Home Middle

୨୦୧୯ ପିଏମକେ ହତ୍ୟା ଘଟଣାର ତଦନ୍ତ କଲା ଏନଆଇଏ, ତାମିଲନାଡୁର ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେଶନ ଜାରି

ଚେନ୍ନାଇ,୨୩।୭: ଥାନାଜୁରୁ ଜିଲାର ତିରୁବୁଭାନାମରେ ପୂର୍ବତନ ପଟ୍ଟାଲୀ ମକ୍କାଲ କାଚି (ପିଏମକେ) ର ରାମଲିଙ୍ଗମଙ୍କ ୨୦୧୯ ହତ୍ୟା ଘଟଣାରେ ଏନଆଇଏ ପୁଣିଥରେ ତଦନ୍ତ ଆରମ୍ଭ କରିଛି। ଜାତୀୟ ଯାଞ୍ଚ ଏଜେନ୍ସି (ଏନଆଇଏ)ର ଅଧିକାରୀମାନେ ରବିବାର ତାମିଲନାଡୁର ବିଭିନ୍ନ ସ୍ଥାନରେ ଯାଞ୍ଚ କରିଥିଲେ।…

ନଓ୍ବାଜଙ୍କୁ ଭେଟିବେ ଆସିଫ ଜରଦାରୀ…

ଇସଲାମାବାଦ,୨୩।୭ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଲଣ୍ଡନରେ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ମୁଖ୍ୟ ନୱାଜ ସରିଫଙ୍କୁ ଭେଟିବେ। ଏଆରଓ୍ବାଇ ନ୍ୟୁଜରୁ ଏହି ସୂଚନା ମିଳିଛି । ପିପିପି ସୂତ୍ର ଅନୁଯାୟୀ ପୂର୍ବତନ ରାଷ୍ଟ୍ରପତି ଖୁବ ଶୀଘ୍ର…

ହାଜିପୁର ଆସନ ମୋ ପାଖରୁ କେହି ନେଇ ପାରିବେ ନାହିଁ: ପଶୁପତି

ପାଟନା,୨୩।୭: ଅଗାମୀ ଲୋକସଭା ନିର୍ବାଚନକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ଆଗାମୀ ନିର୍ବାଚନ ଉଭୟ ମେଣ୍ଟରେ କଡା ଟକ୍କର ହେବାକୁ ଯାଉଛି। ତେବେ କେନ୍ଦ୍ର ମନ୍ତ୍ରୀ ପଶୁପତି ପାରଶ ବିହାରର ହାଜିପୁରରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। ପାରଶ…

ଆଫଗାନିସ୍ତାନରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୪.୬…

କାବୁଲ,୨୩।୭ : ରବିବାର ଆଫଗାନିସ୍ତାନରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୬ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ର ଭୂପୃଷ୍ଠର ୧୬୫ କିଲୋମିଟର ଗଭୀରତାରେ ଥିଲା। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ରବିବାର ପୂର୍ବାହ୍ନ…

ଶପିଂ ମଲରେ ଗରମ ପାଣି ପାଇପ ଫାଟି ୪ ମୃତ, ୭୦ ରୁ ଅଧିକ ଆହତ…

ମସ୍କୋ,୨୩।୭ : ମସ୍କୋର ଏକ ଶପିଂ ମଲରେ ଗରମ ପାଣି ପାଇପ ଫାଟିଯିବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦ ଜଣରୁ ଅଧିକ ଆହତ ହୋଇଛନ୍ତି। ନ୍ୟୁଜ ଏଜେନ୍ସି ତାସ ମେୟର ସରୋଜ ସୋବିୟାନିନଙ୍କ ଅନୁସାରେ ଏହି ସୂଚନା…

ଯୌନହିଂସା ଥମିବା ପାଇଁ ସମାଧାନ ବତାଇଲେ ଇରୋମ ଶର୍ମିଲା

ଇମ୍ଫାଲ,୨୩।୭: ମଣିପୁର ଲଜ୍ଜାକୁ ନେଇ ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି। ତେବେ ହିଂସା ରୋକିବା ପାଇଁ ଆଇରନ୍‌ ଲେଡି ଓ ପରିବେଶକର୍ମୀ ଇରୋମ ଶର୍ମିଲା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତ, ପ୍ରଧାନମନ୍ତ୍ରୀ ରାଜ୍ୟର ସବୁ ବିଧାୟକମାନଙ୍କ ସହ କଥା…

ସିନ୍ଧରେ ଗାଁରେ ଆକ୍ରମଣ କଲେ ୪ ଶହରୁ ଅଧିକ ଆକ୍ରମଣକାରୀ, ମହିଳା-ଶିଶୁଙ୍କୁ ଅପହରଣ…

ଇସଲାମାବାଦ,୨୩।୭ : ପାକିସ୍ତାନରେ ଶହ ଶହ ଆକ୍ରମଣକାରୀ ସିନ୍ଧରେ ଗାଁ ଉପରେ ଆକ୍ରମଣ କରି ମହିଳା ଓ ଶିଶୁମାନଙ୍କୁ ଅପହରଣ କରିଛନ୍ତି। ଦୁଇ ଯୁବକଙ୍କର ମୃତ୍ୟୁ ଘଟଛି। ପାକିସ୍ତାନର ସିନ୍ଧ ପ୍ରଦେଶର ସୁକ୍କୁର ଗ୍ରାମରେ ଶହ ଶହ ସଶସ୍ତ୍ର ଲୋକ ଆକ୍ରମଣ…

ଗ୍ରୀସର ରୋଡସ ଦ୍ୱୀପରେ ଜଙ୍ଗଲ ନିଆଁ,୩୦ ହଜାର ଲୋକ ଉଦ୍ଧାର…

ତେଲ ଅଭିବ,୨୩।୭ : ଗ୍ରୀସର ଜଙ୍ଗଲରେ ପ୍ରବଳ ଅଗ୍ନିକାଣ୍ଡ ହେତୁ ସାଧାରଣ ଜୀବନ ବ୍ୟାହତ ହୋଇଛି। ନିଆଁ ଏତେ ବିପଜ୍ଜନକ ହୋଇପଡିଛି ସମସ୍ତ ଆବାସିକ ଅଞ୍ଚଳ ମଧ୍ୟ କବଳିତ ହୋଇପଡିଛି। ଗ୍ରୀସ ଏବଂ ରୋଡ ଆଇଲାଣ୍ଡରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି।…

ପାଲେଷ୍ଟାଇନ ପାଠ୍ୟ ପୁସ୍ତକରେ ଲିଖିତ ଇହୁଦୀ ବିରୋଧୀ ଶବ୍ଦକୁ ଇୟୁର ସମାଲୋଚନା…

ତେଲ ଅଭିବ,୨୩।୭ : ପାଲେଷ୍ଟାଇନ ପାଠ୍ୟ ପୁସ୍ତକରେ ଲିଖିତ ଇହୁଦୀ ବିରୋଧୀ ଶବ୍ଦକୁ ଇୟୁ(ୟୁରୋପିଆନ ୟୁନିଅନ) ସମାଲୋଚନା କରିଛି। ପାଲେଷ୍ଟାଇନ ପାଠ୍ୟ ପୁସ୍ତକରୁ ଉତ୍ତେଜନା ତଥା ଇହୁଦୀ ବିରୋଧୀ ଶବ୍ଦ ହଟାଇବା ପାଇଁ ଏକ ସର୍ତ୍ତ ଭାବରେ ପାଣ୍ଠି ଛାଡ ପାଇଁ…

ମହିଳା ନିର୍ଯାତନା ଉପରେ କିଛି ବି ଶୁଣିବାକୁ ଚାହୁଁନି କଂଗ୍ରେସ: ସ୍ମୃତି ଇରାନୀ…

ନୂଆଦିଲ୍ଳୀ,୨୨।୭ : ମଣିପୁରରେ ମହିଳାଙ୍କୁ ନିର୍ବସ୍ତ୍ର କରି ବୁଲାଇବା ଘଟଣାକୁ ନେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଡ଼ା ନିନ୍ଦା କରିଛନ୍ତି। ଏହି ଭାଇରାଲ ଭିଡ଼ିଓ ଏବେ ସଂସଦରେ ପହଞ୍ଚିଛି। ଏହାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିରୋଧ କରାଯାଇଛି। ସ୍ମୃତି…

ଗାନ୍ଧୀ ପରିବାର କାହିଁକି ନୀରବ, ରାଜସ୍ଥାନ-ପଶ୍ଚିମବଙ୍ଗରେ ମହିଳା ନିର୍ଯାତନା: ଅନୁରାଗ ଠାକୁରଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୨୨।୭ : ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରେ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ନେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳକୁ କଡ଼ା ସମାଲୋଚନା କରିଛନ୍ତି। ବିହାର, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରେ ମହିଳାଙ୍କ ଉପରେ ନିର୍ଯାତନା ବଢ଼ି…

ରୁଷିଆ କଲା ପୁଣି ଆକ୍ରମଣ: ୮ ମୃତ, ଦକ୍ଷିଣ-ପୂର୍ବ ଅଞ୍ଚଳରେ ଲଢ଼େଇ ଜାରି…

କିଭ୍‌,୨୨।୭ : ରୁଷିଆ ୟୁକ୍ରେନର ୧୧ ଟି ଅଞ୍ଚଳରେ ଜୋରଦାର ଆକ୍ରମଣ କରିଛି। ଯେଉଁଥିରେ ୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅଧିକାରୀଙ୍କ କହିବାନୁସାରେ, ଏହି ଆକ୍ରମଣରେ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି। ୟୁକ୍ରେନ ନିଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri