତାନୀ ସମର୍ଥକ ଅମୃତପାଲଙ୍କ ସ୍ତ୍ରୀ କିରଣଦୀପ କୌରଙ୍କୁ ଗୁରୁବାର ଲଣ୍ଡନ ଯିବାବେଳେ ଅମୃତସର ବିମାନ ବନ୍ଦରରେ ପୋଲିସ ଗିରଫ କରିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କିରଣଦୀପ କୌର…

୧୫ବର୍ଷ ପୁରୁଣା ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଲେ ଅବଦୁଲା ଆଜାମ ଖାନ

ଲକ୍ଷ୍ନୋ, ୨୦।୪: ସମାଜବାଦୀ ପାର୍ଟିର ନେତା ଅବଦୁଲ୍ଲା ଆଜାମ ଖାନ ତାଙ୍କର ଏକ ମାମଲାର ଶୁଣାଣି ଲାଗି ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ତାଙ୍କ ତରଫରୁ ଦାଖଲ ହୋଇଥିବା ମାମଲାର ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ରାଜି ହୋଇଛନ୍ତି। ତେବେ ମାମଲାର ଶୁଣାଣି ଗୁରୁବାର…

ସୁପ୍ରିମକୋର୍ଟର ଜମାଦାର ଏବେ ହେବେ ସୁପରଭାଇଜର…

ନୂଆଦିଲ୍ଲୀ,୨୦।୪ : ସୁପ୍ରିମକୋର୍ଟର ସୁଇପରମାନଙ୍କୁ ଆଉ ଜମାଦାର କୁହାଯିବ ନାହିଁ। ଏବେ ସେମାନଙ୍କୁ ସୁପରଭାଇଜର କୁହାଯିବ। ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କିଛି ପଦବୀର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇ କହିଛନ୍ତି, ଏହି ଶବ୍ଦଗୁଡିକ ଉପନିବେଶବାଦୀ ମାନସିକତାକୁ ପ୍ରତିଫଳିତ…

ଦିଲ୍ଲୀରେ ଡିସି-କେକେଆର ମୁହାଁମୁହିଁ, ଡିସି ପାଇଁ କର ବା ମର ସ୍ଥିତି…

ନୂଆଦିଲ୍ଲୀ ,୨୦।୪ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୨୮ତମ ମ୍ୟାଚ ଗୁରୁବାର ସନ୍ଧ୍ୟା ସାଢ଼େ ୭ଟାରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର) ମୁହାଁମୁହିଁ ହେବେ। ମ୍ୟାଚରେ ରହିବା ପାଇଁ ଡିସି…

ରୁଷିଆ-ୟୁକ୍ରେନ ଯୁଦ୍ଧ: କିଭ୍‌ ଆକାଶରେ ରହସ୍ୟମୟ ଆଲୋକ…

କିଭ୍‌,୨୦।୪ : ରୁଷିଆ-ୟୁକ୍ରେନ ଯୁଦ୍ଧ ହେବାର ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି। କିଭର ଲୋକମାନେ ସର୍ବଦା ଆକ୍ରମଣର ଭୟରେ ରହୁଛନ୍ତି। ଏଭଳି ପରିସ୍ଥିତିରେ ବୁଧବାର କିଭ୍‌ ଆକାଶରେ ଏକ ରହସ୍ୟମୟ ଆଲୋକ ଦେଖାଯାଇଥିଲା। ଏହାପରେ ସହରରେ ସୁରକ୍ଷା ସାଇରନ୍‌ ବାଜି…

ମୋଦି ଉପନାମ ମାମଲା: ସୁରଟ ସେସନ୍ସ କୋର୍ଟରେ ରାହୁଲଙ୍କ ଆବେଦନ ଖାରଜ…

ସୁରଟ,୨୦।୪ : ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ ସୁରଟ ସେସନ୍ସ କୋର୍ଟରୁ ବଡ଼ ଝଟକା ପାଇଛନ୍ତି। ରାହୁଲଙ୍କ ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ରାହୁଲ ତାଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ଦାବି କରିଥିଲେ। ସୁରଟର ା ସେସନ୍ସ କୋର୍ଟ ରାହୁଲଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri