Home Middle

ନାଟୋ ପ୍ଲସରେ ସାମିଲ ହେବ ଭାରତ : ବିଲ ଆଗତ ପାଇଁ ପ୍ରସ୍ତୁତି …

ଓ୍ବାଶିଂଟନ,୨୧।୬ : ଆମେରିକାର କଂଗ୍ରେସ କମିଟି ରାଷ୍ଟ୍ରପତି ଜୋ ବାଇଡେନ ସରକାରଙ୍କୁ ଭାରତକୁ ନାଟୋ ପ୍ଲସ ରେ ସାମିଲ କରିବାକୁ ସୁପାରିଶ କରିଛି। କମିଟି କହିଛି ଭାରତ ଅନ୍ତର୍ଭୁକ୍ତ ହେବା ଦ୍ୱାରା ନାଟୋ ପ୍ଲସ ମଜବୁତ ହେବ। ନାଟୋ ପ୍ଲସ ହେଉଛି…

ସାଜିଦ୍‌ ମିର ଘଟଣାରେ ଚାଇନାକୁ ନିନ୍ଦା କଲା ଭାରତ

ଜାତିସଂଘ,୨୧।୬: ମୁମ୍ବାଇ ତାଜ୍‌ ହୋଟେଲ୍‌ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଲଶ୍ମର-ଇ-ତୋଇବା ଆତଙ୍କବାଦୀ ସାଜିଦ୍‌ ମିରଙ୍କୁ କଳା ତାଲିକା ଭୁକ୍ତ କରିବା ପ୍ରସ୍ତାବକୁ ମଙ୍ଗଳବାର ଚାଇନା ରଦ୍ଦ କରିଛି। ଏନେଇ ପ୍ରତିକ୍ରିୟା କରିଛି ଭାରତ। ଏନେଇ ଜାତିସଂଘରେ ଚାଇନାର ଏହି ପଦକ୍ଷେପକୁ…

ଜିନପିଙ୍ଗଙ୍କୁ ଏକଛତ୍ରବାଦୀ କହିଲେ ବାଇଡେନ…

ଓ୍ବାଶିଂଟନ,୨୧।୬ : ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଚାଇନେ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ଭେଟିବାର ଗୋଟିଏ ଦିନ ପରେ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ବେଜିଂ ପ୍ରତିପକ୍ଷଙ୍କୁ ଏକଛତ୍ରବାଦୀ ଶାସକ ବୋଲି କହିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ଏହି ବିବୃତ୍ତି ଏକ…

ଘନେଇଲା ଦ୍ୱିତୀୟ କ୍ୟୁବା ସଙ୍କଟ: ଆମେରିକା-ଚାଇନା ମୁହାଁମୁହିଁ…

ବେଜିଂ/ଓ୍ବାଶିଂଟନ,୨୧।୬ : ୧୯୬୨ ମସିହାରେ, ବିଶ୍ୱରେ ଏକ ପ୍ରମୁଖ କ୍ୟୁବା ସଙ୍କଟ ଦେଖାଦେଇଥିଲା। ବର୍ତ୍ତମାନ ଦେଖାଯାଉଛି ପ୍ରାୟ ୬୧ ବର୍ଷ ପରେ ପୁଣି ସମାନ ସଙ୍କଟ ଦେଖାଦେଇଛି । ଅନ୍ତତଃ ପକ୍ଷେ ଆମେରିକାର ଖବରକାଗଜ ୱାଲ ଷ୍ଟ୍ରିଟ ଜର୍ନାଲର ଏକ ରିପୋର୍ଟରୁ…

ଟାଇଟନ୍‌ ବୁଡାଜାହାଜକୁ ସନ୍ଧାନ କରୁଥିବା ଉଦ୍ଧାରକାରୀଙ୍କ ଦାବି, ପାଣି ଭିତରୁ ଚିହ୍ନଟ ହୋଇଛି ଶଦ୍ଦ

ଓ୍ବାଶିଂଟନ୍‌,୨୧।୬: ବ୍ରିଟିଶ୍‌ ଜାହାଜ ଖୋଜିବାକୁ ଯାଇ ଟାଇଟନ୍‌ ନାମକୁ ବୁଡାଜାହାଜ ମଙ୍ଗଜବାର ନିଖୋଜ ହୋଇଯାଇଥିଲା। ତେବେ ଏହାକୁ ସନ୍ଧାନ କରୁଥିବା ଉଦ୍ଧାରକାରୀମାନେ ଖୋଜାଖୋଜି ସମୟରେ ପାଣି ଭିତରୁ ଶଦ୍ଦ ଶୁଣିବାକୁ ପାଇଛନ୍ତି। ଏନେଇ ବୁଧବାର ଆମେରିକାର ତଟରକ୍ଷୀ ବାହିନୀ ସ୍ପଷ୍ଟ କରିଛନ୍ତି।…

ଏନସିଇଆରଟି ବିବାଦ: ଡାରୱିନଙ୍କ ସିଦ୍ଧାନ୍ତ-ପର୍ଯ୍ୟାୟ ସାରଣୀ ପୁସ୍ତକରୁ ଅପସାରିତ ହୋଇନାହିଁ, ଅଭିଯୋଗକୁ ଖଣ୍ଡନ କଲେ ଶିକ୍ଷା ମନ୍ତ୍ରୀ…

ମୁମ୍ବାଇ,୨୧।୬ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଲୋକେ ଦାବି କରିଥିଲେ ଡାରୱିନ ଥିଓରୀ ବିଜ୍ଞାନ ବିଷୟଗୁଡ଼ିକର ସିଲାବସରୁ ଏନସିଇଆରଟି ଦ୍ୱାରା ହଟାଯାଇଛି। ଧର୍ମେନ୍ଦ୍ର ସ୍ପଷ୍ଟ ଭାବରେ କହିଛନ୍ତି ଡାରୱିନ ସିଦ୍ଧାନ୍ତ ଏବଂ ପର୍ଯ୍ୟାୟ…

ରୁଷିଆ ସହିତ ବାଣିଜ୍ୟ ସମ୍ପର୍କ ନ ରଖିବାକୁ ଭାରତକୁ କହିବ ଆମେରିକା…

ଓ୍ବାଶିଂଟନ,୨୧।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି। ଏହି ସମୟରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତର ପ୍ରତିରକ୍ଷା ଉପକରଣର ବିବିଧକରଣ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛି। ମନ୍ତ୍ରଣାଳୟ…

ଫରାସୀ ପ୍ରତିରକ୍ଷା କମ୍ପାନୀ ସଫ୍ରାନ ଭାରତରେ ୪ଗୁଣ ଅଧିକ କର୍ମଚାରୀଙ୍କୁ କରିବ ନିୟୋଜନ

ପ୍ୟାରସ୍‌,୨୧।୬: ପ୍ରତିରକ୍ଷା ପ୍ରଣାଳୀ ଏବଂ ବିଭିନ୍ନ ଏରୋସ୍ପେସ୍‌ର ପ୍ରମୁଖ ଯୋଗାଣକାରୀ ଫରାସୀ ବହୁ ରାଷ୍ଟ୍ରୀୟ କମ୍ପାନୀ ସଫ୍ରାନ ଭାରତର ଅଭିବୃଦ୍ଧିକୁ ନେଇ ଏଏନ୍‌ଆଇ ଆଗରେ ଆଲୋକପାତ କରିଛି। ସଫ୍ରାନ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଡିଫେନ୍ସ କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଆଲେକ୍ସଜାଣ୍ଡାର୍‌ ଜିଗଲର ଖବର ସରବରାହ…

ହରିୟାଣାରେ ଥ୍ରୀ-ଡି ବନାମ ଥ୍ରୀ-ପି ଲଢ଼େଇ…

ଚଣ୍ଡିଗଡ଼,୨୧।୬ : ସମ୍ପ୍ରତି ହରିୟାଣାରେ ଥ୍ରୀ-ଡି ବନାମ ଥ୍ରୀ-ପି ଲଢ଼େଇ ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ତଥା ଭାଜପାର ଚାଣକ୍ୟ ଅମିତ ଶାହା ସିରସା ଗସ୍ତ ସମୟରେ ଦେଇଥିବା ଭାଷଣ ଦ୍ୱାରା ଏହି ବାକ୍‌ ଯୁଦ୍ଧ ଆରମ୍ଭ ହୋଇଛି। ଅମିତ ଶାହା କହିଛନ୍ତି…

ହୋଣ୍ଡୁରାସ ଜେଲରେ ଦଙ୍ଗା: ୪୧ ମହିଳା କଏଦୀଙ୍କ ମୃତ୍ୟୁ

ଟେଗୁସିଗାଲ୍ପା, ୨୧।୬: ହୋଣ୍ଡୁରାସର ଏକ ମହିଳା କାରାଗାରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ମଙ୍ଗଳବାର ଦିନ ଜେଲରେ ୪୧ ମହିଳା କଏଦୀଙ୍କ ମୃତ୍ୟୁ ଘଟିଛି। ବାସ୍ତବରେ ବେଆଇନ କାର୍ଯ୍ୟକଳାପକୁ ନେଇ ଦୁଇଟି ଗୋଷ୍ଠୀ ମଧ୍ୟରେ ହୋଇଥିବା ହିଂସା ଯୋଗୁ କଏଦୀଙ୍କ…

ଅଭିଯୁକ୍ତଙ୍କୁ ଅଧିକ ଦିନ ଜେଲରେ ରଖାଯାଇ ପାରିବ ନାହିଁ: ହାଇକୋର୍ଟ…

ନୂଆଦିଲ୍ଲୀ,୨୧।୬ : ଜଣେ ଯୁବତୀଙ୍କୁ ଅପହରଣ ମାମଲାର ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ ଜଣେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ବିକାଶ ମହାଜନଙ୍କ ବେଞ୍ଚ କହିଛନ୍ତି ଅଭିଯୁକ୍ତଙ୍କୁ ଶିକ୍ଷା ଦେବା ପାଇଁ ଶୁଣାଣି ସମୟରେ ଜେଲଦଣ୍ଡକୁ ଅଧିକ ସମୟ ଦିଆଯାଇପାରିବ…

୪୭୦ ବିମାନ କିଣିବ ଏୟାର ଇଣ୍ଡିଆ…

ନୂଆଦିଲ୍ଲୀ,୨୧।୬ : ଏୟାର ଇଣ୍ଡିଆ ଏୟାରବସ ଏବଂ ବୋଇଙ୍ଗ ସହିତ ପ୍ରାୟ ୭୦ ବିଲିୟନ ଡ଼ଲାର ଅର୍ଥାତ ୫.୪୭ ଲକ୍ଷ କୋଟି ଟଙ୍କାରେ ୪୭୦ ବିମାନ କ୍ରୟ ପାଇଁ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି। ଟାଟା ଗ୍ରୁପ ମାଲିକାନା ବିମାନ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?