Home Middle

ମନ୍ତ୍ରୀଙ୍କ ସ୍ବାଗତ ପାଇଁ ସ୍କୁଲ ପିଲାଙ୍କୁ ରାସ୍ତାରେ ଛିଡ଼ା କରାଗଲା, ଭିଡ଼ିଓ ଭାଇରାଲ ବିବାଦ ବଢ଼ିଲା…

ମୁମ୍ବାଇ,୮।୭ : ମହାରାଷ୍ଟ୍ରରେ ଅଜିତ ପାୱାର ଦଳର କ୍ୟାବିନେଟ ମନ୍ତ୍ରୀ ଅନିଲ ପାଟିଲଙ୍କ ସ୍ବାଗତକୁ ନେଇ ରାଜନୈତିକ ବାକ ଯୁଦ୍ଧ ଆରମ୍ଭ ହୋଇଛି। ମନ୍ତ୍ରୀଙ୍କ ସ୍ବାଗତ ପାଇଁ ସ୍କୁଲ ପିଲାମାନଙ୍କୁ ରାସ୍ତା କଡ଼ରେ ଠିଆ କରାଇବା ନେଇ ଶିବସେନା (ଉଦ୍ଧବ) ସମର୍ଥକ…

ମନୀଷ ସିସୋଡିଆଙ୍କ ବିରୋଧରେ ମିଥ୍ୟା ପ୍ରଚାର କରୁଛି ଭାଜପା: ଅତିଶି…

ନୂଆଦିଲ୍ଲୀ,୮।୭ : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାରରେ ମନ୍ତ୍ରୀ ଅତିଶି ପୁଣି ଥରେ ଭାଜପାକୁ ଟାର୍ଗେଟ କରି ମନୀଷ ସିସୋଡିଆଙ୍କ ବିଷୟରେ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗ କରିଛନ୍ତି। ଭାଜପା ଏଥିପାଇଁ କ୍ଷମା ପ୍ରାର୍ଥନା କରିବା ଉଚିତ। ବାସ୍ତବରେ…

ହନି ଟ୍ରାପ୍‌ରେ ଡିଆରଡିଓ ବୈଜ୍ଞାନିକ: ଲିକ୍‌ କରୁଥିଲେ କ୍ଷେପଣାସ୍ତ୍ରଠାରୁ ଆରମ୍ଭ କରି ଡ୍ରୋନ୍‌ର ତଥ୍ୟ…

ନୂଆଦିଲ୍ଲୀ,୮।୭ : ତିନୋଟି ଇମେଲ ଆଇଡି। ବିଭିନ୍ନ ନାମର ସୁନ୍ଦର ଝିଅମାନଙ୍କ ଚିତ୍ର ସହିତ ସୋସିଆଲ ମିଡିଆ ପ୍ରୋଫାଇଲ। ଏହି ସୁନ୍ଦରୀମାନଙ୍କର ଚାଟ ଅନୁରୋଧ ଡିଆରଡିଓ ବୈଜ୍ଞାନିକ ପ୍ରଦୀପ କୁରୁଲକରଙ୍କ ନିକଟକୁ ଆସିଲା,୬୦ବର୍ଷ ବୟସ୍କ ବ୍ୟକ୍ତି ଦ୍ୱନ୍ଦ୍ୱରେ ପଡ଼ିଗଲେ। ସେ ସୁନ୍ଦରୀଙ୍କ…

ନ୍ୟୁରୋ ଡେଭଲପମେଣ୍ଟାଲ ସମସ୍ୟା ଥିବା ପିଲାଙ୍କ ଚିକିତ୍ସା କରିବ ଏମ୍ସ : ବର୍ଷକୁ ୧୨ ପିଲାଙ୍କୁ ଚିକିତ୍ସା ସୁବିଧା…

ନୂଆଦିଲ୍ଲୀ,୮।୭ : ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଦିଲ୍ଲୀ ପ୍ରତିବର୍ଷ ନ୍ୟୁରୋ ଡେଭଲପମେଣ୍ଟାଲ ସମସ୍ୟାରେ ପୀଡିତ ଥିବା ହଜାର ହଜାର ପିଲାଙ୍କୁ ଚିକିତ୍ସା କରିବ। ଏହି ସମସ୍ୟାରେ ପୀଡିତ ପିଲାମାନଙ୍କ ପାଇଁ ହଂସ ଫାଉଣ୍ଡେଶନ ଏବଂ ଏଆଇଏମଏସ ଦିଲ୍ଲୀ…

ଗ୍ୟାସ ସିଲିଣ୍ଡର ଫାଟି ୭ ମୃତ, ୧୪ ଗୁରୁତର

ଇସଲାମାବାଦ,୮ା୭: ପାକିସ୍ତାନର ପଞ୍ଜାବ ପ୍ରଦେଶର ସରଗୋଧା ଜିଲାରେ ଶନିବାର ଏକ ଯାତ୍ରୀବାହୀ ଭ୍ୟାନ୍‌ରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଛି। ଫଳରେ ଅତି କମ୍‌ରେ ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଗୁରୁତର ହୋଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।…

ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ନାହିଁ ବିହାର: ଲାଲୁଙ୍କ ନିକଟତମ ସୁନୀଲ ସିଂଙ୍କ ମନ୍ତବ୍ୟ…

ପାଟନା,୮।୭ : ସମ୍ପ୍ରତି ବିହାରର ଶିକ୍ଷା ବିଭାଗକୁ ସାରା ଦେଶରେ ଆଲୋଚନା ହେଉଛି। ଶିକ୍ଷା ମନ୍ତ୍ରୀ ଚନ୍ଦ୍ରଶେଖର ଏବଂ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କେ.କେ ପାଠକ ମୁହାଁମୁହିଁ ହୋଇଛନ୍ତି। ଏହି ଦୁଇଜଣଙ୍କ ମଧ୍ୟରେ ବିବାଦ ଏତେ ଗଭୀର ହୋଇଛି…

ମଧ୍ୟପ୍ରଦେଶ ପରିସ୍ରା କାଣ୍ଡ: ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିବା ପାଇଁ ସରକାରଙ୍କୁ ଦାବି କଲେ ପୀଡିତ

ଭୋପାଳ,୮।୭: ମଧ୍ୟପ୍ରଦେଶର ପରିସ୍ରା କାଣ୍ଡ ଘଟଣାର ଅଭିଯୁକ୍ତ ପ୍ରବେଶ ଶୁକ୍ଲାଙ୍କୁ ମୁକ୍ତ କରିବାକୁ ଶିବରାଜ ସିଂ ଚୌହାନ ସରକାରଙ୍କୁ ଦାବି କରିଛନ୍ତି ପୀଡିତ। ପୀଡିତ ଆଦିବାସୀ କହିଛନ୍ତି, ଅଭିଯୁକ୍ତ ତାଙ୍କ ଭୁଲ ବୁଝିଛନ୍ତି। ବୁଧବାର ଦିନ ଆଦିବାସୀ ସମ୍ପ୍ରଦାୟର ପୀଡିତା ଦାଶମତ…

ବିଆରଏସ-କଂଗ୍ରେସ ଉଭୟ ତେଲେଙ୍ଗାନା ପାଇଁ ବିପଜ୍ଜନକ: ପ୍ରଧାନମନ୍ତ୍ରୀ…

ଓ୍ବାରଙ୍ଗଲ,୮।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତେଲେଙ୍ଗାନାର ୱାରଙ୍ଗାଲ ଗସ୍ତରେ ଅଛନ୍ତି। ସେ ସକାଳେ ତେଲେଙ୍ଗାନାର ୱାରଙ୍ଗାଲରେ ପହଞ୍ଚିବା ପରେ ଭଦ୍ରକାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ସେ ରାଜ୍ୟ ପାଇଁ ପ୍ରାୟ ୬,୧୦୦ କୋଟି ଟଙ୍କା ମୂଲ୍ୟର…

ଭାରତରେ ୪୭ପ୍ରତିଶତ ଲୋକଙ୍କର ଅଛି ଚାକିରି ହରାଇବାର ଭୟ

ନୂଆଦିଲ୍ଲୀ,୮।୭: ଭାରତରେ ପ୍ରାୟ ୪୭ ପ୍ରତିଶତ ଲୋକ ଚାକିରିକୁ ନେଇ ଅସୁରକ୍ଷିତ ମନେ କରନ୍ତି। ୧୦ ଜଣ କର୍ମଚାରୀଙ୍କ ମଧ୍ୟରୁ ୫ଜଣଙ୍କ ମଧ୍ୟରେ ଚାକିରି ହରାଇବାର ଭୟ ରହିଥାଏ। ଏଡିପି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଦ୍ୱାରା କରାଯାଇଥିବା ଏକ ସର୍ଭେର ଏହା ଜଣାପଡିଛି।…

ରାହୁଲଙ୍କ ଟ୍ରକ-ଟ୍ରାକ୍ଟର ଚଳାଉଥିବା-ଧାନ ରୋଉଥିବା ଫଟୋ ଭାଇରାଲ…

ନୂଆଦିଲ୍ଲୀ,୮।୭ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ସକାଳେ ହରିୟାଣାରେ ଟ୍ରାକ୍ଟର ଚଳାଉଥିବାର ନଜର ଆସିଥିଲେ। ସେ ଚାଷୀଙ୍କ ସହ ଧାନ ରୋଇ ଥିଲେ। ଗତ କିଛି ଦିନ ହେବ ରାହୁଲଙ୍କ ଏଭଳି ଅନେକ ଚିତ୍ର ସାମ୍ନାକୁ ଆସିଛି। ବେଳେବେଳେ…

ଭାରତରୁ ଗ୍ଲୋବମାଷ୍ଟର-ରାଫାଲ ପହଞ୍ଚିଲା ଫ୍ରାନ୍ସ…

ପ୍ୟାରିସ,୮।୭ : ୪ ଟି ରାଫେଲ ଯୁଦ୍ଧ ବିମାନ ଏବଂ ୨ଟି ସି -୧୭ ଗ୍ଲୋବାମାଷ୍ଟରଙ୍କୁ ନେଇ ଭାରତୀୟ ବାୟୁସେନାର ବିମାନ କଣ୍ଟିଜେଣ୍ଟ ଜୁଲାଇ ୭ରେ ଫ୍ରାନ୍ସର ଏଭ୍ରକ୍ସ-ଫାଉଭିଲ ଏୟାର ବେସରେ ଅବତରଣ କରିଛି। ଯେଉଁଠାରେ ସେମାନଙ୍କୁ ଫ୍ରାନ୍ସ ବାୟୁ ଏବଂ…

ଡବଲ ପାଓ୍ବାର ଡ୍ରାମା: ନା ଥକିଛି, ନା ରିଟାୟାର ହେବି, ମୁଁ ନିଆଁ: ଶରଦ ପାଓ୍ବାର

ମୁମ୍ବାଇ,୮।୭: ମହାରାଷ୍ଟ୍ର ରାଜନୀତିରେ ଚାଲିଛି ଡବଲ ପାଓ୍ବାର ଡ୍ରାମା। ଦାଦା-ପୁତୁରା କଳି ଭିତରେ ଫଶିଯାଇଛନ୍ତି ସିନ୍ଦେ ସରକାର। ସେପଟେ ମହାରାଷ୍ଟ୍ର ମହାନାଟକର ଦର୍ଶକ ସାଜିଛି ଭାଜପା। ଡ୍ରାମାରେ ଥାଇ ମଧ୍ୟ ଡ୍ରାମାରେ ନାହିଁ ବୋଲି ମତ ଦେଇଛି ଭାଜପା। କିଛି ଦିନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri