ବଢ଼ିବ କି ମୋବାଇଲ ବିଲ୍ ? ଜିଓ-ଏୟାରଟେଲ-ଭୋଡାଫୋନ ପକ୍ଷରୁ ଏଭଳି ମନ୍ତବ୍ୟ…
ନୂଆଦିଲ୍ଲୀ,୩୦।୧୦ : ଟେଲିକମ କମ୍ପାନୀଗୁଡିକ ପୁଣି ଥରେ ମୋବାଇଲ ବିଲ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଦେଶର ଦୁଇଟି ବଡ ଟେଲିକମ କମ୍ପାନୀ ଏୟାରଟେଲ ଏବଂ ଭୋଡା ଆଇଡିଆ ବ୍ୟବହାରକାରୀଙ୍କ ହାରାହାରି ରାଜସ୍ବ ବୃଦ୍ଧି ପାଇଁ ଶୁଳ୍କ ବୃଦ୍ଧି କରିବାକୁ ଚାହୁଁଛନ୍ତି,…
ବନ୍ୟ ଘୋଡାଙ୍କୁ ଗୁଳି କରି ହତ୍ୟା କରିବାକୁ ନିର୍ଦ୍ଦେଶ ଜାରି କଲେ ଏହି ଦେଶର ସରକାର…
କାନବେରା,୩୦।୧୦ : ଦୁଇ ଦଶନ୍ଧି ପୂର୍ବରୁ ନିଷିଦ୍ଧ ହୋଇଥିବା ବନ୍ୟ ଘୋଡାମାନଙ୍କୁ ହତ୍ୟା କରିବାର ବିବାଦୀୟ ଅଭ୍ୟାସକୁ ଅଷ୍ଟ୍ରେଲିଆ ସରକାର ପୁଣି ଆରମ୍ଭ କରିବାକୁ ଯାଉଛନ୍ତି। ଯେଉଁଥିପାଇଁ ନ୍ୟୁ ସାଉଥ ୱେଲ୍ସର କୋସିସିସ୍କୋ ଜାତୀୟ ଉଦ୍ୟାନରେ ବାୟୁସେନା ଦ୍ୱାରା ବନ୍ୟ ଘୋଡାମାନଙ୍କୁ…
ଏତେଶୀଘ୍ର ଶେଷ ହେବ ନାହିଁ ଏହି ଯୁଦ୍ଧ, ହମାସ୍ ବିରୋଧରେ ଇସ୍ରାଏଲର ଆହୁରି ପ୍ରସ୍ତୁତି ଜୋର୍ଦାର୍
ଜେରୁଜେଲମ୍,୩୦ା୧୦: ସୋମବାର ହେଉଛି ଇସ୍ରାଏଲ-ହମାସ୍ ଯୁଦ୍ଧର ୨୪ତମ ଦିନ। ଉଭୟ ପାର୍ଶ୍ୱରୁ ଲଗାତର ଆକ୍ରମଣ କରାଯାଉଛି। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୯୫୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। କେବଳ ଗାଜାରେ ମୃତ୍ୟୁସଂଖ୍ୟା ୮୦୦୦ ଟପିଛି। ଏଥି ସହିତ ୧୪୦୦ରୁ ଅଧିକ…
ସିସୋଡିଆଙ୍କୁ ଲାଗିଲା ଝଟ୍କା, ଜାମିନ ପାଇଁ ମନାକଲେ କୋର୍ଟ
ନୂଆଦିଲ୍ଲୀ,୩୦।୧୦: ସୁପ୍ରିମକୋର୍ଟରେ ସୋମବାର ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କ ଜାମିନ ଆବେଦନର ଶୁଣାଣି ହୋଇଛି। ଶୁଣାଣି ପରେ ସିସୋଡିଆ ଦାଖଲ କରିଥିବା ଜାମିନ ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ…
ଶିକ୍ଷକଙ୍କୁ ମିଳିବ ସରକାରୀ ଘର, ସରକାରଙ୍କ ନୂଆ ଯୋଜନା, ପ୍ରଥମେ ମିଳିବ ୫ ଲକ୍ଷଙ୍କୁ…
ପାଟନା,୩୦।୧୦ : ବିହାରର ସରକାରୀ ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କୁ ସେମାନଙ୍କ ବିଦ୍ୟାଳୟ ନିକଟରେ ରହିବା ସୁବିଧା ଯୋଗାଇବା ପାଇଁ ଶିକ୍ଷା ବିଭାଗ ଦ୍ୱାରା ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଯୋଜନା ଅନ୍ତର୍ଗତ ପ୍ରଥମେ ରାଜ୍ୟର ପ୍ରାୟ ୫ ଲକ୍ଷ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ନୀତୀଶ…
ନାବାଳିକା ଅପହରଣରେ ନୂଆ ମୋଡ, ଅବିବାହିତା ମହିଳାଙ୍କ ମିଥ୍ୟା ଡେଲିଭରୀ ଘଟଣାର ପର୍ଦ୍ଦାଫାଶ…
ଭୋପାଳ,୩୦।୧୦ : ଅକ୍ଟୋବର ୨୧ରେ, ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ କନ୍ୟା ପୂଜନ ନାମରେ ଦୁଇ ନିରୀହ ନାବାଳିକାଙ୍କୁ ଅପହରଣ ମାମଲା ସାମ୍ନାକୁ ଆସିଥିଲା। କ୍ରାଇମ ବ୍ରାଞ୍ଚ ତୃତୀୟ ଦିନରେ ପ୍ରାୟ ୬୦ଘଣ୍ଟା ପରେ କୋଲାରର ଇଂରାଜୀ ଭିଲ୍ଲା କଲୋନୀରୁ ଉଭୟ ନାବାଳିକାଙ୍କୁ…
ସେମିଫାଇନାଲରୁ ୪ ଟିିମ୍ ବାହାର, ଓ୍ବାଲର୍ଡ କପ୍ ଦୌଡ଼ରେ ଏବେ ୬ ଟିମ୍…
ନୂଆଦିଲ୍ଲୀ,୩୦।୧୦ : ବିଶ୍ୱକପ ୨୦୨୩ ବର୍ତ୍ତମାନ ଧୀରେ ଧୀରେ ସେମିଫାଇନାଲ ଆଡକୁ ଗତି କରୁଛି। କିଛି ଦଳ କ୍ରମାଗତ ଭାବରେ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲ ପାଇଁ ନିଜର ସ୍ଥିତିକୁ ମଜବୁତ କରୁଥିବାବେଳେ କେତେକ ଦଳ ଖରାପ ଫର୍ମ ସହ ସଂଘର୍ଷ…
ଭୋଟ ସହିତ ଲୋକଙ୍କୁ ନୋଟ୍ ମାଗୁଛନ୍ତି ପୂର୍ବତନ ଭାଜପା ନେତା, ଭାଇରାଲ ଭିଡ଼ିଓ ଦେଖନ୍ତୁ…
ଭୋପାଳ,୩୦।୧୦ : ଆଗକୁ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିଧାନସଭା ନିର୍ବାଚନ ପାଇଁ ଭାଜପା ସମସ୍ତ ୨୩୦ ଟି ଆସନ ପାଇଁ ପ୍ରାର୍ଥୀ ନିଶ୍ଚିତ କରିଛି। ତେବେ ବହୁ ଭାଜପା ନେତା ଅଛନ୍ତି ଯେଉଁମାନେ ଦଳରୁ ଟିକେଟ ନ ପାଇବା…
ରାଶନ ହେରଫେର କରି ଫିଲ୍ମ ନିର୍ମାଣ, ଇଡି ସ୍କାନରରେ ବଲିଉଡ-ଟଲିଉଡ ଅଭିନେତ୍ରୀ ଅଭିନେତା…
କୋଲକାତା,୩୦।୧୦ : ପଶ୍ଚିମବଙ୍ଗରେ ଚାଲିଥିବା ରାଶନ ସ୍କାମର ଯାଞ୍ଚ ବର୍ତ୍ତମାନ ଟଲିଉଡରୁ ବଲିଉଡ ପର୍ଯ୍ୟନ୍ତ ପହଞ୍ଚିଛି। ୨୦୧୪ରେ ମୁକ୍ତିଲାଭ କରିଥିବା ମୈଗ୍ରୋବ ନାମକ ଏକ ବଙ୍ଗଳା ଚଳଚ୍ଚିତ୍ରରେ ବଲିଉଡର ପ୍ରସିଦ୍ଧ ଆଇଟମ ଅଭିନେତ୍ରୀ ରାଖୀ ସାୱନ୍ତ ଏକ ଆଇଟମ ଡ୍ୟାନ୍ସ କରିଥିବାବେଳେ…
ନିର୍ବାଚନୀ ବଣ୍ଡ ପାଣ୍ଠିର ଉତ୍ସ ଜାଣିବା ଜନସାଧାରଣଙ୍କର କୌଣସି ଅଧିକାର ନାହିଁ, ସୁପ୍ରିମକୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର…
ନୂଆଦିଲ୍ଲୀ,୩୦।୧୦ : ରାଜନୈତିକ ଦଳଗୁଡିକୁ ଅର୍ଥ ପ୍ରଦାନର ଅସ୍ପଷ୍ଟ ନିର୍ବାଚନୀ ବଣ୍ଡ ମୋଡକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ନିଜର ମତ ଉପସ୍ଥାପନ କରିଛନ୍ତି। ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟାରାମଣି ସୁପ୍ରିମକୋର୍ଟଙ୍କୁ କହିଛନ୍ତି ନିର୍ବାଚନୀ ବଣ୍ଡର ଉତ୍ସ…
ବନ୍ଧକଙ୍କୁ ଢାଲ କରି ଖେଳୁଛି ହମାସ, ପର୍ଦ୍ଦାଫାଶ କଲେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ…
ଜେରୁଜେଲମ,୩୦।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧକୁ ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି। ଦ୍ଗାଜାରେ ବନ୍ଧକ ରଖିଥିବା ଲୋକଙ୍କୁ ହମାସ ଏପର୍ଯ୍ୟନ୍ତ ମୁକ୍ତ କରି ନାହିଁ। କତାରର ମଧ୍ୟସ୍ଥତା ଯୋଗୁ ହମାସ ଏପର୍ଯ୍ୟନ୍ତ କେବଳ ଚାରିଜଣ ବନ୍ଧକଙ୍କୁ ମୁକ୍ତ କରିଛି।…
ଟ୍ରେନ୍ ଟ୍ରାଜେଡି: ୨୬ ଟ୍ରେନ୍ ବାତିଲ, ୨୨ ଟ୍ରେନ୍ର ରୁଟ୍ ପରିବର୍ତ୍ତନ
ଭୁବନେଶ୍ୱର,୩୦ା୧୦: ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେଶନ ନିକଟସ୍ଥ କାଣ୍ଟକାପଲ୍ଲୀଠାରେ ରବିବାର ରାତିରେ ଏକ ପାସେଞ୍ଜର ଟ୍ରେନ୍ ଅନ୍ୟ ଏକ ଏକ୍ସପ୍ରେସ ଟ୍ରେନ୍ ଧକ୍କା ହୋଇଥିଲା। ଆଜିସୁଦ୍ଧା ଏହି ମୃତକଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡ଼ିଛି।…

