Home Middle

ଚାଇନାରେ ଭୂସ୍ଖଳନ: ୧୪ ମୃତ, ୫ ନିଖୋଜ…

ବେଜିଂ,୪।୬ : ଚାଇନାର ଦକ୍ଷିଣ-ପଶ୍ଚିମ ସିଚୁଆନ ପ୍ରଦେଶରେ ଭୂସ୍ଖଳନରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ନିଖୋଜ ହୋଇଯାଇଛନ୍ତି। ଚାଇନାର ରାଜ୍ୟ ଗଣମାଧ୍ୟମ ସିସିଟିଭି ରବିବାର ଏହି ସୂଚନା ଦେଇଛି। ସିସିଟିଭି କହିଛି ରବିବାର ଦିନ ପ୍ରାୟ ସକାଳ…

ଟିଭି, ରେଡିଓରେ ଖରାପ ପାଗର ଆଲର୍ଟ ହେବ ଉପଲବ୍ଧ, ଏନଡିଏମଏର ବିଶ୍ୱର ସର୍ବବୃହତ ଚେତାବନୀ ଆଲର୍ଟ ଯୋଜନା…

ନୂଆଦିଲ୍ଲୀ,୪।୬ : ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ମୋବାଇଲ ଫୋନକୁ ବାର୍ତ୍ତା ପଠାଇ ଖରାପ ପାଗର ସତର୍କ ସୂଚନା ଦେବା ଆରମ୍ଭ କରିଛି। ବର୍ତ୍ତମାନ ଖରାପ ପାଗ ବିଷୟରେ ଶୀଘ୍ର ଚେତାବନୀ ଟିଭି ଏବଂ ରେଡିଓରେ ମଧ୍ୟ ପ୍ରସାରଣ କରାଯିବ।…

ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତି ସୁଧାରିବାରେ ବ୍ୟସ୍ତ ଥିଲେ ରେଳମନ୍ତ୍ରୀ, ସେଥିପାଇଁ ଘଟିଲା ରେଳ ଦୁର୍ଘଟଣା: କଂଗ୍ରେସର ୯ ପ୍ରଶ୍ନ…

ନୂଆଦିଲ୍ଲୀ,୪।୬ : କଂଗ୍ରେସ ନେତା ରଣଦୀପ ସୁରଜୱାଲା ରବିବାର ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନଅଟି ପ୍ରଶ୍ନ ପଚାରିଛନ୍ତି। ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରି ସେ କରିଛନ୍ତି । ଏକ ସାକ୍ଷାତକାରରେ ସେ ରେଳ…

୬ ମାସ ପରେ ଭୂପୃଷ୍ଣକୁ ଫେରିଲେ ଚାଇନା ମହାକାଶଚାରୀ…

ବେଜିଂ,୪।୬ : ଚାଇନାର ମହାକାଶଚାରୀମାନେ ରବିବାର ୬ ମାସ ପରେ ନିରାପଦରେ ପୃଥିବୀକୁ ଫେରିଥିଲେ। ଶେନଝୋଉ-୧୫ରୁ ପୃଥିବୀକୁ ଫେରିଥିବା ମହାକାଶଚାରୀମାନେ ୬ମାସ ଧରି ମହାକାଶରେ ଥିଲେ, ଯେଉଁଠାରେ ସେମାନେ ଚାଇନାର ସ୍ପେସ ଷ୍ଟେସନ ନିର୍ମାଣ ପାଇଁ ଏକ ମିଶନରେ ଥିଲେ। ଚାଇନା…

କଂଗ୍ରେସ ନୁହେଁ, ଭାରତର ଲୋକମାନେ ଭାଜପାକୁ ଧୂଳି ଚଟାଇବେ: ରାହୁଲ…

ନ୍ୟୁୟର୍କ,୪।୬ : ରାହୁଲ ଗାନ୍ଧୀ ତାଙ୍କର ଆମେରିକା ଗସ୍ତ ସମୟରେ କେନ୍ଦ୍ରର ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି ଯେ କର୍ନାଟକରେ କଂଗ୍ରେସ ଦଳ ଯେପରି ଭାଜପାକୁ ପରାସ୍ତ କରିଛି, ସେହିଭଳି ତେଲେଙ୍ଗାନା ଏବଂ ଅନ୍ୟାନ୍ୟ ରାଜ୍ୟରେ କଂଗ୍ରେସ ଭାଜପାକୁ…

ଭୁବନେଶ୍ୱରକୁ ବିମାନ ଚଳାଚଳ ନେଇ ନିର୍ଦ୍ଦେଶନାମା ଜାରି

ନୂଆଦିଲ୍ଲୀ,୪।୬: ବାଲେଶ୍ୱର ବାହାନଗାରେ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଥିବାବେଳେ ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣାସ୍ଥଳରେ ମରାମତି କାମ ଜୋରସୋରରେ ଚାଲିଛି। କ୍ଷତିଗ୍ରସ୍ତ କୋଚ୍‌ଗୁଡ଼ିକୁ ହଟାଇବା ସହ ଦୁର୍ଘଟଣାସ୍ଥଳରେ ଟ୍ରାକ୍‌ଗୁଡିକର ମରାମତି କାର୍ଯ୍ୟ ଜାରି ରହିଛି।…

କୋଲକାତାକୁ ମାଗଣା ବସ୍‌ ସେବା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ା୬(ବ୍ୟୁରୋ): ବାହାନଗା ଟ୍ରେନ୍‌ ଦୁର୍ଘଟଣା ପରେ ରେଳ ସେବା ବାଧାପ୍ରାପ୍ତ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଲକାତାକୁ ମାଗଣା ବସ୍‌ ସେବା ଆରମ୍ଭ ଘୋଷଣା କରିଛନ୍ତି। ପୁରୀ, ଭୁବନେଶ୍ବର ଓ କଟକରୁ କୋଲକାତାକୁ ମାଗଣା ବସ୍‌ ଚାଲିବା ନେଇ ସମସ୍ତ…

ଟ୍ରେନ୍‌ ଦୁର୍ଘଟଣାର ସଠିକ୍‌ ମୃତ୍ୟୁସଂଖ୍ୟା ୨୭୫: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୪ା୬(ବ୍ୟୁରୋ): ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ସଠିକ୍‌ ମୃତ୍ୟୁସଂଖ୍ୟା ସାମ୍ନାକୁ ଆସିଛି। ଶନିବାର ସୁଦ୍ଧା ଏହା ସରକାରୀ ଭାବେ ୨୮୮ ରହିଥିବା ବେଳେ ରବିବାର ଏହି ମୃତ୍ୟୁସଂଖ୍ୟା ୨୭୫ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା। ସେ ଗଣମାଧ୍ୟମ…

ଫିଟ୍‌ ହେଲା ଗୋଟିଏ ଟ୍ରାକ୍‌

ଭୁବନେଶ୍ୱର/ନୂଆଦିଲ୍ଲୀ,୪ା୬: ବାଲେଶ୍ୱର ଜିଲା ବାହାନଗା ରେଳ ଷ୍ଟେଶନରେ ହୋଇଥିବା ଭୟାନକ ଟ୍ରେନ୍‌ ଦୁର୍ଘଟଣାର ସ୍ଥିତି ସଜାଡ଼ିବାରେ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଛି। ତେବେ ରବିବାର ଗୋଟିଏ ଟ୍ରାକ୍‌ ଫିଟ୍‌ ହୋଇଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ବାହାନଗା…

ହେଲ୍ପଲାଇନ୍‌ ନମ୍ବର ଜାରିକଲା ବିଏମ୍‌ସି

ଭୁବନେଶ୍ୱର,୪ା୬(ବ୍ୟୁରୋ): ବାହାନଗା ଟ୍ରେନ୍‌ ଦୁର୍ଘଟଣା ନେଇ ବିଏମ୍‌ସି ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ୧୯୨୯ ନମ୍ବରକୁ କଲ୍‌ କରି ସମ୍ପର୍କୀୟମାନେ ମୃତଦେହ ସମ୍ପର୍କରେ ଜାଣିପାରିବେ ବୋଲି ଏନେଇବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ସେ କହିଛନ୍ତି,…

ସୁପ୍ରିମକୋର୍ଟ ପହଞ୍ଚିଲା ରେଳ ଦୁର୍ଘଟଣା ଯାଞ୍ଚ ମାମଲା

ନୂଆଦିଲ୍ଲୀ,୪।୬: ଓଡ଼ିଶାର ବାଲେଶ୍ୱରରେ ହୋଇଥିବା ବଡ ଧରଣର ରେଳ ଦୁର୍ଘଟଣା ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ବିଶାଲ ତିଓ୍ବାରୀ ନାମକ ଜଣେ ଓକିଲ ଏହି ମାମଲାକୁ ନେଇ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏହି ଆବେଦନରେ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ‘କବଚ’ ସିଷ୍ଟମକୁ…

ହସ୍ପିଟାଲରେ ଆହତଙ୍କୁ ଭେଟିଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର,୪।୬:ବାହନାଗା ରେଳ ଦୁର୍ଘଟଣାର ଆହତଙ୍କୁ ଭେଟିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ। ଆହତଙ୍କୁ ସ୍ବାସ୍ଥ୍ୟବସ୍ଥ୍ୟା ପଚାରି ବୁଝିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ। ଆହତଙ୍କ ଚିକିତ୍ସା ନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri