ଆସନ ଭାଗବଣ୍ଟା ପାଇଁ ଏମଭିଏ କରିବ ବୈଠକ: ଅଜିତ ପାଓ୍ବାର…
ମୁମ୍ବାଇ,୩।୬ : ଏନସିପି ନେତା ଅଜିତ ପାୱାର ପୁଣେ ଏବଂ ଭାୟନ୍ଦର-ଗୋନ୍ଦିଆ ଲୋକସଭା ଆସନରେ ପରିବର୍ତ୍ତନ ହେବାର ଚର୍ଚ୍ଚାକୁ ଗୁଜବ ପ୍ରଚାର ବୋଲି କରିଛନ୍ତି। ନାଗପୁରରେ ସେ କହିଛନ୍ତି ସିଟ ବାଣ୍ଟିବା ପାଇଁ ଆଲୋଚନା ଚାଲିଛି। ଶନିବାର ନାଗପୁରରେ ସେ ଖବରଦାତାଙ୍କୁ…
ବିଶ୍ୱର ସବୁଠୁ ବଡ଼ ଟ୍ରେନ୍ ଦୁର୍ଘଟଣା, ଜାଣନ୍ତୁ କେତେ ଲୋକଙ୍କର ହୋଇଥିଲା ମୃତ୍ୟୁ
କଲମ୍ବୋ,୩ା୬: ଶୁକ୍ରବାର ଓଡ଼ିଶାର ବାଲେଶ୍ୱର ଜିଲାର ବାହାନଗା ଷ୍ଟେଶନରେ ଟ୍ରେନ ଦୁର୍ଘଟଣା ଭାରତକୁ ଥରାଇ ଦେଇଛି। ଏହା ଭାରତର ଦ୍ୱିତୀୟ ବୃହତ୍ତମ ରେଳ ଦୁର୍ଘଟଣା ବୋଲି କୁହାଯାଉଛି। ଯେଉଁଥିରେ ଖବର ଲେଖିବା ପର୍ଯ୍ୟନ୍ତ ୨୮୮ ଜଣଙ୍କର ମୃତ୍ୟୁ ଘଟିଛି। ଏହାପୂର୍ବରୁ ୧୯୮୧ରେ…
ସରକାର ସବ୍କା ସାଥ୍ ନାହାନ୍ତି, କେବଳ ବ୍ରିଜ ଭୁଷଣଙ୍କ ସହିତ ଅଛନ୍ତି: ସିବଲଙ୍କ କଟାକ୍ଷ…
ନୂଆଦିଲ୍ଲୀ,୩।୬ : ଦେଶର କୁସ୍ତିଯୋଦ୍ଧାମାନେ ସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ଇସ୍ତଫା ଦାବି କରୁଛନ୍ତି। ବର୍ତ୍ତମାନ ରାଜ୍ୟସଭା ଏମପି କପିଲ ସିବଲ ବ୍ରିଜ ଭୂଷଣ ଶରଣ ସିଂ ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସିବଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ବଳାତ୍କାର ପୀଡ଼ିତାଙ୍କ ଜାତକରେ ମାଙ୍ଗଳିକ ଦୋଷ ଯାଞ୍ଚ୍: ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୩।୬ : ବଳାତ୍କାର ପୀଡିତାଙ୍କ ଜାତକ ଯାଞ୍ଚ୍ କରିବାକୁ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଜ୍ୟୋତିଷ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇଛନ୍ତି। ବଳାତ୍କାରରଅଭିଯୁକ୍ତଙ୍କ ଜାମିନରେ…
ରାଜଦ୍ରୋହ ଆଇନ ପରେ, ଏବେ ୟୁନିଫର୍ମ ସିଭିଲ କୋଡ: ଆଇନ ଆୟୋଗ ଖୁବ ଶୀଘ୍ର ଦାଖଲ କରିବେ ରିପୋର୍ଟ…
ନୂଆଦିଲ୍ଲୀ,୩।୬ : ଭାରତର ଆଇନ ଆୟୋଗ ରାଜଦ୍ରୋହ ଆଇନ ସମ୍ବନ୍ଧୀୟ ରିପୋର୍ଟ ଭାରତ ସରକାରଙ୍କ ନିକଟରେ ଦାଖଲ କରିଛନ୍ତି। ରାଜଦ୍ରୋହ ଆଇନକୁ ବଜାୟ ରଖିବା ପାଇଁ ସରକାରଙ୍କୁ ଏହାର ସୁପାରିଶ ଦାଖଲ କରିବା ପରେ ଆଇନ ଆୟୋଗ ବର୍ତ୍ତମାନ ୟୁନିଫର୍ମ ସିଭିଲ…
ଟ୍ରେନ୍ ଦୁର୍ଘଟଣା: ବାଲେଶ୍ୱର ଡାକ୍ତରଖାନାରେ ରୋଗୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ବାଲେଶ୍ୱର ଅଫିସ,୩ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସନ୍ଧ୍ୟାରେ ବାଲେଶ୍ବର ଜିଲା ମୁଖ୍ୟ ଡାକ୍ତରଖାନାରେ ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କୁ ଭେଟିଛନ୍ତି। ଆହତ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି…
ବେଦରେ ବୀଜ ଗଣିତ, ଧାତୁ ବିଜ୍ଞାନ, ଏରୋନେଟିକ୍ସ ସମ୍ପର୍କରେ ରହିଛି ବହୁ ସୂଚନା: ଇସ୍ରୋ ମୁଖ୍ୟ…
ହାଇଦ୍ରାବାଦ,୩।୬ : ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମୁଖ୍ୟ ଏସ. ସୋମନାଥ ବିଶ୍ୱର ସର୍ବ ପୁରାତନ ଶାସ୍ତ୍ର ବେଦ ଏବଂ ପୁରାତନ ଭାଷା ସଂସ୍କୃତକୁ ନେଇ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ପ୍ରଦାନ କରିଛନ୍ତି। ସେ ଦର୍ଶାଇଛନ୍ତି ବୈଜ୍ଞାନିକ ଧାରଣା ଯେପରିକି ବୀଜ…
ପରମାଣୁ ଚୁକ୍ତିକୁ ଫେରିବା ପାଇଁ ଆମେରିକା ସମ୍ମୁଖରେ ସର୍ତ୍ତ ରଖିଲା ରୁଷିଆ…
ମସ୍କୋ,୩।୬ :ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷିଆର ଉପ ବୈଦେଶିକ ମନ୍ତ୍ରୀ ସର୍ଗେ ଇ ରାଇବକୋଭ କହିଛନ୍ତି ରୁଷିଆ ଆମେରିକା ସହିତ ନୂତନ ଷ୍ଟାର୍ଟ ଚୁକ୍ତି ପୁନଃ ଆରମ୍ଭ କରିବାକୁ ଚିନ୍ତା କରୁଛି। ତେବେ ଏହି ଚୁକ୍ତି ପାଇଁ ରୁଷିଆ ଆମେରିକା ସମ୍ମୁଖରେ…
ଜାପାନର ବଢୁଥିବା ସାମରିକ ଶକ୍ତି ଯୋଗୁ ଅନ୍ୟ ଦେଶ ପାଇଁ ବିପଦ ନାହିଁ: ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତ୍ତି…
ଟୋକିଓ,୩।୬ : ଜାପାନର ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ଦେଶର ବୃଦ୍ଧି ପାଉଥିବା ସାମରିକ ଶକ୍ତି ଯୋଗୁ ଅନ୍ୟ ଦେଶ ପ୍ରତି କୌଣସି ବିପଦ ନାହିଁ। ସିଙ୍ଗାପୁରରେ ୪୯ ଟି ଦେଶର ୬୦୦ପ୍ରତିନିଧୀଙ୍କ ସହ ଏକ ସୁରକ୍ଷା ସମ୍ମିଳନୀ ଆୟୋଜିତ ହୋଇଛି…
ଅନ୍ୟ ସାଂସଦଙ୍କୁ ନିବେଦନ କଲେ ବରୁଣ ଗାନ୍ଧୀ, ଟ୍ରେନ୍ ଦୁର୍ଘଟଣା ଆହତଙ୍କୁ ନିଜର ଗୋଟିଏ ମାସର ଦରମା ଦିଅନ୍ତୁ
ନୂଆଦିଲ୍ଲୀ,୩।୬:ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣା ନେଇ ଜାତୀୟ ଅନ୍ତର୍ଜାତୀୟସ୍ତରରୁ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ସମବେଦନା ଜଣାଉଛନ୍ତି। ଏଥିସହ ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ପ୍ରଧାନମନ୍ତ୍ରୀ ଏଥିପାଇଁ ମୃତକ ଓ ଆହତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି। ତେବେ ଭାଜପା ସାଂସଦ ବରୁଣ ଗାନ୍ଧୀ…
ମୂଳ ଭାରତୀୟ ଅଜୟ ବଙ୍ଗା ହେଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ: କାର୍ଯ୍ୟକାଳ ୫ ବର୍ଷ…
ଓ୍ବାଶିଂଟନ,୩।୬ : ମୂଳ ଭାରତୀୟ ଅଜୟ ବଙ୍ଗା ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ସହିତ ସେ ଗ୍ଲୋବାଲ ଫାଇନାନ୍ସିଆଲ ଇନଷ୍ଟିଚ୍ୟୁଶନ, ବିଶ୍ୱ ବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ନେତୃତ୍ୱ ନେଇଛନ୍ତି। ୩ ମଇରେ, ବିଶ୍ୱ…
ବଳାତ୍କାର ପୀଡ଼ିତାଙ୍କ ଜାତକରେ ମାଙ୍ଗଳିକ ଦୋଷ ଅଛି କି ନାହିଁ ଯାଞ୍ଚ୍ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ…
ଲକ୍ଷ୍ନୌ,୩।୬ : ବଳାତ୍କାର ପୀଡିତାଙ୍କ ଜାତକ ଯାଞ୍ଚ୍ କରିବାକୁ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଜ୍ୟୋତିଷ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତ ଗୋବିନ୍ଦ ରାୟ ଛଦ୍ମନାମ ମୋନୁଙ୍କ ଜାମିନ ଆବେଦନ ଶୁଣାଣି ବେଳେ ହାଇକୋର୍ଟର ଜଷ୍ଟିସ ବ୍ରିଜରାଜ ସିଂ ଏହି ନିର୍ଦ୍ଦେଶ ଦେଇଛନ୍ତି।…
Archives


