ତିନି ବର୍ଷରେ ୭୫ପ୍ରତିଶତ ଅଭିଯୋଗ ସମାଧାନ କରିପାରିନି ଜାତୀୟ ମହିଳା କମିଶନ
ନୂଆଦିଲ୍ଲୀ,୧୧।୮: ତିନି ବର୍ଷ ଧରି ଦାଖଲ ହୋଇଥିବା ରିପୋର୍ଟରୁ ୭୫ପ୍ରତିଶତ ଅଭିଯୋଗ ସମାଧାନ କରିପାରିନି ଜାତୀୟ ମହିଳା କମିଶନ। ଏନେଇ ରିପୋର୍ଟ ପ୍ରକାଶ କରିଛି ସଂସଦୀୟ କମିଟି। ୨୦୧୯ ରୁ ୨୦୨୨ ମଧ୍ୟରେ ଜାତୀୟ ମହିଳା କମିଶନ (ଏନସିଡବ୍ଲୁ)ର ଅଣ-ରେସିଡେଣ୍ଟ ଇଣ୍ଡିଆନ…
ମୌସୁମୀ ଅଧିବେଶନ ୨୦୨୩: ୪୪ଘଣ୍ଟା ୧୫ମିନିଟ ଚାଲିପାରିଛି ଗୃହକାର୍ଯ୍ୟ
ନୂଆଦିଲ୍ଲୀ,୧୧।୭: ଶେଷ ହୋଇଛି ଚଳିତ ବର୍ଷର ମୌସୁମୀ ଅଧିବଶେନ। ଲୋକସଭା ବାଚସ୍ପତି ଓମ ବିର୍ଲା ଶୁକ୍ରବାର ଅଧିବେଶନର ଶେଷ ଦିନରେ ନିଜର ଅଭିଭାଷଣ ଗୃହରେ ରଖିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସବୁ ଦଳର ନେତା ତଥା ସାଂସଦମାନଙ୍କୁ ଅଧିବେଶନରେ ସହଯୋଗ…
ନ୍ୟୁଜ କ୍ଲିକ୍ ଷ୍ଟୁଡିଓକୁ ନୋଟିସ ଜାରି କଲେ ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ,୧୧।୮: ଦିଲ୍ଲୀ ହାଇକୋର୍ଟ ନ୍ୟୁଜ ପୋର୍ଟାଲ ‘ନ୍ୟୁଜ କ୍ଲିକ’ର ମାଲିକ ପିପିକେ ନ୍ୟୁଜ କ୍ଲିକ ଷ୍ଟୁଡିଓ ପ୍ରାଇଭେଟ ଲିମିଟେଡ ତଥା ଏହାର ନିର୍ଦ୍ଦେଶକ ପ୍ରବୀର ପୁରକାୟାଙ୍କୁ ନୋଟିସ ଜାରି କରିଛି। କୋର୍ଟ ଇଡିର ଏକ ଯାଚିକା ଦ୍ୱାରା ନୋଟିସ ଜାରି କରିଛି।…
ସୁପ୍ରିମକୋର୍ଟରୁ ଆଶ୍ୱସ୍ତି, ୧୭ ମାସ ପରେ ଜେଲରୁ ବାହାରିଲେ ନଓ୍ବାବ ମଲିକ
ନୂଆଦିଲ୍ଲୀ,୧୧।୮: ଶୁକ୍ରବାର ସୁପ୍ରିମକୋର୍ଟ ଅର୍ଥ ହେରଫେର ମାମଲାରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନଓ୍ବାବ ମଲିକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଚିକିତ୍ସା ଆଧାରରେ ସୁପ୍ରିମକୋର୍ଟ ତାଙ୍କୁ ଦୁଇ ମାସ ପାଇଁ ଜାମିନ୍ ପ୍ରଦାନ କରିଛନ୍ତି। ଇଡି ପକ୍ଷରୁ ହାଜର ହୋଇଥିବା ସଲିସିଟର…
ନିଜାମାବାଦରୁ ଲୋକସଭା ନିର୍ବାଚନ ଲଢିବେ କେସିଆରଙ୍କ ଝିଅ
ହାଇଦ୍ରାବାଦ,୧୧।୮: ନିଜାମାବାଦରୁ ଲୋକସଭା ନିର୍ବାଚନ ଲଢିବେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତା କେ କବିତା। ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଝିଅ କବିତା ପୂର୍ବରୁ ଏହି ନିର୍ବାଚନମଣ୍ଡଳୀରୁ ଲଢିଥିଲେ। କିନ୍ତୁ ଭାଜପା ସାଂସଦ ଡି ଅରବିନ୍ଦଙ୍କ ଠାରୁ ହାରିଯାଇଥିଲେ। ତେବେ…
ନିର୍ବାଚନ ପରେ ଶୁଣାଣି କରାଯାଉ: ଡୋନାଲ୍ଡ ଟ୍ରମ୍ପ
ଓ୍ବାଶିଂଟନ୍,୧୧।୮: ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ନିଜର ପରାଜୟର ଫଳାଫଳକୁ ଆଗ୍ରାହ୍ୟ କରିବା ମାଲାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେବେ କୋର୍ଟରେ ତାଙ୍କ ପକ୍ଷରୁ କୁହାଯାଇଥିଲା କି, ଏହି ମାମଲାର ଶୁଣାଣି ଆସନ୍ତା ଆମେରିକା ନିର୍ବାଚନ ପରେ…
ରାଜ୍ୟ ସଭାରୁ ଏଏପି ନେତା ରାଘବ ଚଡ୍ଡା ନିଲମ୍ବିତ
ନୂଆଦିଲ୍ଲୀ,୧୧।୮: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍ପି ରାଘବ ଚଡ୍ଡାଙ୍କୁ ନକଲି ଦସ୍ତଖତ ମାମଲାରେ ରାଜ୍ୟ ସଭାରୁ ନିଲମ୍ବିତ କରାଯାଇଛି। ରାଜ୍ୟ ସଭାରେ ଏଏପି ନେତା ରାଘବ ଚଡ୍ଡାଙ୍କ ବିରୋଧରେ ଏକ ପ୍ରସ୍ତାବ ଆଗତ କରାଯାଇଛି। ଗୃହରେ ତାଙ୍କର ଆଚରଣକୁ…
ରାଜ୍ୟ କ୍ୟାବିନେଟ୍ ବୈଠକ: ୧୯ ପ୍ରସ୍ତାବ ଉପରେ ଲାଗିଲା ମୋହର
ଭୁବନେଶ୍ୱର,୧୧ା୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୯ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ଏଥିରେ ନୂଆ ଓଡ଼ିଶା ଯୋଜନାକୁ ମଞ୍ଜୁରୀ ମିଳିଛି। ଯୁବବର୍ଗଙ୍କ ପାଇଁ ନୂତନ ଦକ୍ଷତା ଏବଂ ଛାତ୍ରୀଛାତ୍ରଙ୍କ ପାଇଁ ଆଡ୍…
ଦେଶ ସ୍ବାଧୀନତା ପାଇବାର ୨୩ ଦିନ ପୂର୍ବରୁ ପ୍ରସ୍ତୁତ ହୋଇଥିଲା ଜାତୀୟ ପତାକା, ଜାଣନ୍ତୁ ପତାକା ପଛର ଆଉ କିଛି କଥା…
ନୂଆଦିଲ୍ଲୀ,୧୧ା୮: ସ୍ବାଧୀନତା ସଂଗ୍ରାମୀ ତଥା ବିପ୍ଳବୀମାନେ ଦେଶକୁ ବ୍ରିଟିଶ ଶାସନରୁ ମୁକ୍ତ କରିବା ପାଇଁ ଦୀର୍ଘବର୍ଷ ଧରି ସଂଗ୍ରାମ କରିଥିଲେ। କିନ୍ତୁ ଦୀର୍ଘବର୍ଷ ଧରି ସେମାନଙ୍କର ଭାରତର ପତାକା ନ ଥିଲା। ଅବଶ୍ୟ ୧୮୫୭ର ବିପ୍ଳବ ପରେ ବ୍ରିଟିଶ ସରକାର ଆନୁଷ୍ଠାନିକ…
ବସ୍ରେ ଗୁଳିମାଡ଼: ୨୦ ମୃତ, ଅନେକ ଆହତ
ବିରୁଟ୍,୧୧ା୮: ପୂର୍ବ ସିରିଆର ଏକ ବସ୍ରେ କିଛି ଦୁର୍ବୃତ୍ତ ଗୁଳି ଚଳାଇବା ପରେ ଅତିକମ୍ରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ବିରୋଧୀ କାର୍ଯ୍ୟକର୍ତ୍ତାମାନେ କହିଛନ୍ତି, ଶୁକ୍ରବାର ସକାଳେ ଦେଶର ପୂର୍ବ ଭାଗରେ ସିରିଆର ସୈନ୍ୟମାନଙ୍କୁ ନେଇ…
ଆଇପିସି, ସିଆରପିସି ସଂଶୋଧନ ବିଲ୍ ଲୋକସଭାରେ ଆଗତ
ନୂଆଦିଲ୍ଲୀ,୧୧।୮: ମଣିପୁର ହିଂସାକୁ ନେଇ ଗୃହରେ ଉତ୍ତେଜନା ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ଶୁକ୍ରବାର ଶେଷ ହେବାକୁ ଯାଉଛି। ଆଜି ବି ଗୃହରେ ହଟ୍ଟଗୋଳ ଦେଖାଦେଇଛି। ଏସବୁ ଭିତରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୋକ ସଭାରେ ଇଣ୍ଡିଆନ୍ ପେନାଲ…
ବିରୋଧୀ ମେଣ୍ଟର ନାଁ ‘ଇଣ୍ଡିଆ’ ରଖିବାକୁ ନେଇ ଦାଖଲ ହୋଇଥିବା ଆବେଦନ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୧।୮: ବିରୋଧୀ ମେଣ୍ଟର ନାଁ ‘ଇଣ୍ଡିଆ’ ରଖିବାକୁ ନେଇ ଦାଖଲ ହୋଇଥିବା ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଏଭଳି ମାମଲା ନିର୍ବାଚନ ଆୟୋଗରେ ରଖାଯିବା ଉଚିତ ବୋଲି କୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାର ସିଧାସଳଖ ଶୁଣାଣି…
Archives


