ଏମଆଇ ଜିତିଲା ଟସ୍, ପ୍ରଥମେ ବୋଲିଂ…
ଅହମଦାବାଦ,୨୫।୪ : ଆପିଏଲ ୨୦୨୩ର ୩୫ ତମ ମ୍ୟାଚରେ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଗୁଜରାଟ ଟାଇଟାନ୍ସକୁ ଭେଟିଛି। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଏମଆଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ ରୋହିତ…
ସିସୋଡିଆଙ୍କ ସମସ୍ୟା ବଢ଼ିଲା: ସିବିଆଇ ଚାର୍ଜଶିଟରେ ନାମ ଅନ୍ତର୍ଭୁକ୍ତ…
ନୂଆଦିଲ୍ଲୀ,୨୫।୪ : ମଦ ନୀତି ଦୁର୍ନୀତି ମାମଲାରେ ସିବିଆଇ ମଙ୍ଗଳବାର ରାଉସ ଆଭେନ୍ୟୁ କୋର୍ଟରେ ଏକ ସପ୍ଲିମେଣ୍ଟାରୀ ଚାର୍ଜଶିଟ ଦାଖଲ କରିଛି। ଯେଉଁଥିରେ ପ୍ରଥମ ଥର ପାଇଁ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ନେତା ମନୀଷ…
ଚନ୍ଦ୍ରାବାବୁଙ୍କ ଭଳି ହେବ ନୀତୀଶଙ୍କ ଅବସ୍ଥା: ପିକେ…
ପାଟନା,୨୫।୪ : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ମଙ୍ଗଳବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତାଙ୍କ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି,ସେମାନଙ୍କର ନିଜର କୌଣସି ସ୍ଥିତି ନାହିଁ ଏବଂ ଦେଶରେ ବିରୋଧୀଙ୍କୁ ଏକଜୁଟ କରିବା…
ତୁଷ୍ଟିକରଣ ନୁହେଁ ସନ୍ତୁଷ୍ଟିକରଣ ଉପରେ ଗୁରୁତ୍ୱ ଦେଉଛି ଭାଜପା ସରକାର: ପ୍ରଧାନମନ୍ତ୍ରୀ…
ସିଲଭାସା,୨୫।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦାଦରା ଏବଂ ନଗର ହାଭେଲିରେ ପହଞ୍ଚିଛନ୍ତି। ସିଲଭାସାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାୟ ୪,୮୭୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁଥିବା ୯୬ ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ସିଲଭାସାସ୍ଥିତ ନାମୋ ଇନଷ୍ଟିଚ୍ୟୁଟ ଅଫ…
ଅଧାବାଟ ଅଟକି ରହିଛି ବୁଲେଟ ଟ୍ରେନ ପ୍ରକଳ୍ପ: ମହାରାଷ୍ଟ୍ରରେ ଅଗ୍ରଗତି ନୈରାଶ୍ୟଜନକ…
ନୂଆଦିଲ୍ଲୀ,୨୫।୪ : ମୁମ୍ବାଇ ଏବଂ ଅହମଦାବାଦ ମଧ୍ୟରେ ଚାଲିବାକୁଥିବା ପ୍ରଥମ ବୁଲେଟ ଟ୍ରେନ ପ୍ରକଳ୍ପ ଅଧା ବାଟରେ ଅଟକି ରହିଛି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ, ଏହି ପ୍ରକଳ୍ପରେ କେବଳ ୩୦.୧୫ ପ୍ରତିଶତ କାର୍ଯ୍ୟ କରାଯାଇଛି। ସୂଚନା ଅନୁଯାୟୀ, ଗୁଜରାଟରେ ଏନେଇ ୩୫.୨୩…
ମୁମ୍ବାଇକୁ ହରାଇବା ଗୁଜରାଟର ଲକ୍ଷ୍ୟ…
ଅହମଦାବାଦ,୨୫।୪ : ପାଞ୍ଚ ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସର ଲଗାତାର ତିନି ମ୍ୟାଚର ବିଜୟ ଧାରାକୁ ଶେଷ ମ୍ୟାଚରେ ପଞ୍ଜାବ କିଙ୍ଗସ ଅଟକାଇଥିଲା। ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଅହମଦାବାଦରେ ନିଜ ଘରୋଇ ପଡିଆ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସକୁ ଭେଟିବ।…
ଭାଜପା ହେରଫେର କରିଛି ୧.୫ ଲକ୍ଷ କୋଟି: ପ୍ରିୟଙ୍କାଙ୍କ ଅଭିଯୋଗ…
ବେଙ୍ଗାଲୁରୁ,୨୫।୪ : କର୍ନାଟକ ନିର୍ବାଚନ ପାଇଁ ଏକ ମାସରୁ କମ ସମୟ ବାକି ଅଛି। ଏପରିସ୍ଥଳେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କର୍ନାଟକରେ ଭାଜପା ସରକାରଙ୍କ ଦ୍ୱାରା ବ୍ୟାପ ଦୁର୍ନୀତି କରାଯାଇଥିବା ଅଭିଯୋଗ କରିଛନ୍ତି। ପ୍ରିୟଙ୍କାଙ୍କ ଅନୁଯାୟୀ ଭାଜପା ସରକାର…
ଅପରେଶନ କାଭେରୀ ଆରମ୍ଭ: ସୁଦାନରୁ ସ୍ବଦେଶ ଫେରିବେ ୨୭୮ ଭାରତୀୟ…
ଖାର୍ତୁମ,୨୫।୪ : ହିଂସା ପ୍ରଭାବିତ ସୁଦାନରେ ୭୨ ଘଣ୍ଟିଆ ଅସ୍ତ୍ରବିରତି ପରେ ଭାରତୀୟଙ୍କ ସ୍ଥାନାନ୍ତର କାର୍ଯ୍ୟ ଆରମ୍ଭ ହୋଇଛି। ସେଠାରୁ ଭାରତୀୟମାନଙ୍କୁ ସ୍ବଦେଶ ଆଣିବା ପାଇଁ ଭାରତ ପକ୍ଷରୁ ଅପରେଶନ କାଭେରୀ ଆରମ୍ଭ ହୋଇଛି। ଏହି ଅଭିଯାନ ଅନ୍ତର୍ଗତ, ପ୍ରଥମ ବ୍ୟାଚ…
ବାଇଡେନଙ୍କ ଘୋଷଣା: ଲଢ଼ିବି ୨୦୨୪ ନିର୍ବାଚନ…
ଓ୍ବାଶିଂଟନ,୨୫।୪ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ମୁଁ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବି। ତାଙ୍କ ଘୋଷଣା ପରେ ସମସ୍ତ କଳ୍ପନା ଜଳ୍ପନାର ଶେଷ ହୋଇଛି। ଏହା ସ୍ପଷ୍ଟ ହୋଇଛି ବାଇଡେନ ପୁଣି ନିର୍ବାଚନ…
ଓଲଟା ଗିୟର ପାର୍ଟି କଂଗ୍ରେସ କ୍ଷମତାକୁ ଆସିଲେ ବଢ଼ିବ ଦଙ୍ଗା, ଧାର୍ମିକ ଭିତ୍ତିରେ ନ ମିଳୁ ସଂରକ୍ଷଣ: ଶାହା…
ବେଙ୍ଗାଲୁରୁ,୨୫।୪ : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କର୍ନାଟକର ବାଗଲକୋଟରେ ଏକ ସାଧାରଣ ସଭାରେ ଯୋଗ ଦେଇଛନ୍ତି। ଏହି ସମୟରେ ସେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଭାଜପା ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ନେତାଙ୍କ ଆଧାରରେ…
ପାକିସ୍ତାନର ଆତଙ୍କବାଦ ନିରୋଧୀ କେନ୍ଦ୍ର ବିସ୍ଫୋରଣ ଘଟଣାରେ ଆତଙ୍କବାଦୀଙ୍କ ହାତ ନାହିଁ…
ଇସଲାମାବାଦ,୨୫।୪ : ପାକିସ୍ତାନର ଆତଙ୍କବାଦ ନିରୋଧୀ କେନ୍ଦ୍ରରେ ଘଟିଥିବା ବିସ୍ଫୋରଣ ନେଇ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ଘଟଣା ପଛରେ ଆତଙ୍କବାଦୀଙ୍କ ହାତ ନାହିଁ ବୋଲି ପୋଲିସ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ସୋମବାର ରାତି ୮ଟା ୨୦ରେ ଏହି…
ଜାପାନରେ ହୋଇପାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ, ଜି-୨୦ ଶିଖର ସମ୍ମିଳନି ପରେ ଭାଙ୍ଗିପାରେ ସଂସଦ
ଟୋକିଓ,୨୫।୪: ଜାପାନରେ ଶାସକ ଲିବରାଲ ଡେମୋକ୍ରାଟିକ ପାର୍ଟି(ଏଲଡିପି)ରେ ସଂସଦର ନିମ୍ନ ଗୃହ ଡାଏଟକୁ ମଧ୍ୟବର୍ତ୍ତିକାଳୀନ ନିର୍ବାଚନକୁ ନେଇ ବିଚାର ଆରମ୍ଭ ହୋଇଛି। ରବିବାର ଦେଶରେ ଆସିଥିବା ୫ଟି ଉପନିର୍ବାଚନ ଫଳାଫଳରେ ଦଳ ଏକ ବଡ ସଫଳତା ପାଇବା ପରେ ଦଳର ନେତୃତ୍ୱ…
Archives


