ରାଜପଥ ପାର୍ଶ୍ୱରେ ବାଉଁଶ ତିଆରି ବାହୁବଲୀ ବାଡ଼ କରାଯିବ: ଗଡ଼କରୀ
ନୂଆଦିଲ୍ଲୀ,୨୭।୭: ଦେଶର ଏକ୍ସପ୍ରେସ୍ଓ୍ବେ ଓ ଜାତୀୟ ରାଜପଥଗୁଡ଼ିକର ପାର୍ଶ୍ୱରେ ବାଉଁଶ ତିଆରି ‘ବାହୁବଲୀ’ ବାଡ଼ କରାଯିବ ବୋଲି ବୁଧବାର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ରାଜ୍ୟ ସଭାରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାସ୍ତାକଡ଼ରେ ଦିଆଯାଉଥିବା ଷ୍ଟିଲ୍…
ସ୍ତ୍ରୀ, ଶାଶୁ, ଶ୍ୱଶୁରଙ୍କୁ ହତ୍ୟା
ଗୁଆହାଟୀ,୨୭।୭: ଆସାମ ଗେଲାଘାଟରୁ ବୁଧବାର ଏକ ଟ୍ରିପଲ ମର୍ଡର ସାମ୍ନାକୁ ଆସିଛି। ନାଜିବୁର ରହମାନ ନାମକ ମେକାନିକାଲ ଇଞ୍ଜିନିୟର ସ୍ତ୍ରୀ ସଂଘମିତ୍ରା ଘୋଷ ଓ ଶାଶୁ, ଶ୍ୱଶୁରଙ୍କୁ ହତ୍ୟା କରିବା ପରେ ୯ ମାସର ଶିଶୁକୁ ନେଇ ଥାନାରେ ଆତ୍ମସମର୍ପଣ କରିଛନ୍ତି।…
ମଣିପୁରରେ ୨ ବସ୍ ଜାଳିଦେଲେ
ଇମ୍ଫାଲ,୨୭।୭: ମଣିପୁରରେ ଜାତିଆଣ ହିଂସା ଥମିବାର ନାଁ ନେଉନାହିଁ। କାଙ୍ଗପୋକ୍ପି ଜିଲାରେ ସୁରକ୍ଷାକର୍ମୀଙ୍କ ଯାତାୟାତରେ ବ୍ୟବହାର ହେଉଥିବା ଦୁଇଟି ବସ୍କୁ ଉତ୍ତ୍ୟକ୍ତ ଲୋକେ ଜାଳ ଦେଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ବସ୍ଗୁଡ଼ିକ ଦିମାପୁରରୁ ସପୋରମେଇନା ଆସୁଥିବାବେଳେ କେତେଜଣ ଲୋକ ଗାଡ଼ିକୁ ଅଟକାଇଥିଲେ। ସେମାନେ…
ନା ପରେ ବି ମନ ମାନୁନି
ନୂଆଦିଲ୍ଲୀ,୨୭ା୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟ ସଞ୍ଜୟ କୁମାର ମିଶ୍ରାଙ୍କ ଲଗାତର କାର୍ଯ୍ୟକାଳ ବୃଦ୍ଧିକୁ ବେଆଇନ ଦର୍ଶାଇ ଜୁଲାଇ ୩୧ରେ ପଦ ଛାଡ଼ିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଅବଧି ପୂରିବାକୁ ଆଉ ୫ ଦିନ ବାକି ଥିବାବେଳେ ସଞ୍ଜୟଙ୍କୁ ଇଡି…
ଅନାସ୍ଥା ମୁହଁ ଖୋଲାଇବ
ନୂଆଦିଲ୍ଲୀ,୨୭ା୭(ପି.ଟି.) : ବିରୋଧୀ ଦଳଗୁଡ଼ିକର ବାରମ୍ବାର ଦାବି ସତ୍ତ୍ୱେ ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟରେ ଏଯାଏ କୌଣସି ବିବୃତି ଦେଇନାହାନ୍ତି। ଶେଷରେ ଏହି ସ୍ପର୍ଶକାତର ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ବୁଧବାର ଲୋକ ସଭାରେ କେନ୍ଦ୍ର ସରକାରଙ୍କ ବିରୋଧରେ…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଟୋନି ବ୍ଲେୟାର
ଭୁବନେଶ୍ୱର,୨୬ା୭(ଅନିଲ ଦାସ): ୟୁକେର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ବୁଧବାର ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ଓଡ଼ିଶାର ଆର୍ଥିକ ବିକାଶ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ୨୦୨୩…
ଅଗଷ୍ଟ ୧୬ରୁ ରାଜ୍ୟବ୍ୟାପୀ ଘରୋଇ ବସ୍ ଧର୍ମଘଟ
ଭୁବନେଶ୍ୱର,୨୬ା୭(ଅନିଲ ଦାସ): ମୋ ବସ୍ ଚଳାଚଳକୁ ନେଇ ଘରୋଇ ବସ୍ ମାଲିକ ଚିନ୍ତାରେ ପଡ଼ିଛନ୍ତି। ସହରାଞ୍ଚଳ ଛାଡ଼ି ବିଭିନ୍ନ ସ୍ଥାନକୁ ମୋ ବସ୍ ସେବା ଯୋଗାଇ ଦିଆଯିବା ଫଳରେ ସେମାନେ ରୋଜଗାର ହରାଇବାକୁ ବସିଲେଣି। ଯାତ୍ରୀମାନେ ମୋ ବସ୍କୁ ଅଧିକ ପସନ୍ଦ…
୩୦୦୦ କାର୍ ନେଇ ଯାଉଥିବା ଜାହାଜରେ ଲାଗିଲା ନିଆଁ
ଆମ୍ଷ୍ଟରଡାମ୍,୨୬ା୭: ବୁଧବାର ନେଦରଲାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ରିପୋର୍ଟ ଅନୁଯାୟୀ, ୩୦୦୦ କାର୍ ନେଇ ଯାଉଥିବା ଏକ ମାଲବାହୀ ଜାହାଜରେ ସମୁଦ୍ର ମଝିରେ ହଠାତ୍ ନିଆଁ ଲାଗି ଯାଇଥିଲା। ତେବେ ନେଦରଲାଣ୍ଡ ଉପକୂଳରେ ନିଆଁକୁ ଆୟତ୍ତ କରାଯାଇଛି। ଏଥିରେ…
ଆମେରିକା ଡ୍ରୋନ୍କୁ ଅଟକାଇଲା ରୁଷିଆ
ଓ୍ବାଶିଂଟନ,୨୬ା୭: ଆମେରିକା ଏବଂ ରୁଷିଆ ମଧ୍ୟରେ ବିବାଦ ଶେଷ ହେବାର ନାଁ ନେଉନି। ରୁଷିଆର ଏକ ଯୁଦ୍ଧ ବିମାନ ପୁଣି ଥରେ ସିରିଆରେ ଆମେରିକୀୟ ଡ୍ରୋନର ରାସ୍ତା ଅବରୋଧ କରିବାକୁ ଚେଷ୍ଟା କରିଛି। ଏହା ପ୍ରଥମ ଘଟଣା ନୁହେଁ। ସାମ୍ପ୍ରତିକ ସମୟରେ…
ଭାଜପା ଗଳାର କଣ୍ଟା ସାଜିଛନ୍ତି ବିରେନ: ମୋଦି-ଶାହା ନିରୁପାୟ…
ନୂଆଦିଲ୍ଲୀ,୨୫।୭ : ଜାତିଆଣ ହିଂସା ନିଆଁରେ ମଣିପୁର ଜଳୁଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ମନ୍ତ୍ରଣାଳୟର ଅଧିକାରୀମାନେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବା ପରେ ମଧ୍ୟ ସେଠାରେ ଶାନ୍ତି ଫେରାଇବାର ଆଶ୍ୱାସନା ଦେବାରେ ବିଫଳ ହୋଇଛନ୍ତି। ଜାତୀୟ ସୁରକ୍ଷା…
ସଂସଦରେ ଅପମାନିତ ହୋଇଥିବା ଅଭିଯୋଗ ଆଣିଲେ ଖାର୍ଗେ
ନୂଆଦିଲ୍ଲୀ,୨୬।୭: ମଣିପୁର ପ୍ରସଙ୍ଗ ନେଇ ସଂସଦର ଉଭୟ ଗୃହରେ ବିରୋଧ ପ୍ରଦର୍ଶନ ଓ ହଟ୍ଟଗୋଳ ଦେଖିବାକୁ ମିଳୁଛି। ଏନେଇ ସଂସଦରେ ଅଚଳାବସ୍ଥା ଜାରି ରହିଛି। ତେବେ କଂଗ୍ରେସ ସଭାପତି ତଥା ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖର୍ଗେ ତାଙ୍କୁ ସଂସଦରେ ଅପମାନିତ କରାଯାଇଥିବା…
କୋଇଲା ବ୍ଲକ୍ ମାମଲାରେ ୪ବର୍ଷ ପାଇଁ ଜେଲ୍ ଗଲେ ପୂର୍ବତନ ରାଜ୍ୟସଭା ଏମପି ବିଜୟ ଦର୍ଦା
ନୂଆଦିଲ୍ଲୀ,୨୬।୭: ଛତିଶଗଡରେ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ମାମଲାରେ ଦିଲ୍ଲୀର ଏକ ସ୍ବତନ୍ତ୍ର କୋର୍ଟ ପୂର୍ବତନ ରାଜ୍ୟସଭା ସାଂସଦ ବିଜୟ ଦର୍ଦାଙ୍କୁ ଚାରି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ତାଙ୍କ ପୁଅ ଦେବେନ୍ଦର ଦର୍ଦା ଏବଂ ଜେଏଲଡି ୟବତମାଲ ଏନର୍ଜି ପ୍ରାଇଭେଟ୍…
Archives


