Home Middle

ତତଲା କଡ଼େଇରେ ରାଜଧାନୀ

ଭୁବନେଶ୍ୱର,୭ା୬(ବ୍ୟୁରୋ): ସାରା ରାଜ୍ୟରେ ପ୍ରଚଣ୍ଡ ତାତି ସହ ଅହସ୍ୟ ଗୁଳୁଗୁଳି ହେଉଛି। ତେବେ ବୁଧବାର ଅପରାହ୍ନ ସାଢ଼େ ୨ଟା ସୁଦ୍ଧା ରାଜଧାନୀର ତାପମାତ୍ରା ରେକର୍ଡ କରାଯାଇଛି। ଆଜି ଭୁବନେଶ୍ୱରର ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସବୁଠୁ ଉତ୍ତପ୍ତ ସହର…

ଭାଜପା-ଜେଜେପି ମେଣ୍ଟରେ ଫାଟ: ଚିନ୍ତାରେ ହରିୟାଣା ସରକାର…

ଚଣ୍ଡିଗଡ଼,୭।୬ : ହରିୟାଣାରେ ଭାଜପା-ଜେଜେପି ମିଳିତ ମଞ୍ଚରେ ବିଦ୍ରୋହର ଖବର ପଦାରେ ପଡ଼ିଛି। ଜନନାୟକ ଜନତା ପାଟି(ଜେଜେପି) ସୁପ୍ରିମୋ ଦୁଶ୍ୟନ୍ତ ଚୌତାଲାଙ୍କ ଉଚାନକାଲାନ ବିଧାନସଭା ଆସନ ନେଇ ବିବାଦ ଦେଖାଦେଇଛି। ହରିୟାଣାର ଭାଜପା ଦାୟିତ୍ୱରେ ଥିବା ବିପ୍ଲବ ଦେବ ଦଳର ନେତା…

କଳାବ୍ୟାଣ୍ଡ ବାନ୍ଧି ଖେଳିଲେ ଉଭୟ ଦେଶର ଖେଳାଳି

ଲଣ୍ଡନ,୭ା୬: ବିଶ୍ବ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ମ୍ୟାଚ୍‌ ବୁଧବାର ଅନୁଷ୍ଠିତ ହୋଇଛି। ଆଜିର ମ୍ୟାଚ୍‌ରେ ଦୁଇ ଦଳ ଭାରତ-ଅଷ୍ଟ୍ରେଲିଆର ଖେଳାଳିମାନେ ଓଡ଼ିଶାର ବାଲେଶ୍ୱର ଜିଲା ବାହାନଗା ରେଳ ଦୁର୍ଘଟଣା ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୃତକଙ୍କ ପାଇଁ ମ୍ୟାଚ୍‌ ପୂର୍ବରୁ ଦୁଇ ଦଳର…

ମୃତକଙ୍କ ଚିହ୍ନଟ ପାଇଁ କେବଳ ଏମ୍ସ ଯିବାକୁ କହିଲା ପୂର୍ବତଟ ରେଳପଥ

ଭୁବନେଶ୍ୱର,୭ା୬(ବ୍ୟୁରୋ): ବାଲେଶ୍ବର ଜିଲା ବାହାନଗା ରେଳ ଦୁର୍ଘଟଣାରେ ମୃତକମାନଙ୍କୁ ଚିହ୍ନଟ କରିବା ପାଇଁ ସମ୍ପର୍କୀୟମାନେ ଅନ୍ୟ କୌଣସି ହସ୍ପିଟାଲ ନ ଯାଇ କେବଳ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ପହଞ୍ଚିବାକୁ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ…

ପୁଣି ବାହାନଗା ଷ୍ଟେଶନରେ ସିବିଆଇ ଟିମ୍‌

ବାଲେଶ୍ୱର ଅଫିସ,୭ା୬: ବାହାନଗା ରେଳ ଷ୍ଟେଶନରେ ବୁଧବାର ପୁଣି ସିବିଆଇ ଟିମ୍‌ ପହଞ୍ଚିଛି। ମଙ୍ଗଳବାର ଦିନ ଓ ରାତି ଦୁର୍ଘଟଣାସ୍ଥଳ ସମେତ ବାହାନଗା ଷ୍ଟେଶନରେ ଟିମ୍‌ ଯାଞ୍ଚ କରିଥିବା ବେଳେ ଆଜି ପୁଣି ବାହାନଗାରେ ଜୋରଦାର ତନାଘନା କରିଛି ସିବିଆଇ। ଷ୍ଟେଶନ…

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ଟସ ଜିତି ଭାରତର ବୋଲିିଂ, ଆରମ୍ଭରୁ ଅଷ୍ଟ୍ରେଲିଆ ବିପର୍ଯ୍ୟୟର ସମ୍ମୁଖୀନ…

ଲଣ୍ଡନ,୭।୬ : ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଦ୍ୱିତୀୟ ପର୍ଯ୍ୟାୟର ଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ଭେଟିଛି। ଲଣ୍ଡନର କେନିଂଟନ ଓଭାଲରେ ଖେଳାଯାଉଥିବା ଏହୀ ମ୍ୟାଚରେ ଟସ ଜିତିବା ପରେ ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଆରମ୍ଭରୁ ଅଷ୍ଟ୍ରେଲିଆ ବିପର୍ଯ୍ୟୟର…

ଦେଶରେ ଭାଜପା ବିରୋଧୀ ଲହର: ଶରଦ ପାଓ୍ବାର…

ମୁମ୍ବାଇ,୭।୬ : କର୍ନାଟକ ନିର୍ବାଚନରେ ଭାଜପାର ପରାଜୟ ପରେ ବିରୋଧୀ ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ଉପରେ ନଜର ରଖିଛନ୍ତି। ମହାମେଣ୍ଟରୁ ଏଥିପାଇଁ ବିଭିନ୍ନ ରଣନୀତି ଗ୍ରହଣ କରାଯାଉଛି। ସେପଟେ ଏନସିପି ମୁଖ୍ୟ ଶରଦ ପାୱାର ବୁଧବାର ଭାଜପାକୁ…

ଖଟା-ମଧୁର ସମ୍ପର୍କ: ମୋଦିଙ୍କ ପାଇଁ ୩ ପ୍ରକାର ଆମ୍ବ ପଠାଇଲେ ମମତା…

କୋଲକାତା,୭।୬ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମସ୍ତ ରାଜନୈତିକ ମତଭେଦ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଲ କିସମର ଆମ୍ବ ପଠାଇଛନ୍ତି। ୧୨ ବର୍ଷର ଦୀର୍ଘ ପରମ୍ପରାକୁ ଅନୁସରଣ କରି ଚଳିତ ବର୍ଷ ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ…

ନୀତୀଶ ଜଣେ ଇଞ୍ଜିୟର, ତେବେ ବି କିଭଳି ଗୋଟିଏ ପୋଲ ଦୁଇଥର ଭୁଶୁଡ଼ିଲା: ମୁଖ୍ୟମନ୍ତ୍ରୀଙ୍କୁ ଚିରାଗ ପାସଓ୍ବାନଙ୍କ ପ୍ରଶ୍ନ …

ପାଟନା,୭।୬ : ବିହାରର ଭାଗଲପୁରରେ ଗଙ୍ଗା ନଦୀ ଉପରେ ନିର୍ମିତ ଅଗୁୱାନି-ସୁଲତାନଗଞ୍ଜ ବ୍ରିଜ ଭୁଶୁଡ଼ିବା ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଚାଲିଛି। ଜମୁଇର ଲୋକସଭା ଏମପି ତଥା ଏଲଜେପି ରାମ ବିଲାସ ମୁଖ୍ୟ ଚିରାଗ ପାସୱାନ ବର୍ତ୍ତମାନ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ…

ରାହୁଲ ଆଗ୍ରାର ମାନସିକ ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକ: କେଶବ ମୌର୍ଯ୍ୟ…

ଲକ୍ଷ୍ନୌ,୭।୬ : ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। କେଶବ ପ୍ରସାଦ କହିଛନ୍ତି ରାହୁଲ ଗାନ୍ଧୀଙ୍କ ମାନସିକ ସନ୍ତୁଳନ ଭଲ ନୁହେଁ, ତାଙ୍କୁ ଆଗ୍ରା ଡାକ୍ତରଖାନାରେ ଭର୍ତ୍ତି କରାଯିବା…

ଚାଟ୍‌ ଜିପିଟି ଯୋଗୁ ହରାଇଲେ ଚାକିରି, ଏବେ ଡଗ୍‌ ଓ୍ବାକର୍‌…

ଓ୍ବାଶିଂଟନ,୭।୬: ବିଜ୍ଞାନର ନୂଆ ନୂଆ ଉଦ୍ଭାବନରେ ବିଭିନ୍ନ କମ୍ପାନୀଗୁଡିକରେ କାମ ସହଜ ହେଉଛି। କମ୍ପାନୀ ତା’ର କାମ ଶୀଘ୍ର ଏବଂ ସୁରୁଖୁରୁରେ ହେବା ପାଇଁ ଅନଲାଇନ ସର୍ଚ୍ଚ ଇଞ୍ଜିନଗୁଡିକୁ ପ୍ରାଧାନ୍ୟ ଦେବାରେ ଲାଗିଛି। ଏହାଦ୍ୱାରା କମ୍ପାନୀ କର୍ମଚାରୀଙ୍କୁ ରଖି ମୋଟା ଅଙ୍କର…

ପ୍ରଧାନମନ୍ତ୍ରୀଙ୍କ ସ୍କୁଲ ବୁଲିବାକୁ ଯିବେ ଦେଶର ସବୁ ପିଲା: ପ୍ରତି ଜିଲାରୁ ୨ ଛାତ୍ରୀଛାତ୍ର…

ନୂଆଦିଲ୍ଲୀ,୭।୬ : ଭଡନଗରର ପ୍ରାଥମିକ ବିଦ୍ୟାଳୟ ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରାଥମିକ ଅଧ୍ୟୟନ କରିଥିଲେ, ତାହା ଏକ ଐତିହ୍ୟ ବିଦ୍ୟାଳୟ ଭାବରେ ବିକଶିତ ହୋଇଛି। ବର୍ତ୍ତମାନ ଏହି ବିଦ୍ୟାଳୟକୁ ପ୍ରେରଣା ପରିଯୋଜନା ଅଧୀନରେ ପ୍ରସ୍ତୁତ ହୋଇଛି। ଯେଉଁଠାକୁ ଦେଶର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri