Home Middle

ହଠାତ ଅସ୍ତ୍ରଶସ୍ତ୍ର କାରଖାନାରେ ପହଞ୍ଚିଲେ କିମ୍‌, ଯୁଦ୍ଧ ପ୍ରସ୍ତୁତି ପାଇଁ ଦେଲେ ନିର୍ଦ୍ଦେଶ…

ପ୍ୟୋଙ୍ଗୟାଙ୍ଗ,୬।୮ : ଉତ୍ତର କୋରିଆର ଏକଛତ୍ରବାଦୀ କିମ ଜୋଙ୍ଗ ଉନ ଦେଶର ପ୍ରମୁଖ ଅସ୍ତ୍ରଶସ୍ତ୍ର ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି କାରଖାନା ଆଣବିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ପାଇଁ ଯାନବାହନ ଉତକ୍ଷେପଣ ଆଦି ନିର୍ମାଣ କରିଥାଏ। ସେନାକୁ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜାଇବା…

ଶରଦଙ୍କ ପାଇଁ ନୂଆ ଝଟକା: ଅଜିତଙ୍କ ଦଳରେ ଜୟନ୍ତ ସାମିଲ ହେବା ନେଇ ଚର୍ଚ୍ଚା…

ମୁମ୍ବାଇ,୬।୮ : ଅଜିତ ପାୱାର ଶାସକ ଭାଜପା ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେସେନା ସରକାରରେ ଯୋଗଦେବାର ପ୍ରାୟ ଏକ ମାସ ପରେ ବର୍ତ୍ତମାନ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ବିଧାନସଭା ପାର୍ଟି ନେତା ତଥା ରାଜ୍ୟ ୟୁନିଟ ମୁଖ୍ୟ ଜୟନ୍ତ ପାଟିଲ…

ଗର୍ଭବତୀ ମହିଳାଙ୍କ ପାଇଁ ଖୁସି ଖବର: ପୋଷ୍ଟ ପାର୍ଟମ ଡିପ୍ରେଶନ ଔଷଧକୁ ମଞ୍ଜୁରୀ ଦେଲା ଆମେରିକା…

ଓ୍ବାଶିଂଟନ,୬।୮ : ଆମେରିକାର ଗର୍ଭବତୀ ମହିଳାଙ୍କ ପାଇଁ ଖୁସି ଖବର ଆସିଛି। ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ପୋଷ୍ଟ ପାର୍ଟମ ଡିପ୍ରେଶନ ଔଷଧକୁ ମଞ୍ଜୁରୀ ଦେଇଛନ୍ତି। ପ୍ରସବ ପରେ ମହିଳାମାନଙ୍କଠାରେ ଏଭଳି ସ୍ଥିତି ଦେଖାଦେଇଥାଏ। ଏଥିରେ ମହିଳାମାନେ ସନ୍ତାନ ଜନ୍ମ କରିବା…

ତୃତୀୟ ଶ୍ରେଣୀରେ ବି ପାଠ ପଢ଼ିପାରିବେ ନାହିଁ ବାଳିକା: ତାଲିବାନର କଡ଼ା ନିର୍ଦ୍ଦେଶ…

କାବୁଲ,୬।୮ : ଆଫଗାନିସ୍ତାନରେ ତାଲିବାନ ଅଧିକାରୀମାନେ ୧୦ ବର୍ଷରୁ ଅଧିକ ବୟସ୍କ ବାଳିକାମାନଙ୍କୁ ପ୍ରାଥମିକ ବିଦ୍ୟାଳୟ ତୃତୀୟ ଶ୍ରେଣୀରେ ପାଠପଢ଼ିବାକୁ ବାରଣ କରିଛନ୍ତି। ତାଲିବାନ ଶାସିତ ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀମାନେ ଗଜନୀ ପ୍ରଦେଶର ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ସ୍ବଳ୍ପକାଳୀନ ପ୍ରଶିକ୍ଷଣ କ୍ଲାସକୁ…

ରୁଷିଆର ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ସମାଲୋଚନା କଲେ କିଶିଦା…

ଟୋକିଓ,୬।୮ : ରବିବାର ହିରୋସିମା ଉପରେ ପରମାଣୁ ବୋମା ବିସ୍ଫୋରଣର ୭୮ ତମ ବାର୍ଷିକୀ ପାଳନ କରାଯାଉଥିବାରୁ ଜାପାନର ପ୍ରଧାନମନ୍ତ୍ରୀ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁ୍‌ଥିବାନେଇ ରୁଷିଆର କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି। ହିରୋସିମାରେ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା…

ଏଏପି ସରକାର କିଛି ଶୁଣୁ ନାହାନ୍ତି, ପ୍ରଶାସନରେ ନାହିଁ ସ୍ବଚ୍ଛତା: ପଞ୍ଜାବ ରାଜ୍ୟପାଳ…

ଚଣ୍ଡିଗଡ଼,୬।୮ : ଶାସକ ଆମ ଆଦମୀ ପାର୍ଟି (ଏଏପି) ଏବଂ ରାଜ ଭବନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ପଞ୍ଜାବର ରାଜ୍ୟପାଳ ବନୱାରିଲାଲ ପୁରୋହିତ ଚଳିତ ମାସରେ ଦୁଇ ବର୍ଷ ପୂରଣ କରି ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ନେତୃତ୍ୱାଧୀନ ସରକାରଙ୍କ ସହ…

ପ୍ରଧାନମନ୍ତ୍ରୀ କଲେ ୫୦୮ ରେଳ ଷ୍ଟେଶନର ପୁନର୍ନିର୍ମାଣ ଭିତ୍ତିପ୍ରସ୍ତର ସ୍ଥାପନ…

ନୂଆଦିଲ୍ଲୀ,୬।୮ : ଭାରତରେ ୫୦୮ ରେଳ ଷ୍ଟେଶନର ପୁନର୍ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପୂର୍ବାହ୍ନ ୧୧ଟାରେ ଭିତ୍ତିପ୍ରସ୍ତର ସ୍ଥାପନ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତ ଭାରତ ଷ୍ଟେଶନ ଯୋଜନା ଅନ୍ତର୍ଗତ ସାରା ଦେଶରେ…

ଦେଶରେ ସ୍ବାଧୀନତାକୁ ଦମନ କରାଯାଇଛି: ଚିଦାମ୍ବରମ…

ନୂଆଦିଲ୍ଲୀ,୬।୮ : କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ରବିବାର ଭାରତରେ ସ୍ବାଧୀନତାକୁ ଦମନ କରାଯାଉଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ସରକାର କହିଛନ୍ତି ଧାରା ୩୭୦ ରଦ୍ଦ ହେବା ଦ୍ୱାରା ଜମ୍ମୁ-କଶ୍ମୀରରେ ଶାନ୍ତି ଆଣିଛି। କିନ୍ତୁ ପ୍ରକୃତ ପକ୍ଷେ ସାରା…

୧୦ ବର୍ଷରେ ସ୍ତନ୍ୟପାନ ହାରରେ ୧୦ ପ୍ରତିଶତ ବୃଦ୍ଧି, କର୍ମକ୍ଷେତ୍ରରେ ସ୍ତନ୍ୟପାନକୁ ଉତ୍ସାହିତ କଲେ ଅଧିକ ଅଗ୍ରଗତି ଆଶା: ଡବ୍ଲୁଏଚଓ…

ଜେନେଭା,୬।୮ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) କହିଛି ସ୍ତନ୍ୟପାନ ହାର ବୃଦ୍ଧି ଦିଗରେ ଅନେକ ଦେଶ ଗୁରୁତ୍ୱପୂର୍ଣ ଅଗ୍ରଗତି କରିଛନ୍ତି, କିନ୍ତୁ ଯଦି କର୍ମକ୍ଷେତ୍ରରେ ସ୍ତନ୍ୟପାନ କରାଇବାକୁ ଉତ୍ସାହିତ କରାଯାଏ ଏବଂ ସମର୍ଥନ କରାଯାଏ ତେବେ ଆହୁରି ଅଧିକ ଅଗ୍ରଗତି ହୋଇପାରିବ।…

ଚାଇନାରେ ଭୂକମ୍ପ, ୨୧ରୁ ଅଧିକ ଆହତ….

ବେଜିଂ,୬।୮ : ଚାଇନାର ଶାନନ୍ଦୋଙ୍ଗ ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି। ଦେଝାଉ ସହରର ପିଙ୍ଗୟୁଆନ କାଉଣ୍ଟିରେ ୫.୫ ତୀବ୍ରତାଯୁକ୍ତ ଭୂକମ୍ପ ଅନୁଭୂତ ହୋଇଛି। ଚାଇନା ଭୂକମ୍ପ ନେଟୱାର୍କ କେନ୍ଦ୍ର କହିଛି ରବିବାର ଦିନ ସ୍ଥାନୀୟ ସମୟ ରାତ୍ର ସାଢ଼େ ଦୁଇଟାରେ ଏହି…

ତାଇଓ୍ବାନ ଉପରେ ଆକ୍ରମଣ ପାଇଁ ଚାଇନାର ପ୍ରସ୍ତୁତି ଆରମ୍ଭ…

ବେଜିଂ,୬।୮ : ଚାଇନା ଏବଂ ତାଇୱାନ ମଧ୍ୟରେ ଲଗାତାର ତିକ୍ତତା ଦେଖାଦେଇଛି। ନିକଟରେ ଯେତେବେଳେ ଆମେରିକା ତାଇୱାନ ପାଇଁ ସାମରିକ ପ୍ୟାକେଜ ଘୋଷଣା କରିଛି। ଏନେଇ ବେଜିଂ ଏଥିରେ ରାଗିବା ସହିତ ଚେତାବନୀ ଦେଇଥିଲା ଇତିହାସରୁ ଶିକ୍ଷା ଗ୍ରହଣ କରିବା ଆବଶ୍ୟକ।…

ୟୁକ୍ରେନର ରକ୍ତଦାନ କେନ୍ଦ୍ର ଉପରେ ଆକ୍ରମଣ କଲା ରୁଷିଆ…

କିଭ,୬।୮ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ୧୫ ମାସରୁ ଅଧିକ ସମୟ ବିତିଗଲାଣି। ଉଭୟ ଦେଶର ସୈନ୍ୟ କ୍ରମାଗତ ଭାବରେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଏହି ସମୟରେ ରୁଷିଆ ପୁଣିଥରେ ୟୁକ୍ରେନକୁ ଟାର୍ଗେଟ କରିଛି। ୟୁକ୍ରେନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?