ଏନଡିଏକୁ ଝଟ୍କା! ଅନାସ୍ଥା ପ୍ରସ୍ତାବରେ ବିରୋଧିଙ୍କୁ ସମର୍ଥନ କଲା ଏନଡିଏର ସହଯୋଗୀ ପାର୍ଟି ଏମଏନଏଫ୍
ନୂଆଦିଲ୍ଲୀ,୧୦।୮: ତିନି ମାସରୁ ଉର୍ଦ୍ଧ ସମୟ ଧରି ଥମି ନ ଥିବା ମଣିପୁର ହିଂସା ଏବେ ରାଜନୈତିକ ବୟାନବାଜିରେ ପରିଣତ ହୋଇଛି। ହିଂସାକୁ ନେଇ ଦେଶର ପ୍ରଧାନ ସେବକଙ୍କ ନିରବତାରେ ଗୋଟିଏ ଗୋଟିଏ ରାଜ୍ୟ ଜିଅନ୍ତା ଦଗ୍ଧ ହେଉଥିବାବେଳେ କେନ୍ଦ୍ରର ବେପରୁଆପଣ…
ଥରିଲା ଫିଲିପାଇନ୍ସ
ମାନିଲା,୧୦ା୮: ଗୁରୁବାର ପୂର୍ବାହ୍ନରେ ଫିଲିପାଇନ୍ସରେ ଭୂକମ୍ପ ଅନୁଭୂତ ହୋଇଛି। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ଫିଲିପାଇନ୍ସର ସାରଙ୍ଗାନିର ଦକ୍ଷିଣ-ଦକ୍ଷିଣ ପୂର୍ବରେ ୧୫୭ କିଲୋମିଟର ଦୂରରେ ଏହି ଭୂକମ୍ପ ସୃଷ୍ଟି ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍ରେ ୪.୭ ରହିଥିବା ବେଳେ ୧୧୬.୫…
ଲ୍ୟାଣ୍ଡର ଇମେଜର କ୍ୟାମେରାରେ ଚନ୍ଦ୍ର ଓ ପୃଥିବୀର ଫଟୋ ପଠାଇଲା ଚନ୍ଦ୍ରାୟନ ୩
ନୂଆଦିଲ୍ଲୀ,୧୦।୮: ଇତିହାସ ରଚିବାକୁ ଯାଉଛି ଇସ୍ରୋ। ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରାୟନ-୩। ଚନ୍ଦ୍ରର କକ୍ଷପଥରେ ପହଞ୍ଚିସାରିଛି ଚନ୍ଦ୍ରାୟନ। ତେବେ ଚନ୍ଦ୍ରଯାନ ଲ୍ୟାଣ୍ଡର ଇମେଜର କ୍ୟାମେରା ପୃଥିବୀ ଏବଂ ଚନ୍ଦ୍ରର ଫଟୋ ପଠାଇଛି। ଯାହାକୁ ଇସ୍ରୋ ଏକ୍ସ(ପୂର୍ବ ଟ୍ବିଟର୍) ହ୍ୟାଣ୍ଡେଲରେ ଶୟାର କରିଛି।…
ଇକ୍ୟୁଏଡରର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳି କରି ହତ୍ୟା
କ୍ୱିଟୋ,୧୦।୮: ଇକ୍ୟୁଏଡରର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବୁଧବାର ସାରେ କ୍ୱିଟୋରେ ରାଷ୍ଟ୍ରପତି ପ୍ରାର୍ଥୀ ଫର୍ନାଣ୍ଡୋ ଭିଲାଭିକେନ୍ସିଓଙ୍କୁ ହତ୍ୟା କରାଯାଇଛି। ଏକ ରାଜନୈତିକ ସମାବେଶରେ ଏହି ଘଟଣା ଘଟିଛି। ପ୍ରାୟ ଦୁଇ ସପ୍ତାହ ପରେ ଇକ୍ୟୁଏଡୋରରେ ରାଷ୍ଟ୍ରପତି ନିର୍ବାଚନ…
ସ୍ବାଧୀନତା ଦିବସ: ସୀମାରେ ଅଗଷ୍ଟ ୧୧ରୁ ୧୭ ପର୍ଯ୍ୟନ୍ତ ବିଏସଏଫ ପକ୍ଷରୁ ଅପରେଶନ ଆଲର୍ଟ…
ଜୈସେଲମେର,୧୦।୮ : ସ୍ବାଧୀନତା ଦିବସକୁ ଦୃଷ୍ଟିରେ ରଖି ଅଗଷ୍ଟ ୧୧ ରୁ ୧୭ ପର୍ଯ୍ୟନ୍ତ ଭାରତ-ପାକିସ୍ଥାନ ଅନ୍ତର୍ଜାତୀୟ ସୀମାରେ ସୀମା ସୁରକ୍ଷା ବଳ (ବିଏସଏଫ) ଅପରେଶନ ଆଲର୍ଟ ଜାରି କରିବ। ଅନୁପ୍ରବେଶ ତଥା ଚୋରା ଚାଲାଣକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକଳାପକୁ…
ଶେହବାଜଙ୍କ ଇସ୍ତଫାକୁ ମୁକ୍ତି ଦିବସ ଭାବେ ପାଳନ କଲା ଇମ୍ରାନଙ୍କ ପାର୍ଟି ପିଟିଆଇ
ଇସଲାମବାଦ,୧୦।୮: ଚଳିତ ସପ୍ତାହରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ କାର୍ଯ୍ୟକାଳ ସରିଛି। ରାଷ୍ଟ୍ରପତି ଆରିଫ ଆଲଭି ବୁଧବାର ରାତିରେ ଶେହବାଜଙ୍କ ସୁପାରିଶ କ୍ରମେ ସଂସଦକୁ ଭଙ୍ଗ କରିଛନ୍ତି। ସରକାରଙ୍କ କାର୍ଯ୍ୟକାଳକୁ ତିନି ଦିନ ପୂର୍ବରୁ ସଂସଦ ଭଙ୍ଗ ହୋଇଛି। ତେବେ…
ଭାଜପା ଘୃଣାର ଦୋକାନ ଖୋଲିଛି ତେଣୁ ପ୍ରେମଭରା ଇସାରା ବି ବୁଝି ପାରୁନି: ରାହୁଲଙ୍କ ଫ୍ଲାଇଙ୍ଗ କିସ୍ ମାମଲାରେ ଶିବସେନାର ଜବାବ…
ନୂଆଦିଲ୍ଲୀ,୧୦।୮ : ଶାସକ ଦଳ ଭାଜପା ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଫ୍ଲାଇଙ୍ଗ କିସ୍ ଅଭିଯୋଗ ନେଇ ଶିବସେନା (ୟୁବିଟି) ମୁହଁ ଖୋଲିଛି। ଶିବସେନା (ୟୁବିଟି) ରାଜ୍ୟସଭା ଏମପି ପ୍ରିୟଙ୍କା ଚତୁର୍ବେଦୀ ଭାଜପାକୁ ସମାଲୋଚନା କରିଛନ୍ତି। ସେ ରାହୁଲଙ୍କୁ ସମର୍ଥନ କରି କହିଛନ୍ତି…
କୁଏତ୍ରେ ‘ବାର୍ବି’ ଚଳଚ୍ଚିତ୍ର ନିଷେଧ
କୁଏତ୍,୧୦ା୮: ଗ୍ରେଟାଙ୍କ ‘ବାର୍ବି’ ଚଳଚ୍ଚିତ୍ରକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଇତିମଧ୍ୟରେ ‘ବାର୍ବି’ ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇଛି କୁଏତ। ଲେବାନନରେ ‘ବାର୍ବି’ ଉପରେ ମଧ୍ୟ ନିଷେଧାଦେଶ ଜାରି ହୋଇଛି। ଏକ ରିପୋର୍ଟ ଅନୁଯାୟୀ, କୁଏତ ଏହି ଚଳଚ୍ଚିତ୍ର ଉପରେ…
ନୀଳ କଙ୍କଡା ବିବାଦକୁ ନେଇ ଇଟାଲୀ ସରକାର ଖର୍ଚ୍ଚ କରିବେ ୨୬ କୋଟି ଟଙ୍କା
ରୋମ,୧୦।୮: ଇଟାଲୀ ସରକାର ନୀଳ କଙ୍କଡା ବିବାଦକୁ ସମାଧାନ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସରକାର ୨.୯ ମିଲିୟନ ୟୁରୋ ଅର୍ଥାତ୍ ପ୍ରାୟ ୨୬ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ଇଟାଲୀରେ ନୀଳ କଙ୍କାଳ ସଂଖ୍ୟା ବହୁତ ବୃଦ୍ଧି…
ଏସିଆ କପ ୨୦୨୩ ପୂର୍ବରୁ ଭାରତର ପ୍ଲାନ ଲିକ…
କୋଲକାତା,୧୦।୮ : ଏସିଆ କପ ୨୦୨୩ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ବାକି ଅଛି। ଏହି ଟୁର୍ନାମେଣ୍ଟ ୩୧ ଅଗଷ୍ଟରୁ ଆରମ୍ଭ ହେବ। ୨୦୧୮ ବର୍ଷ ପରେ ଭାରତୀୟ ଦଳ ଏସିଆ କପ ଜିତିବାକୁ ପଡ଼ିଆକୁ ଓହ୍ଲାଇବ। ଚଳିତ ବର୍ଷ…
ଯୌନ ନିର୍ଯାତନାରେ ଗିରଫ ବିସିସିଆଇ ଉପସ୍ଥାପକ ହାର୍ଦ୍ଦିକ ସିଂ କୋହଲ ଖଲାସ
ଲଣ୍ଡନ,୧୦।୮: ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହୋଇଥିବା ବ୍ରିଟିଶ ଶିଖ ରୋଷେୟା ତଥା ବିସିସିଆଇର ପୂର୍ବତନ ଉପସ୍ଥାପକା ହାର୍ଦ୍ଦିକ ସିଂ କୋହଲି ଖଲାସ ହୋଇଛନ୍ତି। ଏକ ଶପଥ ପତ୍ର ଜରିଆରେ ସେ ମୁକ୍ତ ହୋଇଛନ୍ତ କିନ୍ତୁ ପରବର୍ତ୍ତୀ ସମୟରେ ସେ କୋର୍ଟରେ…
ଭାରତ ଗ୍ରୀନ ହାଉସ ଗ୍ୟାସ ନିର୍ଗମନକୁ ୩୩ ପ୍ରତିଶତ ହ୍ରାସ କରିଛି…
ନୂଆଦିଲ୍ଲୀ,୧୦।୮ : ଭାରତ ଗତ ୧୪ ବର୍ଷ ମଧ୍ୟରେ ଗ୍ରୀନହାଉସ ଗ୍ୟାସ ନିର୍ଗମନକୁ ୩୩ ପ୍ରତିଶତ ହ୍ରାସ କରି ବିଶ୍ୱ ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନକୁ ରୋକିବାରେ ଏକ ମହତ୍ତ୍ୱପୂର୍ଣ ଅବଦାନ ଜାରି ରଖିଛି। ମିଳିତ ଜାତିସଂଘର ଫ୍ରେମୱାର୍କ କନଭେନଶନ ଅଫ…
Archives


