Home Middle

ରୁଷିଆ ଭାଙ୍ଗିଛି ୟୁକ୍ରେନ ଡ୍ୟାମ: ଜେଲେନସ୍କି …

କିଭ୍‌,୬।୬ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଛି, କିନ୍ତୁ ଏହାର ଫଳାଫଳ କ’ଣ ହେବ ତାହା ପୂର୍ବାନୁମାନ କରିବା କଷ୍ଟକର। ବର୍ତ୍ତମାନ ୟୁକ୍ରେନ ସରକାର ରୁଷିଆକୁ ଏହାର ବିଶାଳ ଡ୍ୟାମକୁ…

୨୪ ଘଣ୍ଟାରେ ୧୨୩ ଆକ୍ରାନ୍ତ…

ନୂଆଦିଲ୍ଲୀ, ୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ…

କତାର ଏୟାରୱେଜରେ ବୋମା ଆତଙ୍କ: କୋଲକାତାରେ ଅଟକିଲା ବିମାନ

କୋଲକାତା,୬।୬: କୋଲକାତାରୁ ଦୋହା ଅଭିମୁଖେ ଯାଉଥିବା କତାର ଏୟାରୱେଜ ବିମାନରେ ବୋମା ଥିବା ନେଇ ଉତ୍ତେଜନା ଦେଖାଦେଇଛି। ବିମାନରେ ବୋମା ଥିବା ନେଇ ଜଣେ ଯାତ୍ରୀ ପାଟିକରିବାରୁ ବିମାନ ଉଡାଣକୁ ଅଟକ ରଖାଯାଇଛି। ସୂଚନାଯୋଗ୍ୟ, କତର ଏୟାରୱେଜ ବିମାନରେ ଥିବା ଜଣେ…

ପଦ ଛାଡିବେ ପ୍ରିୟଙ୍କା ଭଦ୍ରା!

ନୂଆଦିଲ୍ଲୀ,୬।୬: ଉତ୍ତର ପ୍ରଦେଶରେ ଲୋକ ସଭା ନିର୍ବାଚନକୁ ନେଇ ପ୍ରସ୍ତୁତିରେ ଲାଗିଥିବା କଂଗ୍ରେସରେ ପରିବର୍ତ୍ତନର ସଙ୍କେତ ମିଳିବାରେ ଲାଗିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଦେଖି ଉତ୍ତର ପ୍ରଦେଶରେ କଂଗ୍ରେସକୁ ଖୁବଶୀଘ୍ର ପ୍ରଭାରୀ ମିଳିଯାଇପାରେ।…

ମୋ ନିକଟରେ ଦୁଇଟି ବିକଳ୍ପ, ଆତ୍ମହତ୍ୟା କରିବି ନଚେତ ଦଳ ଛାଡିବି..ଇମ୍ରାନ ଖାଁ ଶେୟାର କଲେ ପିଟିଆଇ ନେତାଙ୍କ ମେସେଜ

ଇସଲାମାବାଦ,୬।୬: ପାକିସ୍ତାନ ରାଜନୀତିରେ ଟଣାଓଟରା ସବୁବେଳେ ଲାଗି ରହିଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି ତାଙ୍କ ପାର୍ଟିକୁ ଜବରଦସ୍ତ ଯୋଡିବାକୁ ଚେଷ୍ଟା କରାଯାଉଛି। ସେ ଟୁଇଟରରେ ଏକ ପୋଷ୍ଟ ଶେୟାର କରି ଶାସକ ଦଳ ଉପରେ ଅଭିଯୋଗ ଆଣିଛନ୍ତି।…

‘ଭାରତ ଏକ ଜୀବନ୍ତ ଲୋକତନ୍ତ୍ର ଦିଲ୍ଲୀ ଯାଆନ୍ତୁ ଆଉ ନିଜେ ଦେଖନ୍ତୁ’,ମୋଦିଙ୍କ ଗସ୍ତ ପୂର୍ବରୁ କହିଲା ଆମେରିକା

ଓ୍ବାଶିଂଟନ,୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତରେ ଗଣତନ୍ତ୍ରର ଅବସ୍ଥା ସମ୍ବନ୍ଧୀୟ ଚିନ୍ତାକୁ ଆମେରିକା ଖାରଜ କରିଦେଇଛି। ଆମେରିକା ସରକାର ସୋମବାର କହିଛନ୍ତି ଯେ ଭାରତ ଏକ ଜୀବନ୍ତ ଗଣତନ୍ତ୍ର, ଯାହାକୁ ନୂଆଦିଲ୍ଲୀ ପରିଦର୍ଶନ କରୁଥିବା ବ୍ୟକ୍ତି ନିଜେ ଦେଖିପାରିବେ।ହ୍ବାଇଟ ହାଉସର…

କୁସ୍ତିଯୋଦ୍ଧାଙ୍କ ମାମଲାରେ କାର୍ଯ୍ୟାନୁଷ୍ଠାନ: ବ୍ରିଜ୍‌ଭୂଷଣଙ୍କ ୟୁପିସ୍ଥିତ ଘରେ ଏସ୍‌ଆଇଟି, ପରିବାର ସମେତ ୧୨ଜଣଙ୍କ ବୟାନ ରେକର୍ଡ

ଲକ୍ଷ୍ନୌ,୬।୬: କୁସ୍ତିଯୋଦ୍ଧାମାନେ ଦୀର୍ଘ ଦିନ ଧରି ଭାଜପା ଏମ୍‌ପି ତଥା ଭାରତୀୟ ରେସଲିଂ ଆସୋସିଏଶନର ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିରୋଧରେ ପ୍ରଦର୍ଶନ କରିଆସୁଛନ୍ତି। ଯୌନ ଉତ୍ପୀଡ଼ନ ଏବଂ ସମସ୍ତ ପ୍ରକାର ଅଭିଯୋଗ ପରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ…

ମୃତକଙ୍କୁ ଚିହ୍ନିବା କଷ୍ଟକର

ଭୁବନେଶ୍ୱର,୬।୬ (ବ୍ୟୁରୋ): ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ସୋମବାର ୪ ଦିନ ପୂରିଛି। ଘଟଣାସ୍ଥଳରୁ ଆହତ ଏବଂ ମୃତକଙ୍କ ଉଦ୍ଧାର କାର୍ଯ୍ୟ ସରିଥିବାବେଳେ ଏବେ ମୃତବ୍ୟକ୍ତିଙ୍କର ଚିହ୍ନଟୀକରଣ ଚିନ୍ତାର କାରଣ ହୋଇଛି। କେତେକ ମୃତଦେହ କ୍ଷତବିକ୍ଷତ ହୋଇଯାଇଥିବାରୁ ସେଗୁଡ଼ିକୁ ଚିହ୍ନଟ…

ଭାରତ-ଆମେରିକା ପ୍ରତିରକ୍ଷା ସହଯୋଗ ବଢ଼ିବ

ନୂଆଦିଲ୍ଲୀ, ୬ା୬: ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ସହଭାଗିତା ବୃଦ୍ଧି ଲାଗି ମହତ୍ତ୍ୱାକାଂକ୍ଷୀ ୫ ବର୍ଷୀୟା ରୋଡ୍‌ମ୍ୟାପ୍‌ ଉପରେ ସୋମବାର ଦୁଇଦେଶର ପ୍ରତିରକ୍ଷା ମନ୍ତ୍ରୀ ଆଲୋଚନା କରିଛନ୍ତି। ଚାଇନାର ଅର୍ଥନୀତି ବୃଦ୍ଧି ସାଙ୍ଗକୁ ଏହା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଓ…

ଶିବସେନା-ଭାଜପା ମଧ୍ୟରେ କୌଣସି ମତଭେଦ ନାହିଁ: ଅମିତ ଶାହାଙ୍କୁ ଭେଟିବା ଶିନ୍ଦେଙ୍କ ପ୍ରତିକ୍ରିୟା

ମୁମ୍ବାଇ,୫।୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି, ଶିବସେନା ଏବଂ ଭାଜପା ମଧ୍ୟରେ କୌଣସି ମତଭେଦ ନାହିଁ। ବିରୋଧୀ ଦଳ ଗୁଜବ ପ୍ରଚାର କରୁଛନ୍ତି, ଯାହାର କୌଣସି କାମ ନାହିଁ ବୋଲି ସେ…

ପାଟନାରେ ଜୁନ୍‌ ୧୨ରେ ହେବନି ବିରୋଧୀ ଦଳ ବୈଠକ

ପାଟନା,୫।୬: ୨୦୨୪ ପୂର୍ବରୁ ଭାଜପା ବିରୋଧରେ ରଣନୀତି ପ୍ରସ୍ତୁତ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜୁନ୍‌ ୧୨ରେ ଡକାଇଥିବା ବିରୋଧୀ ଦଳ ବୈଠକକୁ ସ୍ଥଗିତ ରଖିଛନ୍ତି। ଏନେଇ ନୀତୀଶ କୁମାର ସୂଚନା ଦେଇଛନ୍ତି। ଏଥିସହ ବୈଠକ ସ୍ଥଗିତ ହେବା…

ମୋଦିଙ୍କୁ ସ୍ବାଗତ କରିବାକୁ ଉତ୍ସାହିତ ପ୍ରବାସୀ ଭାରତୀୟ, ବାଇଡେନ-ମୋଦିଙ୍କ ବନ୍ଧୁତ୍ୱର ସାକ୍ଷି ହେବେ ହଜାର ହଜାର ଲୋକ

ଓ୍ବାଶିଂଟନ,୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ରାଜକୀୟ ଗସ୍ତ ଏବଂ ଆମେରିକା ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମକୁ ନେଇ ଆମେରିକାର ଭାରତୀୟ ପ୍ରବାସୀ ଖୁବ ଉତ୍ସାହିତ ଅଛନ୍ତି। ପ୍ରବାସୀ ଭାରତୀୟଙ୍କ ଅନୁଯାୟୀ, ସେମାନେ ଅନୁଭବ କରନ୍ତି ଯେ ଦ୍ୱିପାକ୍ଷିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri