Home Middle

ଭାରତ ସାମ୍ନାରେ ମୁଣ୍ଡ ନୁଆଇଁଲା ବ୍ରିଟେନ, ‘ଖଲିସ୍ତାନ ସମର୍ଥକ ଉଗ୍ରବାଦ’ ପାଇଁ ୯୫ ହଜାର ପାଉଣ୍ଡ ଫଣ୍ଡିଂ ଘୋଷଣା

ଲଣ୍ଡନ,୧୧।୮: ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରୀ ଟମ ତୁଗେଂଦହାଟ ‘ଖଲିସ୍ତାନ ସମର୍ଥକ ଉଗ୍ରବାଦ’ର ମୁକାବିଲା ପାଇଁ ବ୍ରିଟେନର କ୍ଷମତା ବଢାଇବାକୁ ୯୫,୦୦୦ ପାଉଣ୍ଡ(ପ୍ରାୟ ଏକ କୋଟି ଟଙ୍କା)ନୂଆ ଫଣ୍ଡିଂ ଘୋଷଣା କରିଛନ୍ତି।ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଭାରତ ଗସ୍ତରେ ଆସିଥିବା ତୁଗେଣ୍ଡହାଟଙ୍କ ତିନି…

ମୁନ ମିଶନ: ଚନ୍ଦ୍ରାୟନ-୩ ପରେ ରୁଷିଆର ଲୁନା-୨୫ ଲଞ୍ଚ, ଇସ୍ରୋ ଜଣାଇଲା ଶୁଭେଚ୍ଛା

ନୂଆଦିଲ୍ଲୀ,୧୧।୮: ଭାରତ ପରେ ଏବେ ରୁଷିଆ ଲୁନର ମିଶନ ଲୁନା-୨୫ ଲଞ୍ଚ କରିଛି। ୪୭ ବର୍ଷ ପରେ ରୁଷିଆ ଏହାକୁ ପଠାଇଛି। ଶୁକ୍ରବାର ଲଞ୍ଚ ହେବାକୁ ଥିବା ଏହି ଚନ୍ଦ୍ରାୟନ ମିଶନ ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ରୁଷିଆ ମହାକାଶ…

ନିର୍ବାଚନ କମିଶନଙ୍କ ନିଯୁକ୍ତି ପ୍ୟାନେଲରେ ସିଜେଆଇଙ୍କୁ ରଖିବାକୁ ଦାବି କରିଥିଲେ ଆଡଭାନୀ

ନୂଆଦିଲ୍ଲୀ,୧୧।୮: ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୦ ଗୁରୁବାର ପାର୍ଲାମେଣ୍ଟରେ ଏକ ବିଲ ଉପସ୍ଥାପନ ହୋଇଥିଲା, ଯେଉଁଥିରେ ନିର୍ବାଚନ କମିଶନରଙ୍କ ନିଯୁକ୍ତିକୁ ନେଇ ଏକ ହାଇ ପାଓ୍ବାର କମିଟି ପାଇଁ ବ୍ୟବସ୍ଥା ରହିଛି, କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ…

୧୪ରୁ ୨ୟ ପର୍ଯ୍ୟାୟ ଡାକ୍ତରୀ ନାମଲେଖା

ଭୁବନେଶ୍ୱର,୧୧ା୮(ଅସମାପିକା ସାହୁ): ରାଜ୍ୟରେ ଥିବା ୧୬ଟି ମେଡିକାଲ କଲେଜରେ ୨୦୨୩ ଶିକ୍ଷାବର୍ଷ ଲାଗି ନାମଲେଖା ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ଏଫ୍‌ଏମ୍‌ ଏମ୍‌ସିଏଚ୍‌ ବାଲେଶ୍ୱରରେ ସବୁ ସିଟ୍‌ ପୂରଣ ହୋଇଥିବାବେଳେ ଅନ୍ୟ ମେଡିକାଲ କଲେଜରେ ମୋଟ ୪୫୨ଟି ସିଟ୍‌ ଖାଲି…

ଲୁଚିଛପି ପରମାଣୁ ଅସ୍ତ୍ର ବିକଶିତ କରୁଛି ଉତ୍ତର କୋରିଆ

ସିଓଲ,୧୧।୮: ଏକଛତ୍ରବାଦୀ ଶାସକ କିମ ଜୋନ ଉନଙ୍କ ଦେଶ ଉତ୍ତର କୋରିଆ ଲୁଚିଛପି ପରମାଣୁ ଅସ୍ତ୍ର ବିକଶିତ କରୁଛି। କେବଳ ସେତିକି ନୁହେଁ ଉତ୍ତର କୋରିଆ୨୦୨୩ରେ ପରମାଣୁ ଅସ୍ତ୍ରଶସ୍ତ୍ର ବିକଶିତ କରିବା ଏବଂ ପରମାଣୁ ବିଖଣ୍ଡନୀୟ ସାମଗ୍ରୀ ଉତ୍ପାଦନ ଜାରି ରଖିଛି…

ଅଫିସ, ଫିଲ୍ମ ଇଣ୍ଡଷ୍ଟ୍ରିରେ ହିଜାବ ବାଧ୍ୟତାମୂଳକ

ତେହରାନ,୧୧ା୮: ଇରାନର ହିଜାବ ବିବାଦ ବର୍ତ୍ତମାନ ବ୍ୟବସାୟ କ୍ଷେତ୍ରକୁ ପ୍ରବେଶ କରିଛି। ବର୍ତ୍ତମାନ ପ୍ରଶାସନ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ମଧ୍ୟ ନଜର ରଖିଛନ୍ତି। ଯେଉଁ ମହିଳାମାନେ ହିଜାବ ବିନା କ୍ୟାମେରା ପଛରେ କାମ କରୁଛନ୍ତି ସେହି ଫିଲ୍ମକୁ ବନ୍ଦ କରିବାକୁ ନିର୍ଦ୍ଦେଶ…

ଚାଇନା ଜେଲରେ ଥିବା ଅଷ୍ଟ୍ରେଲିଆ ଖବରଦାତାଙ୍କ ଭାବୁକ ପତ୍ର

ବେଜିଂ,୧୧।୮: ଅଷ୍ଟ୍ରେଲୀୟ ଖବରଦାତା ଚେଙ୍ଗ ଲେଇ ୟିର୍ନ ଏକ ସ୍ପର୍ଶକାତର ଚିଠି ଲେଖିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚେଙ୍ଗ ଲେଇ ଲେଖିଛନ୍ତି ଯେ ସେ ପିଲାମାନଙ୍କୁ ମନେ ପକାଉଛନ୍ତି ଏବଂ ଖୋଲା ଆକାଶ ତଳେ ସୂର୍ଯ୍ୟଙ୍କ ପାଖରେ ବସିବାକୁ…

ରାଜସ୍ଥାନ ଯାଉଥିବା ଟ୍ରେନ୍‌ ଆଉ ଦିଲ୍ଲୀ ଷ୍ଟେଶନ ଆସିବ ନାହିଁ

ନୂଆଦିଲ୍ଲୀ,୧୧ା୮: ଦିଲ୍ଲୀରେ ରହୁଥିବା ଲୋକଙ୍କୁ ଖୁବ୍‌ଶୀଘ୍ର ରାଜସ୍ଥାନ ଏବଂ ଏଠାରୁ ଯାଉଥିବା ଟ୍ରେନ୍‌ ଧରିବାକୁ ନୂଆଦିଲ୍ଲୀ ଷ୍ଟେଶନକୁ ଆସିବାକୁ ପଡ଼ିବ ନାହିଁ। ରେଳ ମନ୍ତ୍ରଣାଳୟ ସେହି ପାର୍ଶ୍ୱକୁ ଯାଉଥିବା ଟ୍ରେନ୍‌ ପାଇଁ ଏକ ରେଳ ଷ୍ଟେଶନକୁ ପୁନଃ ନିର୍ମାଣ କରିବାକୁ ଯାଉଛି।…

ଏହି ପ୍ରସିଦ୍ଧ କଲେଜର ନାଁ ବଦଳିଲା, ଏବେ ଆଇଆଇଏମ୍‌ ଭାବରେ ହେବ ପରିଚିତ

ମୁମ୍ବାଇ,୧୧ା୮: ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ (ସଂଶୋଧନ) ବିଲ୍‌ ୨୦୨୩ ଲୋକ ସଭା ଏବଂ ରାଜ୍ୟ ସଭାରୁ ଅନୁମୋଦନ ଲାଭ କରିଛି। ବର୍ତ୍ତମାନ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଇଞ୍ଜିନିୟରିଂ (NITIE) ଆନୁଷ୍ଠାନିକ ଭାବରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ (ଆଇଆଇଏମ୍‌…

ଚାଇନା ଅର୍ଥବ୍ୟବସ୍ଥା ଏକ ବୋମା ପରି, ଯାହା କେବେ ବି ବିସ୍ଫୋରଣ ହୋଇପାରେ: ବାଇଡେନ୍‌

ଓ୍ବାଶିଂଟନ୍‌,୧୧।୮: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଚାଇନା ଅର୍ଥନୀତିକୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଚାଇନା ଅର୍ଥନୀତି ଏକ ଚାଲୁ ବୋମା ପରି, ଯାହା ଯେକୌଣସି ସମୟରେ ବିସ୍ଫୋରଣ ହୋଇପାରେ ବୋଲି ବାଇଡେନ କହିଛନ୍ତି। ଚାଇନାର ମନ୍ଥର ଅର୍ଥନୈତିକ ଅଭିବୃଦ୍ଧି…

ପୁଟିନଙ୍କ ବାସଭବନ ନିକଟରେ ଲାଗିଲା ନିଆଁ

ମସ୍କୋ,୧୧ା୮: ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଘର ନିକଟ ଗୋଦାମ ଘରେ ନିଆଁ ଲାଗିଯିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ରାଜଧାନୀ ମସ୍କୋରେ ପୁଟିନଙ୍କ ବାସଭବନ ନିକଟରେ ଏହି ଘଟଣା ଘଟିଛି। ରୁଷିଆର ଜରୁରୀକାଳିନ ସେବା ପକ୍ଷରୁ ପ୍ରକାଶ ଯେ, ମସ୍କୋ ପଶ୍ଚିମରେ…

କିଏ କେଉଁଠି ଜାତୀୟ ପତାକା ଉତ୍ତୋଳନ କରିବେ

ଭୁବନେଶ୍ୱର,୧୧ା୮(ଅନିଲ ଦାସ): ଆସନ୍ତା ଅଗଷ୍ଟ ୧୫ ତାରିଖ ୭୭ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଅନ୍ୟମାନେ କେଉଁଠି ଜାତୀୟ ପତାକା ଉତ୍ତୋଳନ କରିବେ ଏ ନେଇ ଗୃହ ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ଜାରି କରାଯାଇଛି। ରାଜ୍ୟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri