Home Middle

ରୁଷିଆ ଉପରେ ୟୁକ୍ରେନର ଡ୍ରୋନ୍‌ ଆକ୍ରମଣ…

ମସ୍କୋ,୯।୮ : ରୁଷିଆ-ୟୁକ୍ରେନ ଯୁଦ୍ଧ ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଛି। ଉଭୟ ଦେଶ କ୍ରମାଗତ ଭାବରେ ପରସ୍ପର ବିରୁଦ୍ଧରେ ଡ୍ରୋନ ଯୁଦ୍ଧ ଜାରି ରଖିଛନ୍ତି। ଏହି ସମୟରେ ରୁଷିଆ ଦାବି କରିଛି ମସ୍କୋ ଅଭିମୁଖେ ଆସୁଥିବା ଦୁଇଟି ଯୁଦ୍ଧ…

ଆଜିଠାରୁ ‘ମେରି ମାଟି-ମେରା ଦେଶ’ ଅଭିଯାନ ଆରମ୍ଭ, ସାରା ଦେଶର ପଞ୍ଚାୟତ ମାଟିରେ ନିର୍ମାଣ ହେବ ଅମୃତ ବାଟିକା

ନୂଆଦିଲ୍ଲୀ,୯।୮: ‘ଆଜାଦୀ କା ଅମୃତ ମହୋତ୍ସବ’ ଅଧୀନରେ ଆଜିଠାରୁ ‘ମେରି ମାଟି-ମେରା ଦେଶ’ ଅଭିଯାନ ଆରମ୍ଭ ହେବ। ୩୦ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ପଞ୍ଚାୟତ ଏବଂ ବ୍ଲକ ସ୍ତରରେ କାର୍ଯ୍ୟକ୍ରମ ଆୟୋଜିତ ହେବ। ଦିଲ୍ଲୀର କର୍ତ୍ତବ୍ୟ ପଥରେ ଏହାର ସମାପ୍ତି ହେବ। ସାରା…

ନୁହରେ ଆଜି ସକାଳ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ଚଣ୍ଡିଗଡ,୯।୮: ହରିୟାଣାର ନୁହରେ ହିଂସା ପରେ ପରିସ୍ଥିତି ଏ ପର୍ଯ୍ୟନ୍ତ ସ୍ବାଭାବିକ ଅବସ୍ଥାକୁ ଆସିନାହିଁ। ଯେଉଁ କାରଣରୁ ଇଣ୍ଟରନେଟ୍‌ ସେବା ଉପରେ ଜାରି ଥିବା ପ୍ରତିବନ୍ଧକକୁ ଆହୁରି ବୃଦ୍ଧି କରାଯାଇଛି। ବର୍ତ୍ତମାନ ଅଗଷ୍ଟ ୧୧ପର୍ଯ୍ୟନ୍ତ ନୁହ ଜିଲାରେ ଇଣ୍ଟରନେଟ୍‌ ଏବଂ ଏସଏମଏସ…

ଇମ୍ରାନ୍‌ଙ୍କୁ ୫ ବର୍ଷ ପାଇଁ ଆଯୋଗ୍ୟ ଘୋଷଣା କଲା ପାକିସ୍ତାନ ନିର୍ବାଚନ ଆୟୋଗ

ଇସଲାମାବାଦ,୯।୮: ପାକିସ୍ତାନର ନିର୍ବାଚନ ଆୟୋଗ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତାଙ୍କୁ ୫ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ପାକିସ୍ତାନର ନିର୍ବାଚନ ଆୟୋଗ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଅଦାଲତର ୫…

ପିରାମିଡ ନିର୍ମାଣ: ଏଲିଅନ ଆଣିଥିଲେ ୨୩ ଲକ୍ଷ ବୃହତ ପଥର !…

କାହିରା,୮।୮ : ଦୁନିଆର ସବୁଠାରୁ ରହସ୍ୟମୟ ନିର୍ମାଣ ହେଉଛି ମିଶରର ପିରାମିଡ। ଏହା କିପରି ତିଆରି ହେଲା ସେ ସମ୍ବନ୍ଧରେ ସମୟ ସମୟରେ ଅନେକ ତଥ୍ୟ ଉପସ୍ଥାପନ କରାଯାଇଥାଏ। ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ସେମାନେ ବୋଧହୁଏ ପିରାମିଡ ନିର୍ମାଣ ସହିତ ଜଡିତ…

ବିଶ୍ୱକପ ପାଇଁ ସମ୍ଭାବ୍ୟ ୧୯ ଜଣିଆ ଟିମ୍‌ ଇଣ୍ଡିଆ ନେଇ ପ୍ରସ୍ତୁତି ଆରମ୍ଭ, ୪ ଖେଳାଳି ବାହାର ହେବା ଆଶଙ୍କା…

କୋଲକାତା,୮।୮ : ବିଶ୍ୱକପ ପାଇଁ ଭାରତର ସମ୍ଭାବ୍ୟ ୧୯ ସଦସ୍ୟ ବିଶିଷ୍ଟ ଦଳ ପ୍ରାୟ ପ୍ରସ୍ତୁତ। ଏହି ୧୯ ଜଣଙ୍କ ମଧ୍ୟରୁ ୧୫ ଜଣିଆ ଟିମ୍‌ ଇଣ୍ଡିଆକୁ ବିସିସିଆଇ ଚୟନକର୍ତ୍ତାମାନେ ଆଇସିସି ଟୁର୍ନାମେଣ୍ଟରେ ସୁଯୋଗ ଦେବେ। ୱେଷ୍ଟଇଣ୍ଡିଜ ଗସ୍ତରେ ସୂର୍ଯ୍ୟକୁମାର ଯାଦବ…

ଅନଲାଇନ ଗେମିଂରେ ୨୮ ପ୍ରତିଶତ ଜିଏସଟିର ପ୍ରଭାବ: ଏମପିଏଲ ୩୫୦ କର୍ମଚାରୀଙ୍କୁ କରିବ ଛଟେଇ…

ନୂଆଦିଲ୍ଲୀ,୮।୮ : ଅନଲାଇଇନ ଗେମିଂରେ ୨୮ ପ୍ରତିଶତ ଜିଏସଟି ଲାଗୁ ହେବା ନିଷ୍ପତ୍ତିିର ପ୍ରଭାବ ଅନୁଭୁତ ହୋଇଛି। ଅନଲାଇନ୍‌ ଗେମିଂ କମ୍ପାନୀ ଏମପିଏଲ(ମୋବାଇଲ ପ୍ରିମିୟର ଲିଗ) ଏହାର ୩୫୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଅନଲାଇନ ଗେମିଂରେ ଜିଏସଟି ହାରରେ ବୃଦ୍ଧି…

ଭାରତ ଯୋଡୋ ଯାତ୍ରା ପାର୍ଟ-୨: ଗୁଜରାଟରୁ ମେଘାଳୟ ପଦଯାତ୍ରା…

ମୁମ୍ବାଇ,୮।୮ : ରାହୁଲ ଗାନ୍ଧୀ ଗୁଜରାଟରୁ ମେଘାଳୟ ପର୍ଯ୍ୟନ୍ତ ଭାରତ ଯୋଡୋ ଯାତ୍ରା ପାର୍ଟ-୨ କରିବେ। ସେ ଏହି ପଦଯାତ୍ରା ଗୁଜରାଟରୁ ଆରମ୍ଭ କରି ବିଭିନ୍ନ ରାଜ୍ୟରେ ବୁଲିବା ସହ ଉତ୍ତର-ପୂର୍ବ ମେଘାଳୟ ରାଜ୍ୟରେ ପହଞ୍ଚିବେ। ଏହା ସହିତ ମହାରାଷ୍ଟ୍ରର କଂଗ୍ରେସ…

୧୦ ଭାରତୀୟ ଧୀବରଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା…

କଲମ୍ବୋ,୮।୮ : ଶ୍ରୀଲଙ୍କା ନୌସେନା ୧୦ ଜଣ ଭାରତୀୟ ଧୀବରଙ୍କୁ ଗିରଫ କରିଛି। ସେମାନଙ୍କର ଟ୍ରଲର ମଧ୍ୟ ଜବତ କରିଛି। ଧୀବରମାନେ ଭାରତୀୟ ସାମୁଦ୍ରିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗ ହୋଇଛି। ଗୋଟିଏ ମାସ ମଧ୍ୟରେ ଏହା ହେଉଛି ତୃତୀୟ…

ମିସ ଇଣ୍ଡୋନେସିଆ ୟୁନିଭର୍ସ ଆୟୋଜକମାନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଟପଲେସ ‘ଶରୀର ଯାଞ୍ଚ’ ନେଇ ବିବାଦ…

ଜାକର୍ତ୍ତା,୮।୮ : ମିସ ଇଣ୍ଡୋନେସିଆ ୟୁନିଭର୍ସ ପ୍ରତିଯୋଗିତାର ୬ ଜଣ ପ୍ରତିଯୋଗୀ ଆୟୋଜକଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଛନ୍ତି। ପ୍ରତିଯୋଗୀମାନେ ଅଭିଯୋଗ କରିଛନ୍ତି ପ୍ରତିଯୋଗିତା ସମୟରେ ସେମାନଙ୍କ ଟପଲେସ ‘ଶରୀର ଯାଞ୍ଚ’ କରାଯାଇଥିଲା। ପୋଲିସ ନିଶ୍ଚିତ କରିଛି ପ୍ରତିଯୋଗୀମାନେ ଏକ…

ଯୌନ ଅପରାଧୀ ସରକାରୀ ଚାକିରି ପାଇଁ ହେବେ ଅଯୋଗ୍ୟ: ରାଜସ୍ଥାନ ସିଏମ…

ଜୟପୁର,୮।୮ : ଯୌନ ନିର୍ଯାତନା ସହ ଜଡିତ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ କହିଛନ୍ତି ଏହିପରି ଅପରାଧର ଅଭ୍ୟାସଗତ ଅପରାଧୀଙ୍କୁ ସରକାରୀ ଚାକିରୀରୁ ବଞ୍ଚିତ କରାଯିବା…

ଭାରତରେ ପୁଣି କରୋନା ଆତଙ୍କ, ମହାରାଷ୍ଟ୍ରରେ ସଂକ୍ରମଣ ବଢୁଛି…

ନୂଆଦିଲ୍ଲୀ,୮।୮ : ପୁଣିଥରେ କରୋନା ମହାମାରୀ ଭୂତାଣୁ ଦେଶରେ ନିଜର ପାଦ ବିସ୍ତାର କରୁଛି। ଏଥର କୋଭିଡ-୧୯ ର ନୂତନ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଛି। ଏହି ଭାରିଆଣ୍ଟ ବ୍ରିଟେନରେ ଆତଙ୍କ ସୃଷ୍ଟି କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?