Home Middle

ଗାଜାରେ ୧୯୮ ନିହତ…

ଜେରୁଜେଲମ,୭।୧୦ : ହମାସର ଯୁଦ୍ଧବିମାନ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଗାଜା ଅଞ୍ଚଳରେ ହମାସ ଯୁଦ୍ଧବିମାନ ରକେଟ ମାଡ କରିଥିଲା। ପରେ ପାରାଗ୍ଲାଇଡିଂ ହମାସ ସଦସ୍ୟମାନେ ସଡକ ଏବଂ ଅନ୍ୟାନ୍ୟ ମାର୍ଗରେ ଇସ୍ରାଏଲରେ ପ୍ରବେଶ କରି ସେମାନଙ୍କ ସାମ୍ନାରେ ଯାହାକୁ ଦେଖିଲେ…

ଇସ୍ରାଏଲ ସହିତ ଫ୍ରାନ୍ସ-ବିଟ୍ରେନ-ୟୁକ୍ରେନ-ଜର୍ମାନୀ ଏକଜୁଟ…

ଜେରୁଜେଲମ,୭।୧୦ : ଶନିବାର ସକାଳେ ହମାସର ଯୁଦ୍ଧବିମାନ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଗାଜା ଅଞ୍ଚଳରେ ହମାସ ଯୁଦ୍ଧବିମାନ ରକେଟ ମାଡ କରିଥିଲା। ପରେ ପାରାଗ୍ଲାଇଡିଂ ହମାସ ସଦସ୍ୟମାନେ ସଡକ ଏବଂ ଅନ୍ୟାନ୍ୟ ମାର୍ଗରେ ଇସ୍ରାଏଲରେ ପ୍ରବେଶ କରି ସେମାନଙ୍କ ସାମ୍ନାରେ…

ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ଲାଗି ଜାରି ହେଲା ଆଡଭାଇଜରି, ନେତାନ୍ୟାହୁ କହିଲେ-ଆମେ ଯୁଦ୍ଧରେ ଅଛୁ

ଜେରୁଜେଲମ,୭।୧୦: ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦେଶରେ ରହୁଥିବା ଭାରତୀୟଙ୍କ ଲାଗି ଆଡଭାଇଜରି ଜାରି କରାଯାଇଛି। ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ ଏବଂ ସ୍ଥାନୀୟ ଅଫିସରମାନଙ୍କ ପରାମର୍ଶ ମାନିବାକୁ କୁହାଯାଇଛି। ଏହାଛଡ଼ା ଇସ୍ରାଏଲ ପ୍ରଧାନମନ୍ତ୍ରୀ…

ଏମ୍ସରେ ଆରମ୍ଭ ହେବ ଆଧ୍ୟାତ୍ମିକ ଚିକିତ୍ସା: ଗଠନ ହେଲା କମିଟି…

ନୂଆଦିଲ୍ଲୀ,୭।୧୦ : ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ, ଆଧୁନିକ ବିଜ୍ଞାନ ମାଧ୍ୟମରେ ଚିକିତ୍ସା ପାଇଁ ଦିଲ୍ଲୀ ହେଉଛି ସର୍ବୋତ୍ତମ ଡାକ୍ତରଖାନା କିନ୍ତୁ ବର୍ତ୍ତମାନ ଏବେ ଆଧ୍ୟାତ୍ମିକ ଚିକିତ୍ସା ମଧ୍ୟ ଏଠାରେ ଲୋକେ ପାଇପାରିବେ। ଯୋଗ, ଆୟୁର୍ବେଦ ଏବଂ ନେଚରପାଥି…

ଭାରତର ଏସିଆନ ଗେମ୍ସ ଅଭିଯାନ: ଶେଷ ଦିନରେ ଗୋଲ୍ଡେନ ସିକ୍ସର…

ହାଙ୍ଗଝୋ,୭।୧୦ : ଏସୀୟ ଗେମ୍ସରେ ଭାରତ ଏପର୍ଯ୍ୟନ୍ତ ସର୍ବୋତ୍ତମ ପ୍ରଦର୍ଶନ କରିଛି। ଭାରତୀୟ ଆଥଲେଟ୍ମାନେ ୧୪ତମ ଦିନରେ ଅର୍ଥାତ ଶନିବାର ୬ ଟି ସ୍ବର୍ଣ୍ଣ ସହିତ ମୋଟ ୧୨ ଟି ପଦକ ଜିତିଛନ୍ତି। ଏହା ସହିତ ଭାରତ ୨୮ ଟି ସ୍ବର୍ଣ୍ଣ,…

ଅସୁସ୍ଥ ମା’ଙ୍କ ପାଇଁ ହାତରେ ସାଲାଇନ ଧରି ଛିଡା ହେଲେ ନାବାଳକ ପୁଅ: ଛତିଶଗଡ଼ ସ୍ବାସ୍ଥ୍ୟ ସେବା ସୋସିଆଲ ମିଡ଼ିଆରେ ଭାଇରାଲ…

ରାୟପୁର,୭।୧୦ : ଛତିଶଗଡର ଏକ ଡାକ୍ତରଖାନାର ଅବସ୍ଥା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅଭନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିତ୍ର ଏବଂ ଭିଡିଓ ଏପରି ଏକ ସମୟରେ ଆସିଛି ଯେତେବେଳେ ଛତିଶଗଡର ଦୁଇ ଜଣ ବ୍ୟକ୍ତି ଚଳାଉଥିବା ୬,୦୦୦ କୋଟି ଟଙ୍କାର…

ଶ୍ରୀଲଙ୍କା ପାଇଁ ୪୨୯ ରନର ବିଶାଳ ବିଜୟ ଲକ୍ଷ୍ୟ…

ନୂଆଦିଲ୍ଲୀ,୭।୧୦: କ୍ରିକେଟ ବିଶ୍ୱକପର ଚତୁର୍ଥ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଶନିବାର ଖେଳାଯାଉଛି। ମ୍ୟାଚରେ ଶ୍ରୀଲଙ୍କା ଅଧିନାୟକ ସାନୁଦ ଶାନାକା ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଦକ୍ଷିଣ ଆଫ୍ରିକା ଦଳ…

ନିର୍ବାଚନ ସମୟରେ ଲଲିପପ ଆଉ ମିଥ୍ୟା ପ୍ରତିଶ୍ରୁତି ଦେବାକୁ ଆସୁଛନ୍ତି ରାହୁଲ-ପ୍ରିୟଙ୍କା: ଅନୁରାଗ ଠାକୁର…

ଭୋପାଳ,୭।୧୦ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଅଭିଯୋଗ କରିଛନ୍ତି କ୍ଷମତା ହାତେଇବା ପାଇଁ ତାଙ୍କର ମିଥ୍ୟା ପ୍ରତିଶ୍ରୁତି ବିଫଳ ହୋଇଛି। ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ…

ଟେକ୍ସାସରେ ତିଆରି ହେବ ୩୭ ଏକରର ପ୍ରଥମ ହିନ୍ଦୁ ଯୁବ ଶିବିର, ୧୭.୫ ଲକ୍ଷ ଟଙ୍କା ଦାନ କଲେ ଭାରତୀୟ ବଂଶୋଭବ ଦମ୍ପତି

ଓ୍ବାଶିଂଟନ,୭ା୧୦: ଆମେରିକାରେ ଭାରତୀୟ ବଂଶୋଭବ ଦମ୍ପତି ସୁଭାଷ ଗୁପ୍ତା ଏବଂ ସରୋଜିନୀ ଗୁପ୍ତା ଟେକ୍ସାସରେ ଏକ ହିନ୍ଦୁ ଯୁବ ଶିବିର ନିର୍ମାଣ ପାଇଁ ୧୭.୫ ଲକ୍ଷ ଟଙ୍କା ଦାନ କରିଛନ୍ତି। ସୁଭାଷ ଉତ୍ତରପ୍ରଦେଶର ପିଲଖୁଆର ବାସିନ୍ଦା। ବାଙ୍ଗାଲୋରର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌…

ଆମେ ଇସ୍ରାଏଲ ସହିତ ଛିଡ଼ା ହୋଇଛୁ: ମୋଦି…

ନୂଆଦିଲ୍ଲୀ,୭।୧୦ : ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲ ଉପରେ ହୋଇଥିବା ବିପଜ୍ଜନକ ଆକ୍ରମଣ ପରେ ବର୍ତ୍ତମାନ ଇସ୍ରାଏଲ ବାୟୁସେନା ମଧ୍ୟ ଆତଙ୍କବାଦୀଙ୍କୁ ଉଚିତ ଉତ୍ତର ଦେବା ଆରମ୍ଭ କରିଛି। ଏହି ସମୟରେ ଭାରତ ମଧ୍ୟ ନିଜର ବନ୍ଧୁତ୍ୱପୂର୍ଣ୍ଣ ଦେଶ ପାଇଁ ଏକ…

୬ ଓ୍ବିକେଟରେ ଆଫଗାନିସ୍ତାନକୁ ପରାଜିତ କଲା ବାଂଲାଦେଶ…

ଧରମଶାଲା,୭।୧୦ : ବିଶ୍ୱକପ ୨୦୨୩ର ତୃତୀୟ ମ୍ୟାଚ ଧରମଶାଲାରେ ବାଂଲାଦେଶ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିଲା। ଟସ ଜିତିବା ପରେ ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ତାଙ୍କ ବୋଲରମାନେ ଅଧିନାୟକଙ୍କ ନିଷ୍ପତ୍ତି…

ଆରମ୍ଭ ହେଲା ମହାବିନାଶର କାଉଣ୍ଟ ଡାଉନ! ଋଷିଆକୁ ଘାତକ ଅସ୍ତ୍ରଶସ୍ତ୍ର ପଠାଇଲେ କିମ ଉନ

ମସ୍କୋ,୭।୧୦: ମହାବିନାଶର ଟ୍ରିଗରକୁ ଦବାଇ ସାରିଛି ଉତ୍ତର କୋରିଆ। ଆମେରିକାର ବାରମ୍ବାର ଚେତାବନୀ ସତ୍ତ୍ୱେ ଉତ୍ତର କୋରିଆ ଋଷିଆକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଆରମ୍ଭ କରିଛି। ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋଙ୍ଗ ଉନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଚେତାବନୀକୁ ଅଣଦେଖା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri