କମିଲା ଯୁକ୍ତ୨ ପାସ୍ ହାର
ଭୁବନେଶ୍ୱର,୧।୬(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପକ୍ଷରୁ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇଛି। ବୁଧବାର ପୂର୍ବାହ୍ନ ୧୦ଟା ୩୦ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ପରିଷଦର ମୁଖ୍ୟ କାର୍ଯ୍ୟାଳୟଠାରେ ଫଳାଫଳ ଘୋଷଣା କରିଛନ୍ତି। ବିଜ୍ଞାନରେ…
ଭାରତର ଜିଡିପି ଅଭିବୃଦ୍ଧି ୭.୨କୁ ହ୍ରାସ
ନୂଆଦିଲ୍ଲୀ,୧ା୬: ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୨୦୨୨-୨୩ ବର୍ଷରେ ୭.୨%କୁ ହ୍ରାସ ପାଇଛି। ପୂର୍ବବର୍ଷ ଅର୍ଥାତ୍ ୨୦୨୧-୨୨ରେ ଜିଡିପି ଅଭିବୃଦ୍ଧି ୯.୧% ଥିଲା। ୨୦୨୨-୨୩ର ଶେଷ ତ୍ରୈମାସିକ ଅର୍ଥାତ୍ ଜାନୁୟାରୀ-ମାର୍ଚ୍ଚରେ ଦେଶର ଅର୍ଥନୀତି ୬.୧% ହାରରେ ବୃଦ୍ଧି…
ଦିଲ୍ଲୀ ପୋଲିସର ବର୍ବରତାକୁ ବିଶ୍ୱ କୁସ୍ତିଯୋଦ୍ଧା ସଂଘର ନିନ୍ଦା
ନୂଆଦିଲ୍ଲୀ,୧ା୬: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ମୁଖ୍ୟ ବ୍ରିଜ୍ ଭୂଷଣ ଶରଣ ସିଂଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ ଆଣିଥିବା ଯୌନ ନିର୍ଯାତନା ଅଭିଯୋଗ ପ୍ରସଙ୍ଗରେ ଏବେ ବିଶ୍ୱ କୁସ୍ତିଯୋଦ୍ଧା ସଂଘ ବା ୟୁନାଇଟେଡ୍ ଓ୍ବାଲର୍ଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ) ହସ୍ତକ୍ଷେପ କରିଛି। ଡବ୍ଲ୍ୟୁଏଫ୍ଆଇର…
ଶେରଗଡ଼ରୁ ପୁରୀକୁ ଗଡ଼ିଲା ଏସି ବସ୍ ଜଗନ୍ନାଥ ଏକ୍ସପ୍ରେସ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩୧ା୫(ବ୍ୟୁରୋ): ଗଞ୍ଜାମ ଜିଲା ଶେରଗଡ଼ଠାରୁ ପୁରୀକୁ ବୁଧବାର ପ୍ରଥମ ଏସି ବସ୍ ଜଗନ୍ନାଥ ଏକ୍ସପ୍ରେସ୍ ଗଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ବସ୍ ସେବା ଚଳାଚଳକୁ ପତାକା ହଲାଇ ଶୁଭାରମ୍ଭ କରିଛନ୍ତି। ଓଏସ୍ଆରଟିସି ପକ୍ଷରୁ ଏହି ବସ୍…
‘ଗ୍ଲୋବାଲ୍ ଟାଇମ୍ସ’ରେ ନୂଆ ସଂସଦ ଭବନକୁ ପ୍ରଶଂସା କଲା ଚାଇନା, ଗୁଲାମିର ପ୍ରତୀକକୁ ଅତୀତକୁ ଛାଡିଛି ଭାରତ
ବେଜିଙ୍ଗ,୩୧।୫: ନୂଆ ସଂସଦ ଭବନକୁ ପ୍ରଶଂସା କରିଛି ଚାଇନା। ଚାଇନା ସରକାରଙ୍କ ସରକାରୀ ମୁଖପତ୍ର ‘ଗ୍ଲୋବାଲ୍ ଟାଇମ୍ସ’ରେ ଏନେଇ ଏକ ସମ୍ପାଦକୀୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି, ନୂଆ ସଂସଦ ଭବନକୁ ଉଦ୍ଘାଟନ କରି ଭାରତ ଦାସତ୍ୱର ପ୍ରତୀକକୁ ଅତୀତରେ ଛାଡିଦେଇଛି।…
ମଣିପୁରରେ ମୈତେଇ-କୁକି-ନାଗା ସମ୍ପ୍ରଦାୟର ସଂଘର୍ଷ କେବେଠାରୁ ହୋଇଥିଲା ଆରମ୍ଭ, ଜାଣନ୍ତୁ ତା’ର ଇତିହାସ
ଇମ୍ଫାଲ,୩୧।୫:ମାସେରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ। ସେନା କାର୍ଯ୍ୟାନୁଷ୍ଠାନରେ ବର୍ତ୍ତମାନ ସୁଦ୍ଧା ୪୦ଉଗ୍ରପନ୍ଥୀ ନିହତ ହେବା ନେଇ ମୁଖ୍ୟମନ୍ତ୍ରୀ ଏନ୍. ବିରେନ୍ ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ କୁକି ଜାତୀୟ ସଂଗଠନ…
ପୂର୍ବ ଲେବାନନ୍ ଉପରେ ଇସ୍ରାଏଲର ଆକ୍ରମଣ: ୫ ପାଲେଷ୍ଟାଇନ ଆତଙ୍କବାଦୀ ନିହତ, ୧୦ ଆହତ
ସିରିଆ,୩୧ା୫: ବୁଧବାର ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ରେ ୫ ଜଣ ପାଲେଷ୍ଟାଇନ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଥିବା ଗୋଷ୍ଠୀର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଲିବରେସନ୍ ଅଫ୍ ପାଲେଷ୍ଟାଇନ-ଜେନେରାଲ କମାଣ୍ଡର ଅନଓ୍ବର୍ ରାଜା କହିଛନ୍ତି, ଇସ୍ରାଏଲ ଆକ୍ରମଣ…
ଏଣିକି ଗୋଟିଏ ଦିନରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ
ଭୁବନେଶ୍ୱର,୩୧ା୫(ବ୍ୟୁରୋ): ମାଟ୍ରିକ ଭଳି ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା ବଦଳିବ। ଏଥର ଗୋଟିଏ ଦିନରେ ଯୁକ୍ତ ୨ ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି। ଆସନ୍ତା ଶିକ୍ଷାବର୍ଷଠାରୁ ଏକାସାଙ୍ଗରେ କଳା, ବାଣିଜ୍ୟ, ବିଜ୍ଞାନ…
ପହଁରିବା ମତେ ବି ଜଣା ଅଛି, ଗଙ୍ଗାରେ ମେଡାଲ ବିସର୍ଜନ କଲେ ମତେ ମିଳିବନି ଫାଶୀ: ବ୍ରିଜ ଭୂଷଣ…
ନୂଆଦିଲ୍ଲୀ,୩୧।୫ : ରେସଲିଂ ଫେଡେରେଶନର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂ ଗଙ୍ଗାରେ କୁସ୍ତିଯୋଦ୍ଧାଙ୍କ ମେଡାଲ ବିସର୍ଜନ ନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସିଂ କହିଛନ୍ତି, ଗଙ୍ଗାରେ ପଦକ ଫିଙ୍ଗିଥିବାରୁ ବ୍ରିଜ ଭୂଷଣଙ୍କୁ ଫାଶୀ ଦିଆଯିବ ନାହିଁ। ସେ କହିଛନ୍ତି,…
ଓଟିଟି ପ୍ଲାଟର୍ଫମରେ ତମାଖୁ ନେଇ ଚେତାବନୀ ଜାରି କରିବା ଅନିବାର୍ଯ୍ୟ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିୟମରେ ସଂଶୋଧନ…
ନୂଆଦିଲ୍ଲୀ,୩୧।୫ : ବିଶ୍ୱ ତମାଖୁ ନିରୋଧୀ ଦିବସରେ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦ ଅଧିନିୟମ ଅନୁଯାୟୀ ସଂଶୋଧିତ ନିୟମାବଳୀ ଏବଂ ଓଟିଟି (ଓଭର ଦ ଟପ) କାର୍ଯ୍ୟକ୍ରମ ପାଇଁ ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ…
ବିରୋଧୀ ଏକତାରେ ଫାଟ: କଂଗ୍ରେସ-ଟିଏମସି ମୁହାଁମୁହିଁ …
କୋଲକାତା,୩୧।୫ : ପଶ୍ଚିମବଙ୍ଗରେ ଭାଜପା ବିରୋଧରେ ଏକତା ଅଭିଯାନରେ ଏକ ବଡ଼ ଫାଟ ସୃଷ୍ଟି ହୋଇଛି। ଟିଏମସି ଏବଂ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗରେ ଏକମାତ୍ର କଂଗ୍ରେସ ବିଧାୟକ ଟିଏମସିରେ ଯୋଗଦେବା ପରେ ଉଭୟ ଦଳ ମଧ୍ୟରେ…
ଡ୍ୟୁଟିରେ ମୃତ୍ୟୁ ହେଲେ ମିଳିବ ୧୦ ଲକ୍ଷ
ଭୁବନେଶ୍ୱର,୩୧ା୫(ବ୍ୟୁରୋ): ରାଜ୍ୟ ସରକାର ଅନୁକମ୍ପା ସହାୟତା ରାଶି ପରିମାଣ ବୃଦ୍ଧି କରିଛନ୍ତି। ଡ୍ୟୁଟିରେ ଥିବା ବେଳେ କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ୧୦ ଲକ୍ଷ ଟଙ୍କା ସହାୟତା ରାଶି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବର୍ତ୍ତମାନ…
Archives


