Home Middle

ଶାନ୍ତି ପାଇଁ ଭାରତ-ପାକିସ୍ତାନ ନିଷ୍ଠାପର ଭାବେ ଆଲୋଚନା କରିବା ଜରୁରୀ: ଫାରୁକ ଅବଦୁଲା…

ଶ୍ରୀନଗର,୧୨।୮ : ନ୍ୟାଶନାଲ କନଫରେନ୍ସ (ଏନସି) ଅଧ୍ୟକ୍ଷ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟନ୍ତ୍ରୀ ଫାରୁକ ଅବଦୁଲ୍ଲା ଶନିବାର କହିଛନ୍ତି ସୀମା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା କିମ୍ବା ଜମ୍ମୁ-କଶ୍ମୀରରେ ରାଲି ଆୟୋଜନ କରିବା କେବଳ ଏକ ପ୍ରହଶନ। କଶ୍ମୀର ପ୍ରସଙ୍ଗରେ ଭାରତ-ପାକିସ୍ତାନ ନିଷ୍ଠାପର…

ବ୍ରିଟିଶ ସମୟର ଆଇନ ପରିବର୍ତ୍ତନ ରାଜନୈତିକ ଉଦ୍ଦେଶ୍ୟରେ କରାଯାଇଛି, ନିର୍ଯାତିତ ହେବେ ସାଧାରଣ ଲୋକେ: ସିବଲ…

ନୂଆଦିଲ୍ଲୀ,୧୨।୮ : ୪୦ ବର୍ଷ ଧରି କଂଗ୍ରେସରେ କାର୍ଯ୍ୟ କରିଥିବା ପୂର୍ବତନ ଆଇନ ମନ୍ତ୍ରୀ ତଥା ବରିଷ୍ଠ ଆଡଭୋକେଟ କପିଲ ସିବଲ ଶନିବାର ଅଭିଯୋଗ କରିଛନ୍ତି ବ୍ରିଟିଶ ସମୟର ଭାରତୀୟ ପେନାଲ କୋଡ (ଆଇପିସି) କୁ ବଦଳାଇବା ପାଇଁ ଅଣାଯାଉଥିବା ଭାରତୀୟ…

ନିୟନ୍ତ୍ରଣ ବାହାରେ ପାକିସ୍ତାନର ସ୍ଥିତି, ଜରୁରୀ ବୈଠକ ଡାକିଲେ କାମଚଳା ପ୍ରଧାନମନ୍ତ୍ରୀ

ଇସଲାମାବାଦ,୧୨ା୮: ଅନଓ୍ବର-ଉଲ୍‌-ହକ୍‌ କାକର ଶନିବାର ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ ହୋଇଛନ୍ତି। ଦେଶକୁ ଶାସନ କରିବା ଏବଂ ଚଳିତ ବର୍ଷ ସାଧାରଣ ନିର୍ବାଚନକୁ ତଦାରଖ କରିବା ପାଇଁ ସେ ମନୋନୀତ ହୋଇଛନ୍ତି। ଏହି ପ୍ରସଙ୍ଗରେ ଦୁଇ ରାଉଣ୍ଡ ଆଲୋଚନା ପରେ…

ମୋର ମୁଖ୍ୟମନ୍ତ୍ରୀ ପଦବୀ ପ୍ରତି ଲୋଭ ନାହିଁ: ଅଜିତ ପାଓ୍ବାର…

ମୁମ୍ବାଇ,୧୨।୮ : ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦବୀ ସମ୍ପର୍କରେ ଆଲୋଚନା ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଶନିବାର ପୁଣେରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଅଜିତ କହିଛନ୍ତି ଗୁଜବ ପ୍ରତି ଧ୍ୟାନ ଦେବା ଉଚିତ ନୁହେଁ। ରାଜ୍ୟର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ…

ହାଓ୍ବାଇ ଜଙ୍ଗଲ ନିଆଁରେ ମୃତ୍ୟୁସଂଖ୍ୟା ୮୦କୁ ବୃଦ୍ଧି

ନ୍ୟୁୟର୍କ,୧୨ା୮: ଆମେରିକାର ପ୍ରଶାନ୍ତ ମହାସାଗର ମଧ୍ୟସ୍ଥିତ ହାଓ୍ବାଇ ରାଜ୍ୟର ମଉଇ ଦ୍ୱୀପରେ ହୁତ୍‌ହୁତ୍‌ ହୋଇ ଜଙ୍ଗଲ ଜଳୁଥିଲେ ମଧ୍ୟ ନିଆଁ ଲିଭିବାର ନାଁ ନେଉନି। ଫଳରେ ଏହି ନିଆଁ ପ୍ରଭାବରେ ଲୋକଙ୍କ ମୃତ୍ୟୁସଂଖ୍ୟା ଶନିବାର ୮୦ରେ ପହଞ୍ଚିଛି। ଏତଦ୍‌ବ୍ୟତୀତ ୧୪୧୮ ଜଣ…

ଭାରତକୁ ଟମାଟୋ ରପ୍ତାନି କରିବ ନେପାଳ

ନୂଆଦିଲ୍ଲୀ,୧୨।୮: ଆକାଶଛୁଆଁ ଟମାଟୋର ମୂଲ୍ୟ ହ୍ରାସ କରିବା ଯୋଜନା ପ୍ରସ୍ତୁତ କରୁଛନ୍ତି ସରକାର। ଏଥିପାଇଁ କେନ୍ଦ୍ର ସରକାର ନେପାଳର ସହଯୋଗ ଲୋଡିଛନ୍ତି। ତେବେ ଏନେଇ ନେପାଳ ଟମାଟୋ ରପ୍ତାନି କରିବାକୁ ରାଜି ହୋଇଥିଲେ ମଧ୍ୟ ସିଧାସଳଖ ବଜାରକୁ ସହଜରେ ପହଞ୍ଚାଇବା ସହ…

ଆବଶ୍ୟକ ପଡ଼ିଲେ କୋର୍ଟଙ୍କ ଦ୍ୱାରସ୍ଥ ହେବି: ଅଧୀର ରଞ୍ଜନ…

ନୂଆଦିଲ୍ଲୀ,୧୨।୮ : ଅସାମ୍ବିଧାନିକ ଆଚରଣ କାରଣରୁ ଲୋକସଭାରୁ ନିଲମ୍ବିତ ହେବାର ଗୋଟିଏ ଦିନ ପରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଶନିବାର କହିଛନ୍ତି ତାଙ୍କ ମନ୍ତବ୍ୟ କାହାକୁ ଆଘାତ ଦେବା ପାଇଁ ଉଦ୍ଦିଷ୍ଟ ନୁହେଁ। ସେ ସ୍ପଷ୍ଟ ଉପସ୍ଥାପନ କରିବାକୁ…

ନିରବ ମୋଦି ଟିପ୍ପଣୀକୁ ନେଇ ଭାଜପାକୁ ଟାର୍ଗେଟ କଲେ ଅଧୀର ରଂଜନ, ଗେରୁଆ ଶଦ୍ଦକୋଷ ପ୍ରସ୍ତୁତ କରନ୍ତୁ ସରକାର

ନୂଆଦିଲ୍ଲୀ,୧୨।୮: ନୂଆଦିଲ୍ଲୀର ଏଆଇସିସି ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ। ସଂସଦରେ ସେ ଅନିୟନ୍ତ୍ରିତ ବ୍ୟବହାର ପାଇଁ ନିଲମ୍ବିତ ହୋଇଛନ୍ତି। ତେଣୁ ସେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ମୋର ମନ୍ତବ୍ୟ କାହାକୁ ଆଘାତ ଦେବା…

ସ୍ବାଧୀନତା ଦିବସରେ ପଞ୍ଜାବରେ ଖୋଲିବ ୭୬ ନୂଆ ମୋହଲା କ୍ଲିନିକ…

ଚଣ୍ଡିଗଡ଼,୧୨।୮ : ସ୍ବାଧୀନତା ଦିବସର ୭୬ ତମ ବାର୍ଷିକୀ ଅବସରରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ସରକାର ରାଜ୍ୟରେ ଆଉ ୭୬ ମୋହଲା କ୍ଲିନିକ ଖୋଲିବେ । ଏଥି ସହ ୪୦ ଟି ସରକାରୀ ଡାକ୍ତରଖାନାର ମଧ୍ୟ ନବୀକରଣ କରାଯିବ ବୋଲି…

ରୁଷିଆରେ ଜରୁରୀକାଳିନ ପରିସ୍ଥିତି ଘୋଷଣା

ମସ୍କୋ,୧୨ା୮: ଶନିବାର ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରୁଷିଆ ପୂର୍ବର କିଛି ଅଞ୍ଚଳରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରାଯାଇଛି। ଏହା ସହିତ ଲୋକଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସ୍ପାସୋଭ୍‌କା ଏବଂ କୁଲେଶୋଭ୍‌କା ନଦୀରେ ଜଳସ୍ତର ବୃଦ୍ଧି…

ବ୍ରିଟିଶ ସମୟର ଆଇନରେ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୨।୮ : ଭାରତୀୟ ଆଇନରେ ପରିବର୍ତ୍ତନ ଆଣିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। ଭାରତରେ ଅପରାଧ ନ୍ୟାୟ ବ୍ୟବସ୍ଥାରେ ଏକ ଐତିହାସିକ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ପ୍ରାୟ ଚାରି ବର୍ଷ ଧରି ଆଲୋଚନା ପରେ ଏହି ପ୍ରସ୍ତାବ ଉପସ୍ଥାପିତ…

ତାପମାତ୍ରା ବୃଦ୍ଧି ହେଲେ ପିଲାଙ୍କ ଠାରେ ଦେଖାଯାଏ ଅଧିକ ଡାଇରିଆ ମାମଲା: ଆଇସିଏମଆର ରିପୋର୍ଟ

ନୂଆଦିଲ୍ଲୀ,୧୨।୮: ତାପମାତ୍ରା ୩୩ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ହେଲେ ପିଲାଙ୍କ ଠାରେ ଡାଇରିଆ ମାମଲା ୪୩ ଶତକଡା ବୃଦ୍ଧି ପାଉଛି। ଡାଇରିଆ ସଂକ୍ରମିତ ଶିଗେଲା ଜୀବାଣୁ ବିଷୟରେ ନୂଆ ତଥ୍ୟ ପ୍ରକାଶ କରିଛି ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆନ କାଉନସିଲ ଅଫ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri