Home Middle

କାନାଡାକୁ ନେଇ ଆକ୍ସନ ମୋଡରେ ଭାରତ, ଭିଜା ସର୍ଭିସ ସସପେଣ୍ଡ କରି ନାଗରିକଙ୍କ ଏଣ୍ଟ୍ରି ଉପରେ ଲଗାଇଲା ରୋକ

ନୂଆଦିଲ୍ଲୀ,୨୧।୯: ଭାରତ ଓ କାନାଡା ମଧ୍ୟରେ ବିବାଦ ବଢିବାରେ ଲାଗିଛି। ପ୍ରଥମେ ଉଭୟ ଦେଶର କୂଟନୀତିଜ୍ଞଙ୍କୁ ନିଲମ୍ବିତ କରାଯାଇଥିଲା ଏବଂ ବର୍ତ୍ତମାନ ନୂଆଦିଲ୍ଲୀ କାନାଡା ନାଗରିକଙ୍କ ପାଇଁ ଭିଜା ସେବାକୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି। ଭାରତ ଏପର୍ଯ୍ୟନ୍ତ ନେଇଥିବା…

ଭାରତ ସରକାରଙ୍କ ବଡ଼ ପଦକ୍ଷେପ ପରେ ଶାନ୍ତି ପାଇଁ ଅପିଲ କଲା କାନାଡ଼ା…

ନୂଆଦିଲ୍ଲୀ,୨୧।୯ : ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ଖରାପ ହେବା ସହିତ ଗୁରୁବାର ଭାରତ ଆଉ ଏକ କଠୋର ପଦକ୍ଷେପ ନେଇଛି। ଏହା ଅନ୍ତର୍ଗତ ଭାରତ କାନାଡା ପାଇଁ ଭିଜା ସେବାକୁ ସ୍ଥଗିତ ରଖିଛି। କାନାଡାରୁ ଭାରତ ଆସୁଥିବା କାନାଡା…

ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର,୨୧।୯:ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଗୁରୁବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ପ୍ରମିଳା ମଲ୍ଲିକ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ହୋଇଥିବାରୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ପଦରୁ…

ଜି-୨୦ ସମ୍ମିଳନୀରେ ବି ଡ୍ରାମା କରିଥିଲେ କାନାଡା ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୯: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ବି ଡ୍ରାମା କରିଥିଲେ। ଟ୍ରୁଡୋ ଭାରତ ଯାତ୍ରା ସମୟରେ ପ୍ରେସିଡେଣ୍ଟସିୟାଲ ସୁଟରେ ରହିବାକୁ ମନା କରିଦେଇଥିଲେ ଓ ହୋଟେଲର ଏକ ସାଧାରଣ କୋଠରିରେ ରହିଥିଲେ।…

ଏସପି ପାଇଁ ଘାତକ ହୋଇ ପାରନ୍ତି ସ୍ବାମୀ ପ୍ରସାଦ ମୌର୍ଯ୍ୟ, ବ୍ରାହ୍ମଣ-ହିନ୍ଦୁ ଧର୍ମ ବିରୋଧରେ ଦେଇଥିଲେ ମନ୍ତବ୍ୟ…

ଲକ୍ଷ୍ନୌ,୨୧।୯ : ବ୍ରାହ୍ମଣ ମହାସଭା ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ବ୍ରାହ୍ମଣ ଏବଂ ହିନ୍ଦୁ ଧର୍ମ ବିରୋଧୀ ମନ୍ତବ୍ୟ ନେଇ ଅସନ୍ତୁଷ୍ଟ ଅଛନ୍ତି। ଏହାକୁ ବିରୋଧ କରି ବ୍ରାହ୍ମଣ ମହାସଭା ମୌର୍ଯ୍ୟଙ୍କ ପୁତ୍ତଳିକା ପୋଡିଛନ୍ତି। ପ୍ରଦର୍ଶନକାରୀ ମୋର୍ଯ୍ୟଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି। ତାଙ୍କ…

ପାକିସ୍ତାନ: ମହିଳାଙ୍କୁ ବର୍ଷକରେ ୩ଥର ପ୍ରସୂତିକାଳୀନ ଛୁଟି

ଇସଲାମବାଦ,୨୧।୯: ପାକିସ୍ତାନର ସିନ୍ଧ ପ୍ରଦେଶର ଏକ ସରକାରୀ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ଗୋଟିଏ ବର୍ଷରେ ତିନିଥର ପ୍ରସୂତିକାଳୀନ ଛୁଟି ଦିଆଯାଇଥିଲା। ତେବେ ଏନେଇ ସିନ୍ଧ ପ୍ରଦେଶର ଶିକ୍ଷା ବିଭାଗ ଦକ୍ଷିଣ ସିନ୍ଧରେ ଅବସ୍ଥିତ ନୋଶେରା ଫିରୋଜ ଟାଉନ ସ୍କୁଲକୁ ରିପୋର୍ଟ ମାଗିଛି। ସରକାରୀ…

ରାଷ୍ଟ୍ରପତି ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି, ସେଥିପାଇଁ ସଂସଦ ଭବନ ଉଦଘାଟନ ପାଇଁ କରାଗଲାନି ଆମନ୍ତ୍ରଣ: ଉଦୟାନିଧି…

ଚେନ୍ନାଇ,୨୧।୯ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟାନିଧି ଷ୍ଟାଲିନ ପୁଣି ଥରେ ସନାତନ ଧର୍ମ ଉପରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଏଥର ସେ ସନାତନ ଧର୍ମକୁ ସଂସଦ ଭବନର ଉଦଘାଟନୀ ଉତ୍ସବ ସହ ଯୋଡ଼ିଛନ୍ତି। କାହିଁକି ରାଷ୍ଟ୍ରପତି ଦ୍ରୌପଦୀ…

କମ ସୁଧ ହାର ଯୋଗୁ ସଞ୍ଚୟ ହୋଇଛି ହ୍ରାସ, ଲୋକେ ସମ୍ପତ୍ତିରେ କରିଛନ୍ତି ବିନିଯୋଗ…

ନୂଆଦିଲ୍ଲୀ,୨୧।୯ : କରୋନା ମହାମାରୀ ସମୟରେ ଭାରତୀୟ ବ୍ୟାଙ୍କଗୁଡିକ ସୁଧ ହାର ହ୍ରାସ କରିଥିଲେ, ଯେଉଁ କାରଣରୁ ଲୋକମାନେ ଆର୍ଥିକ ସଞ୍ଚୟ କରିବା ପରିବର୍ତ୍ତେ ସମ୍ପତ୍ତିରେ ବିନିଯୋଗ କରିଥିଲେ। ଏସବିଆଇର ଏକ ଅନୁସନ୍ଧାନ ରିପୋର୍ଟରେ ଏହି ଦାବି କରାଯାଇଛି। ଅନୁସନ୍ଧାନ ଅନୁଯାୟୀ,…

ଟ୍ରୁଡୋଙ୍କ ଅଭିଯୋଗକୁ ନିନ୍ଦା କଲା ଆମେରିକା

ଓ୍ବାଶିଂଟନ୍‌,୨୧।୯: ବିଚ୍ଛିନ୍ନତାବାଦୀ ନେତା ହରଦୀପ୍‌ ସିଂ ନିଜାରଙ୍କ ହତ୍ୟାକାଣ୍ଡରେ ଭାରତୀୟ ଏଜେନ୍ସିମାନଙ୍କ ହାତ ଥିବା ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିଛନ୍ତି। ଏନେଇ ଟ୍ରୁଡୋଙ୍କୁ ସବୁ ଦିଗରୁ ସମାଲୋଚନା କରାଯାଉଛି। ଭାରତ-କାନାଡା ବିବାଦରେ ଫାଇଭ୍‌ ଆଇଜ୍‌ ଆଲାଇନ୍ସରେ ଥିବା…

କୁଲିଙ୍କ ଭଳି ମୁଣ୍ଡରେ ରେଳ ଯାତ୍ରୀଙ୍କ ସାମଗ୍ରୀ ବୋହିଲେ ରାହୁଲ…

ନୂଆଦିଲ୍ଲୀ,୨୧।୯ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଜଧାନୀ ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେଶନରେ କୁଲିଙ୍କୁ ଭେଟିଥିଲେ। ଏହି ସମୟ ମଧ୍ୟରେ ସେ ଯାତ୍ରୀମାନଙ୍କ ସାମଗ୍ରୀ ମଧ୍ୟ ମୁଣ୍ଡରେ କୁଲିଙ୍କ ଭଳି ଉଠାଇଥିଲେ। ଯାହାର ଭିଡିଓ ସାମ୍ନାକୁ ଆସିଛି। କଂଗ୍ରେସ…

ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର,୨୧।୯: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଗୁରୁବାର ମନ୍ତ୍ରୀ ପଦରୁ ଇସ୍ତାଫା ଦେଇଛନ୍ତି। ବିଜେଡି ପକ୍ଷରୁ ବୁଧବାର ବାଚସ୍ପତି ପ୍ରାର୍ଥୀ ଭାବେ ତାଙ୍କ ନାମ ଘୋଷଣା କରାଯାଇଛି। ନାମାଙ୍କନପତ୍ର ଦାଖଲ ପୂର୍ବରୁ…

କ୍ରିମିଆ-କୃଷ୍ଣ ସାଗର ଉପରେ ଆକ୍ରମଣ କଳା ୟୁକ୍ରେନ…

କିଭ୍‌,୨୧।୯ : ରୁଷିଆ ଗୁରୁବାର କହିଛି କ୍ରିମିଆ ଉପଦ୍ୱୀପ ତଥା ମସ୍କୋ ସହିତ କୃଷ୍ଣ ସାଗର ଉପରେ ରାତି ଉଡୁଥିବା ୧୯ ଟି ୟୁକ୍ରେନ ଡ୍ରୋନ ନଷ୍ଟ କରାଯାଇଛି। ନ୍ୟୁଜ ଏଜେନ୍ସି ରୁ ମିଳିଥିବା ସୂଚନା ଅନୁଯାୟୀ, ମସ୍କୋର ପ୍ରତିରକ୍ଷା ମନ୍ତ୍ରଣାଳୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri