ଶ୍ରୀଲଙ୍କାରେ ହେବ ଭାରତୀୟ ମୁଦ୍ରାରେ କାରବାର…
କଲମ୍ବୋ,୨୨।୭ : ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କ ଭାରତ ଗସ୍ତସମୟରେ ସେ ଶ୍ରୀଲଙ୍କା ଅର୍ଥନୀତିରେ ଭାରତୀୟ ଟଙ୍କା ବ୍ୟବହାର ବୃଦ୍ଧି କରିବାକୁ ଆହ୍ବାନ ଆହ୍ବାନ ଦେଇଛନ୍ତି। ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଅଲି ସାବରି ଶନିବାର କହିଛନ୍ତି ଭାରତୀୟ ପର୍ଯ୍ୟଟକ ଏବଂ ବ୍ୟବସାୟୀଙ୍କ…
ପୋଷା କୁକୁର ମୃତ୍ୟୁ ନେଇ ସିଆରପିଏଫ ଯବାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ହାଇକୋର୍ଟ ବିଚାରପତି…
ନୂଆଦିଲ୍ଲୀ,୨୨।୭ : ବର୍ତ୍ତମାନ କଲିକତା ହାଇକୋର୍ଟକୁ ସ୍ଥାନାନ୍ତରିତ ହୋଇଥିବା ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଗୌରାଙ୍ଗ କାନ୍ତଙ୍କ ଏକ ଚିଠି ଭାଇରାଲ ହେବାରେ ଲାଗିଛି। ସେ ଦିଲ୍ଲୀ ପୋଲିସର ଯୁଗ୍ମ ସିପି ‘ସୁରକ୍ଷା’ ମଙ୍ଗେଶ କାଶ୍ୟପଙ୍କୁ ଏହି ଚିଠି ଲେଖିଛନ୍ତି। ଏହି…
ହାଜିପୁରରୁ ଲୋକସଭା ନିର୍ବାଚନ ଲଢ଼ିବେ ପଶୁପତି…
ପାଟନା,୨୨।୭ : କେନ୍ଦ୍ର ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନଶକ୍ତି ପାର୍ଟି (ଆରଏଲଜେପି) ମୁଖ୍ୟ ପଶୁପତି କୁମାର ପାରସ ତାଙ୍କ ପୁତୁରା ଚିରାଗ ପାସୱାନଙ୍କ ସହ ବୁଝାମଣାର ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏନଡିଏ ବୈଠକରେ ଚିରାଗ ପାସୱାନ ତାଙ୍କ ପାଦ…
ପୋଖରୀକୁ ଖସିଲା ଯାତ୍ରୀବାହୀ ବସ: ୮ ମହିଳାଙ୍କ ସମେତ ୧୭ ଜଣଙ୍କ ମୃତ୍ୟୁ…
ଢାକା,୨୨।୭ : ଶନିବାର ଦକ୍ଷିଣ-ପଶ୍ଚିମ ବାଂଲାଦେଶର ରାସ୍ତା କୂଳରେ ଥିବା ପୋଖରୀକୁ ଏକ ଯାତ୍ରୀବାହୀ ବସ ଖସିପଡିଛି। ଏହି ଦୁର୍ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୧୨ରୁ ଅଧିକ ଆହତ ହୋଇଛନ୍ତି। ପୋଲିସ କହିଛି ଝାଲକଠି ଜିଲାରେ ୬୦ ରୁ…
ଗରିବ ମହିଳାଙ୍କ ଲୁଗା ଚିରିବା ଘଟଣାକୁ ରାଜନୈତିକ ଚଷମାରେ ଦେଖା ନ ଯାଉ: ଟିଏମସି ମନ୍ତ୍ରୀ…
କୋଲକାତା,୨୨।୭ : ପଶ୍ଚିମବଙ୍ଗର ଟିଏମସି ନେତା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରରେ ମହିଳା ଏବଂ ଶିଶୁ ବିକାଶ ତଥା ସାମାଜିକ କଲ୍ୟାଣ ମନ୍ତ୍ରୀ ଥିବା ଶଶି ପାଞ୍ଜା ରାଜ୍ୟର ମାଲଦା ଜିଲାର ଦୁଇଜଣ ମହିଳାଙ୍କ ଉପରେ ହୋଇଥିବା ନିର୍ଯାତନା ନେଇ…
୧୬ ବିପଜ୍ଜନକ ହାଇଓ୍ବେ-ଏକ୍ସପ୍ରେସଓ୍ବେରେ ହେବ ଶୂନ ମୃତ୍ୟୁ କରିଡର: ଗଡକରୀ…
ନୂଆଦିଲ୍ଲୀ,୨୨।୭ : ଜାତୀୟ ରାଜଧାନୀ ଦିଲ୍ଲୀରେ ଉଚ୍ଚ ସ୍ତରୀୟ ସଡକ ସୁରକ୍ଷା କେନ୍ଦ୍ରର ଉଦଘାଟନ କରି ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଦାବି କରିଛନ୍ତି ବର୍ତ୍ତମାନ ଦେଶର ରାସ୍ତାରେ ଦୁର୍ଘଟଣା ଯୋଗୁ ମୃତ୍ୟୁ ଘଟଣା ୫୦ ପ୍ରତିଶତ…
ସତ କହିବାର ଫଳ ମିଳିଲା: ରାଜେନ୍ଦ୍ର ସିଂ…
ଜୟପୁର,୨୨।୭ : ରାଜସ୍ଥାନର ଅଶୋକ ଗେହଲୋଟ ନେତୃତ୍ୱାଧୀନ କଂଗ୍ରେସ ସରକାରରେ ମନ୍ତ୍ରୀ ପଦରୁ ବହିଷ୍କୃତ ହେବା ପରେ ରାଜେନ୍ଦ୍ର ସିଂ ଗୁଦ୍ଧ କହିଛନ୍ତି ସତ୍ୟ କହିବାର ଫଳ ସ୍ବରୂପ ତାଙ୍କୁ ଦଣ୍ଡ ଦିଆଯାଇଛି। ୨୧ ଜୁଲାଇ ୨୦୨୩ ରେ ରାଜସ୍ଥାନର ଗ୍ରାମ୍ୟ…
ସରକାରୀ ଚାକିରିରେ ନିଯୁକ୍ତି ଦେଲେ ଅବା ନ ଦେଲେ କଂଗ୍ରେସର ସମସ୍ୟା: ପ୍ରିୟଙ୍କାଙ୍କୁ ଶିବରାଜଙ୍କ ଜବାବ…
ଭୋପାଳ,୨୨।୭ : ସରକାରୀ ନିଯୁକ୍ତି ପ୍ରଦାନ କଲେ ଅବା ନ କଲେ ଉଭୟରେ କଂଗ୍ରେସର ସମସ୍ୟା। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଶିବରାଜଙ୍କ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ମନ୍ତବ୍ୟ ଉପରେ ଏଭଳି କହି ନିଜର ପ୍ରତିକ୍ରିୟା ଦେଇଛନ୍ତିି।…
ତାଇଓ୍ବାନ ସମରାଭ୍ୟାସର ଜବାବ: ୩୭ ଫାଇଟର ଜେଟ୍-ଯୁଦ୍ଧପୋତ ପଠାଇଲା ଚାଇନା…
ବେଜିଂ/ତାଇପେ,୨୨।୭ : ତାଇଓ୍ବାନ ସେନାର ସମରାଭ୍ୟାସ ଏବଂ ପ୍ରସ୍ତୁତିର ଜବାବ ଦେଇଛି ଚାଇନା ନିଜର ଶକ୍ତି ପ୍ରଦର୍ଶନ କରି ଚାଇନା ୩୭ ଫାଇଟର ଜେଟ୍ ଏବଂ ଯୁଦ୍ଧପୋତ ତାଇୱାନ ଆଡକୁ ପଠାଇଛି। ତାଇଓ୍ବାନ ସ୍ବୟଂଶାସିତ ଅଞ୍ଚଳର ପ୍ରତିରକ୍ଷା ମନ୍ତ୍ରଣାଳୟ ଶନିବାର ଏହି…
ବାଗ୍ଦାଦର ଗ୍ରୀନ୍ ଜୋନ୍ରେ ଆକ୍ରମଣ ଉଦ୍ୟମ
ବାଗ୍ଦାଦ,୨୨ା୭: ଡେନମାର୍କରେ କୁରାନ ଏବଂ ଇରାକ ପତାକା ଜାଳିବା ପ୍ରତିବାଦରେ ବାଗ୍ଦାଦ୍ର ଗ୍ରୀନ ଜୋନ୍ ଉପରେ ଆକ୍ରମଣ ଉଦ୍ୟମ କରିଛନ୍ତି ବିକ୍ଷୋଭକାରୀ। ଶନିବାର ପୂର୍ବାହ୍ନରେ ଶହ ଶହ ବିକ୍ଷୋଭକାରୀ ବାଗ୍ଦାଦ୍ର ଇରାକର ଦୂତାବାସ ଥିବା ଗ୍ରୀନ ଜୋନ୍ ଉପରେ ଆକ୍ରମଣ କରିବାକୁ…
ପାକିସ୍ତାନକୁ ତାଲିବାନର ପରାମର୍ଶ ଟିଟିପି ସହିତ ଶାନ୍ତିବାର୍ତ୍ତା ଜାରି ରହୁ…
ଇସଲାମାବାଦ,୨୨।୭ : ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀ ତେହେରିକ-ଇ-ତାଲିବାନ ପାକିସ୍ଥାନ (ଟିଟିପି) ସହିତ ଆଫଗାନିସ୍ତାନ ତାଲିବାନ ପାକିସ୍ତାନ ସରକାରଙ୍କୁ ଆଉ ଏକ ରାଉଣ୍ଡ ଆଲୋଚନା ଆରମ୍ଭ କରିବାକୁ ପରାମର୍ଶ ଦେଇଛି। କାବୁଲର ଜଣେ ବରିଷ୍ଠ ନେତା ଇସଲାମାବାଦକୁ କହିଛନ୍ତି ଏହା ଯୁଦ୍ଧ ଅପେକ୍ଷା…
ଗାନ୍ଧୀ-ଜୟପ୍ରକାଶଙ୍କ ଐତିହ୍ୟ ସର୍ବ ସେବା ସଂଘ ଭାଙ୍ଗିବାକୁ ପହଞ୍ଚିଲା ପ୍ରଶାସନ: ବହୁ ଗାନ୍ଧୀବାଦୀ ନେତା ହାଜତରେ …
ବାରାଣସୀ,୨୨।୭ : ଉତ୍ତରପ୍ରଦେଶର ବାରାଣସୀର ରାଜଘାଟରେ ଅବସ୍ଥିତ ସର୍ବ ସେବା ସଂଘ ଭବନର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିବା ପରେ ଶନିବାର ସକାଳେ ପ୍ରଶାସନିକ କାର୍ଯ୍ୟ ଆରମ୍ଭ ହୋଇଥିଲା। କୋଠା ଖାଲି କରିବାକୁ ପ୍ରଶାସନିକ ଦଳ ସହିତ ଅନେକ ପୋଲିସ ଫୋର୍ସ…
Archives


