ବାଂଲାଦେଶର ୪ଟି ଅଞ୍ଚଳରେ ବୋମା ବିସ୍ଫୋରଣ, ୬ଟି ବୋମାକୁ ନିଷ୍କ୍ରୟ କଲା ଟିମ୍
ଢାକା,୩୦।୭: ବାଂଲାଦେଶର ୪ଟି ଇଲାକାରେ ବିସ୍ଫୋରଣ ହୋଇଛି। ରାଜଧାନୀ ଢାକା ସହରର ମୁଖ୍ୟ ବଜାର ଅମିନାବଜାର ଏବଂ ସାଭରରେ ୪ଟି ବିସ୍ଫୋରଣ ଘଟିଛି। ଏଥିସହ ଢାକା ପୋଲିସ ୬ଟି ବୋମାକୁ ଉଦ୍ଧାର କରି ନିଷ୍କ୍ରିୟ କରିଛନ୍ତି। ସୂଚନା ଅନୁଯାୟୀ, ଶନିବାର ରାତି…
ସେମିକଣ୍ଡକ୍ଟର ପାଲଟିଛି ଭାରତ ବିକାଶର ଗୁରୁତ୍ୱପୂର୍ଣ୍ଣ ଉତ୍ସ, ଆଗାମୀ ଦିନରେ ଭାରତରେ ୬-ଜି ସେବା……
ନୂଆଦିଲ୍ଲୀ,୩୦।୭ : ଆଜି ଏହା ଆମ ହାତରେ ଥିବା ଫୋନ ହେଉ କିମ୍ବା ଯାନବାହାନ ହେଉ, ମହାକାଶକୁ ଯାଉଥିବା ରକେଟ କିମ୍ବା ଲାପଟପ ଇତ୍ୟାଦି, ସମସ୍ତ ଇଲେକ୍ଟ୍ରୋନିକ ଉତ୍ପାଦରେ ସେମିକଣ୍ଡକ୍ଟର ବ୍ୟବହାର କରାଯାଉଛି। ସେମିକଣ୍ଡକ୍ଟର ଶିଳ୍ପ ଆଜି ବିଶ୍ୱର ପ୍ରମୁଖ ଶିଳ୍ପ…
‘ଖାଦ୍ୟ ପାନୀୟ ବିନା ଡହଳ ବିକଳ ହେଉଛନ୍ତି ଶିଶୁ’ ମଣିପୁର ହିଂସା ପିଡୀତଙ୍କୁ ଭେଟି କହିଲେ ‘ଇଣ୍ଡିଆ’ ଡେଲିଗେଶନ
ନୂଆଦିଲ୍ଲୀ,୩୦।୭: ମଣିପୁର ହିଂସାକୁ ନେଇ ପାର୍ଲାମେଣ୍ଟରୁ ରାଜରାସ୍ତା ପର୍ଯ୍ୟନ୍ତ ସବୁଠି ଏହାକୁ ନେଇ ଚର୍ଚ୍ଚା କରାଯାଉଛି। ଶନିବାର ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଏକ ପ୍ରତିନିଧି ମଣ୍ଡଳ ମଣିପୁର ଗସ୍ତରେ ଯାଇଥିଲେ। ଏବେ ଏହି ପ୍ରତିନିଧି ମଣ୍ଡଳ ନେତାଙ୍କ ବୟାନ ସାମ୍ନାକୁ ଆସିଛି।…
ରାଜ୍ୟପାଳଙ୍କୁ ଭେଟିବା ପାଇଁ ଇମ୍ଫାଲର ରାଜଭବନରେ ପହଞ୍ଚିଲେ ଇଣ୍ଡିଆ ଟିମ୍
ଇମ୍ଫାଲ,୩୦।୭: ମଣିପୁର ହିଂସାର ତଦନ୍ତ ପାଇଁ ଇଣ୍ଡିଆ ଟିମ୍ ମଣିପୁର ଗସ୍ତରେ ଅଛନ୍ତି। ତେବେ ସେମାନେ ରବିବାର ମଣିପୁର ରାଜ୍ୟପାଳ ଅନୁସୁୟା ଉଇକେଙ୍କୁ ଭେଟିବା ଲାଗି ଇମ୍ଫାଲର ରାଜଭବନରେ ପହଞ୍ଚିଛନ୍ତି। ଏହି ସମୟରେ କଂଗ୍ରେସ ସାଂସଦ ଅଧିର ରଂଜନ ଚୌଧୁରୀ ସାମ୍ବାଦିକମାନଙ୍କ…
ବିଦେଶୀ ମଧ୍ୟ ଅମରନାଥ ଯାତ୍ରାରେ ହୋଇଛନ୍ତି ସାମିଲ: ମନ୍ କି ବାତରେ କହିଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୩୦।୭ : ମନ୍ କି ବାତ କାର୍ଯ୍ୟକ୍ରମର ୧୦୩ ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମରନାଥ ଯାତ୍ରା ସମ୍ପର୍କରେ ମନ୍ତବ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଅମରନାଥ ଯାତ୍ରାରେ ଆମେରିକାର ବିଦେଶୀମାନେ ମଧ୍ୟ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ…
ତେଲେଙ୍ଗାନାରେ ବର୍ଷା ବିତ୍ପାତ: ୧୮ ମୃତ
ହାଇଦ୍ରାବାଦ,୩୦।୭: ତେଲେଙ୍ଗାନାରେ ପ୍ରବଳ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ହେତୁ ପ୍ରାୟ ୧୯ହଜାର ଲୋକଙ୍କୁ ରାଜ୍ୟର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ବନ୍ୟା ପ୍ରଭାବିତଙ୍କୁ ବିସ୍ଥାପିତ କରାଯାଇଛି ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ରାଜ୍ୟରେ ଏଥର ପ୍ରବଳ ବର୍ଷା…
ଗିରଫଦାରୀକୁ ପୁଟିନଙ୍କ ଭୟ…
ମସ୍କୋ,୩୦।୭ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) ଗିରଫ ପରୱାନା ଜାରି କରିଛି। ୟୁକ୍ରେନ୍ ଯୁଦ୍ଧ ଅପରାଧ, ଶିଶୁମାନଙ୍କୁ ବେଆଇନ ସ୍ଥାନାନ୍ତର ଏବଂ ଲୋକଙ୍କ ବେଆଇନ ସ୍ଥାନାନ୍ତରଣ ଅଭିଯୋଗରେ ପୁଟିନଙ୍କ ବିରୋଧରେ ଏହି ଗିରଫ…
ପୋଲାଣ୍ଡ ସୀମାରେ ଓ୍ବାଗନର ଗ୍ରୁପ୍: ହାଇବ୍ରିଡ ଆକ୍ରମଣ ଆଶଙ୍କା…
ଓ୍ବାର୍ସୋ,୩୦।୭ : ବେଲାରୁଷକୁ ଯାଇଥିବା ରୁଷିଆ ଭଡ଼ାଟିଆ ସୈନ୍ୟ ୱାଗନର୍ ଗ୍ରୁପର ୧୦୦ ସଦସ୍ୟ ପୋଲାଣ୍ଡ ସୀମାକୁ ମୁହାଁ ହୋଇଛନ୍ତି ବୋଲି ପୋଲାଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମାଥ୍ୟୁସ ମୋରାଓ ଓ୍ବିକି କହିଛନ୍ତି ବେତନାରୀ ଏବଂ କାଲିନଗ୍ରାଡ ମଧ୍ୟରେ ଅବସ୍ଥିତ ପୋଲାଣ୍ଡ…
ପାକିସ୍ତାନକୁ ଚ୍ୟାଲେଞ୍ଜ ଦେବ ଏହି ଯୁଦ୍ଧ ବିମାନ, ଜମ୍ମୁ କଶ୍ମୀର ସୀମାରେ ହେଲା ମୁତୟନ
ନୂଆଦିଲ୍ଲୀ,୩୦।୭: ପାକିସ୍ତାନ ଏବଂ ଏହାର ସୀମାବର୍ତ୍ତୀ କେନ୍ଦ୍ର ଶାସିତ ଉପତ୍ୟକାରେ ଉଡ଼ାଣ ଅଭିଜ୍ଞତା ହାସଲ କରିବାକୁ ଭାରତୀୟ ବାୟୁସେନା ଏକ ପଦକ୍ଷେପ ନେଇଛି। ଭାରତୀୟ ବାୟୁସେନା ଜମ୍ମୁ କଶ୍ମୀରକୁ ଏହାର ସ୍ବଦେଶୀ ଯୁଦ୍ଧ ବିମାନ ତେଜସକୁ ମୁତୟନ କରିଛି। ଉପତ୍ୟକାରେ ଉଡ଼ାଣ…
ଭାରତ ପ୍ରତି ଚାଇନାର ପ୍ରତିକୂଳ ମନୋଭାବ କାହିଁକି ?…
ନୂଆଦିଲ୍ଲୀ/ବେଜିଂ,୩୦।୭ : ସୀମା ପ୍ରସଙ୍ଗ ଉଠାଉଥିବା ଭାରତୀୟ ନେତୃତ୍ୱକୁ ଚାଇନା ନେତୃତ୍ୱର ପ୍ରତିବନ୍ଧକ ଦେବା କାର୍ଯ୍ୟ ଜାରି ରହିଛି। ତେବେ ସୀମା ବିବାଦକୁ ଏକ ସଠିକ ସ୍ଥାନରେ ରଖିବା ଉଚିତ ଏବଂ ଅନ୍ୟ ଦେଶମାନଙ୍କରେ ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ବାଭାବିକ କରିବା ଦିଗରେ…
ରୁଷିଆ ଉପରେ ଡ୍ରୋନ ମାଡ଼ କଲା ୟୁକ୍ରେନ
ମସ୍କୋ,୩୦ା୭: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବା ପରିବର୍ତ୍ତେ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ରୁଷିଆର ଆକ୍ରମଣ ପରେ ବର୍ତ୍ତମାନ ୟୁକ୍ରେନ ମଧ୍ୟ ପ୍ରତିଶୋଧ ନେବା ଆରମ୍ଭ କରିଛି। ଶନିବାର ରାତିରେ ୟୁକ୍ରେନ ପୁଣି ଥରେ ରୁଷିଆର ରାଜଧାନୀ…
ମଣିପୁର ଭାଇରାଲ ଭିଡିଓର ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଦାବିକଲେ ପୀଡିତାଙ୍କ ମାଆ
ଇମ୍ଫାଲ,୩୦।୭: ମଣିପୁରର ଲୋମଟାଙ୍କୁରା ଘଟଣା ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଥିବାବେଳେ ସଂସଦରେ ମଧ୍ୟ ଅଚଳାବସ୍ଥା ଜାରି ରହିଛି। ସଂସଦରେ ବିରୋଧୀଙ୍କ ମଣିପୁର ଚର୍ଚ୍ଚାକୁ ନେଇ ପ୍ରବଳ ହଙ୍ଗାମା ହେବାରୁ ଉଭୟ ଗୃହକୁ ପ୍ରତିଥର ମୁଲତବୀ ରଖାଯାଉଛି। ତେବେ ଏ…
Archives


