Home Middle

ସୋନିଆଙ୍କ କରିସ୍ମା, ବିରୋଧୀ ଦଳ ବୈଠକରେ ସାମିଲ ହୋଇପାରନ୍ତି ୨୪ ଦଳ

ନୂଆଦିଲ୍ଲୀ,୧୬।୭: ୨୦୦୪ରେ ବିରୋଧୀ ଦଳଙ୍କୁ ଏକାଠି କରି ମଜଭୁତ ନେତୃତ୍ୱ ପ୍ରଦାନ କରିଥିବା ସୋନିଆ ଗାନ୍ଧୀଙ୍କ କରିସ୍ମା ପୁଣିଥରେ ବିଭିନ୍ନ ରାଜନୈତିକ ଦଳଙ୍କୁ ଏକାଠି ଗୋଟିଏ ମଞ୍ଚରେ ଆଣିବାକୁ ସକ୍ଷମ ହେବା ଦେଖାଯାଉଛି। ବର୍ତ୍ତମାନ ସୁଦ୍ଧା ୨୪ ଟି ଦଳ ବେଙ୍ଗାଲୁରୁରେ…

ଇସ୍ତଫା ଦେବେ ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରୀ: କହିଲେ ବିଛଣାରେ ୩ ଫୋନ ରଖି ଶୋଇଛି, ଆଗକୁ ନିର୍ବାଚନ ବି ଲଢିବି ନାହିଁ

ଲଣ୍ଡନ,୧୬।୭: ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରୀ ବେନ ଓ୍ବାଲେସ ରବିବାର କହିଛନ୍ତି କି ସେ ମନ୍ତ୍ରିମଣ୍ଡଳରେ ଆଗାମୀ ପରିବର୍ତ୍ତନ ପରେ ଇସ୍ତଫା ଦେଇଦେବେ। ବେନ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ ସେ ଆସନ୍ତା ବର୍ଷ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ଲଢିବେ…

ରନଓ୍ବେ ତଳକୁ ଖସିଲା ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ…

ବ୍ରାସିଲିଆ,୧୬।୭ : ବ୍ରାଜିଲର ଏକ ବିମାନ ଓଦା ରନୱେରେ ଅବତରଣ କରିବା ପରେ ରନ ଓ୍ବେ ତଳକୁ ଖସି ଯାଇଛି। ଏହି ବିପଜ୍ଜନକ ଘଟଣା ବୁଧବାର ଜୁଲାଇ ୧୨ ରେ ଘଟିଥିଲା। ଯେତେବେଳେ ଲାଟାମ ଏୟାରଲାଇନ୍ସର ବିମାନ ନମ୍ବର ଏଲଏ-୩୩୦୦ ସାଓ…

‘ଏଏପିର ପରିଚାଳନା ଦୁର୍ଭାଗ୍ୟଜନକ’

ମୁମ୍ବାଇ,୧୬ା୭: କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ୍‌ ରବିବାର କହିଛନ୍ତି, ପାଟନା ସଭାରେ ଆମ ଆଦ୍‌ମୀ ପାର୍ଟି (ଏଏପି) ଦିଲ୍ଲୀ ଅର୍ଡିନାନ୍ସ ପ୍ରସଙ୍ଗକୁ କିପରି ଗ୍ରହଣ କରିଛି ତାହା ଦୁର୍ଭାଗ୍ୟଜନକ। କଂଗ୍ରେସ ଦଳ ଏଏପିକୁ ସମର୍ଥନ କରି ସ୍ପଷ୍ଟ କରିଛି ଯେ,…

ରାଜନୀତି ଛାଡିବେ ନାହିଁ ଇମ୍ରାନ, ନୂଆ ଦଳ ଗଢିବାକୁ ହେଉଛନ୍ତି ପ୍ରସ୍ତୁତ

ଇସଲାମାବାଦ,୧୬।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସରକାର ତଥା ଏଷ୍ଟାବ୍ଲିଶମେଣ୍ଟ (ସାମରିକ + ଗୁପ୍ତଚର ନେତୃତ୍ୱ) ଙ୍କ ଦ୍ୱାରା ହୋଇଥିବା ଦମନ ତଥା ଏହା ଯୋଗୁ ତାଙ୍କ ଦଳରେ ହୋଇଥିବା ବିଚ୍ଛିନ୍ନତା ସତ୍ତ୍ୱେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜନୀତି ମଇଦାନରେ…

ଚାଇନାରେ ବ୍ୟାଙ୍କିଙ୍ଗ ସଙ୍କଟ…

ବେଜିଂ,୧୬।୭ : ଲାଭ ହ୍ରାସ କରିବାକୁ ଚାଇନା ସରକାର ଦେଶର ବଡ ବ୍ୟାଙ୍କଗୁଡିକ ଉପରେ ଚାପ ପକାଉଛନ୍ତି। ସ୍ଥାନୀୟ ସରକାରଙ୍କୁ ଅଧିକ ଋଣ ଦେବାକୁ ମଧ୍ୟ ଚାପ ଦିଆଯାଉଛି। ଏହି କାରଣରୁ ଦେଶରେ ଏକ ଗୁରୁତର ବ୍ୟାଙ୍କିଙ୍ଗ ସଙ୍କଟ ଆଶଙ୍କା ସୃଷ୍ଟି…

ମ୍ୟାନ୍‌ମାର୍‌ ପ୍ରତିପକ୍ଷଙ୍କୁ ଭେଟିଲେ ଜୟଶଙ୍କର

ବ୍ୟାଙ୍କଙ୍କ,୧୬ା୭: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ରବିବାର ମ୍ୟାନ୍‌ମାର୍‌ ପ୍ରତିପକ୍ଷ ଥାନ ସ୍ବେଙ୍କୁ ଭେଟି ସଂଯୋଗ ପଦକ୍ଷେପ, ବିଶେଷକରି ଭାରତ-ମ୍ୟାନ୍‌ମାର୍‌-ଥାଇଲାଣ୍ଡ ତ୍ରିପାକ୍ଷିକ ରାଜପଥ ଉପରେ ଆଲୋଚନା କରିଛନ୍ତି। ଏହାସହ ସୀମାନ୍ତ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ସୁନିଶ୍ଚିତ କରିବା ଉପରେ…

ଏନସିପିରେ ପୁଣି ଭୂକମ୍ପ: ଶରଦ ପାଓ୍ବାରଙ୍କୁ ଭେଟିବାକୁ ପହଞ୍ଚିଲେ ଛଗନ-ଆଦିତି-ହସନ…

ମୁମ୍ବାଇ,୧୬।୭ : ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଏନସିପିକୁ ନେଇ ଅଜିତ ପାୱାର ଏବଂ ଶରଦ ପାୱାରଙ୍କ ମଧ୍ୟରେ ବିବାଦ ଜାରି ରହିଛି। ଏହି ସମୟରେ ଅଜିତ ପାୱାର ଦଳର ବିଧାୟକମାନେ ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କୁ ଭେଟିବା ପାଇଁ…

ଅଧ୍ୟାଦେଶ ପ୍ରସଙ୍ଗ: କଂଗ୍ରେସର ବଡ଼ ଘୋଷଣା…

ନୂଆଦିଲ୍ଲୀ,୧୬।୭ : ଅଧ୍ୟାଦେଶ ପ୍ରସଙ୍ଗ ଉପରେ କଂଗ୍ରେସ ଏକ ବଡ ଘୋଷଣା କରିଛି। ଏହି ପ୍ରସଙ୍ଗରେ ଦଳ ଏଏପି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ସମର୍ଥନ କରୁଛନ୍ତି ବୋଲି କହିଛି। ରବିବାର କଂଗ୍ରେସ ମହାସଚିବ କେସି ଭେନୁଗୋପାଳ କହିଛନ୍ତି…

ଭଗବାନ ହନୁମାନ ଜଣେ ସର୍ବଶ୍ରେଷ୍ଠ କୂଟନୀତିଜ୍ଞ: ଜୟଶଙ୍କର…

ବ୍ୟାଙ୍କକ,୧୬।୭ : ବ୍ୟାଙ୍କକରେ ଭାରତୀୟଙ୍କସହ କଥାବାର୍ତ୍ତା ସମୟରେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ପ୍ରସଙ୍ଗ ବୁଝିବା ଏବଂ ଏହାକୁ ପ୍ରଭାବଶାଳୀ ନୀତି ଏବଂ କାର୍ଯ୍ୟକ୍ରମରେ ପରିଣତ କରିବା ପାଇଁ ଅସାଧାରଣ ଦକ୍ଷତାକୁ ପ୍ରଶଂସା କରିଥିଲେ। କୂଟନୀତିଜ୍ଞଙ୍କ…

ରାହୁଲ ଜଣେ ତପସ୍ବୀ: ଜୈନ ମୁନି ରମଣିକ…

ନୂଆଦିଲ୍ଲୀ,୧୬।୭ : କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ଜୈନ ମୁନି ରମଣିକ ମୁନି ମହାରାଜଙ୍କ ଏକ ଭିଡିଓର ଜବାବ ଦେଇଛନ୍ତି ଯେଉଁଥିରେ ସେ ରାହୁଲ ଗାନ୍ଧୀଙ୍କୁ ୪୦୦୦ କିଲୋମିଟର ଲମ୍ବା ଭାରତ ଯୋଡୋ ଯାତ୍ରା ପାଇଁ ପ୍ରଶଂସା କରିଥିଲେ। ରମଣିକ ମୁନି…

ଆପଣଙ୍କ ଘରକୁ ଯିବାକୁ ଚାହୁଁଛି ହେଲେ ସମ୍ମୁଖରେ ପାଣି ଭର୍ତ୍ତି: ହିମନ୍ତଙ୍କର ମନେ ପଡ଼ିଲା କେଜରିଓ୍ବାଲଙ୍କ ନିମନ୍ତ୍ରଣ…

ନୂଆଦିଲ୍ଲୀ,୧୬।୭ : ସମ୍ପ୍ରତିି ଯମୁନା ନଦୀର ଜଳସ୍ତର କମିବାରେ ଲାଗିଛି। କିନ୍ତୁ ରାଜଧାନୀ ଦିଲ୍ଲୀ ପ୍ରବଳ ବନ୍ୟା ପରିସ୍ଥିତିର ମୁକାବିଲା କରୁଛି। ଏପରିସ୍ଥଳେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଏକ ପୁରୁଣା ନିମନ୍ତ୍ରଣକୁ ମନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri