Home Middle

ଅଲିମ୍ପିକ ଆନ୍ଦୋଳନକୁ ଲୋକାଭିମୁଖୀ କରିବ କ୍ରିକେଟ

ମୁମ୍ବାଇ ୧୭ା୧୦: ଲସ୍‌ଆଞ୍ଜେଲସ ୨୦୨୮ ଅଲିମ୍ପିକ୍ସ ନିମନ୍ତେ କ୍ରୀଡା କାର୍ଯ୍ୟସୂଚୀରେ କ୍ରିକେଟକୁ ସାମିଲ କରାଯିବା ସ୍ବାଗତଯୋଗ୍ୟ। ଅଲିମ୍ପିକ ଆନ୍ଦୋଳନ ପାଇଁ ଏହା ନୂତନ ଆଗ୍ରହ ଏବଂ ସୁଯୋଗ ସୃଷ୍ଟି କରିବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ସଦସ୍ୟା ନୀତା ଏମ୍‌.…

ବନ୍ଧକଙ୍କୁ ମୁକ୍ତ କର, ମାନବୀୟ ସହାୟତାକୁ ଅନୁମତି ଦିଅ

ଜାତିସଂଘ,୧୭ା୧୦: ଇସ୍ରାଏଲ୍‌ ଏବଂ ହମାସ୍‌ ମଧ୍ୟରେ ଯୁଦ୍ଧକୁ ୧୦ ଦିନ ବିତିଥିବାବେଳେ ଉଭୟ ପକ୍ଷରୁ ୪,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ହଜାର ହଜାର ଲୋକ ଆହତ ହୋଇଛନ୍ତି। ୨୩ ଲକ୍ଷ ଲୋକ ବସବାସ କରୁଥିବା ହମାସ୍‌ ଶାସିତ ଗାଜା ଷ୍ଟ୍ରିପ୍‌କୁ…

ଦୂତାବାସ ଯାଇ ପାଲେଷ୍ଟିନୀୟଙ୍କୁ ସମର୍ଥନ ଜଣାଇଲେ ବିରୋଧୀ ନେତା

ନୂଆଦିଲ୍ଲୀ,୧୭ା୧୦(ପି.ଟି.): ଗାଜା ଷ୍ଟ୍ରିପ୍‌ ଉପରେ ଇସ୍ରାଏଲ୍‌ ଆକ୍ରମଣ ଜାରି ରଖିଥିବାବେଳେ ଭାରତର ବିରୋଧୀ ଦଳ ନେତାମାନେ ସୋମବାର ନୂଆଦିଲ୍ଲୀସ୍ଥିତ ପାଲେଷ୍ଟାଇନ୍‌ ଦୂତାବାସ ଯାଇ ଏହାର ଜନସାଧାରଣଙ୍କୁ ସମର୍ଥନ ଜଣାଇଛନ୍ତି। ଦୂତାବାସ ଯାଇଥିବା ନେତାମାନଙ୍କ ମଧ୍ୟରେ ଅଛନ୍ତି ବିଏସ୍‌ପି ଏମ୍‌ପି ଡାନିସ୍‌ ଅଲି,…

ସିସୋଡିଆଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜେଲରେ ରଖାଯାଇପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୧୦: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଅଡୁଆ କମୁନାହିଁ। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ପ୍ରାୟ ଆଠ ମାସ ଜେଲରେ ଅଛନ୍ତି। ସିବିଆଇ ଏବଂ ଇଡି ଏହି ଘଟଣାର ତଦନ୍ତ କରୁଛନ୍ତି। ଜାମିନ…

ଅକ୍ଟୋବର ୧୮ରେ ଇସ୍ରାଏଲ ଯିବେ ବାଇଡେନ

ଓ୍ବାଶିଂଟନ,୧୬।୧୦: ହମାସ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଥମିବାର ନାଁ ନେଉନାହିଁ। ଏହି ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କର ଅକ୍ଟୋବର ୧୮ ଅର୍ଥାତ୍‌ ବୁଧବାର ଇସ୍ରାଏଲ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଯୋଗ୍ୟ, ହମାସ ଇସ୍ରାଏଲ ଉପରେ ଆକ୍ରମଣ…

ବିଶ୍ୱକପରେ ଅଷ୍ଟ୍ରେଲିଆର ପ୍ରଥମ ବିଜୟ…

ଲକ୍ଷ୍ନୌ,୧୬।୧୦: ବିଶ୍ୱକପ ୨୦୨୩ର ୧୪ତମ ମ୍ୟାଚରେ ୫ ଥର ବିଶ୍ୱକପ ଚାମ୍ପିୟନ ଅଷ୍ଟ୍ରେଲିଆ ୧୯୯୬ ବିଜେତା ଶ୍ରୀଲଙ୍କାକୁ ୫ ଉଇକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ଟସ୍‌ ଜିତି ଶ୍ରୀଲଙ୍କା ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୪୩.୩…

ପ୍ରତିଶ୍ରୁତି ସତ୍ତ୍ୱେ ଜଳ ଯୋଗାଣ ଆରମ୍ଭ କରିନାହିଁ ଇସ୍ରାଏଲ, ପାଣି ବୁନ୍ଦିଏ ପାଇଁ ଲୋକେ ଝଟପଟ

ଜେରୁଜେଲମ,୧୬।୧୦: ଗାଜା ଷ୍ଟ୍ରିପ ବର୍ତ୍ତମାନ ମୌଳିକ ସୁବିଧା ପାଇଁ ଝଟପଟ ହେଉଛି। ଇସ୍ରାଏଲ ଗାଜାବାସୀଙ୍କୁ ବିଦ୍ୟୁତ୍‌ ସମେତ ଜଳ ସୁବିଧାରୁ ବଞ୍ଚିତ କରିଛି। ଏହି ସମୟରେ ହମାସ ସୋମବାର କହିଛି ଯେ, ପ୍ରତିଶ୍ରୁତି ସତ୍ତ୍ୱେ ଇସ୍ରାଏଲ ଗାଜା ଷ୍ଟ୍ରିପକୁ ଜଳ ଯୋଗାଣ…

ଅଷ୍ଟ୍ରେଲିଆ ଆଗରେ ୨୧୦ ରନ୍‌ର ଟାର୍ଗେଟ୍‌

ଲକ୍ଷ୍ନୌ,୧୬।୧୦: ଲକ୍ଷ୍ନୌସ୍ଥିତ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ସୋମବାର ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ବିଶ୍ବକପର ୧୪ତମ ଖେଳାଯାଉଛି। ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୦୯ରେ ସୀମିତ ରହିଛି। ଫଳରେ ଅଷ୍ଟ୍ରେଲିଆ ପାଇଁ…

ଫୋନରେ ପୋଲିସ ଅଧିକାରୀଙ୍କୁ ଗାଳିଗୁଲଜ କରିବା ନୁହେଁ ଅପରାଧ: ହାଇକୋର୍ଟ…

ଏର୍ନାକୁଲମ,୧୬।୧୦ : କେରଳ ହାଇକୋର୍ଟ ଜଣେ ୫୧ ବର୍ଷ ବୟସ୍କା ମହିଳାଙ୍କ ବିରୋଧରେ ଫୋନ ଯୋଗେ ଦୁର୍ବ୍ୟବହାର କରିଥିବା ଅଭିଯୋଗର ଶୁଣାଣି କରି କହିଛନ୍ତି ଏହି କାର୍ଯ୍ୟ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୨୯୪(ବି) ଅନୁଯାୟୀ ଅଶ୍ଳୀଳ ଅପରାଧ…

୧୨୮ ବର୍ଷ ପରେ ଅଲିମ୍ପିକ୍ସରେ ସାମିଲ୍‌ ହେଲା କ୍ରିକେଟ୍‌

ନୂଆଦିଲ୍ଲୀ,୧୬।୧୦: ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ ସାମିଲ ହୋଇଛି କ୍ରିକେଟ୍‌। କ୍ରିକେଟ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତୁତି ଚାଲିଛି। ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହେବ। ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର କାର୍ଯ୍ୟର୍ନିବାହୀ ଅଧିକାରୀ ଅନୁମୋଦନ କରିଛନ୍ତି। ଆଇଓସି ସଭାପତି ଥୋମାସ…

୧୯୭୪ ରୁ ୧୯୯୮ ପର୍ଯ୍ୟନ୍ତ ଭାରତ କାହିଁକି କରିପାରି ନ ଥିଲା ଆଣବିକ ପରୀକ୍ଷଣ? କମଲ ନାଥଙ୍କ ଦ୍ୱାରା ସୂଚନା ଲିକ୍‌: ଉଇକିଲିକ୍ସ ରିପୋର୍ଟ…

ଭୋପାଳ,୧୬।୧୦ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଅଳ୍ପ ଦିନ ବାକି ଅଛି, ଏଭଳି ପରିସ୍ଥିତିରେ ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ପରସ୍ପରକୁ ଦୋଷାରୋପ କରିବା ଏବଂ ବିରୋଧ କରିବା ପ୍ରକ୍ରିୟା ଜାରି ରହିଛି। ଏହି ସମୟରେ ୪ ମାସର…

କେସିଆର ପରିବାରଙ୍କ ଦୁର୍ନୀତି ଚର୍ଚ୍ଚା ଦିଲ୍ଲୀ ପର୍ଯ୍ୟନ୍ତ ହେଉଛି: ରାଜନାଥ…

ହାଇଦ୍ରାବାଦ,୧୬।୧୦ : ତେଲଙ୍ଗାନାରେ ଭାଜପା ବିଧାୟକ ଏତାଲା ରାଜେନ୍ଦ୍ରଙ୍କ ହୁଜୁରାବାଦ ନିର୍ବାଚନମଣ୍ଡଳୀରେ ଜାମିକୁନ୍ତା ଠାରେ ଏକ ରାଲି ଅନୁଷ୍ଠିତ ହୋଇଥିଲା। ରାଲିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗଦେଇ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ(କେସିଆର) ସରକାରଙ୍କୁ କଡ଼ା ସମାଲୋଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?