Home Middle

ଯୋଗ ପାଇଁ ଏକାଠି ହୋଇଛି ବିଶ୍ୱ: ମୋଦି

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୧।୬: ମିଳିତ ଜାତିସଂଘର ମୁଖ୍ୟାଳୟରେ ବୁଧବାର ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଏହାର ନେତୃତ୍ୱ ନେଇଛନ୍ତି। ଏହି ଅବସରରେ ସେ ୧୩୫ଟି ଦେଶର ପ୍ରତିନିଧିଙ୍କ ସହିତ ମିଶି ଯୋଗାଭ୍ୟାସ କରିଥିଲେ। ପ୍ରଧାନମନ୍ତ୍ରୀ…

ଦିନେ ଦୁଇଦିନ ପରେ ଆସିପାରେ ମୌସୁମୀ

ଭୁବନେଶ୍ୱର,୨୧ା୬(ଅନିଲ ଦାସ): ଆସନ୍ତା ଦିନେ ଦୁଇ ଦିନ ଭିତରେ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବା ସମ୍ଭାବନା ରହିଛି । ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବୁଧବାର ରାଜ୍ୟର ଅନେକ…

କ୍ୟାବିନେଟ୍‌ ବୈଠକରେ ୧୫ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର,୨୧ା୬(ଅନିଲ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୫ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସୌରା ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ…

ଦିଲ୍ଲୀରେ ଜରୁରୀ ଅବତରଣ କଲା ବିମାନ

ନୂଆଦିଲ୍ଲୀ,୨୧ା୬: ଇଣ୍ଡିଗୋର ଦିଲ୍ଲୀ-ଡେରାଡୁନ ବିମାନର ଇଞ୍ଜିନ ଫେଲ୍‌ ମାରିବାରୁ ଦିଲ୍ଲୀ ଆଇଜି ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ତେବେ ବିମାନରେ ଥିବା ସମସ୍ତ ୧୦୮ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଇଣ୍ଡିଗୋର ବିମାନ ବୁଧବାର ଦିଲ୍ଲୀରୁ ଉତ୍ତରପ୍ରଦେଶର ଡେରାଡୁନ ଅଭିମୁଖେ ଯାତ୍ରା…

ଓଟିପି ଶେୟାରିଂ ମାମଲା: ସ୍ପେଶାଲ ଟାସ୍କ ଫୋର୍ସକୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର,୨୧ା୬(ସତ୍ୟଜିତ୍‌ ବେହେରା): ଓଡ଼ିଶାରୁ ଆଇଏସ୍‌ଆଇକୁ ଓଟିପି ଶେୟାରିଂ ମାମଲା କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌)କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଗିରଫ ୫ ଅଭିଯୁକ୍ତଙ୍କ ମଧ୍ୟରୁ ପ୍ରୀତମ କର ଓ ସରୋଜ କୁମାର ନାୟକ କ୍ରିପ୍ଟୋ ଟ୍ରେଡିଂ କରିଛନ୍ତି। ୧ କୋଟିରୁ…

ଶରଧାବାଲିରେ ଦାରୁଦିଅଁ

ପୁରୀ,୨୧ା୬(ଅଜିତ୍‌ ମହାନ୍ତି): ବିଶ୍ୱନିୟନ୍ତା କାଳିଆଠାକୁର ଭଉଣୀ ଦେବୀ ସୁଭଦ୍ରା ଏବଂ ବଡ଼ଭାଇ ବଳଭଦ୍ରଙ୍କୁ ସାଙ୍ଗରେ ଧରି ମଙ୍ଗଳବାର ଜନ୍ମବେଦି ଅଭିମୁଖେ ବାହାରିଥିଲେ। କାଲି ଅପରାହ୍ନ ୩ଟା ୪ ମିନିଟ୍‌ରୁ ରଥଟଣା ଆରମ୍ଭ ହୋଇଥିଲେ ହେଁ ଶରଧାବାଲିରେ ପହଞ୍ଚି ପାରି ନ ଥିଲା…

ସବୁଠୁ ଅଧିକ ମୋଟାପଣ, ଡାଇବେଟିସ ରୋଗର ଶିକାର ହିମାଚଳବାସୀ: ଆଇସିଏମଆର ରିପୋର୍ଟ

ଶିମଲା,୨୧।୬: ହିମାଚଳ ପ୍ରଦେଶର ଅଧିକାଂଶ ନାଗରିକ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ମେଦବହୁଳତା ଭଳି ରୋଗରେ ପୀଡିତ ଅଛନ୍ତି। ଏନେଇ ଇଣ୍ଡିଆନ କାଉନସିଲ ଫର୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ରିପୋର୍ଟରେ ପ୍ରକାଶ କରିଛି। ଅନୁସନ୍ଧାନରେ ଦାବି କରାଯାଇଛି କି, ପାହାଡିଆ ଅଞ୍ଚଳର କଠିନ…

ପିଟିଆଇ ନେତା ଗିରଫ

ଇସଲାମାବାଦ,୨୧ା୬: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ)ର ସମସ୍ୟା ପିଛା ଛାଡୁନି। ଇମ୍ରାନ ସରକାରଙ୍କ ମନ୍ତ୍ରୀ ତଥା ବରିଷ୍ଠ ପିଟିଆଇ ନେତା ଗୁଲାମ ସରଓ୍ବର ଖାନ୍‌ଙ୍କୁ ପୋଲିସ ଗିରଫ କରିଛି। ଗୁଲାମ ମେ’ ୯ରେ ହୋଇଥିବା ଦଙ୍ଗାରେ…

ବାଇଡେନଙ୍କ ମନ୍ତବ୍ୟକୁ ନେଇ ଜିନ୍‌ପିଙ୍ଗ୍‌ ଖପ୍ପା

ବେଜିଂ,୨୧ା୬: ଚାଇନା ରାଷ୍ଟ୍ରପତି ଶି’ ଜିନ୍‌ପିଙ୍ଗଙ୍କୁ ଏକଛତ୍ରବାଦୀ ଶାସକ ବୋଲି କହିଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅଭିଯୋଗ ଉପରେ ଚାଇନା ପ୍ରତିକ୍ରିୟାଶୀଳ ହୋଇଉଠିଛି। ବୁଧବାର ବାଇଡେନଙ୍କ ମନ୍ତବ୍ୟ ଉପରେ ବେଜିଂ ପ୍ରତିକ୍ରିୟା ଦେଇଛି। ବେଜିଂ ବାଇଡେନଙ୍କ ପ୍ରତିକ୍ରିୟାକୁ ଏକ ଖୋଲା…

ଉତ୍ତର ଭାରତରେ ଖୋଲିଲା ପ୍ରଥମ ଚର୍ମ ବ୍ୟାଙ୍କ, ଦେଶରେ ଏଭଳି ୧୬ ବ୍ୟାଙ୍କ…

ନୂଆଦିଲ୍ଲୀ,୨୧।୬ : ଉତ୍ତର ଭାରତରେ ପ୍ରଥମ ଥର ପାଇଁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚର୍ମ ବ୍ୟାଙ୍କ(ସ୍କିନ ବ୍ୟାଙ୍କ) ଉଦଘାଟନ କରାଯାଇଛି। ଚର୍ମ ବ୍ୟାଙ୍କରେ ଦାନ କରାଯାଇଥିବା ଚର୍ମ ନିଆଁରେ ପୋଡି ଯାଇଥିବା ଲୋକଙ୍କୁ ଚିକିତ୍ସା କରିବା ପାଇଁ ବ୍ୟବହୃତ ହେବ। ସଫଦରଜଙ୍ଗ…

ଅଖଣ୍ଡ ଭାରତ ଭିତ୍ତି ଚିତ୍ର ପାଲିଟିଲା ନେପାଳର ମୁଖ୍ୟ ପ୍ରସଙ୍ଗ…

କାଠମାଣ୍ଡୁ,୨୧।୬ : ନେପାଳ ସରକାର ଦେଶରେ ଭାରତ ବିରୋଧୀ ବାହିନୀର ତୀବ୍ର ଅଭିଯାନର ଚାପରେ ଅଛନ୍ତି। ସରକାର ବର୍ତ୍ତମାନ ଆନୁଷ୍ଠାନିକ ଭାବେ ଭାରତ ସହ ‘ଅଖଣ୍ଡ ଭାରତ’ ଭିତ୍ତି ଚିତ୍ର ପ୍ରସଙ୍ଗ ଉଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ନେପାଳର ବୈଦେଶିକ ମନ୍ତ୍ରଣାଳୟ ଭାରତର…

ସରକାରୀ ନିର୍ଦ୍ଦେଶ ପରେ ସାମାଜିକ ନୀତିରେ ପରିବର୍ତ୍ତନ ଏକ ଗଣତାନ୍ତ୍ରିକ ପ୍ରକ୍ରିୟାର, ଏହାକୁ ମନମୁଖୀ କୁହାଯାଇପାରିବ ନାହିଁ: ହାଇକୋର୍ଟ…

ମୁମ୍ବାଇ,୨୧।୬ : ମୁମ୍ବାଇ ହାଇକୋର୍ଟ କହିଛନ୍ତି ସାମାଜିକ ନୀତିରେ ପରିବର୍ତ୍ତନ, ସରକାରୀ ପରିବର୍ତ୍ତନ ପରେ ନୀତି ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବା ଗଣତାନ୍ତ୍ରିକ ପ୍ରକ୍ରିୟାର ଏକ ଅଂଶ। ଏହାକୁ ମନମୁଖୀ ବୋଲି କୁହାଯାଇପାରିବ ନାହିଁ । ବାସ୍ତବରେ, ଯେତେବେଳେ ସରକାରୀ ପରିବର୍ତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?