Home Middle

କ୍ରିକେଟରେ ୟୋ ୟୋ ଟେଷ୍ଟ

ଭାରତୀୟ କ୍ରିକେଟ ଦଳରେ ମୁମ୍ବାଇ କ୍ରିକେଟର ସର୍ଫରାଜ ଖାନ୍‌ଙ୍କୁ ସାମିଲ କରା ନ ଯିବାକୁ ନେଇ ତୁମ୍ବିତୋଫାନ ଉଠିଛି। ବିସିସିଆଇ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଉ ନ ଥିବା ବେଳେ ଅନେକ ପୂର୍ବତନ କ୍ରିକେଟର ଏହାକୁ ନେଇ ଭିନ୍ନ ଭିନ୍ନ ମତ…

ବିଦ୍ରୋହ ପରେ ସର୍ବସମ୍ମୁଖକୁ ଆସିଲେ ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ

ମସ୍କୋ, ୨୭।୬: ଜୁନ୍‌ ୨୪ରେ ୟେଭଗେନି ପ୍ରିଗୋଝିନ୍‌ଙ୍କ ନେତୃତ୍ୱାଧୀନ ଓ୍ବାଗନର ଗ୍ରୁପ୍‌ ରୋସ୍ତଭ-ଅନ୍‌-ଡନ୍‌ ଅକ୍ତିଆର କରି ମସ୍କୋ ଆଡ଼କୁ ଅଗ୍ରସର ହେବା ଓ ପରବର୍ତ୍ତୀ ସମୟରେ ବିଦ୍ରେହକୁ ରୋକାଯିବା ପରେ ପ୍ରଥମ ଥର ପାଇଁ ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁ ସୋମବାର…

‘ସବୁ ଜାତିର ବ୍ୟକ୍ତି ମନ୍ଦିର ପୂଜକ ହୋଇପାରିବେ’

ଚେନ୍ନାଇ, ୨୭ା୬: ମନ୍ଦିର ପୂଜକ ନିଯୁକ୍ତ କରିବାରେ ଜାତିର କୌଣସି ଭୂମିକା ନ ଥିବା ମାଡ୍ରାସ ହାଇକୋର୍ଟ ସୋମବାର କହିଛନ୍ତି। ପୂଜକ ହେବାକୁ ଥିବା ବ୍ୟକ୍ତି ନିର୍ଦ୍ଦିଷ୍ଟ ମନ୍ଦିରର ରୀତିନୀତି ସମ୍ପର୍କରେ ଭଲ ଭାବେ ଜାଣିଥିବା ଆବଶ୍ୟକ ବୋଲି ଜଷ୍ଟିସ୍‌ ଏନ୍‌. ଆନନ୍ଦ…

କୋଇଲା ସାମ୍ପଲିଂରେ ୧୩୭ କୋଟିର ଦୁର୍ନୀତି

ନୂଆଦିଲ୍ଲୀ, ୨୭ା୬(ପି.ଟି.): କୋଲ୍‌ ସାମ୍ପଲିଂ ପ୍ରକଳ୍ପ ପାଇଁ ୧୩୭ କୋଟି ଟଙ୍କା ବୌଦ୍ଧିକ ଦେୟ ଆବଣ୍ଟନରେ ଦୁର୍ନୀତିକୁ ନେଇ ସିବିଆଇ ସିଏସ୍‌ଆଇଆର୍‌-କେନ୍ଦ୍ରୀୟ ଖଣି ଓ ଇନ୍ଧନ ଗବେଷଣା ସଂସ୍ଥାର ପୂର୍ବତନ ନିର୍ଦ୍ଦେଶକ ପି.କେ. ସିଂ ଏବଂ ମୁଖ୍ୟ ବୈଜ୍ଞାନିକ ଏ.କେ. ସିଂଙ୍କ ବିରୋଧରେ…

ବିବାଦ ପରେ ସାମ୍ନାକୁ ଆସିଲା ମୁଖ୍ୟମନ୍ତ୍ରୀଙ୍କ ଅଡିଓ ରେକର୍ଡିଂ

ଭୁବନେଶ୍ବର, ୨୭ା୬(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ଭି.କେ. ପାଣ୍ଡିଆନ ରାଜ୍ୟର ବିଭିନ୍ନ ଜିଲାକୁ ଯିବା, ସାଧାରଣ ସଭା କରିବା, ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ମିଳିବାକୁ ନେଇ ବିବାଦ ବଢ଼ିବା ପରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି।…

ଯାଞ୍ଚ ହେଉନି: ଗଡୁଛି ବହୁ ପୁରୁଣା ଗାଡ଼ି

ଭୁବନେଶ୍ୱର,୨୬ା୬(ଅନିଲ ଦାସ): ରାଜ୍ୟରେ ଅନେକ ବସ୍‌, ଟ୍ରକ୍‌ ସମେତ ବିଭିନ୍ନ କିସମର ଗାଡ଼ି ବିନା ଫିଟନେସ୍‌, ପରମିଟ ଓ ବୀମାରେ ଗଡ଼ୁଛି। ଯାତ୍ରୀଙ୍କୁ ନେଉଥିବା ଘରୋଇ ବସ୍‌ଗୁଡିକରେ ମଧ୍ୟ ଅନୁରୂପ ଅବସ୍ଥା, ଯାହାକି ଯାତ୍ରୀଙ୍କ ପାଇଁ ପ୍ରାଣଘାତକ ହେଉଛି। ରାଜ୍ୟରେ ଏଭଳି…

ଏଲଜି ଇସ୍ତଫା ଦେଇଦେବା ଉଚିତ୍‌: ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୬।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ମଧ୍ୟରେ ଚାଲିଥିବା ବିବାଦ ବନ୍ଦ ହେବାର ନାମ ନେଉନାହିଁ। ପ୍ରଗତି ମଇଦାନରେ ଟନେଲ ଲୁଟ ଭିତରେ ହୋଇଥିବା ଲୁଟର ସିସିଟିଭି ଫୁଟେଜ ଶେୟାର କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ…

କେସିଆର ସରକାରଙ୍କୁ ଝଟକା: ପୂର୍ବ ଏମ୍‌ପି ପିଏସ୍‌ ରେଡ୍ଡୀଙ୍କ ସମେତ ହାତ ଧରିଲେ ଅନେକ ନେତା

ନୂଆଦିଲ୍ଲୀ,୨୬।୬: ପୂର୍ବତନ ଏମ୍‌ପି ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଏବଂ ତେଲଙ୍ଗାନାର ପୂର୍ବତନ ମନ୍ତ୍ରୀ ଜୁପଲ୍ଲୀ କୃଷ୍ଣ ରାଓ ସୋମବାର କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଏହି ନେତାମାନେ ଦଳ ସହ ହାତ…

ଅଧ୍ୟକ୍ଷ ହେବାର ୨୫୦ ଦିନ ପରେ ବି ଗଠନ ହୋଇପାରିଲାନି ଓ୍ବାର୍କିଂ କମିଟି

ନୂଆଦିଲ୍ଲୀ,୨୬।୬: ଆଉ ମାତ୍ର ୪ ମାସ ପରେ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ହେବ। ଏହି ୩ ରାଜ୍ୟର ବିଧାନସଭା ନିର୍ବାଚନ ପରେ ତୁରନ୍ତ ସାରା ଦେଶରେ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯିବ।…

ଓବାମାଙ୍କୁ ଜବାବ ଦେଲେ ରାଜନାଥ

ଶ୍ରୀନଗର,୨୬।୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଭାରତର ମୁସଲମାନମାନଙ୍କ ସୁରକ୍ଷା ଉପରେ ଏକ ମନ୍ତବ୍ୟ ଦେଇଥିଲେ। ଏବେ ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହାର ଜବାବ ରଖିଛନ୍ତି। ସୋମବାର ସେ କହିଛନ୍ତି, ଓବାମା ଜୀ ଭୁଲିଯିବା ଉଚିତ…

‘ଆମେ ବିଶ୍ୱକୁ କହିଲୁ ଆତଙ୍କବାଦ ବିରୋଧରେ ଜିରୋ ଟଲରେନ୍ସର ଅର୍ଥ’, ରାଜନାଥ ସିଂ

ଜମ୍ମୁ,୨୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଓ ଇଜିପ୍ଟ ଗସ୍ତ କରି ସ୍ବଦେଶ ଫେରି ଆସିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଯାତ୍ରାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ବିଶ୍ୱ ସ୍ତରରେ ଭାରତର ପ୍ରତିଷ୍ଠା ଓ ସ୍ଥିତି ବୃଦ୍ଧି…

‘ସରକାରୀ ଟଙ୍କା ନଷ୍ଟ କରି ମୋଦି ହେଉଛନ୍ତି ନେତା’, ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ମମତା

କୋଲକାତା,୨୬।୬: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ବେଳକୁ ବେଳ ରୋମାଞ୍ଚକର ହେବାରେ ଲାଗିଛି। ପ୍ରଥମଥର ଲାଗି ପଞ୍ଚାୟତ ନିର୍ବାଚନର ପ୍ରଚାରରେ ବାହାରିଥିବା ତ୍ରୁଣ ମୂଳ କଂଗ୍ରେସ(ଟିଏମସି) ନେତା ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି।କୁଚବିହାରରେ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri