ନାବାଳିକା ବଳାତ୍କାର ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶକୁ ଖାରଜ କଲେ ସୁପ୍ରିମ୍କୋର୍ଟ, କହିଲେ ବିଚାରପତି ରୋବୋ ଭଳି କାମ ନ କରନ୍ତୁ…
ନୂଆଦିଲ୍ଲୀ,୫।୯ : ଜଣେ ୧୦ ବର୍ଷର ବାଳିକାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଜଣେ ବିଚାରପତି ନିରପେକ୍ଷ ହେବା ଉଚିତ। ତଥାପି, ଏହାର ଅର୍ଥ ନୁହେଁ…
ଦେଶର ନାମ ବଦଳିବା ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଲା…
ନୂଆଦିଲ୍ଲୀ,୫।୯ : ଦେଶର ନାମ ବଦଳିବା ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି। ବିଭିନ୍ନ ୟୁଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି। ସୋସିଆଲ ମିଡିଆରେ କିଛି ଲୋକ ପ୍ରଶ୍ନ କରିଛନ୍ତି ଦେଶର ଅନୁଷ୍ଠାନଗୁଡ଼ିକର ନାମ ପରିବର୍ତ୍ତନ ହେବ କି? ଇଣ୍ଡିଆନ…
ଜି-୨୦ ସଜବାଜ: ୭ରୁ ୧୧ ସେପ୍ଟେମ୍ବର ପାଇଁ ଏୟାର ଇଣ୍ଡିଆ ଘୋଷଣା କଲା ସ୍ବତନ୍ତ୍ର ସୁବିଧା
ନୂଆଦିଲ୍ଲୀ,୫।୯: ଜି-୨୦କୁ ଦୃଷ୍ଟିରେ ରଖି ରାଜଧାନୀ ନୂଆଦିଲ୍ଲୀରେ ସଜବାଜ ଆରମ୍ଭ ହୋଇ ଯାଇଛି। ଜି-୨୦ ବୈଠକ ଯୋଗୁ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କ ପାଇଁ ଏକ ସ୍ବତନ୍ତ୍ର ସୁବିଧା ଘୋଷଣା କରିଛି। ଏୟାର ଇଣ୍ଡିଆ ଏକ୍ସ(ପୂର୍ବ ଟ୍ବିଟର)ରେ ଟୁଇଟ କରି କହିଛି ଯେ,…
ଜି -୨୦ ଶିଖର ସମ୍ମିଳନୀ: ଭିକାରୀଙ୍କ ପାଇଁ ଦିଲ୍ଲୀରେ ୩ ଦିନିଆ ମହାଭୋଜ…
ନୂଆଦିଲ୍ଲୀ,୫।୯ : ଜି -୨୦ ଶିଖର ସମ୍ମିଳନୀରେ ଟ୍ରାଫିକ ଉପରେ ପ୍ରତିବନ୍ଧକ ଲଗାଯିବା ସହିତ ୮ ରୁ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଦିଲ୍ଲୀର ଅନେକ ଅଞ୍ଚଳରେ କିନ୍ନର ଏବଂ ଭିକାରୀଙ୍କ ଉପସ୍ଥିତି ମଧ୍ୟ ରହିବ ନାହିଁ। ଆଗାମୀ କିଛି ଦିନ ହେବ…
ପାକିସ୍ତାନରେ ଅର୍ଥନୈତିକ ସଙ୍କଟ: ୫୦ ବ୍ୟବସାୟୀଙ୍କ ସହିତ ବୈଠକ କଲେ ସେନା ମୁଖ୍ୟ…
ଇସଲାମାବାଦ,୫।୯ : ପାକିସ୍ତାନରେ ଅର୍ଥନୈତିକ ସଙ୍କଟ ଜାରି ରହିଛି। ଏନେଇ ସେନା ମୁଖ୍ୟ ଅସୀମ ମୁନିର ବ୍ୟବସାୟ ଗୋଷ୍ଠୀ ସହିତ ବୈଠକ କରିଛନ୍ତି। ନଗଦ ଅର୍ଥରାଶି ଦେଶକୁ କୋଟି କୋଟି ଡଲାର ବିଦେଶୀ ପୁଞ୍ଜି ବିନିଯୋଗ ଆଣିବା ପାଇଁ ସେ ସବୁକିଛି…
ପ୍ରତିବର୍ଷ ପୃଥିବୀ ଠାରୁ ଦୂରେଇ ଯାଉଛି ଜହ୍ନମାମୁଁ: ବୈଜ୍ଞାନିକଙ୍କ ଦାବି
ଓ୍ବାଶିଂଟନ୍,୫।୯: ଚନ୍ଦ୍ର ଆମ ଠାରୁ ଦୂର ନୁହେଁ। ଚନ୍ଦ୍ରାୟାନ ୩ର ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ ପରେ ଭାରତ ଏହାକୁ ପ୍ରମାଣ କରି ଦେଖାଇଛି। ପୂର୍ବରୁ ପୃଥିବୀଠାରୁ ଲକ୍ଷ ଲକ୍ଷ କିଲୋମିଟର ଦୂରରେ ଥିବା ଚନ୍ଦ୍ର ବିଷୟରେ ଜାଣିବା କୌତୁହଳର ବିଷୟ ଥିଲା।…
ଆଫଗାନିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୨୯୨ ରନ…
ଲାହୋର,୫।୯ : କରିଥିଲା। ଏସିଆ କପର ଶେଷ ଗ୍ରୁପ ମ୍ୟାଚ ତଥା ଷଷ୍ଠ ତମ ଏକଦିବସୀୟ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ପାକିସ୍ତାନର ଲାହୋର ସ୍ଥିତ ଗଦାଫି ଷ୍ଟାଡିୟମରେ ଖେଳାଯାଉଛି। ଶ୍ରୀଲଙ୍କାର ଅଧିନାୟକ ଦାସୁନ ଶାନାକା ଟସ ଜିତି ପ୍ରଥମେ ବ୍ୟାଟିଂ…
କଂଗ୍ରେସର ରାହୁଲ ୟାନ ୨୦ ବର୍ଷ ହେଲା ହୋଇ ପାରୁ ନି ଲଞ୍ଚ୍: ରାଜନାଥ…
ଭୋପାଳ,୫।୯ : ଜନ ଆର୍ଶୀବାଦ ଯାତ୍ରାର ଶୁଭାରମ୍ଭ ପାଇଁ ମଧ୍ୟପ୍ରଦେଶର ନେମୁଚରେ ପହଞ୍ଚିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କଂଗ୍ରେସ ତଥା ସମସ୍ତ ବିରୋଧୀ ଦଳଙ୍କୁ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସକୁ ଟାର୍ଗେଟ କରି ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…
ଶିବରାଜଙ୍କୁ କ୍ରିକେଟର ଧୋନିଙ୍କ ସହ ତୁଳନା କଲେ ରାଜନାଥ…
ଭୋପାଳ,୫।୯ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହ ତାଙ୍କୁ ମହାନ କ୍ରିକେଟର ମହେନ୍ଦ୍ର ସିଂ ଧୋନି (ଏମଏସ ଧୋନି) ଙ୍କ ସହ ତୁଳନା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…
ଶ୍ରାବଣରେ ମଟନ ଖାଇବା-ଅଶ୍ଳୀଳ ଭିଡ଼ିଓ ଦେଖିବା ନେଇ ସୁଶୀଲ ମୋଦି-ପପୁ ଯାଦବ ମୁହାଁମୁହିଁ…
ପାଟନା,୫।୯ : ଜନ ଅଧିକାର ପାର୍ଟି(ଜେଏପି) ସୁପ୍ରିମୋ ପପୁ ଯାଦବ ଏବଂ ଭାଜପାର ସୁଶୀଲ ମୋଦିଙ୍କ ମଧ୍ୟରେ ଶ୍ରାବଣ ମାସରେ ମଟନ ଖାଇବା ତଥା ଅଶ୍ଳୀଳ ଭିଡ଼ିଓ ଦେଖିବା ନେଇ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି। ପପୁ ଯାଦବ ସୁଶୀଲ ମୋଦିଙ୍କୁ…
ମୋର ବିରୋଧୀମାନେ ମଧ୍ୟ ମୋ ଶିକ୍ଷକ: ରାହୁଲ…
ନୂଆଦିଲ୍ଲୀ,୫।୯ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁ ଦିବସରେ ଏକ ନିଆରା ଅଭିନନ୍ଦନ ଜଣାଇଛନ୍ତି। ମଙ୍ଗଳବାର ରାହୁଲ ଗାନ୍ଧୀ କହିଛନ୍ତି ତାଙ୍କ ବିରୋଧୀମାନେ ମଧ୍ୟ ତାଙ୍କର ଶିକ୍ଷକ। ଯେହେତୁ ସେମାନଙ୍କର ଆଚରଣ, ମିଥ୍ୟା ଏବଂ ଶବ୍ଦ ତାଙ୍କୁ ସଠିକ ରାସ୍ତାରେ…
‘ଇଣ୍ଡିଆ ବନାମ ଭାରତ’ ବିବାଦକୁ ନେଇ ପ୍ରତିକ୍ରିୟା ରଖିଲା ପାକିସ୍ତାନୀ ମିଡିଆ, ମୋଦିରାଜରେ ହୋଇଛି କେବଳ ନାମ ପରିବର୍ତ୍ତନ…
ଇସଲାମବାଦ/ନୂଆଦିଲ୍ଲୀ, ୫।୯: ଇଣ୍ଡିଆ ବନାମ ଭାରତକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ତେବେ ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ପାକିସ୍ତାନୀ ଗଣମାଧ୍ୟମ ମଧ୍ୟ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛି। ଭାରତ ନାମ ବ୍ୟବହାର କରି ଧର୍ମ ଆଧାରରେ ପାକିସ୍ତାନୀ…
Archives


