ରୁଷିଆ ଦୁର୍ବଳ ହେବାରେ ଲାଗିଛି: ସ୍ବୀକାର କଲେ ପୁଟିନ…
ମସ୍କୋ,୩୧।୭ : ଦେଢ଼ ବର୍ଷରୁ ଅଧିକ ସମୟ ଧରି ରୁଷିଆ-ୟୁକ୍ରେନ ଯୁଦ୍ଧର ଜାରି ରହିଛି। ଏହାର ପ୍ରଭାବ ଉଭୟ ଦେଶରେ ଧୀରେ ଧୀରେ ଦେଖାଯିବାକୁ ଲାଗିଛି। ବିଶେଷକରି ରୁଷିଆ ଏହା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା କୁହାଯାଉଛି। ଅନ୍ତର୍ଜାତୀୟ ପ୍ରତିବନ୍ଧକ ଏବଂ…
ଚାଇନିଜ ଭାଇରସ ନେଇ ଭୟଭୀତ ଆମେରିକା, ବାଇଡେନ ସରକାର କମ୍ପ୍ୟୁଟର କୋଡ ଖୋଜିବା ଆରମ୍ଭ କଲେ…
ଓ୍ବାଶିଂଟନ,୩୧।୭ : ନିଜର ସାମରିକ ନେଟୱାର୍କରେ ଚାଇନା ଭାଇରସର ଉପସ୍ଥିତି ଯୋଗୁଁ ଆମେରିକା ଭୟଭୀତ ହୋଇପଡ଼ିଛି। ଆମେରିକା ବିଶ୍ୱାସ କରୁଛି ଚାଇନା ଏହି କମ୍ପ୍ୟୁଟର କୋଡକୁ ସାମରିକ ନେଟୱାର୍କରେ ଫିଟ କରିଛି ଯାହା ଦ୍ୱାରା ଯୁଦ୍ଧ ହେଲେ ଏହା ଆମେରିକାର ସାମରିକ…
ଆର୍ନିଆ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ…
ଶ୍ରୀନଗର,୩୧।୭ : ଜମ୍ମୁ-କଶ୍ମୀରରେ ସୀମା ପାରରୁ ଅନୁପ୍ରବେଶ ଉଦ୍ୟମକୁ ପୁଣି ଥରେ ବିଏସଏଫ ଯବାନମାନେ ପଣ୍ଡ କରିଛନ୍ତି। ଯବାନମାନେ ଜଣେ ଅନୁପ୍ରବେଶକାରୀଙ୍କୁ ଗୁଳି କରିଛନ୍ତି। ରବିବାର-ସୋମବାର ରାତି ପ୍ରାୟ ସାଢ଼େ ୧ଟା ସମୟରେ ଜଣେ ଅନୁପ୍ରବେଶକାରୀ ଆରଏସ ପୁର, ଜମ୍ମୁ-କଶ୍ମୀରର ଆର୍ନିଆ…
କ୍ଷମତା ଦଖଲ ନେତାଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ, ନାଇଜର ବିରୋଧରେ ଅର୍ଥନୈତିକ ପ୍ରତିବନ୍ଧକ…
ନିଆମେ,୩୧।୭ : ପଶ୍ଚିମ ଆଫ୍ରିକୀୟ ନାଇଜର ଦେଶରେ ସେନା ଦାବି କରିଛି ସେମାନେ ଏକ କ୍ଷମତା ଦଖଲ ଆକ୍ରମଣ କରିଛନ୍ତି ଏବଂ ସେମାନେ ରାଷ୍ଟ୍ରପତି ମହମ୍ମଦ ବାଜୁମଙ୍କ ସରକାରକୁ ହଟାଇ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ନାଇଜରର ସାମରିକ କ୍ଷମତା ଦଖଲ ନେତାଙ୍କ…
ଜୟପୁର-ମୁମ୍ବାଇ ଏକ୍ସପ୍ରେସ ଟ୍ରେନରେ ଗୁଳିକାଣ୍ଡ: ୪ ମୃତ
ନୂଆଦିଲ୍ଲୀ,୩୧।୭: ଜୟପୁର ମୁମ୍ବାଇ ଏକ୍ସପ୍ରେସ ଟ୍ରେନରେ ଗୁଳିକାଣ୍ଡ ଘଟିଛି। ଏହି ଗୁଳି କାଣ୍ଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଘଟଣା ମହାରାଷ୍ଟ୍ରର ପାଲଘରରୁ ଆସିଛି। ଗୁଳିକାଣ୍ଡ ଆରପିଏଫ ଯବାନଙ୍କ ଦ୍ୱାରା କରାଯାଇଥିଲା। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଆରପିଏଫର…
କୁରାନର ଅପମାନକୁ ରୋକିବା ପାଇଁ ଡେନମାର୍କ ନେବ ପଦକ୍ଷେପ: ବୈଦେଶିକ ମନ୍ତ୍ରୀ…
କୋପେନହେଗେନ,୩୧।୭ : ଅଲ ଜଜିରାଙ୍କ ଅନୁଯାୟୀ ଡେନମାର୍କର ବୈଦେଶିକ ମନ୍ତ୍ରୀ ଲାର୍ସ ଲୋକ ରାସମୁସେନ କହିଛନ୍ତି ଡେନମାର୍କରେ ଥିବା ବିଦେଶୀ ଦୂତାବାସ ସମ୍ମୁଖରେ କୁରାନକୁ ଅପମାନିତ ନକରିବାକୁ ଅଧିକାରୀମାନେ ସକ୍ଷମ ହେବା ପାଇଁ ସରକାର ଆଇନଗତ ଉପାୟ ଖୋଜିବେ। ଏକ ବିବୃତ୍ତିରେ…
ଲେବାନନରେ ପାଲେଷ୍ଟାଇନ ଶରଣାର୍ଥୀ ଶିବିରରେ ହିଂସା, ସଂଘର୍ଷରେ ୫ ମୃତ, ୭ ଆହତ…
ବେରୁଟ,୩୧।୭ : ଲିବାନନରେ ଏକ ପାଲେଷ୍ଟାଇନ ଶରଣାର୍ଥୀ ଶିବିରରେ ହିଂସାତ୍ମକ ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ୭ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ପିଲାମାନେ ମଧ୍ୟ ଅଛନ୍ତି। ଲିବାନନର…
ସ୍ପେନ୍କୁ ୩-୦ରେ ହରାଇଲା ଭାରତ
ବାର୍ସିଲୋନା, ୩୧।୭ (ପି.ଟି.): ସ୍ପାନିଶ ହକି ଫେଡେରେଶନର ଶତବାର୍ଷିକୀ ଅବସରରେ ଚାଲିଥିବା ଅନ୍ତର୍ଜାତୀୟ ହକି ଟୁର୍ନାମେଣ୍ଟର ରବିବାର ଅନୁଷ୍ଠିତ ଏକ ମ୍ୟାଚରେ ଭାରତ ୩-୦ ଗୋଲରେ ସ୍ପେନ୍କୁ ପରାସ୍ତ କରିଛି। ମ୍ୟାଚରେ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ଖେଳିଥିବା ଭାରତ ପକ୍ଷରୁ…
ପୁରୁଷ ହକି: ନେଦରଲାଣ୍ଡ୍ସକୁ ହରାଇଲା ଭାରତ
ବାର୍ସିଲୋନା, ୩୧ା୭ (ପି.ଟି.): ସ୍ପାନିଶ୍ ହକି ମହାସଂଘର ଶତବାର୍ଷିକୀ ଅବସରରେ ଆୟୋଜିତ ଇଣ୍ଟରନ୍ୟାଶନାଲ ଟୁର୍ନାମେଣ୍ଟରେ ଭାରତୀୟ ପୁରୁଷ ହକି ଦଳ ଏଫ୍ଆଇଏଚ୍ ହକି ପ୍ରୋ-ଲିଗ୍ ଚାମ୍ପିୟନ ନେଦରଲାଣ୍ଡ୍ସକୁ ୨-୧ ଗୋଲ୍ରେ ପରାସ୍ତ କରିଛି। ରବିବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ତରଫରୁ…
ଭର୍ଷ୍ଟାପେନ ଜିତିଲେ ବେଲଜିଆନ ଗ୍ରାଁ ପ୍ରି
ସ୍ପା-ଫ୍ରାଙ୍କୋଚାମ୍ପ୍ସ (ବେଲଜିୟମ), ୩୧।୭ (ଏପି): ଡିଫେଣ୍ଡିଂ ଫର୍ମୁଲାଓ୍ବାନ ଚାମ୍ପିୟନ ମ୍ୟାକ୍ସ ଭର୍ଷ୍ଟାପେନ ରବିବାର ଅନୁଷ୍ଠିତ ବେଲଜିଆନ ଗ୍ରାଁ ପ୍ରି ଫର୍ମୁଲାଓ୍ବାନ ମୋଟରରେସିଂ ବିଜେତା ହୋଇଛନ୍ତି। ପୂରା ସିଜନରେ ଆଧିପତ୍ୟ ବିସ୍ତାର କରିଥିବା ଏହି ରେଡ୍ବୁଲ୍ ଡ୍ରାଇଭର କ୍ରମାଗତ ୮ମ ଏବଂ ଓଭରଅଲ୍…
ଅଷ୍ଟ୍ରେଲିଆ ପଥରେ ବର୍ଷା ବାଧା
ଲଣ୍ଡନ, ୩୧।୭: ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ପଞ୍ଚମ ତଥା ଅନ୍ତିମ ଆଶେଷ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆର ବିଜୟ ପଥରେ ବର୍ଷା ବାଧା ସୃଷ୍ଟି କରିଛି। ଇଂଲଣ୍ଡ ପକ୍ଷରୁ ୩୮୪ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଅଷ୍ଟ୍ରେଲିଆ ରବିବାର ୪ର୍ଥ ଦିବସରେ…
‘ନିର୍ଦ୍ଦିଷ୍ଟ ମ୍ୟାଚ କିମ୍ବା ସିରିଜକୁ ନେଇ ଚିନ୍ତିତ ନୋହୁଁ’
ବ୍ରିଜଟାଉନ୍, ୩୧।୭: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ପରାସ୍ତ ହୋଇଛି। ଭାରତ ୪୦.୫ ଓଭରରେ ୧୮୧ ରନ୍କରି ଅଲ୍ଆଉଟ ହୋଇଥିବାବେଳେ ଓ୍ବେଷ୍ଟଇଣ୍ଡିଜ ୮୦ଟି ବଲ୍ ବାକିଥାଇ ୩୬.୪ ଓଭରରେ ୪ ଉଇକେଟ ହରାଇ ୧୮୨ ରନ ସଂଗ୍ରହ…
Archives


