କେଜ୍ ଫାଇଟରେ ମୁହାଁମୁହିଁ ହେବେ ମସ୍କ- ଜୁକରବର୍ଗ, ଲାଇଭ ଷ୍ଟ୍ରିମିଂ ଏକ୍ସରେ…
ଓ୍ବାଶିଂଟନ,୭।୮ : ଦୁନିଆର ଦୁଇ ବଡ ବ୍ୟକ୍ତିତ୍ୱ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବେ। ଟୁଇଟର (ଏକ୍ସ) ସିଇଓ ଏଲନ ମସ୍କ ଏବଂ ମେଟା (ଫେସବୁକ) ସିଇଓ ମାର୍କ ଜୁକରବର୍ଗଙ୍କ ମଧ୍ୟରେ ଏକ କେଜ ଲଢ଼େଇ ହେବାକୁ ଯାଉଛି। ଏହି ଲଢ଼େଇ…
ଏମ୍ପି ପଦ ଫେରିପାଇଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୭ା୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଏମ୍ପି ପଦ ଫେରି ପାଇଛନ୍ତି। ଏନେଇ ସୋମବାର ଲୋକ ସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ମୋଦି ସର୍ନେମ୍ ମାମଲାରେ ରାହୁଲ ତାଙ୍କର ଏମ୍ପି ପଦ ହରାଇଥିଲେ। ତେବେ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି…
ଟ୍ରାଫିକ ଯୋଗୁ ବେଙ୍ଗାଲୁରୁରେ ପ୍ରତିବର୍ଷ କ୍ଷତି ହେଉଛି ୨୦ ହଜାର କୋଟି…
ବେଙ୍ଗାଲୁରୁ,୭।୮ : କର୍ନାଟକର ରାଜଧାନୀ ବାଙ୍ଗାଲୋର ଏହାର ବୈଷୟିକ ଶିଳ୍ପ ଏବଂ ଭିଡ଼ ପାଇଁ ଜଣାଶୁଣା । ଏ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆସିଛି। ରିପୋର୍ଟରେ କୁହାଯାଇଛି ସହରକୁ ପ୍ରତିବର୍ଷ ପ୍ରାୟ ୨୦ ହଜାର କୋଟି କ୍ଷତି ସହିବାକୁ ପଡୁଛି।…
ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତାକୁ ନେଇ ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତ ହେଉଛି କଂଗ୍ରେସ
ନୂଆଦିଲ୍ଲୀ,୭।୮: ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତାକୁ ଫେରାଇ ଆଣିବାକୁ ନେଇ ନେଇ କଂଗ୍ରେସ ଦଳ ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତ ହେଉଛି। ଯଦି ସୋମବାର ସନ୍ଧ୍ୟା ସୁଦ୍ଧା ତାଙ୍କର ସଦସ୍ୟତାକୁ ଫେରାଇ ଦିଆ ନ ଯାଏ ତେବେ ମଙ୍ଗଳବାର କଂଗ୍ରେସ ପକ୍ଷରୁ…
ମଣିପୁରରେ ପହଞ୍ଚିଲେ ପୁଣି ୧୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷାକର୍ମୀ…
ନୂଆଦିଲ୍ଲୀ,୭।୮ : ମଣିପୁରରେ ପୁଣି ଥରେ ହିଂସା ଦେଖାଦେଇଛି। ଏଭଳି ପରିସ୍ଥିତିରେ କେନ୍ଦ୍ରୀୟ ବାହିନୀର ୧୦ କମ୍ପାନୀ ସୁରକ୍ଷାକର୍ମୀ ରାଜ୍ୟରେ ପହଞ୍ଚିଛନ୍ତି। ଅପରପକ୍ଷରେ ଏକ ପ୍ରମୁଖ ଆଦିବାସୀ ସଂଗଠନର ସଦସ୍ୟମାନେ ସୋମବାର ନୂଆଦିଲ୍ଲୀରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାର କାର୍ଯ୍ୟକ୍ରମ…
ଜୁକରବର୍ଗ-ଏଲନ ମସ୍କଙ୍କ ଟୁଇଟ୍ ଝଡ଼
ନ୍ୟୁୟର୍କ,୭ା୮: ଫେସ୍ବୁକ୍ ଅର୍ଥାତ୍ ମେଟା ସିଇଓ ମାର୍କ୍ସ ଜୁକରବର୍ଗ ଏବଂ ‘X’ ସିଇଓ ଏଲନ ମସ୍କ ପ୍ରତ୍ୟେକ୍ଷ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛନ୍ତି। ଗତ କିଛି ମାସ ଧରି ଏହି ଦୁଇ କୋଟିପତିଙ୍କ ମଧ୍ୟରେ ନାନା କଥାକୁ ନେଇ ଝଡ଼ ସୃଷ୍ଟି…
ଦାମାସକସ ଉପରେ ଇସ୍ରାଏଲର ଆକ୍ରମଣ…
ଦାମାସକସ,୭।୮ : ସୋମବାର ଭୋର ସମୟରେ ସିରିଆର ରାଜଧାନୀ ଦାମାସକସ ସହର ଉପରେ ଇସ୍ରାଏଲ ଆକ୍ରମଣ କରିଛି। ଏଥିରେ ଚାରିଜଣ ସିରିଆ ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଆହତ ହୋଇଛନ୍ତି। କୁହାଯାଉଛି ସହରରେ ସାଇରନ ବାଜିବା ପରେ…
ହିଜାବ ନ ପିନ୍ଧିବାରୁ ମୁର୍ଦାଘରେ ମୃତଦେହ ସଫା କରିବା ଦଣ୍ଡାଦେଶ…
ତେହେରାନ,୭।୮ : ଇରାନ ସରକାର ହିଜାବ ପିନ୍ଧୁ ନ ଥିବା ମହିଳାଙ୍କ ପାଇଁ ନୂଆ ନୂଆ ଦଣ୍ଡାଦେଶ ଘୋଷଣା କରୁଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହିଳାମାନେ ଯେତେ ଅଧିକ ନିୟମ ଉଲ୍ଲଂଘନ କରୁଛନ୍ତି, ସରକାର ସେତେ ଅଧିକ ଏହାକୁ କଡାକଡି କରୁଛନ୍ତି।…
ବ୍ରିଟେନରେ ବ୍ୟାପୁଛି କରୋନା ମହାମାରୀର ନୂଆ ଭାରିଆଣ୍ଟ ଇଜି.୫.୧…
ଲଣ୍ଡନ,୭।୮ : ପୁଣିଥରେ ବ୍ରିଟେନରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରୁଛି। କରୋନାର ନୂଆ ଭାରିଆଣ୍ଟ ଇଜି.୫.୧ ଆରିସ ଦ୍ୱାରା ଲୋକେ ସଂକ୍ରମିତ ହେବାରେ ଲାଗିଛନ୍ତି। ଏହାକୁ ଇଜି.୫.୧ ଏରିସ ସବ ଭାରିଆଣ୍ଟ ନାମିତ କରାଯାଇଛି। ସାତଟି ନୂତନ କୋଭିଡ ଭାରିଆଣ୍ଟ…
ଭାରତ ଆସିବାକୁ ପାକିସ୍ତାନ କ୍ରିକେଟ ଦଳକୁ ଅନୁମତି
କରାଚୀ, ୭ା୮ (ପି.ଟି.): ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍ ୨୦୨୩ରେ ଖେଳିବା ପାଇଁ ପାକିସ୍ତାନ ସରକାର ରବିବାର ଦେଶର ସିନିୟର ପୁରୁଷ କ୍ରିକେଟ ଦଳକୁ ଭାରତ ଯିବା ଲାଗି ଅନୁମତି ପ୍ରଦାନ କରିଛି। ତେବେ ଦଳର ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିବା…
ସଡନ୍ଡେଥ୍ରେ ହାରିଲା ଚାମ୍ପିୟନ ଆମେରିକା
ସିଡ୍ନୀ,୭ା୮(ପି.ଟି.): ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ମହିଳା ଫୁଟବଲ୍ ବିଶ୍ୱକପ୍ରେ ରବିବାର ଏକ ବଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଡିଫେଣ୍ଡିଂ ଚାମ୍ପିୟନ ଯୁକ୍ତରାଷ୍ଟ୍ର ଆମେରିକାକୁ ବିଦା କରି ଅନ୍ତିମ-୮ରେ ସ୍ଥାନ ସୁରକ୍ଷିତ କରିଛି ସୁଇଡେନ୍। ଅନ୍ୟପକ୍ଷରେ ବିଗତ ସଂସ୍କରଣର ରନର ଅପ୍…
ଅଗଷ୍ଟ ବର୍ଷା ଭରଣା କଲା: ସ୍ବାଭାବିକଠାରୁ ୨% ଅଧିକ ହୋଇଛି
ଭୁବନେଶ୍ୱର,୭ା୮(ଅନିଲ ଦାସ): ଜୁନ୍ ଓ ଜୁଲାଇରେ ରାଜ୍ୟକୁ ନିଅଣ୍ଟିଆ ବର୍ଷାର ସମ୍ମୁଖୀନ ହେବାକୁ ପଡିଛି। ବର୍ଷା ଅଭାବରୁ ରାଜ୍ୟରେ ଚାଷକାର୍ଯ୍ୟ ମାନ୍ଦା ପଡିଥିଲା। ତେବେ ଜୁଲାଇ ୩୦ ତାରିଖରେ ସୃଷ୍ଟି ହୋଇଥିବା ଲଘୁଚାପ ରାଜ୍ୟକୁ ପର୍ଯ୍ୟାପ୍ତ ବର୍ଷା ଦେଇଛି। ପାଣିପାଗ ବିଭାଗ…
Archives


