Home Middle

ପୋଷାକ ବଦଳିଛି, ଚାଲି ଚଳଣ ଚରିତ୍ର ବଦଳି ନାହିଁ, ଇଣ୍ଡିଆ ମେଣ୍ଟକୁ ନେଇ ଭାଜପାର କଟାକ୍ଷ…

ବିଳାସପୁର,୧୬।୯ : ବିଲାସପୁର ଗସ୍ତରେ ଆସିଥିବା କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଇଣ୍ଡିଆ ସହଯୋଗୀ ଦଳକୁ କଡ଼ା ସମାଲୋଚନା କରିବା ସହିତ କଟାକ୍ଷ କରିଛନ୍ତି। ଅନୁରାଗ ଠାକୁର କହିଛନ୍ତି ସମ୍ବିଧାନକୁ ନଷ୍ଟ କରୁଥିବା, ଗଣମାଧ୍ୟମର ସ୍ବରକୁ ଦମନ କରୁଥିବା ତଥା ସନାତନ…

ଶିକ୍ଷାର୍ଥିଙ୍କ ଭିଜା ମହଙ୍ଗା କରିବ ବ୍ରିଟେନ, ୧୨୭ ପାଉଣ୍ଡରୁ ୪୯୦ ପାଉଣ୍ଡକୁ ବୃଦ୍ଧି ପାଇବ…

ଲଣ୍ଡନ,୧୬।୯ : ଭାରତରୁ ବହୁ ସଂଖ୍ୟକ ଛାତ୍ର ଅଧ୍ୟୟନ ପାଇଁ ବ୍ରିଟେନକୁ ଯାଆନ୍ତି । ଆସନ୍ତା ମାସରୁ ସେମାନଙ୍କ ପାଇଁ ସମସ୍ୟା ବୃଦ୍ଧି ପାଇବାକୁ ଯାଉଛି। ବ୍ରିଟିଶ ସଂସଦରେ ଅଣା ଯାଇଥିବା ବିଲ ଅନୁଯାୟୀ, ଛାତ୍ର ଭିଜା ପାଇଁ ଆବେଦନ ଶୁଳ୍କ…

ନାଇଜରରେ ଖାଦ୍ୟଭାବ,ଭୋକରେ ୧୦ଲକ୍ଷ ଲୋକ

ନାଇରୋବି,୧୬।୯: କ୍ଷମତାସୀନ ସରକାରଙ୍କୁ ହଟାଇ ସେନା ନାଇଜରକୁ ଦଖଲ କରି ସାରିଛି। ନାଇଜରରେ ଏବେ ସାମରିକ ଶାସନ ଚାଲିଛି। ହେଲେ ଦେଶରେ ଏବେ ଖାଦ୍ୟ ଶସ୍ୟ ସରିଯିବା ଯୋଗୁ ଖାଦ୍ୟ ସମସ୍ୟା ଦେଖାଯାଇଛି। ଡାଲି, ଚାଉଳ ଠାରୁ ଆରମ୍ଭ କରି ରନ୍ଧନ…

ପାକିସ୍ତାନର ଆର୍ଥିକ ସ୍ଥିତି ସଙ୍କଟ ଜନକ, ଆତଙ୍କବାଦୀଙ୍କ ପାଖକୁ ଟଙ୍କା ଆସୁଛି କିପରି?…

ଇସଲାମାବାଦ,୧୬।୯ : ପାକିସ୍ତାନର ଅର୍ଥନୀତି ଖରାପ ହେବାରେ ଲାଗିଛି। ଦେଶରେ ଗତ ୩ ମାସ ଧରି ନିଜ କର୍ମଚାରୀଙ୍କୁ ଦରମା ଦେବାରେ ସକ୍ଷମ ନୁହଁ। ମୁଦ୍ରାସ୍ଫୀତି ବଢ଼ିବାରେ ଲାଗିଛି। ଋଣ ଉପରେ ସୁଧ ଦେବାକୁ ମଧ୍ୟ ଟଙ୍କା ନାହିଁ। ଦେଶ ଡିଫଲ୍ଟ…

ନେତାଜୀ ବସ୍‌ ଟର୍ମିନାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କଟକ,୧୬ା୯: କଟକରେ ନେତାଜୀ ବସ୍‌ ଟର୍ମିନାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅପରାହ୍ନରେ ଲୋକାର୍ପଣ କରିଛନ୍ତି। ସହରର ଗମନାଗମନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଏବଂ ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ବସ୍‌ ଟର୍ମିନାଲର ଆଜି ଶୁଭ…

୨୦୨୩ରେ ସୁପ୍ରିମ୍‌କୋର୍ଟରେ ୯୬ ପ୍ରତିଶତ ମାମଲାର ସମାଧାନ…

ନୂଆଦିଲ୍ଲୀ,୧୬।୯ : ନ୍ୟାଶନାଲ ଜୁଡିସିଆଲ ଡାଟା ଗ୍ରୀଡ (ଏନଜେଡିଜି) ପ୍ରତିଷ୍ଠା ହେବାର ଆଠ ବର୍ଷ ପରେ ସୁପ୍ରିମକୋର୍ଟ ଗୁରୁବାର ଏହି ପ୍ଲାଟଫର୍ମରେ ଯୋଗ ଦେଇଛନ୍ତି। ଏନଜେଡିଜି ତଥ୍ୟ ସୁପ୍ରିମକୋର୍ଟରେ ମାମଲା ନିବାରଣ କ୍ଷେତ୍ରରେ ଅନେକ ଉତ୍ସାହଜନକ ସାମ୍ପ୍ରତିକ ଟ୍ରେଣ୍ଡ ଏବଂ ଅତୀତର…

ପାଠର ଚାପ: ନିଜର ଅପହରଣ ନାଟକ ରଚିଲେ ଛାତ୍ରୀ, ସୋସିଆଲ ମିଡ଼ିଆରେ ଭାଇରାଲ…

ରାଜକୋଟ,୧୬।୯ : ପୂର୍ବରୁ ପାଠଚାପରେ କେତେକ ଶିକ୍ଷାର୍ଥୀ ସ୍କୁଲ ଅବା କଲେଜ ଯିବାକୁ ବନ୍ଦ କରୁଥିଲେ। ଅବା ମିଛ କହୁଥିଲେ। ମାତ୍ର ଏବେ ପାଠଚାପରୁ ମୁକ୍ତି ପାଇଁ ଶିକ୍ଷାର୍ଥୀ ନୂଆ ନୂଆ କୌଶଳ ଆପଣେଉଛନ୍ତି। ସମ୍ପ୍ରତି ଗୁଜୁରାଟରେ, ଜଣେ ୧୦ ବର୍ଷର…

ଏବେ ଏହି ମନ୍ଦିରରେ ଫଟୋ ଉଠାଇବା ମନା, ଧରାପଡ଼ିଲେ ମିଳିବ ଏପରି ଦଣ୍ଡ

କାଠମାଣ୍ଡୁ,୧୬ା୯: ନେପାଳର ପାଶୁପତିନାଥ ମନ୍ଦିରରେ ଫଟୋ ଉଠାଇବା ଏବଂ ଭିଡିଓ କରିବା ବାରଣ ରହିଛି। ଯଦି ଲୋକେ ନ ମାନନ୍ତି ତେବେ ଧରାପଡ଼ିଲେ ଲୋକଙ୍କୁ ବହୁତ ଖର୍ଚ୍ଚ କରିବାକୁ ପଡ଼ିବ। ଏନେଇ ମନ୍ଦିର କର୍ତ୍ତୃପକ୍ଷ ମୁଖ୍ୟ ମନ୍ଦିର କମ୍ପ୍ଲେକ୍ସ ଭିତରେ ଫଟୋଗ୍ରାଫ…

