ଯନ୍ତରମନ୍ତର ପୂର୍ବରୁ ବୋଟ କ୍ଳବ୍ରେ ହେଉଥିଲା ବିରୋଧ ପ୍ରଦର୍ଶନ…ଜାଣନ୍ତୁ ଯନ୍ତରମନ୍ତରର ଇତିହାସ
ନୂଆଦିଲ୍ଲୀ,୮।୫: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ୍ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନଶୋଷଣର ଅଭିଯୋଗ ଆଣି କୁସ୍ତିଯୋଦ୍ଧାମାନେ ଦିଲ୍ଲୀର ଯନ୍ତରମନ୍ତରଠାରେ ଦୀର୍ଘ ୧୬ଦିନ ଧରି ବିରୋଧ ପ୍ରଦର୍ଶନ କରୁଛନ୍ତି। କେବଳ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ନୁହେଁ ପୂର୍ବରୁ କୃଷକ ଆନ୍ଦୋଳନ, ନିର୍ଭୟା…
ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ଅନ୍ତ ଘଟାଇଲେ ସୁପ୍ରିମକୋର୍ଟ
ପୁରୀ ଅଫିସ,୮।୫: ସୁପ୍ରିମକୋର୍ଟ ସୋମବାର ଶ୍ରୀମନ୍ଦିରର ରତ୍ନଭଣ୍ଡାର ମାମଲାର ଅନ୍ତ ଘଟାଇଛନ୍ତି। ସୂଚନା ଅନୁଯାୟୀ, ବହୁଚର୍ଚ୍ଚିତ ରତ୍ନଭଣ୍ଡାର ଚାବି ହଜିବା ଘଟଣା ନେଇ ଆଇନଜୀବୀ ମୃଣାଳିନୀ ପାଢ଼ୀ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଏହି ମାମଲା ନମ୍ବର ରହିଥିଲା…
ବିନା ଆଧାରରେ ଫିଲ୍ମ ନିର୍ମାଣ କଲେ ଦଣ୍ଡ ଦିଆଯାଉ: ମନୋଜ ତିଓ୍ବାରୀ
ମୁମ୍ବାଇ,୮।୫: ବିବାଦୀୟ ଫିଲ୍ମ କେରଲା ଷ୍ଟୋରି ହଲ୍ରେ ରିଲିଜ୍ ହୋଇ ସାରିଛି। କିଛି ଲୋକ ଏହି ଫିଲ୍ମକୁ ବିରୋଧ କରୁଥିବାବେଳେ ଅନେକ ସେଲିବ୍ରେଟି ଏହାକୁ ସମର୍ଥନ ମଧ୍ୟ କରୁଛନ୍ତି। ତେବେ ଭାଜପା ନେତା ମନୋଜ ତିୱାରୀ ଏହି ପ୍ରସଙ୍ଗରେ ନିଜର ମତ୍ତ…
ସରକାର ଭାଙ୍ଗିବା ପାଇଁ ଇସ୍ତଫା ଦେଇଥିବା ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୮।୫: ସରକାର ଭାଙ୍ଗିବା ପାଇଁ ଇସ୍ତଫା ଦେଇଥିବା ବିଧାୟକଙ୍କୁ ୫ବର୍ଷ ପାଇଁ ନିର୍ବାଚନରେ ନିଷିଦ୍ଧ ଘୋଷଣା କରିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ମଧ୍ୟପ୍ରଦେଶର କଂଗ୍ରେସ ନେତା ଜୟା ଠାକୁର ଏହି ପ୍ରସଙ୍ଗରେ ଏକ ପିଟିଶନ ଦାଖଲ କରିଥିଲେ। ତେବେ…
ମିଗ୍-୨୧ର ସେବା ରହିଛି ଜାରି, କାହିଁକି ନେଇନି ଅବସର ? ପାଲଟିଛି ‘ଫ୍ଲାଇଙ୍ଗ କଫିନ’…
ନୂଆଦିଲ୍ଲୀ,୮।୫ : ମିଗ -୨୧ ଯୁଦ୍ଧ ବିମାନକୁ ୧୯୬୦ ଦଶକରେ ପୂର୍ବର ସୋଭିଏ ୟୁନିଅନ (ବର୍ତ୍ତମାନ ରୁଷିଆ) ରୁ କିଣାଯାଇଥିଲା। ଏହି ଯୁଦ୍ଧ ବିମାନକୁ ରୁଷିଆ ୧୯୮୫ରେ ଅବସର ଦେଇଛି। କିନ୍ତୁ ଏହି ଜାହାଜଗୁଡ଼ିକ ଭାରତୀୟ ସେନାରେ ବ୍ୟବହୃତ ହେଉଛି। ଏହି…
ବାଂଲାଦେଶ-ମ୍ୟାନମାର ମୁହାଁ ହୋଇପାରେ ବାତ୍ୟା: ପାଣିପାଗ ବିଭାଗ ପୂର୍ବାନୁମାନ…
ନୂଆଦିଲ୍ଲୀ,୮।୫ : ସମ୍ଭାବ୍ୟ ବାତ୍ୟା ବିଷୟରେ ଭାରତ ପାଣିପାଗ ବିଭାଗ (ଆଇଏମଡି) ପୁଣି ଥରେ ପୁର୍ବାନୁମାନ କରିଛି। ବିଭାଗ କହିଛି ସୋମବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ସହିତ ଏକ ନିମ୍ନ ଚାପ ଅଞ୍ଚଳ ସୃଷ୍ଟି ହୋଇଛି। ଏହା…
ୟୁଟ୍ୟୁବର ମନିଷଙ୍କୁ ଝଟ୍କା: ଜାମିନ ପାଇଁ ହାଇକୋର୍ଟ ଯାଅ…
ନୂଆଦିଲ୍ଲୀ,୮।୫ : ୟୁଟ୍ୟୁବର୍ ମନିଷ କାଶ୍ୟପଙ୍କୁ ସୋମବାର ସୁପ୍ରିମକୋର୍ଟରୁ ମଧ୍ୟ ଆଶ୍ୱସ୍ତି ମିଳିନାହିଁ। ତାମିଲନାଡୁରେ ପ୍ରବାସୀ ଶ୍ରମିକଙ୍କ ନକଲି ଭିଡିଓ ପ୍ରଚାର କରୁଥିବା ଅଭିଯୁକ୍ତ ମନିଷଙ୍କ ଜାମିନ ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ ତାଙ୍କୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।…
ରୁଷିଆର ବିଧ୍ୱଂସକାରୀ ଯୋଜନା: ପୁଣି ପକାଇବ ଫସଫରସ ବୋମା…
ମସ୍କୋ,୮।୫ : ରୁଷିଆ ଫସଫରସ ବୋମା ଦ୍ୱାରା ୟୁକ୍ରେନର ବାଖମୁଟ ସହର ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ୟୁକ୍ରେନ ସୈନ୍ୟ ବିଭାଗ ଦ୍ୱାରା ପ୍ରକାଶିତ ଡ୍ରୋନ ଫୁଟେଜରେ ବାଖମୁଟ ଜଳୁଥିବା ଦେଖାଯାଇଛି। ଭିଡିଓରେ ଦେଖାଯାଉଛି, ବାଖମୁଟ ଉପରେ ଧଳା ଫସଫରସ…
ଦେଶ ପାଇଁ ନିଜ ରକ୍ତ ବୁହାଇଛନ୍ତି ଗାନ୍ଧୀ ପରିବାର: ସିବଲ…
ନୂଆଦିଲ୍ଲୀ,୮।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ କଂଗ୍ରେସ ଉପରେ ହୋଇଥିବା କଡ଼ା ସମାଲୋଚନାକୁ ନେଇ ରାଜ୍ୟସଭା ଏମପି କପିଲ ସିବଲ ସୋମବାର ନିଜର ପ୍ରତିକ୍ରିୟା ଦେଇଛନ୍ତି। କର୍ନାଟକରେ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ କଂଗ୍ରେସ ଦେଶକୁ ବିଭାଜନ କରୁଥିବା ଅଭିଯୋଗ…
ଶାହିସ୍ତା ପରଓ୍ବିନ ମାଫିଆ ଘୋଷିତ ହେବେ: ପୋଲିସ ପ୍ରସ୍ତୁତି ଆରମ୍ଭ…
ଲକ୍ଷ୍ନୌ,୮।୫ : ପୂର୍ବତନ ସମାଜବାଦୀ ପାର୍ଟି (ଏସପି) ଏମପି ତଥା ମାଫିଆ ଅତିକ ଅହମ୍ମଦଙ୍କ ପଳାତକ ସ୍ତ୍ରୀ ଶାହିସ୍ତା ପରଓ୍ବିନଙ୍କୁ ଉତ୍ତରପ୍ରଦେଶ ପୋଲିସ ମାଫିଆ ଘୋଷିତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ପୋଲିସ ଏଫଆଇଆରରେ ଶାହିସ୍ତାଙ୍କୁ ମାଫିଆ ଅପରାଧୀ ଭାବରେ…
ନୀତୀଶ ସରକାରଙ୍କ ଉପରେ ଅସନ୍ତଷ୍ଟ ସରକାରୀ ବାବୁ, ପିକେଙ୍କ ଜନସୁରାଜ ପଦଯାତ୍ରାରେ ୧୨ ପୂର୍ବତନ ଆଇପିଏସ ଅଧିକାରୀ…
ପାଟନା,୮।୫ : ନିର୍ବାଚନ ରଣନୀତିଜ୍ଞ-ରାଜନେତା ପ୍ରଶାନ୍ତ କିଶୋର (ପିକେ) ୨ ଅକ୍ଟୋବର ୨୦୨୨ ରେ ଜନସୁରାଜ ପଦଯାତ୍ରା ଆରମ୍ଭ କରିଥିଲେ। ବର୍ତ୍ତମାନ ପ୍ରଶାନ୍ତ କିଶୋରଙ୍କ ଜନସୁରାଜଙ୍କ ପରିବାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ପ୍ରଶାନ୍ତ ବର୍ତ୍ତମାନ ସମୟରେ ଜନସୁରାଜଙ୍କୁ ଏକ ରାଜନୈତିକ…
ପୁଣି ତାତିଲା ରାଜଧାନୀ
ଭୁବନେଶ୍ୱର,୮ା୫(ବ୍ୟୁରୋ): କିଛିଦିନ ଧରି ବର୍ଷା ହେଉଥିବାରୁ ଥଣ୍ଡା ଥିବା ରାଜଧାନୀ ସୋମବାର ପୁଣି ଉତ୍ତପ୍ତ ହୋଇଛି। ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ତାପମାତ୍ରା ୩୧ ଡିଗ୍ରୀ ଛୁଇଁଥିବା ବେଳେ ୮୫ ପ୍ରତିଶତ ଆର୍ଦ୍ରତା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂତ୍ରରୁ…
Archives


