ଜି-୨୦: ଦିଲ୍ଲୀରେ ପହଞ୍ଚିଲେ ଏହି ସବୁ ଦେଶର ପ୍ରମୁଖ ଅତିଥି
ନୂଆଦିଲ୍ଲୀ,୮।୯: ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବାକୁ ୩୦ଦେଶର ରାଷ୍ଟ୍ର ମୁଖ୍ୟଙ୍କ ସହ ବଡ ବଡ ଅଧିକାରୀଙ୍କୁ ନିମନ୍ତ୍ରଣ କରାଯାଇଛି। ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଓ ତାଙ୍କ ପତ୍ନୀ ଦିଲ୍ଲୀରେ ପହଞ୍ଚିଛନ୍ତି। ସେହିପରି ଋଷିଆର…
ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ଆବୁ କାସିମଙ୍କୁ ପାକିସ୍ତାନରେ ହତ୍ୟା
ଇସଲାମବାଦ,ନୂଆଦିଲ୍ଲୀ,୮।୯: ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀଙ୍କ ଗୋଟିକ ପରେ ଗୋଟିଏ ପାକିସ୍ତାନରେ କରାଯାଉଛି ହତ୍ୟା। ଏହି ଆତଙ୍କବାଦୀଙ୍କୁ ଅଜ୍ଞାତ ବନ୍ଧୁକଧାରୀମାନେ ହତ୍ୟା କରୁଛନ୍ତି। ଯାହାକୁ ପାକିସ୍ତାନୀ ପୋଲିସ ଏପର୍ଯ୍ୟନ୍ତ ଚିହ୍ନଟ କରିପାରି ନାହିଁ। ବର୍ତ୍ତମାନ ଏହି ଅଜ୍ଞାତ ବନ୍ଧୁକଧାରୀ ଲଶ୍କର-ଏ-ତାଇବା (ଲେଟି)…
ବିଆରଆଇ ସମ୍ମିଳନୀରେ ଶକ୍ତି ପ୍ରଦର୍ଶନ କରିବ ଚାଇନା, ଯୋଗଦେବେ ପୁଟିନ୍
ବେଜିଂ, ୮।୯: ବିଶ୍ୱର ଅନେକଙ୍କ ପାଇଁ ଋଣ ଜାଲରେ ପରିଣତ ହୋଇଥିବା ବେଲ୍ଟ ଏବଂ ରୋଡ ପ୍ରୋଜେକ୍ଟରେ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛି ଚାଇନା। ଅକ୍ଟୋବରରେ ଚାଇନା ବିଆରଆଇ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି ଯେଉଁଥିରେ ବିଶ୍ୱର ୯୦ଟି ଦେଶ ଅଂଶଗ୍ରହଣକୁ…
ସାଉଦି ଆରବରୁ ଭାରତ ଯାଏଁ ହେବ ରେଲଓ୍ବେ ଲାଇନ, ଚାଇନାକୁ କାଉଣ୍ଟର କରିବାକୁ ପ୍ରସ୍ତୁତ ହେଲା ଷ୍ଟ୍ରାଟେଜି ପ୍ଲାନ୍
ନୂଆଦିଲ୍ଲୀ,୮।୯: ଜି-୨୦ନେଇ ରାଜଧାନୀ ଦିଲ୍ଲୀରେ ପ୍ରସ୍ତୁତ ଶେଷ ହୋଇ ସାରିଛି। ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଦିଲ୍ଲୀରେ ପହଞ୍ଚି ସାରିଛନ୍ତି। ସେହିପରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ସାଉଦି ଆରବର କ୍ରାଉନ ପ୍ରିନ୍ସ…
ବିରୋଧୀଙ୍କୁ ହେୟଜ୍ଞାନ କରନ୍ତି ସରକାର: ରାହୁଲ
ନୂଆଦିଲ୍ଲୀ,୮।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ୟୁରୋପ ଗସ୍ତରେ ଅଛନ୍ତି। ଗସ୍ତ ବେଳେ ବେଲଜିୟମରେ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଛନ୍ତି, ଜି-୨୦ର ଅଧ୍ୟକ୍ଷତା କରିବା ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ବହୁତ ଭଲ କଥା। ହେଲେ ଏହି ବୈଠକରେ…
୧୯ନିର୍ବାଚନ ପୂର୍ବରୁ ଆବିଆଇରୁ ୩ଲକ୍ଷ କୋଟି ଟଙ୍କା ଉଠାଇବାକୁ ଚାହୁଁଥିଲେ ସରକାର, ପୂର୍ବ ଡେପୁଟି ଗଭର୍ଣ୍ଣରଙ୍କ ବଡ ଦାବି
ନୂଆଦିଲ୍ଲୀ,୮।୯: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଡେପୁଟି ଗଭର୍ଣ୍ଣର ବିରଲ ଆଚାର୍ଯ୍ୟ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି, ୨୦୧୮ ମସିହାରେ ସରକାର ୧୯ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ବ୍ୟାଙ୍କ ଅର୍ଥାତ୍ ଆରବିଆଇରୁ ୨ରୁ ୩ଲକ୍ଷ କୋଟି ଟଙ୍କା ଉଠାଇବାକୁ…
ଭାରତରେ ପହଞ୍ଚିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ
ନୂଆଦିଲ୍ଲୀ,୮।୯:ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି୨୦ ସମ୍ମିଳନୀରେ ଯୋଗଦେବାକୁ ବିଶ୍ୱର ଅନେକ ରାଷ୍ଟ୍ରର ନେତାମାନେ ଭାରତ ପହଞ୍ଚିବାରେ ଲାଗିଛନ୍ତି। ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ନୂଆଦିଲ୍ଲୀରେ…
ନା ଫୋନ୍ ନା ଟିଭି, କବାଟରେ ବି ଲାଗିଛି ବୁଲେଟ୍ ପ୍ରୁଫ୍ ଶିଲ୍ଡ, ଜାଣନ୍ତୁ ଭାରତରେ କେମିତି ରହିଛି ବାଇଡେନଙ୍କ ପାଇଁ ରୁମ୍ର ସୁରକ୍ଷା…
ନୂଆଦିଲ୍ଲୀ/ଓ୍ବାଶିଂଟନ,୮ା୯: ଭାରତରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ବିଶ୍ୱର ଅନେକ ବରିଷ୍ଠ ନେତା ଅଂଶଗ୍ରହଣ କରିବାକୁ ଆସୁଛନ୍ତି। ସେପ୍ଟେମ୍ବର ୯-୧୦ରେ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀରେ ଭାଗ ନେବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଭାରତ ଆସୁଛନ୍ତି। ତେବେ ବାଇଡେନଙ୍କ…
ଆମେରିକାର ଚିନ୍ତା ବଢ଼ାଇଲା ଉତ୍ତର କୋରିଆ
ସିଓଲ,୮ା୯: ଉତ୍ତର କୋରିଆ ଶୁକ୍ରବାର କହିଛି, ଏହା ପରମାଣୁ ଆକ୍ରମଣର ବୁଡ଼ାଜାହାଜ ନିର୍ମାଣ କରିଛି। ଯେଉଁଥିରେ ଏହା ବର୍ଷ ବର୍ଷ ଧରି କାର୍ଯ୍ୟ କରିଆସୁଛି। ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନ୍ ଏହି ପଦକ୍ଷେପକୁ ପରମାଣୁ ସକ୍ଷମ ନୌସନା ନିର୍ମାଣ…
ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଦିଲ୍ଲୀ ପହଞ୍ଚିଲେ ଇଟାଲୀ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୮।୯: ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଯାଇଛି। ଏହି ସମ୍ମିଳନୀ ଦିଲ୍ଲୀରେ ୯ ଓ ୧୦ ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀ ପାଇଁ ଅନେକ ଦେଶର ମୁଖ୍ୟମାନେ ଭାରତ ଆସୁଛନ୍ତି। ଆମେରିକାର ରାଷ୍ଟ୍ରପତି…
ବାଇଡେନଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗି ପାରନ୍ତି ମୋଦି
ନୂଆଦିଲ୍ଲୀ,୮ା୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭାରତରେ ପହଞ୍ଚିବାକୁ ଯାଉଛନ୍ତି। ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ସେ ଭାରତ ଆସୁଛନ୍ତି। ତେବେ ରାଜଧାନୀ ଦିଲ୍ଲୀରେ ବାଇଡେନଙ୍କୁ ସ୍ବାଗତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି ଏବଂ ସମସ୍ତ ସୁରକ୍ଷା ବ୍ୟବସ୍ଥା…
ତ୍ରିପୁରାର ବୋକ୍ସାନଗର, ଧାନପୁର ବିଧାନସଭା ଆସନରେ ବିଜୟୀ ହେଲା ଭାଜପା
ଅଗରତାଲା,୮।୯: ତ୍ରିପୁରାରେ ସେପ୍ଟେମ୍ବର ୫ରେ ବୋକ୍ସନଗର ଓ ଧାନପୁର ବିଧାନସଭା ଆସନରେ ହୋଇଥିବା ଉପ ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ବିଜୟୀ ହୋଇଛି। ବୋକ୍ସନଗର ଏବଂ ଧାନପୁର ଆସନରେ ଅନୁଷ୍ଠିତ ନିର୍ବାଚନ ପାଇଁ ଶୁକ୍ରବାର ଭୋଟ ଗଣନା ଶେଷ ହୋଇଛି। ନିର୍ବାଚନ…
Archives