ପାକିସ୍ତାନ ଅର୍ଥବ୍ୟବସ୍ଥାକୁ କ୍ଷତି ପହଞ୍ଚାଉଛନ୍ତି ମାଫିଆ: ଆଇବି ରିପୋର୍ଟ

ଇସଲାମବାଦ,୧୬।୯: ପାକିସ୍ତାନ ଏବେ ରାଜନୈତିକ ଓ ଅର୍ଥନୈତିକ ଅସ୍ଥିରତା ମଧ୍ୟରେ ଗତି କରୁଛି। ଦେଶର ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ଏକ ସମ୍ବେଦନଶୀଳ ରିପୋର୍ଟରୁ ଜଣାପଡିଛି ଯେ ମାଫିଆ ଦେଶର ଅର୍ଥନୀତିକୁ କିପରି କ୍ଷତି ପହଞ୍ଚାଉଛି। ଚୋରା ଚାଲାଣ, ଟିକସ ଫାଙ୍କିବା, ଡ୍ରଗ…

୧୦୦ ସ୍ବଦେଶୀ ଏଲସିଏ ମାର୍କ ୧ ଏ ବିମାନ କିଣିବ ଦେଶ : ଏୟାର ଚିଫ ମାର୍ଶଲ ଭି.ଆର ଚୌଧରୀଙ୍କ ସୂଚନା…

ନୂଆଦିଲ୍ଲୀ,୧୬।୯ : ଭାରତୀୟ ବାୟୁସେନା (ଆଇଏଏଫ) କ୍ରମାଗତ ଭାବରେ ଏହାର ବିମାନ ସଂଖ୍ୟା ବଢ଼ାଇବାରେ ଲାଗିଛି। ଏଥିସହିତ ଏହା ମଧ୍ୟ ଜୋର ଦେଉଛି ଏହାର ସ୍କ୍ବାଡନରେ ଅନ୍ତର୍ଭୁକ୍ତ ଯେ କୌଣସି ପ୍ରକାରର ବିମାନ ଦେଶରେ ତିଆରି କରାଯିବା ଉଚିତ। ଏହି କ୍ରମରେ…

ଜଣେ ନାଗରିକ ନିଜ ଦେଶକୁ ଭଲ ପାଇବା ଆବଶ୍ୟକ ନୁହେଁ କି ?: ହାଇକୋର୍ଟ…

ଚେନ୍ନାଇ,୧୬।୯ : ସନାତନ ଧର୍ମ ସହ ଜଡିତ ଏକ ମାମଲା ସମ୍ପର୍କରେ, ମାଡ୍ରାସ କୋର୍ଟ କହିଛନ୍ତି ସନାତନ ଧର୍ମ ଅନନ୍ତ ଶାସ୍ତ୍ରତ୍ୱ କର୍ତ୍ତବ୍ୟର ଏକ ସାମୁହିକ ଧାରା। ଏହା ଏକ ନିର୍ଦ୍ଦିଷ୍ଟ ସାହିତ୍ୟରେ ଖୋଜା ହୋଇପାରିବ ନାହିଁ। ଏହା ଜାତି ପାଇଁ…

ପଶ୍ଚିମବଙ୍ଗ ରାଜନୀତି: କମ୍ୟୁନିଷ୍ଟ ଅବା ଆମ ମଧ୍ୟରୁ କାହା ହାତ ଧରିବ କୁହ? କଂଗ୍ରେସକୁ ଟିଏମସିର ପ୍ରଶ୍ନ…

କୋଲକାତା,୧୬।୯ : ପଶ୍ଚିମବଙ୍ଗ ରାଜନୀତିରେ କଂଗ୍ରେସ କାହା ସହିତ ରହିବ ସେ ନେଇ ଟିଏମସି ଏକ ବାର୍ତ୍ତା ପଠାଇବାକୁ ନିଷ୍ପତ୍ତି ନେଇଛି। ସିପିଆଇ (ଏମ) ବାମପନ୍ଥୀ ଅବା ଆମକୁ କାହାକୁ କଂଗ୍ରେସ ଚୟନ କରିବ ସେନେଇ ଟିଏମସି ପ୍ରଶ୍ନ କରିଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?