୪୦ ହଜାର ପୃଷ୍ଠାର ଆର୍ଟିଆଇ ଉତ୍ତର
ଇନ୍ଦୋର,୩୦ା୭: ଇନ୍ଦୋରର ଜଣେ ବ୍ୟକ୍ତି ତଥ୍ୟ ଜାଣିବା ଅଧିକାର (ଆର୍ଟିଆଇ)ରେ କୋଭିଡ୍ ମହାମାରୀ ସମ୍ପର୍କିତ ତଥ୍ୟ ଜାଣିବାକୁ ଆବେଦନ କରିଥିଲେ। ତାଙ୍କୁ ୪୦ ହଜାର ପୃଷ୍ଠାର ଉତ୍ତର ମିଳିଛି, ଯାହାକୁ ସେ କାର୍ରେ ଭର୍ତ୍ତି କରି ଘରକୁ ଆଣିଛନ୍ତି। ତେବେ ଆବେଦନର…
ଉତ୍କ୍ଷେପଣ ହେଲା ପିଏସ୍ଏଲ୍ଭି-ସି ୫୬
ଓ୍ବାଶିଂଟନ/ହାଇଦ୍ରାବାଦ,୩୦ା୭: ରବିବାର ଭାରତ ଏବଂ ଆମେରିକା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ସିଙ୍ଗାପୁରର ଡିଏସ୍-ଏସ୍ଏଆର୍ ଉପଗ୍ରହ ସମେତ ୭ଟି ଉପଗ୍ରହ ଆଜି ସକାଳ ୬.୩୦ରେ ଇସ୍ରୋର ଶ୍ରୀହାରିକୋଟାଠାରୁ ପିଏସ୍ଏଲ୍ଭି-ସି୫୬ ଉତ୍କ୍ଷେପଣ କରାଯାଇଛି। ଏହି ମିଶନ ଇସ୍ରୋର ତୃତୀୟ ବାଣିଜି୍ୟକ ମିଶନ।…
ଏଆଇ ବିପ୍ଳବ: ନିଯୁକ୍ତି ପାଇଁ ବଡ଼ ବିପଦ
ଓ୍ବାଶିଂଟନ୍,୩୦ା୭: କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାରା ବିଶ୍ୱର ନିଯୁକ୍ତି କ୍ଷେତ୍ରରେ ବଡ଼ ବିପଦ ହେବାକୁ ଯାଉଛି। ଏଆଇ ପାଇଁ ନିକଟ ଭବିଷ୍ୟତରେ ଅଗଣିତ କର୍ମଚାରୀ ସେମାନଙ୍କ ନିଯୁକ୍ତି ହରାଇବାକୁ ଯାଉଛନ୍ତି। ଏଆଇ ଆମେରିକାର ନିଯୁକ୍ତି ବଜାରକୁ କିଭଳି ପ୍ରଭାବିତ କରିବ ଏବଂ…
‘ଏବେ ବି ଶୋଇଛି କେନ୍ଦ୍ର’
ନୂଆଦିଲ୍ଲୀ/ ଚୁରାଚାନ୍ଦପୁର/କୋଲକାତା,୩୦ା୭(ପି.ଟି.): ମଣିପୁରରେ ପ୍ରାୟ ୩ ମାସ ହେଲା ଜାତିଆଣ ହିଂସା ଓ ଯୌନହିଂସା ଲାଗିରହିଛି। ସଂଘର୍ଷ ଯୋଗୁ ପ୍ରାୟ ୨୦୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ହଜାର ଲୋକ ଘରଦ୍ୱାର ଛାଡ଼ି ପଳାୟନ କରିଛନ୍ତି। ଭାଜପା ଶାସିତ ଏହି ହିଂସା…
ଦେଶରେ ବଢ଼ିଛି, ଓଡ଼ିଶାରେ କମିଛି
ନୂଆଦିଲ୍ଲୀ/ବାରିପଦା,୩୦ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ)ଦେଶରେ ବାଘ ସଂଖ୍ୟା ବୃଦ୍ଧି ପାଇଥିବାବେଳ ଓଡ଼ିଶାରେ ବାଘଙ୍କ ସଂଖ୍ୟା ଲଗାତର କମିବାରେ ଲାଗିଛି। ୨୦୦୬ରେ ରାଜ୍ୟରେ ୪୫ ମହାବଳ ବାଘ ଥିବାବେଳେ ୨୦୧୦ରେ ଏହା ୩୨କୁ ଖସିଥିଲା। ୨୦୧୮ରେ ପୁଣି ହ୍ରାସ ପାଇ ୨୮ ଏବଂ ୨୦୨୨ରେ…
ନୀତୀଶ ଆମର, ସେ ପୁଣି ଏନଡିଏକୁ ଫେରିବେ: ରାମଦାସ ଅଠାଓ୍ବଲେ…
ପାଟନା,୨୯।୭ : କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠାଓ୍ବଲେ ଶନିବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ନୀତୀଶ କୁମାର ଆମର। ସେ ଯେ କୌଣସି ସମୟରେ ଆମ…
ମହରମ ଶୋଭାଯାତ୍ରା କଲେ ମିଳିବନି ଭୋଟ: ଭାଜପାକୁ ଫାରୁକଙ୍କ ଟାର୍ଗେଟ…
ଶ୍ରୀନଗର,୨୯।୭ : ଜମ୍ମୁ-କଶ୍ମୀରର ଶ୍ରୀନଗରରେ ତିନି ଦଶନ୍ଧିରୁ ଅଧିକ ସମୟ ବ୍ୟବଧାନ ପରେ ପୁଣି ଆରମ୍ଭ ହୋଇଥିବା ମହରମ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି…
ୟୁସିସିରେ ଦିବ୍ୟାଙ୍ଗଙ୍କ ସୁରକ୍ଷା କରୁଥିବା ଆଇନ ସାମିଲ କରିବାକୁ ପ୍ରସ୍ତାବ…
ନୂଆଦିଲ୍ଲୀ,୨୯।୭ : ଦେଶରେ ୟୁସିସି ବିଷୟରେ ଆଲୋଚନା ହେଉଛି। କେତେକ ଏହାକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି ଏବଂ କେତେକ ଏହାକୁ ସମର୍ଥନ କରୁଛନ୍ତି। ଏଥି ସହିତ ଦିବ୍ୟାଙ୍ଗ ଅଧିକାର ସଂଗଠନ ଏବଂ କାର୍ଯ୍ୟକର୍ତ୍ତାମାନେ ଆଇନ ଆୟୋଗକୁ ଅନୁରୋଧ କରିଛନ୍ତି ଦିବ୍ୟାଙ୍ଗଙ୍କ…
୪୬୦୦୦ ବର୍ଷ ପୂର୍ବର ଏକ ପୋକକୁ ପୁନର୍ଜୀବିତ କଲେ ବୈଜ୍ଞାନିକ
ବର୍ଲିନ,୨୯ା୭: ବୈଜ୍ଞାନିକମାନେ ୪୬,୦୦୦ ବର୍ଷ ପୂର୍ବେ ନଷ୍ଟ ହୋଇଥିବା ଏକ ପୋକକୁ ପୁନର୍ଜୀବିତ କରିଛନ୍ତି। ମ୍ୟାକ୍ସ ପ୍ଲାଙ୍କ ଇନଷ୍ଟିଚ୍ୟୁଟ୍ ଅଫ୍ ମଲିକୁଲାର୍ ସେଲ ବାୟୋଲୋଜି ଏବଂ ଜେନେଟିକ୍ସର ପ୍ରଫେସର ଏମିରିଟସ୍ ଟେମୁରାସ କୁର୍ଜଚାଲିଆଙ୍କ ଅନୁଯାୟୀ, ସେମାନେ ୪୬୦୦୦ବର୍ଷ ପୂର୍ବେ ଫ୍ରିଜ୍ ହୋଇଥିବା…
କିମଙ୍କଠାରୁ ଅସ୍ତ୍ରଶସ୍ତ୍ର ଚାହୁଁଛନ୍ତି ପୁଟିନ୍: ଆମେରିକା…
ଓ୍ବାଶିଂଟନ,୨୯।୭ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକଙ୍କ କିମ୍ ଜୋଙ୍ଗ ଉନଙ୍କଠାରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଅସ୍ତ୍ରଶସ୍ତ୍ର ଚାହୁଁଛନ୍ତି। ଏସମ୍ପର୍କରେ ଆମେରିକା ସୂଚନା ପ୍ରଦାନ କରିଛି। ୟୁକ୍ରେନ୍ ଯୁଦ୍ଧରେ ନିଜର ଅସ୍ତ୍ରଶସ୍ତ୍ର ଶେଷ ହୋଇଥିବାରୀୁ ପୁଟିନ ଏଭଳି କରୁଥିବା ଆମେରିକା…
ବଙ୍ଗୋପସାଗରରୁ ୩ ଡଙ୍ଗାକୁ ଉଦ୍ଧାର କଲା ନୌସେନା, ୩୬ ଧୀବର ସୁରକ୍ଷିତ…
ଚେନ୍ନାଇ,୨୯।୭ : ଭାରତୀୟ ନୌସେନା ଜାହାଜ ଖଞ୍ଜର ବଙ୍ଗୋପସାଗରରୁ ତିନୋଟି ଡଙ୍ଗାକୁ ସଫଳତାର ସହ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, ତାମିଲନାଡୁ ଉପକୂଳରୁ ୧୩୦ନ୍ୟୁଟିକାଲ ମାଇଲ ଦୂରରେ ଖରାପ ପାଗ ଯୋଗୁ ତିନୋଟି ମାଛଧରା ଡଙ୍ଗା ଅଟକି ରହିଥିଲ। ଏହି ଡଙ୍ଗାରେ…
ଅଗଷ୍ଟ ୧ରୁ ଭାରତୀୟଙ୍କୁ ଇ-ଭିଜା ପ୍ରଦାନ କରିବ ରୁଷିଆ
ମସ୍କୋ,୨୯ା୭: ରୁଷିଆ ଏକ ଇ-ଭିଜା ପ୍ରଣାଳୀ ପ୍ରଣୟନ କରିଛି। ଯାହା ଦେଶ ପରିଦର୍ଶନ କରୁଥିବା ଯାତ୍ରୀମାନଙ୍କ ପାଇଁ ଭିଜା ପ୍ରକ୍ରିୟାକୁ ସରଳ କରିବା ପାଇଁ ଚଳିତ ବର୍ଷ ଅଗଷ୍ଟ ୧ରୁ କାର୍ଯ୍ୟକାରୀ ହେବ। ଭାରତ ସମେତ ମୋଟ୍ ୫୨ଟି ଦେଶର ଯାତ୍ରୀମାନଙ୍କୁ…
Archives


