Home Middle

୭୩୦ ଦିନର ଶିଶୁ ଲାଳନପାଳନ ଛୁଟି ପାଇବେ ମହିଳା, ଏକୁଟିଆ ପୁରୁଷ ସରକାରୀ କର୍ମଚାରୀ: କେନ୍ଦ୍ର…

ନୂଆଦିଲ୍ଲୀ,୯।୮ : ମହିଳା ଏବଂ ଅବିବାହିତ ଏକୁଟିଆ ପୁରୁଷ ସରକାରୀ କର୍ମଚାରୀମାନେ ୭୩୦ ଦିନର ଶିଶୁ ଲାଳନପାଳନ ଛୁଟି ପାଇବାକୁ ଯୋଗ୍ୟ ବୋଲି କେନ୍ଦ୍ର ସରକାରଙ୍କ ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ବୁଧବାର କହିଛନ୍ତି। ୟୁନିଅନର ବ୍ୟାପାର ସଂପର୍କରେ ସିଭିଲ ସର୍ଭିସ…

ଦିବ୍ୟାଙ୍ଗ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ: ୧୧ ଜଣଙ୍କ ପତ୍ତା ମିଳୁନି, ୧୭ ସ୍ଥାନାନ୍ତର

ପ୍ୟାରିସ୍‌,୯ା୮: ଫ୍ରାନ୍ସରେ ଦିବ୍ୟାଙ୍ଗ ପାଇଁ ଥିବା ଏକ କେୟାର ସେଣ୍ଟରରେ ନିଆଁ ଲାଗିବା ପରେ ୧୧ ଜଣ ନିଖୋଜ ହୋଇଥିବା ବେଳେ ୧୭ ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ପ୍ରଶାସନ କହିଛି, ବୁଧବାର ଓ୍ବିଣ୍ଟଜେନହିମ୍‌ର ଏକ ଘରୋଇ କେୟାର ସେଣ୍ଟରରେ…

ପାକିସ୍ତାନ ଟ୍ରେନ୍‌ ଦୁର୍ଘଟଣା: ୬ ଅଧିକାରୀ ନିଲମ୍ବିତ

ଇସଲାମାବାଦ,୯ା୮: ପାକିସ୍ତାନ ଟ୍ରେନ୍‌ ଦୁର୍ଘଟଣା ମାମଲାରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଟ୍ରେନ୍‌ ଦୁର୍ଘଟଣାର ଅବହେଳା ପାଇଁ ପାକିସ୍ତାନର ରେଳ ବିଭାଗ ପକ୍ଷରୁ ବିଭାଗୀୟ ଇଞ୍ଜିନିୟର ଏବଂ ଓ୍ବାର୍କ ମ୍ୟାନେଜରଙ୍କ ସମେତ ୬ ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ପ୍ରତ୍ୟେକ ପୀଡ଼ିତଙ୍କ…

ଚାଇନା ଜାପାନର ସମ୍ବେଦନଶୀଳ ପ୍ରତିରକ୍ଷା ନେଟୱାର୍କକୁ ହ୍ୟାକ କରିଛି, ଆମେରିକୀୟ ଖବରକାଗଜ କଲା ପର୍ଦ୍ଦାଫାଶ…

ବେଜିଂ,୯।୮ : ଚାଇନା ଜାପାନର ସମ୍ବେଦନଶୀଳ ପ୍ରତିରକ୍ଷା ନେଟୱାର୍କକୁ ହ୍ୟାକ କରିଛି। ଏନେଈ ଆମେରିକୀୟ ଖବରକାଗଜ ରେ ତଥ୍ୟ ପ୍ରକାଶ ପାଇଛି। ୨୦୨୦ ଶେଷରେ ଚାଇନା ସୈନ୍ୟ ଜାପାନର ଗୁପ୍ତ ପ୍ରତିରକ୍ଷା ନେଟୱାର୍କକୁ ଅଦଳବଦଳ କରିଥିଲେ। ଆମେରିକୀୟ ଗଣମାଧ୍ୟମ ବୁଧବାର ଏହି…

କେବଳ ସାଂସଦ କି ବିଧାୟକ ନୁହନ୍ତି ବିଚାରପତିମାନେ ମଧ୍ୟ କରନ୍ତୁ ନିଜ ସର୍ବମୋଟ ସମ୍ପତ୍ତିର ଘୋଷଣା, ସଂସଦୀୟ କମିଟିର ସୁପାରିଶ

ନୂଆଦିଲ୍ଲୀ,୯।୮: କେବଳ ସାଂସଦ କିମ୍ବା ବିଧାୟକ ନୁହନ୍ତି ବିଚାରପତିମାନେ ମଧ୍ୟ ତାଙ୍କ ବାର୍ଷିକ ଆୟ ଏବଂ ମୋଟ ସମ୍ପତ୍ତିକୁ ସର୍ବସମ୍ମୁଖରେ ଘୋଷଣା କରିବେ। ଏନେଇ ସଂସଦୀୟ ସ୍ଥାୟୀ କମିଟି ସୁପ୍ରିମକୋର୍ଟ ଏବଂ ଉଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କ ଠାରେ ଏହି ଆଇନ ଲାଗୁ…

ଗଣ ବଳାତ୍କାର ମାମଲାରେ ଇରାନରେ ୫ ଜଣଙ୍କୁ ଫାଶୀ,ଚଳିତ ବର୍ଷ ୨୮୨ ଜଣଙ୍କୁ ମୃତ୍ୟୁ ଦଣ୍ଡ…

ତେହେରାନ,୯।୮ : ଗତ ବର୍ଷ ଦେଶର ଉତ୍ତର-ପଶ୍ଚିମ ଅଞ୍ଚଳରେ ଜଣେ ମହିଳାଙ୍କୁ ଗଣ ବଳାତ୍କାର କରିଥିବା ଅଭିଯୋଗରେ ଇରାନରେ ବୁଧବାର ୫ ଜଣଙ୍କୁ ଫାଶୀ ଦିଆଯାଇଛି। ନ୍ୟାୟପାଳିକାର ମିଜାନ ଅନ୍ଲାଇନ ୱେବସାଇଟ ଘୋଷଣା କରିଛି ମେ ୨୦୨୨ ରେ ମାରାଣ୍ଡ ସହରରେ…

ଆମେରିକାରେ ବୃଦ୍ଧି ପାଉଛି ବୟସ୍କଙ୍କ ଛାଡ଼ପତ୍ର ମାମଲା…

ଓ୍ବାଶିଂଟନ,୯।୮ : ଆମେରିକାରେ ୫୦ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରେ ଛାଡପତ୍ର ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହାକୁ ଗ୍ରେ ଡାଇଭର୍ସ( ଧୂସର ଛାଡପତ୍ର) କୁହାଯାଉଛି। ବ୍ରାଉନ ଏବଂ ଆଇ-ଫେନ ଲିନଙ୍କ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରୁ ଏହା ଜଣାପଡିଛି।…

୬ବର୍ଷ ଧରି ସହମତିରେ ଶାରୀରିକ ସମ୍ପର୍କ ରଖିବା ପରେ କରିପାରିବେନି ବଳ।ତ୍କାର ଅଭିଯୋଗ

ବେଙ୍ଗାଲୁର,୯।୮: ୬ବର୍ଷ ଧରି ସହମତିରେ ଶାରୀରିକ ସମ୍ପର୍କ ରଖିବା ପରେ ବଳତ୍କାର ହୋଇଥିବା ଅଭିଯୋଗ ଆଣିପାରିବେ ନାହିଁ। ଅଭିଯୋଗ ଆଣିଲେ ଅଭିଯୋଗକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏକ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି କର୍ନାଟକ ହାଇକୋର୍ଟ।…

୪୨ ପ୍ରତିଶତ ଜାପାନୀ ମହିଳାଙ୍କର ହେବେନି କୌଣସି ସନ୍ତାନ…

ଟୋକିଓ,୯।୮ : ସରକାରୀ ଅନୁସନ୍ଧାନ ଗୋଷ୍ଠୀ ଦ୍ୱାରା ପ୍ରକାଶିତ ଆକଳନକୁ ଦର୍ଶାଇ ନିକ୍କି ଖବରକାଗଜ ରିପୋର୍ଟ କରିଛି ପ୍ରାୟ ୪୨ ପ୍ରତିଶତ ବୟସ୍କ ଜାପାନୀ ମହିଳା ଭବିଷ୍ୟତରେ କଦାପି ସନ୍ତାନ ଜନ୍ମ କରି ନ ପାରନ୍ତି। ୨୦୦୫ରେ ଜନ୍ମ ହୋଇଥିବା ଏକ…

ବିସିସିଆଇ ଦେଇଛି ୧୧୫୯ କୋଟି ଟିକସ, କୋହଲିଙ୍କ ମୋଟ ସମ୍ପତ୍ତିଠାରୁ ଅଧିକ…

କୋଲକାତା,୯।୮ : ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇ ହେଉଛି ବିଶ୍ୱର ସବୁଠାରୁ ଧନୀ ବୋର୍ଡ। ୨୦୦୮ ରେ ଇଣ୍ଡିଆନ ପ୍ରିମିୟର ଲିଗ ଆରମ୍ଭ ହେବା ପରେ ବୋର୍ଡର ରୋଜଗାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ୨୦୨୧-୨୨ ବର୍ଷ ବିଷୟରେ କହିବାକୁ ଗଲେ, ବିସିସିଆଇ…

ଦେଶର କଥା ଶୁଣିବା ପାଇଁ ତ୍ୟାଗ କରିବାକୁ ହେବ ଅହଂକାର: ରାହୁଲ…

ନୂଆଦିଲ୍ଲୀ,୯।୮ : ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରୁଥିବାବେଳେ ରାହୁଲ ଗାନ୍ଧୀ ଲୋକସଭାରେ କହିଛନ୍ତି ତାଙ୍କୁ ସଂସଦକୁ ଫେରାଇ ଆଣିଥିବାରୁ ଧନ୍ୟବାଦ। ଏହା ସହିତ ମଣିପୁର ହିଂସା ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ ାସମାଳୋଚନା କରିଛନ୍ତି। ରାହୁଲ ଗାନ୍ଧୀ…

ଟ୍ରମ୍ପ ଓକିଲଙ୍କ କୋର୍ଟରେ ଅପିଲ, ୨୦୨୦ ନିର୍ବାଚନ ମାମଲାରେ ବିଳମ୍ବରେ ହେଉ ଶୁଣାଣି

ଓ୍ବାଶିଂଟନ୍‌,୯।୮: ୨୦୨୦ ନିର୍ବାଚନକୁ ରଦ୍ଧ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ଅଭିଯୁକ୍ତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଜିଲା କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଟ୍ରମ୍ପଙ୍କ ଓକିଲମାନେ ଏହି ଅଭିଯୋଗର ଶୁଣାଣି ସମୟକୁ ବିଳମ୍ବ କରିବାକୁ କୋର୍ଟଙ୍କ ପାଖରେ ନିବେଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?