ଜାନୁୟାରୀ ଶେଷ ସପ୍ତାହରେ ପାକିସ୍ତାନରେ ନିର୍ବାଚନ
ଇସଲାମାବାଦ,୨୧ା୯: ପାକିସ୍ତାନରେ ସାଧାରଣ ନିର୍ବାଚନ ୨୦୨୪ ଜାନୁୟାରୀ ଶେଷ ସପ୍ତାହରେ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଏକ ବିବୃତ୍ତିରେ ନିର୍ବାଚନ କମିଶନର କହିଛନ୍ତି, ଏହା ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ଉପରେ କାର୍ଯ୍ୟର ସମୀକ୍ଷା କରିଛି ଏବଂ ନିର୍ବାଚନମଣ୍ଡଳୀର…
ବରଗଡ଼ରେ ଆୟକର ବିଭାଗ ପକ୍ଷରୁ ବଡ଼ଧରଣର ଚଢ଼ାଉ
ବରଗଡ଼,୨୧ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଗୁରୁବାର ସକାଳୁ କେନ୍ଦ୍ରୀୟ ଆୟକର ବିଭାଗ ପକ୍ଷରୁ ବଡ଼ଧରଣର ଚଢ଼ାଉ ଜାରି ରହିଛି। ଜିଲାର ବରଗଡ଼ ସହର ସମେତ ସୋହେଲା ଆଦି ଅଞ୍ଚଳର ପ୍ରାୟ ୮୦ ସ୍ଥାନରେ ଏହି ରେଡ୍ ଜାରି ରହିଛି। ବିପୁଳ ପରିମାଣରେ ଆୟକର…
ଧମକ ଦେଲେ ସୌଦି ଆରବ କ୍ରାଉନ ପ୍ରିନ୍ସ
ରିୟାଦ,୨୧।୯: ସୌଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ବୁଧବାର ଫକ୍ସ ନ୍ୟୁଜକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ଯଦି ତାଙ୍କ ପ୍ରତିଦ୍ୱନ୍ଦି ଇରାନ ନ୍ୟୁକ୍ଲିୟର ବା ଆଣବିକ ବୋମା ତିଆରି କରେ ତେବେ ସେ ବି ନ୍ୟୁକ୍ଲିୟର ବୋମା…
ଭାରତ-କାନାଡା ବିବାଦ: ୬୭ହଜାର କୋଟି ଟଙ୍କାର କ୍ଷତି, ହୋଇପାରେ ଦରବୃଦ୍ଧି
ନୂଆଦିଲ୍ଲୀ,୨୧।୯: ଭାରତ ଏବଂ କାନାଡା ମଧ୍ୟରେ ଦିନକୁ ଦିନ ତିକ୍ତତା ବଢିବାରେ ଲାଗିଛି। ଉଭୟ ଦେଶ ପରସ୍ପରର କୂଟନୀତିଜ୍ଞଙ୍କୁ ମଧ୍ୟ ବହିଷ୍କାର କରିଛନ୍ତି। କେବଳ ଏତିକି ନୁହେଁ, କିଛି ବାଣିଜ୍ୟ କାରବାରକୁ ସ୍ଥଗିତ ରଖାଯାଇଛି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗିଡିବାରେ…
ସେପ୍ଟେମ୍ବର ୨୩ରେ ପୁଣି ଆକ୍ଟିଭ ହୋଇପାରେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର୍, ରୋଭର
ନୂଆଦିଲ୍ଲୀ,୨୧।୯: ଇସ୍ରୋର ଚନ୍ଦ୍ରୟାନ-୩ ମିଶନ ସଫଳତାର ସହିତ ଶେଷହୋଇଛି, କିନ୍ତୁ ଖବର ଆସୁଛି ଯେ ଏହି ମିଶନ ବର୍ତ୍ତମାନ ପୁଣି ଆରମ୍ଭ ହୋଇପାରେ। ଇସ୍ରୋର ସ୍ପେସ ବୈଜ୍ଞାନିକମାନେ କହିଛନ୍ତି , ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର୍ ଏବଂ ରୋଭର ସେପ୍ଟେମ୍ବର ୨୩ରେ ପୁନର୍ବାର ସକ୍ରିୟ…
ଗ୍ଲୋବାଲ ଓ୍ବାର୍ମିଂକୁ ନେଇ ୩୨ଟି ଦେଶ ବିରୋଧରେ କୋର୍ଟରେ ମାମଲା ଦାୟର କଲେ ୬ପର୍ତ୍ତୁଗୀଜ
ଲିସବନ,୨୧।୯: ବିଶ୍ୱତାପନ ବା ଗ୍ଲୋବାଲ ଓ୍ବାର୍ମିଂ ପ୍ରସଙ୍ଗରେ ସଠିକ୍ ପଦକ୍ଷେପ ନ ନେବାରୁ ୩୨ଟି ଦେଶ ବିରୋଧରେ କୋର୍ଟରେ ମକଦ୍ଦମା ଦାଖଲ କରାଯାଇଛି। ୬ଜଣ ପର୍ତ୍ତୁଗୀଜ ଯୁବକ ଏନେଇ ୟୁରୋପୀୟ ମାନବିକ ଅଧିକାର କୋର୍ଟରେ ଅଭିଯୋଗ କରିଛନ୍ତି। ୨୦୧୭ରେ ଜଳବାୟୁ ପରିବର୍ତ୍ତନ…
ବିଜେଡିରୁ ସୌମ୍ୟରଞ୍ଜନ ପଟ୍ଟନାୟକ, ସୁଧାଂଶୁ ଶେଖର ପରିଡ଼ା ବହିଷ୍କୃତ
ଭୁବନେଶ୍ୱର,୨୧ା୯(ଅନିଲ ଦାସ): ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ଗୁରୁବାର ବିଜେଡିରୁ ବହିଷ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ଏହି ଦୁଇ ବିଧାୟକଙ୍କୁ ଦଳର ସୁପ୍ରିମୋ ଆଜି ଅପରାହ୍ନରେ…
‘ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହେବା ଏକ ସୁବର୍ଣ୍ଣ ମୁହୁର୍ତ୍ତ’, ସମସ୍ତ ଏମପିଙ୍କୁ ଧନ୍ୟବାଦ ଦେଲେ ମୋଦି
ନୂଆଦିଲ୍ଲୀ,୨୧।୯: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ଭାରତର ସଂସଦୀୟ ଯାତ୍ରାରେ ଏକ ସୁବର୍ଣ୍ଣ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କହିଛନ୍ତି ଯେ ମାତୃ ଶକ୍ତିର ଆତ୍ମବିଶ୍ୱାସ ଦେଶକୁ ଏକ ନୂତନ ଦିଗ ଦେବ।…
ଦେଶରେ ପ୍ରଥମ ଥର ପାଇଁ ମୋଟୋ ଜିପି ରେସିଂ ଚାମ୍ପିଅନଶିପ ସେପ୍ଟେମ୍ବର ୨୨ରୁ: ଟିକଟ ଦାମ ୮ ଶହରୁ ଲକ୍ଷେ ୮୦ ହଜାର…
ନୋଏଡା,୨୧।୯ : ଭାରତରେ ପ୍ରଥମ ଥର ପାଇଁ ମୋଟୋ ଜିପି ରେସ ଆୟୋଜିତ ହେବାକୁ ଯାଉଛି। ଏହି ରେସିଂ ଚାମ୍ପିଅନଶିପ ୨୨ ରୁ ୨୪ ସେପ୍ଟେମ୍ବର ମଧ୍ୟରେ ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ବୁଦ୍ଧ ଇଣ୍ଟରନ୍ୟାଶନାଲ ସର୍କିଟରେ ଆୟୋଜିତ ହେବ। ଏହି ଦୌଡ଼ରେ…
ଆଜେରବାଇଜାନ ଓ ଆର୍ମେନିଆ ଯୁଦ୍ଧ: ୨୦୦ମୃତ, ୪୦୦ରୁ ଅଧିକ ଆହତ
ବାକୁ,୨୧।୯: ନାଗର୍ନୋ-କରାବାଖର ବିଚ୍ଛିନ୍ନ ଅଞ୍ଚଳ ଉପରେ ଆଜେରବାଇଜାନ ଏହାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଘୋଷଣା କରିଛି। ଏହାପୂର୍ବରୁ ଆର୍ମେନିଆ ସୈନିକମାନେ ଆତ୍ମସମର୍ପଣ କରିଥିଲେ। ଏଥିସହ ଆଜେରବାଇଜାନ ଅସ୍ତ୍ରବିରତି କରିବାକୁ ରାଜି ହୋଇଛି। ଆଜେରବାଇଜାନର ଅଧିକାରୀମାନେ କହିଛନ୍ତି ଯେ ବିଚ୍ଛିନ୍ନତାବାଦୀମାନେ ଅସ୍ତ୍ର ରଖିଛନ୍ତି ବୋଲି…
କର୍ନାଟକକୁ ଝଟକା: କାବେରୀ ଜଳ ପ୍ରାଧିକରଣ ଆଦେଶରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାକୁ ମନା କଲେ…
ନୂଆଦିଲ୍ଲୀ,୨୧।୯ : କାବେରୀ ଜଳ ପରିଚାଳନା ପ୍ରାଧିକରଣର ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ପ୍ରକୃତରେ, ଏହି ନିର୍ଦ୍ଦେଶ ଅନୁଯାୟୀ, କାବେରୀ ଜଳ ପରିଚାଳନା ପ୍ରାଧିକରଣ କର୍ନାଟକକୁ ତାମିଲନାଡୁକୁ ୫୦୦୦ କ୍ୟୁସେକ ଜଳ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ। କର୍ତ୍ତୃପକ୍ଷ…
ବିମାନ ବିଳମ୍ବ ହେଲେ ଭିଜା କାର୍ଡ ଧାରୀଙ୍କୁ ମିଳିବ ମାଗଣାରେ ସମସ୍ତ ସୁବିଧା…
ନୂଆଦିଲ୍ଲୀ,୨୧।୯ : ଏବେ ବିମାନ ଉଡ଼ାଣରେ ବିଳମ୍ବ ହେଲେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଯାତ୍ରୀଙ୍କ ପାଖରେ କେବଳ ଭିଜା କାର୍ଡ ଥିଲେ ତାଙ୍କୁ ଲାଉଞ୍ଜ, ଖାଦ୍ୟ ଏବଂ ରହଣି ସହିତ ସମସ୍ତ ସୁବିଧା ମାଗଣାରେ ଯୋଗାଇ ଦିଆଯିବ। ସୂଚନା…
Archives


