Home Middle

ଏନଇଆରଏଫ ତାଲିକାରେ ଏହି ସ୍ଥାନରେ ରହିଲା ଜେଏନୟୁ, ପୂର୍ବଭଳି ମାଡ୍ରାସ ଆଇଆଇଟ ଏକ ନମ୍ବର

ନୂଆଦିଲ୍ଲୀ,୬।୬: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସୋମବାର ନାଶନାଲ ଇନଷ୍ଟିଚ୍ୟୁଶନାଲ ର଼୍ୟାଙ୍କିଂ ଫ୍ରେମଓ୍ବାର୍କ(ଏନଇଆରଏଫ) ୨୦୨୩ ଘୋଷଣା କରିଛି। ତେବେ ର଼୍ୟାଙ୍କିଂରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ମାଡ୍ରାସ (ଆଇଆଇଟି ମାଡ୍ରାସ) ପୁଣିଥରେ ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗତ ବର୍ଷ…

କଂଗ୍ରେସ ସହିତ ମିଶିବୁନି: ୨୦୨୪ ନିର୍ବାଚନ ପୂର୍ବରୁ ଅକାଳୀଦଳ-ଜେଡିଏସ ଏନଡିଏରେ ଯୋଗଦେବା ସଙ୍କେତ…

ଅମୃତସର,୬।୬ : ଦୀର୍ଘ ଦିନ ଧରି ପଞ୍ଜାବରେ କ୍ଷମତାରେ ଥିବା ଶିରୋମଣି ଅକାଳୀ ଦଳ (ଏସଏଡି) ଆସନ୍ତା ବର୍ଷ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଭାଜପା ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ)କୁ ଫେରିପାରେ ବୋଲି ଚର୍ଚ୍ଚା ହେଉଛି। ଅପରେଶନ ବ୍ଲୁ…

ବିଦେଶରେ ଭାରତ ଯୋଡୋର ବିପରୀତ କରୁଛନ୍ତି ରାହୁଲ: ଅଶ୍ୱିନୀ ଚୌବେ…

ବକ୍ସାର,୬।୬ : କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ ରାହୁଲ ଗାନ୍ଧୀଙ୍କୁ ପରିବାରବାଦକୁ ବଢ଼ାଉଥିବା ବୋଲି କହିଛନ୍ତି। ଗୋଟିଏ ପଟେ ସେ ଦେଶରେ ଭାରତ ଯୋଡୋ ଯାତ୍ରା କରୁଥିବାବେଳେ ଅନ୍ୟ ପଟେ ସେ ବିଦେଶ ଯାଇ ଏହାର ବିପରୀତ ଭାରତ ଭାଙ୍ଗିବା କଥା…

ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ…

ନୂଆଦିଲ୍ଲୀ,୬।୬ : ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ଅନ୍ୟ ଏକ ସାମୁଦ୍ରିକ ଝଡ଼ର ବିପଦ ପୂର୍ବାନୁମାନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର କହିଛି ଗୁଜରାଟର ଦକ୍ଷିଣ ପୋରବନ୍ଦରରେ ଦକ୍ଷିଣ ପୂର୍ବ ଆରବ ସାଗର ଉପରେ ଲଘୁଚାପ ଅଞ୍ଚଳ ଉତ୍ତର-ପଶ୍ଚିମ ଦିଗକୁ…

କରଜରେ ବୁଡି ରହିଛି ପାକସ୍ତାନ, ପ୍ରତି ମାସରେ ୨.୬ପ୍ରତିଶତ ହାରରେ ୫୮.୬ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ଋଣ ଭାର

ଇସଲାମବାଦ,୬।୬: ପଡୋଶୀ ଦେଶ ପାକିସ୍ତାନ ବର୍ତ୍ତମାନ କରଜ ଭାରରେ ବୁଡି ରହିଛି। ଦେଶର ଆର୍ଥିକ ସ୍ଥିତି ଏବେ ତଳମୁହାଁ ହେବାସହ ଅତ୍ୟାବଶକ ଦ୍ରବ୍ୟର ଦରଦାମ ଆକାଶଛୁଆଁ ରହିଛି। ନିକଟରେ କେନ୍ଦ୍ରୀୟ ବ୍ୟାଙ୍କର ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ପାକିସ୍ତାନ ସରକାରଙ୍କ ଋଣ…

୯୪ ଲକ୍ଷ ୟୁଡିଆଇଡି କାର୍ଡ ଦିବ୍ୟାଙ୍ଗଙ୍କ ପାଇଁ ଜାରି, ପଶ୍ଚିମବଙ୍ଗ ଭାଗରେ ମାତ୍ର ୯…

ନୂଆଦିଲ୍ଲୀ,୬।୬ : ସାରା ଦେଶରେ ଦିବ୍ୟାଙ୍ଗଙ୍କ ପାଇଁ ଦିଆଯାଉଥିବା ୟୁଡିଆଇଡି କାର୍ଡକୁ ନେଇ ଏକ ବଡ ସୂଚନା ସାମ୍ନାକୁ ଆସିଛି। ସରକାରୀ ଆକଳନରୁ ଜଣାପଡିଛି ସମଗ୍ର ଦେଶରେ ଜାରି କରାଯାଇଥିବା ମୋଟ ୯୪ ଲକ୍ଷ ୟୁଡିଆଇଡ କାର୍ଡ ମଧ୍ୟରୁ ପଶ୍ଚିମବଙ୍ଗରୁ ଏପର୍ଯ୍ୟନ୍ତ…

ଭାରତ ଏକ ସଫଳ ବିକାଶୀଳ ଘରୋଇ ଫାର୍ମା ଇଣ୍ଡଷ୍ଟ୍ରିର ଉଦାହରଣ: ୟୁନିସେଫ…

ନୂଆଦିଲ୍ଲୀ,୬।୬ : ୟୁନିସେଫର ଜଣେ ବରିଷ୍ଠ ଅଧିକାରୀ ଭାରତର ଘରୋଇ ଫାର୍ମା ଶିଳ୍ପରେ ଘଟୁଥିବା ବିକାଶକୁ ପ୍ରଶଂସା କରିଛନ୍ତି। ୟୁନିସେଫର ସ୍ବାସ୍ଥ୍ୟ ଜରୁରୀକାଳୀନ କୌଶଳ ଏବଂ ଭାଗିଦାରୀ କେନ୍ଦ୍ରର ବରିଷ୍ଠ ପରିଚାଳକ ତାରା ଏଲ ପ୍ରସାଦ କହିଛନ୍ତି ଘରୋଇ ଫାର୍ମା ଶିଳ୍ପରେ…

ରେଳ ବଜେଟକୁ କେନ୍ଦ୍ର ବଜେଟ ସହ ଯୋଡ଼ିବା ଏକ ବଡ଼ ଭୁଲ: ବୀରପ୍ପା ମୋଇଲି…

ନୂଆଦିଲ୍ଲୀ,୬।୬ : ଓଡିଶାରେ ଘଟିଥିବା ଟ୍ରେନ ଦୁର୍ଘଟଣା ପରେ ବିରୋଧୀ ଦଳ ସରକାରଙ୍କୁ ଘେରିବା ଜାରି ରଖିଛନ୍ତି। ଏହାର ପ୍ରତିବାଦରେ କଂଗ୍ରେସ ପୂର୍ବରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିସାରିଥିବା ବେଳେ ବର୍ତ୍ତମାନ ବରିଷ୍ଠ କଂଗ୍ରେସ ନେତା ବୀରପ୍ପା ମୋଇଲି…

ୟୁୂକ୍ରେନକୁ ଏଫ-୧୬ ଯୁଦ୍ଧ ବିମାନରେ ଆଣବିକ ଅସ୍ତ୍ରଶସ୍ତ୍ର ଦେଲେ ଗ୍ରହଣ କରାଯିବ କଡ଼ା ପଦକ୍ଷେପ: ଆମେରିକାକୁ ରୁଷିଆର ଚେତାବନୀ…

ମସ୍କୋ,୬।୬ : ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି ଆମେରିକାରେ ନିର୍ମିତ ଏଫ-୧୬ ଯୁଦ୍ଧ ବିମାନ ପରମାଣୁ ଅସ୍ତ୍ରଶସ୍ତ୍ର ନେଇପାରିବ। ୟୁକ୍ରେନକୁ ଏହି ଯୁଦ୍ଧ ବିମାନ ଯୋଗାଇବା ଦ୍ୱନ୍ଦକୁ ଆହୁରି ବଢ଼ାଇବ ବୋଲି ସେ ଚେତାବନୀ ଦେଇଛନ୍ତି। ତାଜିକିସ୍ତାନର ଦୁଶାନବେରେ…

ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି ନୀତୀଶ: ପିକେଙ୍କ କଟାକ୍ଷ…

ପାଟନା,୬।୬ : ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର(ପିକେ) ବିହାର ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମଙ୍ଗଳବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧୀ ଏକତାର ପଦକ୍ଷେପକୁ ଖଣ୍ଡନ କରିଛନ୍ତି। ସେ ନୀତୀଶଙ୍କୁ ଦୃଷ୍ଟି ବାଧିତମାନଙ୍କ ମଧ୍ୟରେ ଶ୍ରବଣ ବାଧିତ ରାଜା…

ରାଜପରିବାରର ୧୦୦ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ହାଇକୋର୍ଟରେ ପହଞ୍ଚିଲେ ହ୍ୟାରୀ …

ଲଣ୍ଡନ,୬।୬ : ବ୍ରିଟିଶ ରାଜ ପରିବାର ଇତିହାସର ୧୦୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପ୍ରିନ୍ସ ହ୍ୟାରୀ ସାକ୍ଷ୍ୟ ଦେବାକୁ ହାଇକୋର୍ଟରେ ହାଜର ହୋଇଛନ୍ତି। ବ୍ରିଟିଶ ଖବରକାଗଜ ଡେଲି ମିରର ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ସାକ୍ଷ୍ୟ ଦେବା ପାଇଁ…

ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ଏକ ଭୁଲ ପଦକ୍ଷେପ: ଦେବ ଗୌଡା…

ନୂଆଦିଲ୍ଲୀ,୬।୬ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡା ମଙ୍ଗଳବାର ଭାଜପା ସରକାରଙ୍କ ଦ୍ୱାରା ଓଡ଼ିଶାର ଟ୍ରେନ ଦୁର୍ଘଟଣାରେ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଟ୍ରେନ ଦୁର୍ଘଟଣା ପରେ କରାଯାଇଥିବା ଉଦ୍ଧାର କାର୍ଯ୍ୟ ପାଇଁ ସେ ରେଳ ମନ୍ତ୍ରୀଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri