Home Middle

ମହାରାଷ୍ଟ୍ରରେ ପୋଷ୍ଟର ରାଜନୀତି: ଲାଗିଲା ଅଜିତ ପାୱାରଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଘୋଷଣା କରୁଥିବା ପୋଷ୍ଟର…

ମୁମ୍ବାଇ,୨୫।୪ : ମହାରାଷ୍ଟ୍ରର ଏବେ ପୋଷ୍ଟର ରାଜନୀତି ଆରମ୍ଭ ହୋଇଛି। ଏବେ ଧରାବୀରେ ଅଜିତ ପାୱାରଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ବୋଲି ଘୋଷଣା କରୁଥିବା ପୋଷ୍ଟର ଏବଂ ବ୍ୟାନର ଲଗାଯାଇଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ବୋଲି ତାଙ୍କ ବିବୃତ୍ତି ପରେ ତାଙ୍କୁ…

ପାକିସ୍ତାନୀ ସେନା ମୁଖ୍ୟ ଚାଇନାରେ…

ଇସଲାମାବାଦ/ବେଜିଂ,୨୫।୪ : ଚାରି ଦିନିଆ ସରକାରୀ ଗସ୍ତରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଚାଇନାରେ ପହଞ୍ଚିଛନ୍ତି। ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କ ବୃଦ୍ଧି ପାଇଁ ଏହି ଗସ୍ତ ଲକ୍ଷ୍ୟ କରାଯାଇଛି। ଗତ ବର୍ଷ ନଭେମ୍ବରରେ ପାକିସ୍ତାନୀ ସେନାର କମାଣ୍ଡର ଦାୟିତ୍ୱ…

ସମଲିଙ୍ଗୀ ବିବାହ: ସିଜେଆଇଙ୍କୁ ଚିଠି ଲେଖିଲେ ଏଲଜିବିଟିଙ୍କ ସମ୍ପର୍କୀୟ…

ନୁଆଦିଲ୍ଲୀ,୨୫।୪ : ସମଲିଙ୍ଗୀ ବିବାହ ନେଇ ଏଲଜିବିଟିଙ୍କ ସମ୍ପର୍କୀୟମାନେ ଦେଶର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସମଲିଙ୍ଗୀ ବିବାହକୁ ଅନୁମୋଦନ କରିବାକୁ ପ୍ରଧାନ ବିଚାରପତିଙ୍କ ନିକଟରେ ଆବେଦନ କରାଯାଇଛି। ସମଲିଙ୍ଗୀ ବିବାହର ଅନୁମୋଦନ ସମ୍ପର୍କରେ…

ଥମୁଛି ସକ୍ରିୟ ମାମଲା-ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୫।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ…

ମୁସଲମାନଙ୍କ ଭୋଟ ଦରକାର ନାହିଁ: ଇଶ୍ୱରପ୍ପା

ବେଙ୍ଗାଲୁରୁ,୨୫।୪: କର୍ନାଟକ ବିଧାନସଭା ନିର୍ବାଚନ ଆସନ୍ତା ମେ ୧୦ତାରିଖରେ ହେବ। ଏ ନେଇ ସବୁଦଳ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି। ତେବେ କର୍ନାଟକ ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ କେ.ଏସ୍‌. ଇଶ୍ୱରପ୍ପା ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର…

ଅନ୍ୟ ଦେଶ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଚାହୁଁ: ଜିନପିଙ୍ଗ…

ବେଜିଂ,୨୫।୪ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଭାରତର ରାଷ୍ଟ୍ରଦୂତ ପ୍ରଦୀପ କୁମାର ରାୱତ ଏବଂ ଆମେରିକାର ରାଷ୍ଟ୍ରଦୂତ ରବର୍ଟ ନିକୋଲାସ ବର୍ନସଙ୍କ ସମେତ ୭୦ ଟି ଦେଶର ରାଷ୍ଟ୍ରଦୂତଙ୍କ ପରିଚୟପତ୍ର ଗ୍ରହଣ କରିଛନ୍ତି। ପୂର୍ବ ଲଦାଖରେ ଚାଇନା ସହ ଚାଲିଥିବା…

ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଆବଶ୍ୟକ: ଚାଇନା…

ବେଜିଂ,୨୫।୪ : ଭାରତ ଏବଂ ଚାଇନା ମଧ୍ୟରେ ୧୮ ତମ ରାଉଣ୍ଡ କର୍ପସ କମାଣ୍ଡର ବୈଠକ ପରେ ଚାଇନା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିବୃତ୍ତି ଦିଆଯାଇଛି। ବୈଠକରେ ସମ୍ପର୍କରେ କୁହାଯାଇଛି , ସୀମା ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ଉଭୟ ଚାଇନା…

ରୁଷିଆ-ୟୁକ୍ରେନ ଯୁଦ୍ଧ:ଆମେରିକା ଯୋଗୁ ବଢୁଛି ନ୍ୟୁକ୍ଲିୟର ଯୁଦ୍ଧ ଆଶଙ୍କା

ମସ୍କୋ,୨୫।୪: ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧକୁ ୧୪ମାସରୁ ଅଧିକ ସମୟ ହୋଇଗଲାଣି। କିନ୍ତୁ ଏହା ଥମିବାର ନାଁ ନେଉନାହିଁ। ଯୁଦ୍ଧ ଯୋଗୁ ଦୁଇଦେଶକୁ ବହୁ କ୍ଷତି ସହିବାକୁ ପଡୁଛି। ଇତି ମଧ୍ୟରେ ଏକ ଗଣମାଧ୍ୟମ ସଂସ୍ଥାକୁ ରୁଷିଆର ବୈଦେଶିକ ମନ୍ତ୍ରାଳୟର ପରମାଣୁ…

ଆଜି ଗୁଜରାଟରେ ଜିଟି-ଏମ୍‌ଆଇ ମୁହାଁମୁହିଁ…

ଅହମ୍ମଦାବାଦ,୨୫।୪: ଆଇପିଏଲ-୨୦୨୩ର ୩୫ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ)କୁ ଭେଟିବ ଗୁଜରାଟ ଟାଇଟନ୍ସ(ଜିଟି)। ମଙ୍ଗଳବାର ସନ୍ଧ୍ୟା ୭ଟା୩୦ରେ ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ଦଳ ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହେବେ। ଏହାପୂର୍ବରୁ ଗତ ସିଜନରେ ଦୁଇ ଦଳଙ୍କ ମଧ୍ୟରେ…

ରେସଲରଙ୍କ ଆବେଦନ ଉପରେ ନୋଟିସ ପଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୫।୪: ସୁପ୍ରିମକୋର୍ଟଙ୍କ ଦ୍ୱାରା ମଙ୍ଗଳବାର ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଏଫଆଇଆର ଦେଇଥିବା କୁସ୍ତିଯୋଦ୍ଧାଙ୍କ ଆବେଦନ ଉପରେ ଦିଲ୍ଲୀ ପୋଲିସ ଓ ସରକାରଙ୍କୁ ନୋଟିସ ଜାରି କରାଯାଇଛି। ବିନେଶ ଫୋଗାଟଙ୍କ ସମେତ ୭ ଜଣ ମହିଳା…

ପାକିସ୍ତାନକୁ ନୁହେଁ ଚାଇନାକୁ ବଡ ସାମରିକ ଚ୍ୟାଲେଞ୍ଜ ମାନନ୍ତି ଭାରତୀୟ, ଆମେରିକା ସାଂସଦ କହିଲେ ଏହାର କାରଣ

ଓ୍ବାଶିଂଟନ,୨୫।୪: ଆମେରିକାରେ ଥିବା ମୂଳ ଭାରତୀୟ ସାଂସଦ ରୋ ଖନ୍ନା କହିଛନ୍ତି, ଏବେ ଭାରତୀୟମାନେ ପାକିସ୍ତାନକୁ ନୁହେଁ ବରଂ ଚାଇନାକୁ ସବୁଠାରୁ ବଡ ସାମରିକ ଚ୍ୟାଲେଞ୍ଜ ବୋଲି ମାନୁଛନ୍ତି। ସେ କହିଛନ୍ତି ଆମେରିକାକୁ ଚାଇନା ସହ ତା’ର ସମ୍ପର୍କକୁ ପୁଣିଥରେ ସନ୍ତୁଳିତ…

ରାଜ୍ୟର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଥିରୁଭାନନ୍ତପୁରମ୍‌,୨୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ କେରଳ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଥିରୁଭାନନ୍ତପୁରମ୍‌ କେନ୍ଦ୍ରୀୟ ରେଳ ଷ୍ଟେଶନରେ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ହେଉଛି ରାଜ୍ୟର ପ୍ରଥମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri