Home Middle

୨୦୪୦ ସୁଦ୍ଧା ମ୍ୟାଲେରିଆ ଓ ଏଚ.ଆଇ.ଭି ଅପେକ୍ଷା ହେପାଟାଇଟିସରେ ବଢିବ ମୃତ୍ୟୁସଂଖ୍ୟା : ହୁ

ନୂଆଦିଲ୍ଲୀ,୩୦।୭: ବିଶ୍ୱ ସ୍ବାାସ୍ଥ୍ୟ ସଂଗଠନ (ହୁ) ଭାଇରାଲ ହେପାଟାଇଟିସର ଅନୁସନ୍ଧାନ ଏବଂ ଚିକିତ୍ସା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରଛି। ସଂଗଠନ ଚେତାବନୀ ଦେଇଛି ଯେ, ଯଦି ଏହି ଧାରା ଜାରି ରହେ, ୨୦୪୦ ସୁଦ୍ଧା ମ୍ୟାଲେରିଆ, ଟିବି ଏବଂ ଏଚ.ଆଇ.ଭିରେ ମୃତ୍ୟୁ…

ହସ୍ପିଟାଲରେ ଅଗ୍ନିକାଣ୍ଡ: ୧୦୦ରୁ ଅଧିକ ରୋଗୀ ସୁରକ୍ଷିତ ଭାବେ ଉଦ୍ଧାର…

ଅହମଦାବାଦ,୩୦।୭ : ଅହମଦାବାଦର ଏକ ହସ୍ପିଟାଲରେ ନିଆଁ ଲାଗିଥିବାର ଖବର ଆସିଛି। ନିଆଁ ଲାଗିବା ପରେ ୧୦୦ରୁ ଅଧିକ ରୋଗୀଙ୍କୁ ସୁରକ୍ଷିତ ଭାବେ ହସ୍ପିଟାଲରୁ ସ୍ଥାନାନ୍ତର କରାଯାଇଛି। ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଛି। ୨୦-୨୫ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଡାକ୍ତରଖାନାର…

ଜି-୨୦ ଶିଖର ସମ୍ମିଳନୀ: ସେପ୍ଟେମ୍ବରରେ ପୁଟିନଙ୍କ ଭାରତ ଗସ୍ତ ଆଶଙ୍କା ମଧ୍ୟରେ…

ମସ୍କୋ,୩୦।୭ : ଭାରତ ଚଳିତ ୨୦୨୩ ବର୍ଷ ସେପ୍ଟେମ୍ବରରେ ଜି-୨୦ ଶିଖର ସମ୍ମିଳନୀ ଦିଲ୍ଲୀରେ ଆୟୋଜନ କରୁଛି। ଏହି ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୋଗଦେବା ନେଇ ଏବେ ଆଶଙ୍କା ପ୍ରକାଶ ପାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୁଟିନ ବ୍ରିକ୍ସ…

ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବୁ: ତ୍ରିପୁରା ପୋଲିସ

ଅଗରତାଲା,୩୦।୭: ରାଜ୍ୟରେ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ ସମ୍ପର୍କରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବୟାନରେ ପ୍ରତିକ୍ରିୟା ରଖିଛି ତ୍ରିପୁରା ପୋଲିସ। ପୋଲିସ କହିଛି, ବେଆଇନ ଅନୁପ୍ରବେଶ ବିରୋଧରେ ଆମେ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥିର କରିଛୁ। ଆସାମ ମୁଖ୍ୟମନ୍ତ୍ରୀଙ୍କ ଅଫିସିଆଲ ଟ୍ବିଟର୍‌ ଆକାଉଣ୍ଟରେ…

ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଅପେକ୍ଷା ମୋର ରୁଷିଆରେ ରହିବା ଅଧିକ ଜରୁରୀ: ପୁଟିନ…

ମସ୍କୋ,୩୦।୭ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବ୍ରିକ୍ସ ଦେଶର ଶିଖର ସମ୍ମିଳନୀରେ ଯୋଗଦେବାକୁ ଦକ୍ଷିଣ ଆଫ୍ରିକା ଯାଉନାହାଁନ୍ତି। ପୁଟିନ ଏ ବିଷୟରେ କହିଛନ୍ତି ତାଙ୍କ ପାଇଁ ରୁଷିଆରେ ରହିବା ଅଧିକ ଗୁରୁତ୍ୱପୂର୍ଣ୍ଣ। ତେବେ ପୁଟିନ ଭିଡିଓ ଲିଙ୍କ ମାଧ୍ୟମରେ ବ୍ରିକ୍ସ…

ମସ୍କୋରେ ପୁଣି ଡ୍ରୋନ ଆକ୍ରମଣ, ୟୁକ୍ରେନ୍‌ ମୁଣ୍ଡରେ ଅଠା…

ମସ୍କୋ,୩୦।୭ : ରୁଷିଆର ରାଜଧାନୀ ମସ୍କୋରେ ପୁଣି ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣକୁ ୟୁକ୍ରେନ ଉପରେ ଦାୟୀ କରାଯାଇଛି। ବିଶେଷ କଥା ହେଉଛି ଏହି ଆକ୍ରମଣ ଏକ ସମୟରେ ଘଟିଥିଲା ଯେତେବେଳେ ରୁଷିଆର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ମଧ୍ୟ ସକ୍ରିୟ…

ଅହମ୍ମଦବାଦର ରାଜସ୍ଥାନ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ

ଅହମ୍ମଦବାଦ,୩୦।୭: ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରୁ ୧୦୦ରୋଗୀଙ୍କୁ ସୁରକ୍ଷିତ ଭାବେ ଡାକ୍ତରଖାନାରୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଡାକ୍ତରଖାନାର ତଳ ମହଲାରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ…

ସମଲିଙ୍ଗୀଙ୍କ ରେଡିଓ ଶୋ ବନ୍ଦ…

ହଂକଂ,୩୦।୭ : ସମଲିଙ୍ଗୀ ସମ୍ପ୍ରଦାୟର ଅଧିକାର ଏବଂ ସମାନତାକୁ ପ୍ରୋତ୍ସାହିତ କରିବା ପାଇଁ ଗତ ୧୭ ବର୍ଷ ଧରି ହଂକଂରେ ଚାଲିଥିବା ଏକ ରେଡିଓ ଶୋ ରବିବାର ଦିନ ବନ୍ଦ ରହିବ। ଷ୍ଟେଶନ ମ୍ୟାନେଜମେଣ୍ଟ କହିଛି ଏହି କାର୍ଯ୍ୟକ୍ରମରେ କିଛି ପରିବର୍ତ୍ତନ…

ଲାହୋରରେ ବନ୍ୟା ଚେତାବନୀ ଦେଲା ପାଣିପାଗ ବିଭାଗ

ଲାହୋର,୩୦ା୭: ପାକିସ୍ତାନର ଲାହୋର ଏବଂ ଅନ୍ୟାନ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି। ଲାହୋରର ଜଳ ଏବଂ ପରିମଳ ଏଜେନ୍ସି ଦ୍ୱାରା ଶେୟାର ହୋଇଥିବା ବୃଷ୍ଟିପାତ ତଥ୍ୟ ଅନୁଯାୟୀ, ଗୁଲଶନ-ଇ-ରବି,…

ମୋଦିଙ୍କୁ ଟାର୍ଗେଟ କଲା ଶିବସେନାର ମୁଖପାତ୍ର ସାମନା, ଏନଡିଏରେ ୫ଟି ଦଳ ଇଣ୍ଡିଆ

ମୁମ୍ବାଇ,୩୦।୭: ଶିବସେନାର ମୁଖପାତ୍ର ତଥା ଖବରକାଗଜ ସାମନା ଭାଜପାକୁ ନିଜ ସ୍ତମ୍ଭରେ ଭର୍ତ୍ସନା କରିଛି। ପ୍ରଧାନମନ୍ତ୍ରୀ ମୋଦି ଇ.ଣ୍ଡି.ଆ ମେଣ୍ଟକୁ ସମାଲୋଚନା କରି ଏହାକୁ ଇଷ୍ଟ ଇଣ୍ଡିଆ କମ୍ପାନୀ କହି ଆଖ୍ୟା ଦେଇଥିଲେ। ଯାହାକୁ ନେଇ ମୋଦିଙ୍କୁ ଟାର୍ଗେଟ କରିଛି ସାମନା।…

ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ଚେତାବନୀ

ବ୍ରିସବେନ୍‌,୩୦ା୭: ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜରରେ ହୋଇଥିବା ସାମରିକ ପୁଲଓ୍ବାମା ଆକ୍ରମଣ ପରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଚେତାବନୀ ଦେଇଛନ୍ତି। ଯଦି ପରିସ୍ଥିତି ଜାରି ରହେ ତେବେ ଆମେରିକା ପରି ସହାୟତା ବିପଦରେ ପଡ଼ିବ ବୋଲି ‘ହିଲ୍‌’ ଏହି…

୪୦ ହଜାର ପୃଷ୍ଠାର ଆର୍‌ଟିଆଇ ଉତ୍ତର

ଇନ୍ଦୋର,୩୦ା୭: ଇନ୍ଦୋରର ଜଣେ ବ୍ୟକ୍ତି ତଥ୍ୟ ଜାଣିବା ଅଧିକାର (ଆର୍‌ଟିଆଇ)ରେ କୋଭିଡ୍‌ ମହାମାରୀ ସମ୍ପର୍କିତ ତଥ୍ୟ ଜାଣିବାକୁ ଆବେଦନ କରିଥିଲେ। ତାଙ୍କୁ ୪୦ ହଜାର ପୃଷ୍ଠାର ଉତ୍ତର ମିଳିଛି, ଯାହାକୁ ସେ କାର୍‌ରେ ଭର୍ତ୍ତି କରି ଘରକୁ ଆଣିଛନ୍ତି। ତେବେ ଆବେଦନର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri