Home Middle

ଚନ୍ଦ୍ର ମୁହାଁ ଜାପାନ: ସଫଳ ହେଲା ଉତ୍‌କ୍ଷେପଣ…

ଟୋକିଓ,୭।୯ : ଗୁରୁବାର ସକାଳେ ଜାପାନ ଜାତୀୟ ମହାକାଶ ଏଜେନ୍ସିର ଚନ୍ଦ୍ର ଲ୍ୟାଣ୍ଡରକୁ ନେଇ ଏଚ-୨-ଏ ରକେଟ ଉତକ୍ଷେପଣ କରିଛି। ଗତ ମାସରେ ଖରାପ ପାଗ ଯୋଗୁ ସପ୍ତାହରେ ତିନିଥର ମିଶନକୁ ସ୍ଥଗିତ ରଖିବା ପରେ ଜାପାନ ଶେଷରେ ଏହା କରିବାରେ…

ଦକ୍ଷିଣ ବ୍ରାଜିଲରେ ଘୂର୍ଣ୍ଣିବଳୟ: ମୃତ୍ୟୁ ସଂଖ୍ୟା ୩୬ ଛୁଇଁଲା..

ବ୍ରାସିଲିଆ,୭।୯: ଦକ୍ଷିଣ ବ୍ରାଜିଲରେ ପ୍ରବଳ ବର୍ଷା ଯୋଗୁଁ ମୃତ୍ୟୁ ସଂଖ୍ୟା ୩୬ କୁ ବୃଦ୍ଧି ପାଇଛି। ଏକ ଟ୍ରପିକାଲ ସାଇକ୍ଲୋନିକ ଏହି ଅଞ୍ଚଳକୁ ଧ୍ୱଂସ କରିଦେଇଛି, ଘୂର୍ଣ୍ଣିବଳୟ ଯୋଗୁଁ ଘରଗୁଡିକ ଜଳବନ୍ଦୀ ହୋଇ ରହିଛି। ରିଓ ଗ୍ରାଣ୍ଡେ ଡୋ ସୁଲ ରାଜ୍ୟର…

କେରଳ, ବେଙ୍ଗଲ, ପଞ୍ଜାବ ବିଜୟୀ

ଭୁବନେଶ୍ୱର, ୭।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଚାଲିଥିବା ବି.ସି. ରୟ ଟ୍ରଫି ଜାତୀୟ ଜୁନିୟର ଫୁଟବଲ ଟୁର୍ନାମେଣ୍ଟରେ ବୁଧବାର ୪ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରେ କେରଳ,…

ଭାରତୀୟ ପୁରୁଷ ଦଳକୁ ବ୍ରୋଞ୍ଜ

ପ୍ୟୋଙ୍ଗଚାଙ୍ଗ,୭ା୯(ପି.ଟି.): ଦକ୍ଷିଣ କୋରିଆରେ ଅନୁଷ୍ଠିତ ଏସିଆନ୍‌ ଟେବୁଲ ଟେନିସ୍‌ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ହାସଲ କରିଛି ଭାରତୀୟ ପୁରୁଷ ଦଳ। ବୁଧବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ ଭାରତୀୟ ପୁରୁଷ ଦଳ ୦-୩ରେ ଚାଇନିଜ ତାଇପେ ନିକଟରୁ ପରାଜିତ ହୋଇଥିଲା। ଭାରତୀୟ ଭେଟେରାନ୍‌…

ଯୌନ ଶୋଷଣ ଅଭିଯୋଗ ଆଣିଲେ ଜେନ୍ନି

ମାଡ୍ରିଡ୍‌, ୭ା୯(ପି.ଟି.): ଫିଫା ମହିଳା ବିଶ୍ୱକପ ଚାମ୍ପିୟନ ସ୍ପେନ୍‌ ଦଳର ଷ୍ଟ୍ରାଇକର ଜେନ୍ନି ହର୍ମୋସୋ ଫୁଟବଲ ସଂଘ ମୁଖ୍ୟ ଲୁଇସ୍‌ ରୁବେଲ୍ସଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି। ସ୍ପେନ୍‌ ଦଳ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡକୁ ପରାସ୍ତ କରିବା ପରେ…

ସେମିରେ ବୋପାନ୍ନା-ଇବ୍‌ଡେନ

ନ୍ୟୁୟର୍କ, ୭।୯ (ପି.ଟି.): ଭାରତର ରୋହନ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଇବ୍‌ଡେନ ୭ ସେଟ୍‌ ପଏଣ୍ଟ ସେଭ୍‌ କରି ଚଳିତ ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହି ଭାରତ-ଅଷ୍ଟ୍ରେଲିଆ ଯୋଡ଼ି କ୍ୱାର୍ଟରଫାଇନାଲରେ ଆମେରିକା…

ପ୍ରଥମଥର ସେମିରେ ଶେଲ୍‌ଟନ

ନ୍ୟୁୟର୍କ, ୭।୯(ଏପି): ଆମେରିକାର ବେନ୍‌ ଶେଲ୍‌ଟନ ପ୍ରଥମଥର ପାଇଁ ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। କୌଣସି ଗ୍ରାଣ୍ଡସ୍ଲାମରେ ମଧ୍ୟ ଏହା ତାଙ୍କର ପ୍ରଥମ ସେମିଫାଇନାଲ ପ୍ରବେଶ। ୨୦ ବର୍ଷୀୟ ବେନ୍‌ କ୍ୱାର୍ଟର ଫାଇନାଲରେ ୧୪ଟି…

ନଭେମ୍ବରରେ ୨ ଦିନିଆ ଅନ୍ତର୍ଜାତୀୟ ମିଲେଟ୍‌ ସମ୍ମିଳନୀ

ଭୁବନେଶ୍ୱର,୭ା୯(ଅନିଲ ଦାସ): ମିଲେଟ୍‌ର ବହୁଳ ବ୍ୟବହାର, ଚାଷର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଆସନ୍ତା ନଭେମ୍ବର ୯ ଓ ୧୦ ଦୁଇଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ଅନ୍ତର୍ଜାତୀୟ ମିଲେଟ୍‌ ସମ୍ମିଳନୀ ଅନୁଷ୍ଠିତ ହେବ। ମାଣ୍ଡିଆ ବା ମିଲେଟ୍‌ ଜାତୀୟ ଖାଦ୍ୟ…

ସାମ୍ପ୍ରତିକ ସ୍ଥିତିରେ ନାମ ପରିବର୍ତ୍ତନ ଅପ୍ରାସଙ୍ଗିକ

ଭୁବନେଶ୍ୱର, ୭।୯(ସୁନିତ୍‌ ମିଶ୍ର/ଅନୁରାଧା ମହାରଣା)କେନ୍ଦ୍ର ସରକାର ଜି୨୦ ଅଧ୍ୟକ୍ଷତା ସମ୍ପର୍କିତ ଦସ୍ତାବିଜଗୁଡ଼ିକରେ ଦେଶର ନାମ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ ଉଲ୍ଲେଖ କରିଛନ୍ତି, ଯାହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସରକାରଙ୍କ ‘ଏକ ଦେଶ, ଏକ ନିର୍ବାଚନ’ ବ୍ୟବସ୍ଥା ପାଇଁ ଆସନ୍ତା ୧୮ରୁ…

ହାତୀ ମୃତ୍ୟୁ ରୋକିବାକୁ ଏଆଇ ଜଗିବ ରେଳ ଧାରଣା

ନୂଆଦିଲ୍ଲୀ,୭।୯: ଟ୍ରେନ ଦୁର୍ଘଟଣା କାରଣରୁ ଘଟୁଥିବା ହାତୀ ମୃତ୍ୟୁକୁ ରୋକିବା ଲାଗି ରେଳ ବିଭାଗ ନୂଆ ଯୋଜନା କରିଛି। ଉତ୍ତର ପୂର୍ବ ମଧ୍ୟ ରେଳ ଜୋନ୍‌ ଅଧୀନରେ ଥିବା ୧୧ଟି ହାତୀ କରିଡରରେ ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦ୍ୱାରା ପରିଚାଳିତ…

ଡାଇଜେନ୍‌ ଜେଲ୍‌ ତ୍ରୁଟି

ନୂଆଦିଲ୍ଲୀ,୭।୯: ଡାଇଜେନ୍‌ ଜେଲ୍‌ ସିରପ ପ୍ରସ୍ତୁତ କରୁଥିବା ଔଷଧ କମ୍ପାନୀ ଆବୋଟ ଇଣ୍ଡିଆ ତାର ଗୋଆ ୟୁନିଟ୍‌ରେ ପ୍ରସ୍ତୁତ ହୋଇଥିବା ସିରପ ବୋତଲ ଫେରାଇ ନେବାକୁ ନିର୍ଦ୍ଦେଶ ଦେଇଛି। ସାଧାରଣତଃ ଏହି ସିରପର ରଙ୍ଗ ଗୋଲାପି ହୋଇଥିବାବେଳେ ଏହାର ସ୍ବାଦ ମିଠା…

ଉଦୟନିଧିଙ୍କ ‘ସନାତନ’ ମନ୍ତବ୍ୟକୁ ଗଣହତ୍ୟା କହିବାରୁ ମାଲବ୍ୟଙ୍କ ନଁ।ରେ ମାମଲା

ନୂଆଦିଲ୍ଲୀ/ଚେନ୍ନାଇ,୭ା୯ : ତାମିଲନାଡୁ ମନ୍ତ୍ରୀ ତଥା ଡିଏମ୍‌କେ ନେତା ଉଦୟନିଧି ଷ୍ଟାଲିନଙ୍କ ସନାତନ ବିରୋଧୀ ମନ୍ତବ୍ୟକୁ ଗଣହତ୍ୟା ଭାବେ ଅଭିହିତ କରିଥିବାରୁ ଭାଜପା ଆଇଟି ବିଭାଗ ମୁଖ୍ୟ ଅମିତ ମାଲବ୍ୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଶୁକ୍ରବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ.…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri