Home Middle

ଏଥର ଝିଅ ଆଗରେ

କଟକ ଅଫିସ,୧୯ା୫: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷାଫଳ ଗୁରୁବାର ପ୍ରକାଶ ପାଇଛି। ଏଥିସହିତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇଛି। ଏଥର ରେକର୍ଡ ସଂଖ୍ୟକ ପାସ୍‌ ହାର ୯୬.୪୦%…

ହାଇଦ୍ରାବାଦକୁ ହରାଇ ଆର୍‌ସିବିର ସପ୍ତମ ବିଜୟ

ହାଇଦ୍ରାବାଦ,୧୮।୫: ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ର ୬୫ତମ ମ୍ୟାଚରେ ବିରାଟ କୋହଲିଙ୍କ ଦମ୍‌ଦାର ଶତକୀୟ ଇନିଂସ୍‌ ବଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ୮ ଉଇକେଟରେ ବିଜୟୀ ହୋଇଛି। ଏହି ବିଜୟ ସହ ୧୪ ପଏଣ୍ଟ ପାଇ…

ଆଇପିଏସ୍‌ସ୍ତରରେ ବଡ଼ଧରଣର ଅଦଳବଦଳ

ଭୁବନେଶ୍ୱର,୧୭ା୫(ବ୍ୟୁରୋ): ରାଜ୍ୟ ସରକାର ଆଇପିଏସ୍‌ସ୍ତରରେ ଗୁରୁବାର ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏପରିକି ୫ ଜିଲାରେ ନୂଆ ଏସ୍‌ପିଙ୍କୁ ନିଯୁକ୍ତି ଦିଆଯାଇଛି। ଏ ନେଇ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ୧୯୮୯ ବ୍ୟାଚ୍‌ ଆଇପିଏସ୍‌…

ଜି ପରମେଶ୍ୱର, ଏମ ବି ପାଟିଲଙ୍କ ସମେତ ସିଦ୍ଦାରାମାୟାଙ୍କ ସରକାରରେ ୧୧ ନେତା ହୋଇପାରନ୍ତି ମନ୍ତ୍ରୀ

ବେଙ୍ଗାଲୁରୁ,୧୮।୫: କର୍ନାଟକରେ ସରକାର ଗଠନ କରିବାକୁ ନେଇ କଂଗ୍ରେସ ପକ୍ଷରୁ ଗୁରୁବାର ଅଫିସିୟାଲି ଘୋଷଣା କରାଯାଇଛି। ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦାରାମାୟା ଓ ଉପମୁଖ୍ୟମନ୍ତ୍ରୀ ଭାବେ ଡିକେ ଶିବକୁମାରଙ୍କ ନାମ ଘୋଷଣା କରାଯାଇଛି। କର୍ନାଟକ କ୍ୟାବିନେଟର ସମ୍ଭାବିତ ମନ୍ତ୍ରୀଙ୍କ ସୂଚୀ…

ଘରେ ଆତଙ୍କବାଦୀଙ୍କୁ ଲୁଚାଇ ରଖିଥିବା ଅଭିଯୋଗରେ ଯେ କୌଣସି ସମୟରେ ଗିରଫ ହୋଇପାରନ୍ତି ଇମ୍ରାନ

ଇସଲାମାବାଦ,୧୮।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାଁଙ୍କ ସମସ୍ୟା ବଢିବାରେ ଲାଗିଛି। ଇମ୍ରାନଙ୍କ ଲାହୋର ସ୍ଥିତ ବାସଭବନରେ ବାହାର ପୋଲିସ ବୁଧବାରଠାରୁ ଡେରା ପକାଇଛି। ପୋଲିସ ତାଙ୍କୁ ଯେ କୌଣସି ମୁହୂର୍ତ୍ତରେ ଗିରଫ କରିପାରେ। ପୋଲିସ…

୧୦ ହଜାର କୋଟି ସରକାରୀ ଟଙ୍କାର ହିସାବ ମିଳୁନି

ରାଞ୍ଚି,୧୮ା୫: ଝାଡ଼ଖଣ୍ଡରେ ସବୁବେଳେ ଯୋଜନା ନାମରେ ସରକାରୀ ପାଣ୍ଠି ଲୁଟ୍‌ ହେଉଥିବା ଖବର ଚର୍ଚ୍ଚାରେ ରହିଥାଏ। କିନ୍ତୁ ଏଥର ଯାହା ପ୍ରକାଶ ପାଇଛି ତାହା ଅଧିକ ଆଶ୍ଚର୍ଯ୍ୟଜନକ। ବିଭାଗ ପାଇଁ ସ୍ଥିର ହୋଇଥିବା ବଜେଟର ୧୦୦୦୦ କୋଟି ଟଙ୍କା କେଉଁଠାରେ ଖର୍ଚ୍ଚ…

ବିହାରରେ ହେବନାହିଁ ଜାତି ଜନଗଣନା, ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮।୫: ବିହାରରେ ଜାତି ଜନଗଣନାକୁ ନେଇ ଗୁରୁବାର ନୀତୀଶ ସରକାରଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ଏକ ଝଟକା ଲାଗିଛି। ସୁପ୍ରିମକୋର୍ଟ ଜାତି ଆଧାରିତ ଜନଗଣନା ସମ୍ପନ୍ଧିତ ଆବେଦନ ଉପରେ ଶୁଣାଣି କରି ପାଟନା ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି। ଏବେ ଏହି ମାମଲାର…

ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରେ ଆଉ ଏକ ପରିବର୍ତ୍ତନ, ବଦଳିଲା ଏସପି ସିଂ ବଘେଲଙ୍କ ବିଭାଗ

ନୂଆଦିଲ୍ଲୀ,୧୮।୫: କେନ୍ଦ୍ରୀୟ ମନ୍ତ୍ରିପରିଷଦରେ ଗୁରୁବାର ହଠାତ୍‌ ପରିବର୍ତ୍ତନ କରାଯାଇଛି। ପ୍ରଥମେ କିରେନ ରିଜିଜୁ ଓ ଏବେ ଆଇନ ରାଜ୍ୟମନ୍ତ୍ରୀ ଏସପି ସିଂ ବଘେଲଙ୍କ ମନ୍ତ୍ରଣାଳୟ ବଦଳାଇ ଦିଆଯାଇଛି।ଏବେ ତାଙ୍କୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ରାଜ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି। ଯେହେତୁ ଆଇନ ମନ୍ତ୍ରଣାଳୟରେ ଅର୍ଜୁନ…

କର୍ନାଟକରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାବୁ ଦାବି କଲା କଂଗ୍ରେସ

ବେଙ୍ଗାଲୁରୁ,୧୮।୫: କର୍ନାଟକରେ କଂଗ୍ରେସ ବିଧାୟକ ଜି ପରମେଶ୍ୱର ଗୁରୁବାର ଦଳର ପ୍ରତିନିଧି ଭାବେ ରାଜଭବନ ଯାଇ ରାଜ୍ୟପାଳ ଥାଭାରଚନ୍ଦ ଗହଲୋଟଙ୍କୁ ସାକ୍ଷାତ୍‌ କରିଛନ୍ତି। ବିଧାନସଭା ନିର୍ବାଚନରେ ବହୁମତ ପାଇବା ପରେ କଂଗ୍ରେସ ପକ୍ଷରୁ ସରକାର ଗଠନ କରିବାକୁ ଦାବି କରିଛନ୍ତି ପରମେଶ୍ୱର।…

ପଶ୍ଚିମବଙ୍ଗରେ ଏବେ ରିଲିଜ ହେବ ‘ଦ କେରଲା ଷ୍ଟୋରି’ , ବ୍ୟାନ ହଟାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮।୫: ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଫିଲ୍ମ ‘ଦ କେରଲା ଷ୍ଟୋରି’ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଗୁରୁବାର ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି। ବର୍ତ୍ତମାନ ଏହି ଚଳଚ୍ଚିତ୍ର ପଶ୍ଚିମବଙ୍ଗରେ ମଧ୍ୟ ମୁକ୍ତିଲାଭ କରିବ। ଏହି ମାମଲାର ଶୁଣାଣି ବେଳେ ସିଜେଆଇ କହିଛନ୍ତି, ପଶ୍ଚିମବଙ୍ଗ ସରକାରଙ୍କ…

‘ଧ୍ୱଂସ ଆଡ଼କୁ ଗତି କରୁଛି ପାକିସ୍ତାନ’

ଇସଲାମାବାଦ,୧୮ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କହିଛନ୍ତି, ଦେଶ ଧ୍ୱଂସ ଆଡ଼କୁ ଗତି କରୁଛି। ଏପରିକି ବାଂଲାଦେଶ ପରି ପାକିସ୍ତାନ ଖଣ୍ଡ ଖଣ୍ଡ ହୋଇଯିବ। ଶାସକ ଦଳ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ଆଣି ଏପରି କହିଛନ୍ତି ।…

୨ୟ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ସିଦ୍ଦାରାମାୟା ଜେଡିଏସ ଛାଡି କଂଗ୍ରେସ ହାତ ଧରିଥିଲେ, ଏଭଳି ଥିଲା ରାଜନୈତିକ କ୍ୟାରିୟର

ବେଙ୍ଗାଲୁରୁ,୧୮।୫: ଚାରି ଦିନର କସରତ ପରେ ଗୁରୁବାର କଂଗ୍ରେସ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି। ତେବେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଦାରାମାୟାଙ୍କୁ କଂଗ୍ରେସ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚୟନ କରିଛି। କର୍ନାଟକର ନୂଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri