ଆଦାନୀ ମାମଲାରେ ଚୂଡ଼ାନ୍ତ ସିଦ୍ଧାନ୍ତରେ ପହଞ୍ଚିବାରେ ସେବି ଅକ୍ଷମତା ଦର୍ଶାଉଛି: କଂଗ୍ରେସର ପ୍ରଶ୍ନ…
ନୂଆଦିଲ୍ଲୀ,୨୬।୮ : ଆଦାନୀ ଗ୍ରୁପ ଏବଂ ଆମେରିକୀୟ ଅନୁସନ୍ଧାନକାରୀ ସଂସ୍ଥା ହିଣ୍ଡେନବର୍ଗ ମାମଲାରେ ସେବି ସୁପ୍ରିମକୋର୍ଟରେ ଏହାର ସ୍ଥିତି ରିପୋର୍ଟ ଦାଖଲ କରିଛି। ଅନ୍ୟପକ୍ଷରେ, ୨୫ ଅଗଷ୍ଟ ୨୦୨୩ ରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ସେବିର ସ୍ଥିତି ରିପୋର୍ଟ ଉପରେ କଂଗ୍ରେସ…
୧୪ ଘଣ୍ଟା ଅନ୍ଧାରରେ କେନିଆ, ହସ୍ପିଟାଲଠାରୁ ଆରମ୍ଭ କରି ରାଷ୍ଟ୍ରପତି ଭବନ ବି ଅନ୍ଧାର
ନାଇରୋବି,୨୬ା୮: ଆଫ୍ରିକୀୟ କେନିଆରେ ବିଦ୍ୟୁତ କାଟ୍ ଯୋଗୁ ସମଗ୍ର ଦେଶ ଖରାପ ଅବସ୍ଥାରେ ଗତି କରୁଛି। ଶୁକ୍ରବାର ରାତିରୁ କେନିଆରେ ବିଦ୍ୟୁତ୍କାଟ୍ ହୋଇଥିବା ବେଳେ ଶନିବାର ଅର୍ଥାତ୍ ୧୪ ଘଣ୍ଟା ପରେ ବିଦ୍ୟୁତ୍ ଯୋଗାଣ ହୋଇଛି। ଫଳରେ ହସ୍ପିଟାଲ, ଏୟାପୋର୍ଟ ଏପରିକି…
ଅଭିଯୁକ୍ତ ଭାଷା ନ ବୁଝିଲେ ବି ଚାର୍ଜଶିଟ ବେଆଇନ ନୁହେଁ: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…
ନୂଆଦିଲ୍ଲୀ,୨୬।୮ : ସୁପ୍ରିମକୋର୍ଟ କହିଛନ୍ତି ଅପରାଧିକ ପ୍ରକ୍ରିୟା (ସିଆରପିସି) ଅନୁଯାୟୀ କୌଣସି ବ୍ୟବସ୍ଥା ନାହିଁ ଯେଉଁଥିରେ କୁହାଯାଇଛି ଯେ ଅନୁସନ୍ଧାନକାରୀ ସଂସ୍ଥା ଚାର୍ଜଶୀଟ କୋର୍ଟର ଭାଷାରେ ଦାଖଲ କରିବେ। ସିଆରପିସିର ଧାରା ୨୭୨ ଅନୁଯାୟୀ, ରାଜ୍ୟ ସରକାର ହାଇକୋର୍ଟ ଏବଂ ଅନ୍ୟାନ୍ୟ…
ଲାଲ ଡାଏରୀକୁ କାହିଁକି ଭୟ: ଗେହଲଟଙ୍କୁ ଶାହାଙ୍କ ପ୍ରଶ୍ନ…
ଜୟପୁର,୨୬।୮ : ରାଜସ୍ଥାନର ଗଙ୍ଗାପୁରରେ ଶନିବାର ଏକ କୃଷକ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାରଙ୍କୁ କଡ଼ା ସମାଲୋଚନା କରଛନ୍ତି। ସେ କହିଛନ୍ତି ଆଜିକାଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଲାଲ…
ମୁନାଫାରେ ଇସ୍ରୋକୁ ଜିନିଷ ଯୋଗାଇଥିବା କମ୍ପାନୀ, ୩୦ହଜାର କୋଟି ଟଙ୍କା ବଢିଲା କମ୍ପାନୀର ଶେୟାର
ନୂଆଦିଲ୍ଲୀ,୨୬।୮:ଇସ୍ରୋର ଚନ୍ଦ୍ରାୟାନ ୩ର ବଜେଟ୍ ୬୧୫ କୋଟି ଟଙ୍କା। ତେବେ ଚନ୍ଦ୍ରପୃଷ୍ଠରେ ଅବତରଣ ସଫଳତା ହେତୁ ନିବେଶକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। କାରଣ ମହାକାଶ କ୍ଷେତ୍ର ସହିତ ଜଡିତ ସମସ୍ତ ଛୋଟ ଏବଂ ବଡ କମ୍ପାନୀର ଅଂଶ ଗତ ସପ୍ତାହରେ…
ସଙ୍କଟରେ ଏୟାର ଇଣ୍ଡିଆ: ଡିଜିସିଏ ସୁରକ୍ଷା ଅଡିଟରେ ୧୩ ତ୍ରୁଟି…
ନୂଆଦିଲ୍ଲୀ,୨୬।୮ : ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ (ଡିଜିସିଏ) ର ଦୁଇ ସଦସ୍ୟ ବିଶିଷ୍ଟ ଯାଞ୍ଚ ଦଳ ଏୟାର ଇଣ୍ଡିଆର ଆଭ୍ୟନ୍ତରୀଣ ସୁରକ୍ଷା ଅଡିଟରେ ତ୍ରୁଟି ଦେଖାଦେଇଛି ଏବଂ ଏହାର ଅନୁସନ୍ଧାନ କରୁଛନ୍ତି। ଡିଜିସିଏରେ ଦାଖଲ ହୋଇଥିବା ଅଡିଟ ରିପୋର୍ଟ ଅନୁଯାୟୀ,…
ଜି-୨୦ ଶିଖର ସମ୍ମିଳନୀ: ଦିଲ୍ଲୀ ସୁରକ୍ଷା ଛାଉଣୀରେ ପରିଣତ…
ନୂଆଦିଲ୍ଲୀ,୨୬।୮ : ରାଜଧାନୀ ଦିଲ୍ଲୀରେ ଜି -୨୦ ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ବିମାନ ବନ୍ଦରରୁ ସଭା ସ୍ଥଳ ପର୍ଯ୍ୟନ୍ତ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହି ସମୟରେ ବିମାନବନ୍ଦରରେ ରିସେପ୍ସନ ପାଇଁ ଏକ ରିହର୍ସାଲ ମଧ୍ୟ କରାଯାଇଛି।…
ଛତିଶଗଡରେ ଏହି ବିଧାୟକଙ୍କର କଟିବ ଟିକେଟ୍: ଭୂପେଶ ବାଘେଲ
ରାୟପୁର,୨୬।୮: ଚଳିତ ବର୍ଷ ଶେଷ ସୁଦ୍ଧା ଛତିଶଗଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଲୋକସଭା ନିର୍ବାଚନ ନେଇ ଜାତୀୟ ରାଜନୀତି ସରଗରମ ଥିବାବେଳେ ରାଜ୍ୟ ରାଜନୀତି ମଧ୍ୟ ସରଗରମ ରହିଛି। ରାଜ୍ୟରେ ଶୀର୍ଷ ନେତା ଗୋଟିକ ପରେ ଗୋଟିଏ…
୩ ଲଶ୍କର-ଇ-ତୋଏବା ଆତଙ୍କବାଦୀ ଗିରଫ…
ଶ୍ରୀନଗର,୨୬।୮ : ଉତ୍ତର କଶ୍ମୀରର କୁପୱାରା ଜିଲାରେ ସେନା ତଥା ଜମ୍ମୁ-କଶ୍ମୀର ପୋଲିସର ମିଳିତ ବାହିନୀଙ୍କୁ ଆତଙ୍କବାଦ ବିରୋଧୀ କର୍ଯ୍ୟକଳାପରେ ବଡ଼ ସଫଳତା ମିଳିଛି। ମିଳିତ ସୁରକ୍ଷାର୍କମୀ ୩ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କଠାରୁ ୫ ଗ୍ରେନେଡ ମଧ୍ୟ ଜବତ କରାଯାଇଛି।…
ଇସ୍ରୋ ପୂର୍ବରୁ ଆରମ୍ଭ ହୋଇଛି ପାକିସ୍ତାନର ସ୍ପେସ ଏଜେନ୍ସି, ୬୨ବର୍ଷରେ ଲଞ୍ଚ କରିଛି କେବଳ ୫ଟି ସାଟେଲାଇଟ
ନୂଆଦିଲ୍ଲୀ/ଇସଲାମବାଦ,୨୬।୮: ଚନ୍ଦ୍ରାବତରଣ କରିଛି ଭାରତ। ଦକ୍ଷିଣ ମେରୁରେ ଚନ୍ଦ୍ରାବତରଣ କରି ଇତିହାସ ରିଚିଛି। ଭାରତର ଚନ୍ଦ୍ର ମିଶନ ଚନ୍ଦ୍ରାୟନ ୩ର ସଫଳତାକୁ ସାରା ବିଶ୍ୱରେ ଆଲୋଚନା ହେଉଛି। ଖାସ୍ କରି ଆମ ପଡୋଶୀ ଦେଶ ପାକିସ୍ତାନରେ ଏନେଇ ଅଧିକ ଚର୍ଚ୍ଚା ହେଉଛି।…
ଦଳ ଛାଡ଼ିଥିବା ସଦସ୍ୟଙ୍କ ସହ ଗରିଲା ଯୁଦ୍ଧ ରଣନୀତି କରୁଛନ୍ତି ଶରଦ ପାଓ୍ବାର: ସଞ୍ଜୟ ରାଉତ…
ମୁମ୍ବାଇ,୨୬।୮ : ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଶନିବାର କହିଛନ୍ତି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ତାଙ୍କ ଦଳ ଛାଡୁଥିବା ଲୋକଙ୍କ ସହ ଗରିଲା ଯୁଦ୍ଧ କୌଶଳ ବ୍ୟବହାର କରୁଛନ୍ତି। ତାଙ୍କ ଦଳ ଭାରତୀୟ ଜନତା…
ମେଘାଳୟ ସୋନାପୁର ଟନେଲରେ ଭୂସ୍ଖଳନ…
ଶିଲଂ,୨୬।୮ : ମେଘାଳୟର ସୋନାପୁର ଟନେଲରେ ପୁଣି ଥରେ ଭୂସ୍ଖଳନ ଘଟିଛି। ଟନେଲରେ ଭୂସ୍ଖଳନ ଯୋଗୁୁ ଶହ ଶହ ଗାଡି ଫସି ରହିଛନ୍ତି। ଗତ କିଛି ଦିନ ହେବ ଲଗାତାର ବର୍ଷା ହେବା ଦ୍ୱାର ଏହି ଭୂସ୍ଖଳନ ଘଟିଛି। ସୋନାପୁର ଟନେଲରେ…
Archives


