ତାଲିବାନୀ ପ୍ରତିନିଧୀଙ୍କୁ ଭେଟିଲା ଆମେରିକା, ଆତଙ୍କବାଦ ଉପରେ ଆଲୋଚନା
ଦୋହା,୧।୮: ଆଫଗାନିସ୍ତାନରେ ତାଲିବାନୀଙ୍କ ଜବରଦଖଲ ପରେ ଆମେରିକା ନିଜର ସେନା ପ୍ରତ୍ୟାହାର କରିନେଇଛି ସତ କିନ୍ତୁ ତାଲିବାନ ସରକାରଙ୍କ ସହ ଆମେରିକା ନିରନ୍ତର ଯୋଗାଯୋଗ ସମ୍ପର୍କ ରଖିଛି। ଆମେରିକାର ବରିଷ୍ଠ କୂଟନୀତିଜ୍ଞଙ୍କ ଏକ ଦଳ ତାଲିବାନର କିଛି ପ୍ରତିନିଧୀଙ୍କୁ ଭେଟିଛନ୍ତି। ଜୁଲାଇ…
ଖଲିସ୍ତାନୀ ହରବିନ୍ଦର ସିଂଙ୍କ ସମେତ ୬ ପଳାତକ ଅପରାଧୀ ଘୋଷିତ…
ନୂଆଦିଲ୍ଲୀ,୧।୮ : ନୂଆଦିଲ୍ଲୀରେ ଥିବା ଜାତୀୟ ଅନୁସନ୍ଧାନ ଏଜେନ୍ସିର ସ୍ବତନ୍ତ୍ର କୋଟ ୬ ଜଣ ଗ୍ୟାଙ୍ଗଷ୍ଟରକୁ ଅପରାଧୀ ବୋଲି ଘୋଷଣା କରିଛନ୍ତି। ଏହି ଗ୍ୟାଙ୍ଗଷ୍ଟରମାନେ କାନାଡା ଏବଂ ପାକିସ୍ଥାନରୁ ଅପରାଧ କରିଥାନ୍ତି। ଅପରାଧୀ ଘୋଷିତ ଏହି ଗ୍ୟାଙ୍ଗଷ୍ଟରମାନଙ୍କ ମଧ୍ୟରେ କାନାଡା ଭିତ୍ତିକ…
ସେନାରେ ବ୍ରିଗେଡିୟର-ଉପର ର଼୍ୟାଙ୍କ ଅଧିକାରୀମାନେ ପିନ୍ଧିବେ ସମାନ ୟୁନିଫର୍ମ…
ନୂଆଦିଲ୍ଲୀ,୧।୮ : ମଙ୍ଗଳବାରଠାରୁ ଭାରତୀୟ ସେନାରେ ଏକ ନୂତନ ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଛି। ଏହି ପରିବର୍ତ୍ତନ ଅନ୍ତର୍ଗତ ବର୍ତ୍ତମାନ ବ୍ରିଗେଡିୟର୍ ଏବଂ ତଦୁର୍ଦ୍ଧ୍ୱ ପଦବୀର ସମସ୍ତ ଅଧିକାରୀ ସେମାନଙ୍କ କ୍ୟାଡର ଏବଂ ପ୍ରାରମ୍ଭିକ ପୋଷ୍ଟିଂ ନିର୍ବିଶେଷରେ ସମାନ ୟୁନିଫର୍ମ ପିନ୍ଧିବେ। ସାଧାରଣ…
ସ୍ତ୍ରୀଙ୍କୁ ବ୍ୟାଟରେ ପିଟି ହତ୍ୟା କଲେ ଶିଖ୍ ବୃଦ୍ଧ
ଲଣ୍ଡନ,୧।୮: ବ୍ରିଟେନରେ ଜଣେ ଶିଖ ବୃଦ୍ଧ ତାଙ୍କ ସ୍ତ୍ରୀଙ୍କୁ ନିଜ ଝିଅର ବ୍ୟାଟରେ ପିଟି ପିଟି ହତ୍ୟା କରିଛନ୍ତି॥ ବୃଦ୍ଧ ବ୍ୟକ୍ତିଙ୍କ ବୟସ ୭୯ ବର୍ଷ। ରିପୋର୍ଟ ଅନୁଯାୟୀ, ବ୍ୟକ୍ତି ଜଣକ ସ୍ତ୍ରୀଙ୍କୁ ହତ୍ୟା ପରିବା ପରେ ଲଣ୍ଡନ ପୋଲିସ ଷ୍ଟେସନକୁ…
ଗତ ପାଞ୍ଚ ବର୍ଷରେ ୫୩,୩୩୬ ପାରାମିଲିଟାରୀ କର୍ମଚାରୀ ଛାଡ଼ିଛନ୍ତି ଚାକିରି, ୬୫୮ ଜଣ କରିଛନ୍ତି ଆତ୍ମହତ୍ୟା…
ନୂଆଦିଲ୍ଲୀ,୧।୮ : ଗତ ପାଞ୍ଚ ବର୍ଷ ମଧ୍ୟରେ ପଚାଶ ହଜାରରୁ ଅଧିକ ଯବାନ ଚାକିରି ଛାଡିଛନ୍ତି କିମ୍ବା କେନ୍ଦ୍ରୀୟ ପୋଲିସ ସୁରକ୍ଷା ବାହିନୀ ଏବଂ ଆସାମ ରାଇଫଲରୁ ଅବସର ନେଇଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ସରକାର ଏହି ଲିଖିତ ସୂଚନା ଦେଇଛନ୍ତି।…
ଆମେରିକାରେ ପୁଣି ବୃଦ୍ଧି ପାଉଛି କରୋନା ମାମଲା, ଚେତାଇଲା ସ୍ବାସ୍ଥ୍ୟ ବିଭାଗ
ଓ୍ବାଶିଂଟନ୍,୧।୮: ଆମେରିକାକୁ ପୁଣି ଡରାଇଛି କରୋନା। ସେଣ୍ଟର୍ସ ଫର ଡିଜିଜି କଣ୍ଟ୍ରୋଲ (ସିଡିସି) ଚେତାବନୀ ଦେଇଛି ଯେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ତେବେ କରୋନା ଯୋଗୁ ଡାକ୍ତରଖାନାରେ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରିପୋର୍ଟରୁ ଜଣାପଡିଛି…
ଡକସୁରୀ ଝଡ଼ରେ ୮ ଲକ୍ଷରୁ ଅଧିକ ପ୍ରଭାବିତ, ୩୦ ହଜାରରୁ ଅଧିକ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର…
ବେଜିଂ,୧।୮ : ଉତ୍ତର ଚାଇନାର କେତେକ ସ୍ଥାନରେ ଭୟଙ୍କର ଡକସୁରୀ ଝଡ଼ର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ ବନ୍ୟାରେ ଖେଳନା ପରି ବହୁ ଭାରୀ ଯାନ ମଧ୍ୟ ଧୋଇ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ଝଡ଼ରେ ୮ଲକ୍ଷରୁ ଅଧିକ ଲୋକ ପ୍ରଭାବିତ…
ନିଜକୁ କୁକୁର ବେଶରେ ସଜାଇବା ପାଇଁ ୨୨ହଜାର ଡଲାର ଖର୍ଚ୍ଚ କଲେ ଜାପାନୀ ବ୍ୟକ୍ତି
ଟୋକିଓ,୧।୮: ଜାପାନରୁ ଏକ ଅଜବ ଟ୍ରେଣ୍ଡ ଦେଖିବାକୁ ମିଳିଛି। ଲୋକେ ଏଠି କୁକୁର ପୋଷାକ ପିନ୍ଧି ନିଜକୁ କୁକୁର ବେଶରେ ସଜାଉଛନ୍ତି। ସୋମାବର ଏକ ବ୍ୟକ୍ତି ୧୪ହଜାର ଡଲାର ଖର୍ଚ୍ଚ କରି କୁକୁର ବେଶ ହୋଇଥିଲେ। ସେହିପରି ଆଉ ଜଣେ ବ୍ୟକ୍ତି…
ଚାଇନା ବିଦେଶ ମନ୍ତ୍ରୀ କ୍ୱିନ ଗ୍ୟାଙ୍ଗ କେଉଁଠି, ଜିନପିଙ୍ଗ ସରକାରଙ୍କ ଉପରେ ସନ୍ଦେହ ଘନେଇଲା…
ବେଜିଂ,୧।୮ : ଚାଇନାର ପୂର୍ବତନ ବୈଦେଶିକ ମନ୍ତ୍ରୀ କ୍ୱିନ ଗ୍ୟାଙ୍ଗ ଗତ କିଛି ଦିନ ହେବ ନିଖୋଜ ଥିଲେ ମଧ୍ୟ ତାଙ୍କ ବିଷୟରେ ଏପର୍ଯ୍ୟନ୍ତ କିଛି ଜଣା ପଡିନାହିଁ। ନିକଟରେ କିନ ଗ୍ୟାଙ୍ଗଙ୍କୁ ପଦରୁ ହଟାଇ ଦିଆଯାଇଥିଲା।କିନ୍ତୁ ଆଶ୍ଚର୍ଯ୍ୟର କଥା, ଗ୍ୟାଙ୍ଗଙ୍କ…
୬ ମାସରେ କାନ୍ଦାହାରରେ ୧୦୦୦ରୁ ଅଧିକ ଯକ୍ଷ୍ମାରେ ଆକ୍ରାନ୍ତ…
କାବୁଲ,୧।୮ : ତାଲିବାନ ଆଫଗାନିସ୍ତାନ ଦଖଲ କରିବା ଦିନଠାରୁ ଏହି ଦେଶର ଅବସ୍ଥା ଆହୁରି ଖରାପ ହୋଇପଡିଛି। କାବୁଲର ଟୋଲୋ ନ୍ୟୁଜରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଗତ ୬ ମାସ ମଧ୍ୟରେ କାନ୍ଦାହାରରେ ୧୦୦୦ ରୁ ଅଧିକ ଲୋକ ଯକ୍ଷ୍ମାରେ…
ପାଲେଷ୍ଟାଇନରେ ଗୃହଯୁଦ୍ଧ ପରିସ୍ଥିତି: ୧୧ ମୃତ, ୫୦ରୁ ଅଧିକ ଆହତ
ଜେରୁଜାଲେମ,୧।୮: ଇସ୍ରାଏଲ ବିରୋଧରେ ଆତଙ୍କବାଦୀ ଆକ୍ରମଣ କରିଥିବା ପାଲେଷ୍ଟାଇନଙ୍କ ମଧ୍ୟରେ ଗୃହଯୁଦ୍ଧ ପରିସ୍ଥିତି ଦେଖାଯାଇଛି। ପାଲେଷ୍ଟାଇନ ଶରଣାର୍ଥୀ ଶିବିରରେ ହିଂସାକାଣ୍ଡ ବଢିବାରେ ଲାଗିଛି। ଶିବିର ଭିତରୁ ଲଗାତାର ଗୁଳମାଡର ଶଦ୍ଦ ଶୁଣିବାକୁ ମିଳୁଛି। ହିଂସାରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ…
ଲୋକ ସଭାରେ ଆଗତ ହେଲା ଦିଲ୍ଲୀ ସେବା ବିଲ୍, କଂଗ୍ରେସ କହିଲା ସମ୍ବିଧାନକୁ ଦୁର୍ବଳ କରୁଛନ୍ତି ସରକାର
ନୂଆଦିଲ୍ଲୀ,୧।୮: ଅଧିକାରୀଙ୍କ ପୋଷ୍ଟିଂ ଏବଂ ଟ୍ରାନ୍ସଫର ସହ ଜଡିତ ଦିଲ୍ଲୀ ସେବା ବିଲ୍ ମଙ୍ଗଳବାର ଲୋକ ସଭାରେ ଆଗତ ହୋଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଲ ଆଗତ କରିଛନ୍ତି। ବିରୋଧୀ ଦଳର…
Archives


