ଭାଜପାକୁ ଶୁଣାଗଲାଣି ମୃତ୍ୟୁ ଧ୍ୱନି: ମହୁଆ ମୋଇତ୍ର…
କୋଲକାତା,୧୮।୭ : ବର୍ତ୍ତମାନ ଇଣ୍ଡିଆ କୁହାଯାଉଥିବା ବିରୋଧୀ ଦଳ ମଙ୍ଗଳବାର ଦିନ ଏହାର ମେଗା ବୈଠକ ଶେଷ କରିଥିବାରୁ ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ର ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) କୁ କଡ଼ା ଚେତାବନୀ ଦେଇଛନ୍ତି ,…
ହାଜିପୁର ଆସନ ନେଇ ଚିରାଗ-ପଶୁପତି ମୁହାଁମୁହିଁ…
ପାଟନା,୧୮।୭ : ୨୦୨୪ ଲୋକସଭା ନିବାଚନ ପୂର୍ବରୁ ବିହାରରେ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଛି। ଲୋକ ଜନତା ପାର୍ଟି ନେତା ଚିରାଗ ପାସୱାନ ଏବଂ ତାଙ୍କ ଚାଚା ପଶୁପତି ପାରସ ଏନଡିଏରେ ଯୋଗ ଦେଇଛନ୍ତି। ଏହା ପରେ ଦୁହିଁଙ୍କ ମଧ୍ୟରେ ହାଜିପୁର…
ଗୁରୁବାର ୫୦୦ତମ ମ୍ୟାଚ ଖେଳିବେ ବିରାଟ, ସଚିନଙ୍କ କ୍ଲବରେ ଦେବେ ଯୋଗ, ଅଶ୍ୱିନଙ୍କ ଟାର୍ଗେଟରେ କୁମ୍ବଲେଙ୍କ ରେକର୍ଡ…
ତ୍ରିନିଦାଦ,୧୮।୭ : ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦୁଇ ଟିକିଆ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଗୁରୁବାର (ଜୁଲାଇ ୨୦) ଠାରୁ ତ୍ରିନିଦାଦରେ ଖେଳାଯିବ। ଏହି ସିରିଜରେ ଟିମ ଇଣ୍ଡିଆ ୧-୦ରେ ଆଗରେ ରହିଛି। ଡୋମିନିକାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ…
ଜୁଲାଇ ୨୦-୨୧ରେ ଭାରତ ଗସ୍ତରେ ରହିବେ ବିକ୍ରମସିଙ୍ଘେ…
କଲମ୍ବୋ,୧୮।୭ : ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ ତଥା ଦୃଢ଼଼ କରିବା ଉଦ୍ଦେଶ୍ୟରେ ଜୁଲାଇ ୨୦ ରୁ ୨୧ ପର୍ଯ୍ୟନ୍ତ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ ସରକାରୀ ଗସ୍ତରେ ଭାରତ ଆସିବେ।…
ମୋଦିଙ୍କଠାରୁ ମୁକ୍ତି ଚାହୁଁଛନ୍ତି ସାଧାରଣ ଲୋକେ, ସବୁକିଛି ନଷ୍ଟ କରି ଦେଲେ: କେଜରିଓ୍ବାଲ…
ବେଙ୍ଗାଲୁରୁ,୧୮।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ଉପରେ ଆମ ଆଦମୀ ପାର୍ଟି (ଏଏପି) ସୁପ୍ରିମୋ ତଥା ଦିଲ୍ଲୀ ସିଏମ ଅରବିନ୍ଦ କେଜରିୱାଲ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ବେଙ୍ଗାଲୁରୁରେ ବିରୋଧୀ ଦଳର ଏକତା ବୈଠକରେ ଯୋଗ ଦେଇଥିବା କେଜରିୱାଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ…
ଲୋକତନ୍ତ୍ରକୁ ଜୀବିତ ରଖିବା ପାଇଁ ମୋଦିଙ୍କୁ ହରାଇବା ଜରୁରୀ: ବିରୋଧୀ ଦଳ…
ବେଙ୍ଗାଲୁରୁ,୧୮।୭ : ମଙ୍ଗଳବାର ଦ୍ୱିତୀୟ ଥର ପାଇଁ ବେଙ୍ଗାଲୁରୁରେ ବିରୋଧୀଙ୍କ ଏକତା ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ୨୬ ଭାଜପା ବିରୋଧୀ ଦଳର ନେତା ଏକାଠି ହୋଇ ୨୦୨୪ ଲୋକସଭା ନିର୍ବାଚନ ପାଇଁ କେନ୍ଦ୍ର ସରକାରଙ୍କ ବିରୋଧରେ ରଣନୀତି ପ୍ରସ୍ତୁତ କରିଛନ୍ତି।…
ଜ୍ୟୋତିରାଦିତ୍ୟଙ୍କୁ ପ୍ରଶଂସା କଲେ ଉମା ଭାରତୀ, କହିଲେ କଂଗ୍ରେସ ହରାଇଛି ବିଜୟୀ ନାୟକ…
ଭୋପାଳ,୧୮।୭ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏପରି ‘ ହିରୋ’(ନାୟକ) ବୋଲି ବର୍ଣ୍ଣନା କରିଛନ୍ତି। ଜ୍ୟୋତିରାଦିତ୍ୟଙ୍କ ପାଇଁ ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ସରକାର ଗଠନ ହୋଇଥିଲା। କଂଗ୍ରେସ ଏହି ବିଜୟୀ ନାୟକଙ୍କୁ…
ଆମର ପ୍ରିୟ ରାହୁଲ ଗାନ୍ଧୀ: ମମତା…
ବେଙ୍ଗାଲୁରୁ,୧୮।୭ : ବିରୋଧୀ ଦଳର ଦ୍ୱିତୀୟ ବଡ଼ ବୈଠକ ଶେଷ ହୋଇଛି। ଦୁଇ ଦିନ ଧରି ଆଲୋଚନା ପରେ ବିରୋଧୀ ଦଳର ବଡ ନେତାମାନେ ବୈଠକରେ ପ୍ରସ୍ତୁତ ଯୋଜନା ବିଷୟରେ ସୂଚନା ଦେଇଥିଲେ। ବୈଠକ ପରେ ଗଣମାଧ୍ୟମକୁ ଟିଏମସି ମୁଖ୍ୟ ମମତା…
ବାଗେଶ୍ୱର ବାବାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୀତି ଆରମ୍ଭ,ମହିଳା ସଂଗଠନ ପକ୍ଷରୁ ବିରୋଧ…
ନୂଆଦିଲ୍ଲୀ,୧୮।୭ : ଦଶ ଦିନ ଧରି ଦିଲ୍ଲୀ-ଏନସିଆରରେ ରହି ଭାଗବତ କଥାର ପାଠ କରିଥିବା ବାଗେଶ୍ୱର ଧାମର ବାବା ଧିରେନ୍ଦ୍ର ଶାସ୍ତ୍ରୀ ବର୍ତ୍ତମାନ ସେଠାରୁ ଫେରିଛନ୍ତି। କିନ୍ତୁ ବିବାଦ ଛାଡିଦେଇ ଯାଇଛନ୍ତି। ଗ୍ରେଟର ନୋଏଡାରେ ଆୟୋଜିତ ଭାଗବତ କଥା ସମୟରେ ମହିଳାମାନଙ୍କ…
ବିରୋଧୀ ମେଣ୍ଟର ନୂଆ ନାମ ହେଲା ‘ଇଣ୍ଡିଆ’…
ବେଙ୍ଗାଲୁରୁ,୧୮।୭ : କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ମିଳିତ ବିରୋଧୀ ଦଳର ଦ୍ୱିତୀୟ ଦିନର ବୈଠକରେ ୟୁନାଇଟେଡ ପ୍ରଗତିଶୀଳ ଆଲାଇନ୍ସ (ୟୁପିଏ) ର ନାମ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ଏହାର ନାମ ଇଣ୍ଡିଆ (ଇଣ୍ଡିଆନ ନ୍ୟାଶନାଲ ଡେମୋକ୍ରାଟିକ ଇନକ୍ଲୁସିଭ ଆଲାଏନ୍ସ) (ଆଇଏନଡିଆଇଏ)ରେ ପରିଣତ…
୧୯ ଜୁଲାଇରୁ ଗୁଗଲ ଆଲବମ ଆର୍କାଇଭ ତଥ୍ୟ ଅପସାରଣ କରିବ…
ଓ୍ବାଶିଂଟନ,୧୮।୭ : ଟେକ ଜଏଣ୍ଟ ଗୁଗଲ ଗତ ମାସରେ ଘୋଷଣା କରିଥିଲା ଏହାର ଆଲବମ ଆର୍କାଇଭର ବୈଶିଷ୍ଟ୍ୟ ବନ୍ଦ କରୁଛି। କମ୍ପାନୀ ଅନୁଯାୟୀ, ଏହି ସେବା ଗୁଗଲ ବ୍ୟବହାରକାରୀଙ୍କ ପାଇଁ ଜୁଲାଇ ୧୯ ରୁ ଆସନ୍ତାକାଲି ଠାରୁ ଆଉ ଉପଲବ୍ଧ ହେବ…
ଆଇଏଏସ ଅଧିକାରୀଙ୍କୁ ବିରୋଧୀ ଦଳ ନେତାଙ୍କ ସେବାରେ କରାଯାଇଛି ନିୟୋଜିତ, କଂଗ୍ରେସକୁ ଟାର୍ଗେଟ କଲେ କୁମାରସ୍ବାମୀ…
ବେଙ୍ଗାଲୁରୁ,୧୮।୭ : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ (ସେକୁଲାର) ନେତା ଏଚଡି କୁମାରସ୍ବାମୀ କର୍ନାଟକ କଂଗ୍ରେସ ସରକାରଙ୍କ ଉପରେ ଏକ ବଡ ଅଭିଯୋଗ କରିଛନ୍ତି। ମଙ୍ଗଳବାର ବେଙ୍ଗାଲୁରୁରେ ବିରୋଧୀ ଏକତାର ଦ୍ୱିତୀୟ ବୈଠକ ନେଇ ସେ କହିଛନ୍ତି ଏଥିରେ ଉପସ୍ଥିତ…
Archives


