ଚନ୍ଦ୍ର ଠାରୁ ୨୫କି.ମି. ଦୂରରେ ଲ୍ୟାଣ୍ଡର
ନୂଆଦିଲ୍ଲୀ,୨୦।୮: ଚନ୍ଦ୍ରାୟାନର ଡିବୁଷ୍ଟିଂ ପ୍ରକ୍ରିୟା ସଫଳ ହୋଇଛି। ଚନ୍ଦ୍ର ଠାରୁ ଆମେ ଆଉ ୨୫କିମି ଦୂରରେ ଅଛୁ। ଏନେଇ ଟ୍ବିଟ୍ କରି ଇସ୍ରୋ ସୂଚନା ଦେଇଛି। ଇସ୍ରୋ କହିଛି ଯେ, ବର୍ତ୍ତମାନ ଲ୍ୟାଣ୍ଡର ମଡ୍ୟୁଲର ଆଭ୍ୟନ୍ତରୀଣ ପରୀକ୍ଷା କରାଯିବ। ବର୍ତ୍ତମାନ ଚନ୍ଦ୍ରରେ…
ବୀରଭୂମିରେ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସୋନିଆ-ଖାର୍ଗେ…
ନୂଆଦିଲ୍ଲୀ,୨୦।୮ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ରବିବାର ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ସୋନିଆ ଗାନ୍ଧୀ ଦିଲ୍ଲୀର ବୀରଭୂମିରେ ପହଞ୍ଚିଥିଲେ। ତାଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରବର୍ଟ ଭଦ୍ରା ଏବଂ କଂଗ୍ରେସ ରାଷ୍ଟ୍ରୀୟ…
ପାଙ୍ଗୋଙ୍ଗ ହ୍ରଦ କୂଳରେ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାହୁଲ, କହିଲେ ତୁମର ପଦଚିହ୍ନ ହେଉଛି ମୋର ମାର୍ଗ…
ଲେହ,୨୦।୮ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ରବିବାର ଲଦାଖର ପାଙ୍ଗୋଙ୍ଗ ହ୍ରଦ କୂଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଏକ ପ୍ରାର୍ଥନା ସଭା ଆୟୋଜନ…
ଆତଙ୍କବାଦୀ ଆକ୍ରମଣରେ ଦୁଇ ଇସ୍ରାଏଲ ନାଗରିକ ନିହତ, ବାପା-ପୁଅଙ୍କ ଉପରେ ଅତି ନିକଟରୁ ଗୁଳି ଚାଳନା…
ତେଲ ଅଭିବ,୨୦।୮ : ପାଲେଷ୍ଟାଇନର ହୁୱାରା ଗାଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ଘଟିଛି। ପ୍ରାଣ ହରାଇଥିଲେ। ଦୁହିଁଙ୍କୁ ୬୦ ବର୍ଷିୟ ଶାୟ ସିଲାସ ନିଗ୍ରେକର ଏବଂ ତାଙ୍କର ୨୮ ବର୍ଷର ପୁଅ ଆଭିଆଡ ବୋଲି…
ଆମେରିକା, ଜାପାନ ,ଦକ୍ଷିଣ କୋରିଆ ମିଳିତ ଭାବେ ଚାଇନା ବିରୋଧରେ ଲଢ଼ିବେ…
ଓ୍ବାଶିଂଟନ,୨୦।୮ : ଚାଇନାର ବିପଜ୍ଜନକ ତଥା ଆକ୍ରମଣାତ୍ମକ ଆଚରଣ ବିରୋଧରେ ଆମେରିକା ଜାପାନ ଏବଂ ଦକ୍ଷିଣ କୋରିଆ ସହ ମିଳିତ ଲଢ଼େଇ ଘୋଷଣା କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୋନ ସୁକ ୟୋଲ ଏବଂ ଜାପାନ…
ପାକିସ୍ତାନରେ ବୋମା ବିସ୍ଫୋରଣ, ୧୧ ଶ୍ରମିକ ମୃତ…
ଇସଲାମାବାଦ,୨୦।୮ : ପାକିସ୍ତାନର ଉତ୍ତର ୱାଜିରିସ୍ତାନରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ପୋଲିସ ମୁଖପାତ୍ର କହିଛନ୍ତି ଏହି ବୋମା ବିସ୍ଫୋରଣ ଉତ୍ତର ୱାଜିରିସ୍ତାନର ଏକ…
ଆମେରିକା-ଦକ୍ଷିଣ କୋରିଆ ମିଳିତ ସମରାଭ୍ୟାସ ପାଇଁ ପ୍ରସ୍ତୁତି: ଚିନ୍ତାରେ କିମ୍…
ସିଓଲ,୨୦।୮: ଦକ୍ଷିଣ କୋରିଆ ଏବଂ ଆମେରିକା ଚଳିତ ସପ୍ତାହରେ ମିଳିତ ସମରାଭ୍ୟାସ ଆରମ୍ଭ କରିବାକୁ ଯାଉଛନ୍ତି। ଉତ୍ତର କୋରିଆରୁ ବଢୁଥିବା ସାମରିକ ବିପଦ ବିରୋଧରେ ଉଭୟ ଦେଶ ମିଳିତ ପ୍ରସ୍ତୁତି ବୃଦ୍ଧି ପାଇଁଚେଷ୍ଟା କରୁଛନ୍ତି। ପୂର୍ଣ୍ଣ ଯୁଦ୍ଧ ପରିସ୍ଥିତି ଉପରେ ଆଧାରିତ…
ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ଗଭୀର ଖାଲକୁ ଖସିଲା, ୯ ଶହୀଦ…
ଲେହ,୧୯।୮ : ଦକ୍ଷିଣ ଲଦାଖର ନ୍ୟୋମାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଭାରତୀୟ ଯବାନଙ୍କୁ ନେଇ ଯାଉଥିବା ଏକ ଗାଡି ଗଭୀର ଖାଲରେ ଖସି ପଡ଼ିଛି। ଏଥରେ ୯ ଯବାନ ଶହୀଦ ହୋଇଥିବା କୁହାଯାଉଛି। କେରି ସହରଠାରୁ ୭ କିଲୋମିଟର…
ଉଦୟପୁର-ଖଜୁରାହୋ ଇଣ୍ଟରସିଟି ଇଞ୍ଜିନରେ ଅଗ୍ନିକାଣ୍ଡ…
ଗ୍ବାଲିୟର,୧୯।୮ : ମଧ୍ୟପ୍ରଦେଶରେ ଟ୍ରେନ ଦୁର୍ଘଟଣା ଘଟିଛି। ଶନିବାର ଗ୍ବାଲିୟର ଏକ୍ସପ୍ରେସ ଟ୍ରେନର ଇଞ୍ଜିନରେ ହଠାତ ଅଗ୍ନିକାଣ୍ଡ ଘଟି ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଯାତ୍ରୀମାନେ ଟ୍ରେନରୁ ଧୂଆଁ ବାହାରୁଥିବା ଦେଖି ଆତଙ୍କିତ ହୋଇ ଭୟରେ ଟ୍ରେନରୁ ଓହ୍ଲାଇ ପଡ଼ିଥିଲେ। ସୂଚନା…
ବାଇକ ଚଳାଇଲେ ରାହୁଲ, ସୋସିଆଲ ମିଡ଼ିଆରେ ଭାଇରାଲ…
ଲେହ,୧୯।୮ : ଲଦାଖ ଗସ୍ତରେ ଯାଇଥିବା କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଶନିବାର ଏକ ଭିନ୍ନ ଅବତାରରେ ନଜର ଆସିଛନ୍ତି। ରାହୁଲ ପାଙ୍ଗୋଙ୍ଗ ହ୍ରଦ ନିକଟରେ ସେ ବାଇକ ଚଳାଉଥିବାର ନଜର ଆସିଥିଲେ। ରାହୁଲ ଗାନ୍ଧୀ ନିଜର ଅଫିସିଆଲ ଏକ୍ସ (ଟୱିଟର)…
ପିଆଜ ଉପରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ୪୦ ପ୍ରତିଶତ ରପ୍ତାନୀ ଶୁଳ୍କ ଲାଗୁ…
ନୂଆଦିଲ୍ଲୀ,୧୯।୮ : କେନ୍ଦ୍ର ସରକାର ପିଆଜ ଉପରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ୪୦ ପ୍ରତିଶତ ରପ୍ତାନୀ ଶୁଳ୍କ ଲାଗୁ କରିଛନ୍ତି। ଘରୋଇ ବଜାରରେ ପିଆଜ ଦାମ ନିୟନ୍ତ୍ରଣ କରିବା ଲାଗି ଏଭଳି କରାଯିବା ପାଇଁ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏକ ବିଜ୍ଞପ୍ତି…
ପଞ୍ଚାୟତ ସଦସ୍ୟଙ୍କ ପାଇଁ ଦୁଇ ସନ୍ତାନ ସୀମା ମଧ୍ୟରେ କେବଳ ଜନ୍ମିତ ସନ୍ତାନ ହେବେ ସାମିଲ: ହାଇକୋର୍ଟଙ୍କ ବଡ ନିଷ୍ପତ୍ତି…
ମୁମ୍ବାଇ,୧୯।୮ : ଶନିବାର ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ନିଷ୍ପତ୍ତି ନେଇଛି ମହାରାଷ୍ଟ୍ରର ପଞ୍ଚାୟତ ସଦସ୍ୟଙ୍କ ପାଇଁ ନିର୍ଦ୍ଧାରିତ ଦୁଇ ସନ୍ତାନଙ୍କ ସୀମାରେ କେବଳ ଜନ୍ମିତ ସନ୍ତାନଙ୍କୁ ଅନ୍ତର୍ଭୁକ୍ତ କରାଯିବ। କିନ୍ତୁ ପୋଷ୍ୟ ସନ୍ତାନ ନୁହେଁ। ମହାରାଷ୍ଟ୍ର ଜିଲା ପରିଷଦ ଏବଂ…
Archives


