ଆମେରିକାବାସୀ କୌଣସି ଅପରାଧିଙ୍କୁ ଦେବେ ନାହିଁ ଭୋଟ, ଟ୍ରମ୍ଫଙ୍କୁ ଟାର୍ଗେଟ କଲେ ନିକି
ଓ୍ବାଶିଂଟନ,୪।୯: ଆସନ୍ତା ବର୍ଷ ଆମେରିକା ଏକ ନୂତନ ରାଷ୍ଟ୍ରପତି ଚୟନ କରିବ। ଏଥିପାଇଁ ସମସ୍ତେ ଉତ୍ସାହର ସହିତ ନିଜର ପ୍ରାର୍ଥୀପତ୍ର ଉପସ୍ଥାପନ କରୁଛନ୍ତି। ଗୋଟିଏ ପଟେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା ଦେଖିବାକୁ ମିଳୁଛି। ଏଥି ସହିତ, ଆମେରିକାର ରାଷ୍ଟ୍ରପତି…
‘ମୁଁ ରାଷ୍ଟ୍ରପତି ହେଲେ ଟ୍ରମ୍ଫଙ୍କୁ କ୍ଷମା କରିଦେବି’,କମଲା ହ୍ୟାରିସଙ୍କୁ ଟାର୍ଗେଟ କଲେ ରାଷ୍ଟ୍ରପତି ପ୍ରାର୍ଥୀ ରାମସ୍ବାମୀ
ଓ୍ବାଶିଂଟନ,୪।୯: ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଥିବା ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ତଥା ଭାରତୀୟ ମୂଳ ବାସିନ୍ଦା ବିବେକ ରାମସ୍ବାମୀ ତାଙ୍କ ବୟାନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଗତ ମାସରେ ଅନୁଷ୍ଠିତ ହୋଇଥିବା ପ୍ରଥମ ରାଷ୍ଟ୍ରପତି ବିତର୍କରେ ବିବେକ ରାମସ୍ବାମୀ…
ଜି-୨୦ ସମ୍ମଳନୀ: ଭାରତ ଗସ୍ତକୁ ନେଇ ଉତ୍ସାହିତ ଅଛନ୍ତି ଆମେରିକା ରାଷ୍ଟ୍ରପତି ହେଲେ…
ଓ୍ବାଶିଂଟନ/ନୂଆଦିଲ୍ଲୀ,୪।୯: ରାଜଧାନୀ ଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି ଜି-୨୦ ବୈଠକ। ସେପ୍ଟେମ୍ବର ୯ ଓ ୧୦ରେ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତିଙ୍କଠାରୁ ବ୍ରିଟେନର ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବିଶ୍ୱର ଭିନ୍ନ ଭିନ୍ନ ଦେଶର ବହୁ ବଡ ବଡ ନେତା ସାମିଲ…
ବାରବାଙ୍କିରେ ଭୁଷୁଡିଲା କୋଠା, ୨ମୃତ ଅନେକେ ଫସି ରହିଥିବା ଆଶଙ୍କା
ବାରବାଙ୍କି,୪।୯: ଉତ୍ତରପ୍ରଦେଶର ବାରବାଙ୍କି ଜିଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ବହୁ ମହଲା କୋଠା ଭୁଶୁଡି ପଡିଛ। ଭଙ୍ଗା କୋଠାତଳେ ଚାପି ହୋଇଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଲୋକ ବର୍ତ୍ତମାନ ଫସି ରହିଥିବାର ଅନୁମାନ କରାଯାଉଛି।…
ଆମେରିକା ଶପିଂ ମଲ୍ରୁ ସାମଗ୍ରୀ ଚୋରି ବୃଦ୍ଧି
ନ୍ୟୁୟର୍କ,୪ା୯: ଆମେରିକାରେ ଖୁଚୁରା ଦୋକାନ, ଶପିଂ ମଲ୍ଗୁଡ଼ିକରେ ଟୁଥ୍ପେଷ୍ଟ, ଚକୋଲେଟ, ଓ୍ବାଂଶି ପାଉଡର, ଡିଓଡାର୍ଣ୍ଟସ୍ ଭଳି ଦୈନନ୍ଦିନ ବ୍ୟବହୃତ ସାମଗ୍ରୀ ଚୋରି ବୃଦ୍ଧି ପାଉଛି। ଏହାକୁ ଏଡ଼ାଇବା ପାଇଁ ଦୋକାନ ଏବଂ ଶପିଂ ମଲ୍ ମାଲିକମାନେ ଉକ୍ତ ସାମଗ୍ରୀଗୁଡ଼ିକୁ ତାଲା ପକାଇ…
୩୧୧ ଆପ୍, ୯୫ ମେଶିନ ବ୍ୟବହୃତ
ନୂଆଦିଲ୍ଲୀ,୪ା୯: ଦିଲ୍ଲୀରେ ସେପ୍ଟେମ୍ବର ୯ ଓ ୧୦ରେ ହେବାକୁ ଥିବା ଜି୨୦ ସମ୍ମିଳନୀ ପାଇଁ ଜାତୀୟ ରାଜଧାନୀକୁ ଆକର୍ଷଣୀୟ କରାଯାଇଛି। ବିଦେଶୀ ଅତିଥିଙ୍କୁ ସ୍ବାଗତ କରିବାକୁ ଯାଉଥିବା ଦିଲ୍ଲୀର ସଫେଇ ପାଇଁ ୩୧୧ ଆପ୍, ୧୨,୦୦୦ କର୍ମୀ ଓ ୯୫ଟି ମେଶିନକୁ…
ସନାତନ ଧର୍ମର ବିଲୋପ ଜରୁରୀ: ଉଦୟନିଧି
ଚେନ୍ନାଇ/ନୂଆଦିଲ୍ଲୀ,୪ା୯ : ଭୋଟ ପାଖେଇ ଆସିଲେ ଭାଜପା ନେତାମାନେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ଛାଡ଼ି ଧର୍ମୀୟ କାର୍ଡ ଖେଳିବା ସହ ଧ୍ରୁବୀକରଣ ବଳରେ ନିର୍ବାଚନ ଜିତିବା ପାଇଁ ପ୍ରାଣପଣେ ଉଦ୍ୟମ କରୁଥିବା ଦେଖିବାକୁ ମିଳିଥାଏ। ଦେଶରେ ବଢ଼ିଚାଲିଥିବା ମୁଦ୍ରାସ୍ଫୀତି, ବେକାରି ସମସ୍ୟା ଓ…
‘ଯୌତୁକ ନିର୍ଯାତନାର ମିଥ୍ୟା ଅଭିଯୋଗ ଚରମ ନିଷ୍ଠୁରତା’
ନୂଆଦିଲ୍ଲୀ,୪ା୯(ପି.ଟି.) : ସ୍ବାମୀଙ୍କ ପରିବାର ବିରୋଧରେ ମହିଳା ମିଥ୍ୟା ଯୌତୁକ ନିର୍ଯାତନା କିମ୍ବା ବଳାତ୍କାର ଅଭିଯୋଗ ଆଣିବା ‘ଚରମ ନିଷ୍ଠୁରତା’ ଏବଂ ଏହାର କ୍ଷମା ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଉଚ୍ଚ ଅଦାଲତଙ୍କ ମତରେ କୌଣସି ବୈବାହିକ ସମ୍ପର୍କର ଆଧାର…
ମଣିପୁରରେ ୧୨,୬୯୪ ପିଲା ବିସ୍ଥାପିତ
ଇମ୍ଫାଲ,୪ା୯ : ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଦୀର୍ଘ ୪ ମାସ ହେଲା ଲାଗିରହିଥିବା ଜାତିଆଣ ସଂଘର୍ଷ ଓ ହିଂସାକାଣ୍ଡରେ ପାଖାପାଖି ୨୦୦ ଲୋକଙ୍କ ଜୀବନ ଯାଇଥିବାବେଳେ ୫୦ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ବିସ୍ଥାପିତଙ୍କ ମଧ୍ୟରେ ୧୨,୬୯୪ ପିଲା ରହିଛନ୍ତି।…
ଯୁଦ୍ଧ ମଝିରେ ଜେଲେନସ୍କି ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସିଙ୍କୁ କଲେ ବରଖାସ୍ତ …
କିଭ୍,୪।୯: ରୁଷିଆ ସହିତ ଯୁଦ୍ଧ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ବଡ ପଦକ୍ଷେପ ନେଇଛନ୍ତି। ରବିବାର ଜେଲେନସ୍କି ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରେଜନିକୋଭଙ୍କୁ ବରଖାସ୍ତ କରିଛନ୍ତି। ଓଲେକ୍ସିଙ୍କୁ କ୍ରିମିଆ ସାଂସଦ ରୁସ୍ତମ ଉମେରୋଭଙ୍କ ସ୍ଥାନ ଦିଆଯିବ। ଜେଲେନସ୍କି ତାଙ୍କ…
ଗିଲଗିଟ ବାଲ୍ଟିସ୍ତାନରେ ଉତ୍ତେଜନା, ଆମେରିକା ଜାରି କଲା ଯାତ୍ରା ଆଡଭାଇଜରୀ…
ଓ୍ବାଶିଂଟନ/ଇସଲାମାବାଦ,୪।୯ : ଗୁଲାମ ଜମ୍ମୁ-କୀଶ୍ମୀରର ଗିଲଗିଟ ବାଲ୍ଟିସ୍ତାନରେ ଧର୍ମଗୁରୁଙ୍କ ଅପମାନଜନକ ମନ୍ତବ୍ୟକୁ ନେଇ ବିବାଦ ଜାରି ରହିଛି। ଏହି ଅଞ୍ଚଳର ଉତ୍ତେଜନାକୁ ଦୃଷ୍ଟିରେ ରଖି ମୋବାଇଲ ଇଣ୍ଟରନେଟ ସେବା ସମଗ୍ର ଅଞ୍ଚଳରେ ବନ୍ଦ ରଖାଯାଇଛି। ଗିଲଗିଟ ବାଲ୍ଟିସ୍ତାନ ସରକାର ଏହି ଅଞ୍ଚଳରେ…
ହରିୟାଣାର ପ୍ରତିଟି ବୁଥରେ ୧୦ ଜଣିଆ କମିଟି ଗଠନ କରିବ ଏଏପି
ନୂଆଦିଲ୍ଲୀ,୩।୯: ହରିୟାଣାରେ ସଂଗଠନର ସମ୍ପ୍ରସାରଣ ପରେ ଆମ ଆଦମୀ ପାର୍ଟି (ଏଏପି) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରବିବାର ପ୍ରାୟ ୪୦୦୦ କର୍ମୀଙ୍କୁ ଶପଥ ଦେବା ଲାଗି ଭିଓ୍ବାନୀରେ ପହଞ୍ଚିଥିଲେ। ଏହି ସମୟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ…
Archives


