ହ୍ବାଟସ ଆପ ନିଷେଧ କଲା ୭୨ ଲକ୍ଷରୁ ଅଧିକ ଆକାଉଣ୍ଟ, ରହିଛି କି ଆପଣଙ୍କର ?…
ନୂଆଦିଲ୍ଲୀ,୬।୯ : ହ୍ବାଟସ ଆପର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ସ୍କାମରମାନେ ମଧ୍ୟ ଏହାର ସୁଯୋଗ ନେଇ ଅନେକ ନିରୀହ ଲୋକଙ୍କ ପକେଟ ଖାଲି କରୁଛନ୍ତି। ଭାରତରେ ବଢୁଥିବା ଅନଲାଇନ ସ୍କାମକୁ ହଟାଇବା ପାଇଁ ହ୍ବାଟସ ଆପ ଏକ ବଡ ପଦକ୍ଷେପ ନେଇଛି।…
ପୁଣି ନରଭକ୍ଷୀ ଫେରିବା ନେଇ ଆତଙ୍କ: ଆମେରିକାରେ ଡାଇନୋସର ପାଦଚିହ୍ନ…
ଓ୍ବାଶିଂଟନ,୬।୯ : ହ୍ପୃଥିବୀରେ ଅନେକ ଥର ଡାଇନୋସରର ପ୍ରମାଣ ମିଳିଛି। କିନ୍ତୁ ଏଥର ପ୍ରତ୍ନତତ୍ତ୍ୱବିତ୍ମାନେ ଏକ ବଡ଼ ପ୍ରମାଣ ପାଇଛନ୍ତି। ବାସ୍ତବରେ, କିଛି ଦିନ ପୂର୍ବରୁ ଆମେରିକାର ଟେକ୍ସାସ ରାଜ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖାଦେଇଥିଲା, ଯେତେବେଳେ ଏଠାରେ ଏକ ଶୁଖିଲା…
ଶିବସେନା-ଏନସିପି ମଧ୍ୟରେ ବିଭାଜନ କରିଛି ଭାଜପା, ଶରଦ ପାଓ୍ବାରଙ୍କ ଅଭିଯୋଗ
ମୁମ୍ବାଇ,୬।୯: ଶିବସେନା-ଏନସିପି ମଧ୍ୟରେ ବିଭାଜନ ସୃଷ୍ଟି କରିଛି ଭାଜପା। ଏଭଳି ଅଭିଯୋଗ ଆଣିଛନ୍ତି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଅଧ୍ୟକ୍ଷ ଶରଦ ପାୱାର। ଜାଲଗାଓଁରେ ଏକ ସମାବେଶକୁ ସମ୍ବୋଧିତ କରି ସେ କରି କହିଛନ୍ତି, ଗତ ନଅ ବର୍ଷ ମଧ୍ୟରେ ମୋଦି…
ଚନ୍ଦ୍ରପୃଷ୍ଠରେ ବିକ୍ରମର ଫଟୋ ଉଠାଇଲା ଏଲଆରଓ, ନାସା ଜାରି କଲା ଫଟୋ
ଓ୍ବାଶିଂଟନ୍/ନୂଆଦିଲ୍ଲୀ,୬।୯: ଆମେରିକାର ସ୍ପେସ ଏଜେନ୍ସି ନାସା ଚନ୍ଦ୍ରାୟାନ ୩ର ବିକ୍ରମ ଲ୍ୟାଣ୍ଡରର ଫଟୋ କ୍ଲିକ କରିଛି। ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ଫଟୋ ଜାରି କରି ନାସା ସୂଚନା ଦେଇଛି। ଏହି ଫଟୋ ସେହି ସମୟର ଯେତେବେଳେ ବିକ୍ରମ ସଫଳତାର…
ଦିଲ୍ଲୀରେ ୩ ଦିନ ବନ୍ଦ ରହିବ ସ୍ବିଗି-ଜୋମାଟୋ-ଆମାଜନ-ଫ୍ଲିପକାର୍ଟ ସେବା…
ନୂଆଦିଲ୍ଲୀ,୬।୯ : ଭାରତର ରାଜଧାନୀ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ହେବାକୁ ଯାଉଛି। ସମ୍ମିଳନୀ ୯ ଏବଂ ୧୦ ସେପ୍ଟେମ୍ବରରେ ରାଜଧାନୀ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ…
ଦେଶର ନାଗରିକ ‘ଇଣ୍ଡିଆ’ ଅବା ‘ଭାରତ’ କହିବାକୁ ସ୍ବାଧୀନ: ୨୦୧୬ମସିହାରେ କହିଥିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୬।୯: ଇଣ୍ଡିଆ ବନାମ ବନାମ ଭାରତକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ରାଜନେତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି ଓ ଖେଳାଳୀମାନେ ମଧ୍ୟ ଏପ୍ରସଙ୍ଗରେ ମତ ରଖୁଛନ୍ତି। ତେବେ ଏଠାରେ କହି ରଖୁଛୁ ଏହି ବିାଦ ଏବେର ନୁହେଁ। ଏହି…
“ଇଣ୍ଡିଆ ବନାମ ଭାରତ”କୁ ନେଇ କହିଲେ ଭାରତୀୟ ପୁରୁଷ ହକି ଗୋଲକିପର ପି.ଆର ଶ୍ରୀଜେଶ, ଆମେ ସବୁବେଳେ ଭାରତ ମାତା କି ଜୟ…
ନୂଆଦିଲ୍ଲୀ,୬।୯: ଦେଶରେ ଇଣ୍ଡିଆ ବନାମ ଭାରତକୁ ନେଇ ବିବାଦ ତେଜିବାରେ ଲାଗିଛି। ଏପ୍ରସଙ୍ଗରେ କ୍ରୀଡା ଜଗତରୁ ମଧ୍ୟ ପ୍ରତିକ୍ରିୟା ଆସୁଛି। ଭାରତୀୟ ପୁରୁଷ ହକି ଗୋଲକିପର ପି.ଆର ଶ୍ରୀଜେଶ କହିଛନ୍ତି, ଇଣ୍ଡିଆରୁ ଭାରତକୁ ପରିବର୍ତ୍ତନ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ। ପୂର୍ବରୁ ଭାରତ ନାଁ…
ଦୁଇଟି ଭୋଟର ଆଇଡି କାର୍ଡ ରଖିବା ଅଭିଯୋଗରେ କେଜରିଓ୍ବାଲଙ୍କ ପତ୍ନୀଙ୍କୁ କୋର୍ଟରୁ ସମନ
ନୂଆଦିଲ୍ଲୀ,୬।୯: ରାଜଧାନୀ ଦିଲ୍ଲୀର ଏକ କୋର୍ଟ ଦୁଇଟି ବିଧାନସଭା ଆସନର ମତଦାନ ସୂଚୀରେ ନିଜର ନାମ ଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଙ୍କ ପତ୍ନୀ ସୁନିତା କେଜରିଓ୍ବାଲଙ୍କୁ ସମନ ଜାରି କରିଛନ୍ତି। ସୁନିତା ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ମହାନଗର…
ଜି-୨୦ରେ ଜିନପିଙ୍ଗ ଏବଂ ପୁଟିନଙ୍କ ଅନୁପସ୍ଥିତି ନେଇଏସ ଜୟଶଙ୍କର ପ୍ରତିକ୍ରିୟା…
ନୂଆଦିଲ୍ଲୀ,୬।୯ : ଜି-୨୦ଶିଖର ସମ୍ମିଳନୀ ୯ ଏବଂ ୧୦ ସେପ୍ଟେମ୍ବରରେ ଭାରତର ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଅଂଶଗ୍ରହଣ କରିବେ ନାହିଁ। ଜି -୨୦ ଶିଖର…
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ନିୟୋଜିତ ଏସପିଜି ନିର୍ଦ୍ଦେଶକଙ୍କ ପରଲୋକ…
ନୂଆଦିଲ୍ଲୀ,୬।୯ : ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସ୍ବତନ୍ତ୍ର ସୁରକ୍ଷା ଗୋଷ୍ଠୀ (ଏସପିଜି) ର ନିର୍ଦ୍ଦେଶକ ଅରୁଣ କୁମାର ସିହ୍ନାଙ୍କର ବୁଧବାର ସକାଳେ ଦେହାନ୍ତ ହୋଇଛି। ପ୍ରକାଶ ଯେ,୬୧ ବର୍ଷିୟା ସିହ୍ନା ଅସୁସ୍ଥତା କାରଣରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି…
ବାଜରା ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ନେପାଳ ଭାରତ ସହିତ ମିଳିତ ହେଲା, ମିଳିତ ଜାତିସଂଘ ଅଭିଯାନରେ ସାମିଲ…
କାଠମାଣ୍ଡୁ,୬।୯ : ବାଜରା ଚାଷ ଏବଂ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ନେପାଳ ଭାରତ ସହ ସହଯୋଗ କରିବାକୁ ପ୍ରସ୍ତୁତ । କୃଷି ଏବଂ ପଶୁପାଳନ ମନ୍ତ୍ରୀ ବେଦୁରାମ ଭୁଶାଲ ଏହି ସୂଚନା ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧିତ କରି…
ଆମେରିକାର ସାମରିକ ଭିତ୍ତିଭୂମି ଉପରେ ପର୍ଯ୍ୟଟକ ଭାବେ ଚାଇନା ନାଗରିକ ରଖୁଛନ୍ତି ନଜର…
ଓ୍ବାଶିଂଟନ,୬।୯ : ଆମେରିକାର ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ (ଏଫବିଆଇ) ପ୍ରାୟ ୧୦୦ ଟି ଘଟଣା ଉପରେ ନଜର ରଖିଛି ଯେଉଁଥିରେ ଚାଇନା ନାଗରିକମାନେ ପର୍ଯ୍ୟଟକ ଭାବରେ ପରିଚିତ ହୋଇ ଏକାଧିକ ଥର ସାମରିକ ବେସ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନକୁ…

